ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ଆଜି ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସୋନପୁର ସବୁଠୁ ଥଣ୍ଡା ସହର ଭାବେ ପରିଣତ ହୋଇଛି। ସେଠାରେ ସର୍ବନିମ୍ନ ୪ ଡିଗ୍ରୀ ତାପମାତ୍ରା ରହିଛି। ସେହିପରି କେନ୍ଦୁଝରରେ ୫.୬, ଝାରସୁଗୁଡ଼ାରେ ୫.୮, ଟିଟିଲାଗଡ଼ ଓ...
ମାଲକାନଗିରି(ଜିତେନ୍ଦ୍ର ବେଉରା): ପୁଣି ଖାକିରେ ଦାଗ ! ନିଜକୁ ଥାନା ଅଧିକାରୀର ପରିଚୟ ଦେଇ ବଟି ଆଦାୟ କରୁଥିବା ଅଭିଯୋଗରେ ଜଣେ ହୋମଗାର୍ଡ ଓ ତାଙ୍କର ୨ ଜଣ ସହଯୋଗୀଙ୍କୁ ମାଲକାନଗିରି ପୁଲିସ୍ ଗିରଫ କରିଛି। ସେମାନେ ହେଲେ ସୁଜନ ମଜୁମଦାର, ଜଗନ୍ନାଥ ମଣ୍ଡଳ ଓ ବିଦୁ ସାହା।...
ନୂଆଦିଲ୍ଲୀ: ହରିୟାଣାର ଲୋକପ୍ରିୟ ଡାନ୍ସର ତଥା ଗାୟିକା ସପନା ଚୌଧୁରୀଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାଙ୍କ କାର୍କୁ ଦେଖିଲେ ଅନୁମାନ କରି ହେଉଛି ଯେ, ଦୁର୍ଘଟଣାଟି କେତେ ଭୟଙ୍କର ଥିଲା। ତେଣୁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ସେ ବର୍ତ୍ତି ଯାଇଥିବା କୁହାଯାଉଛି।...
ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆବର୍ଷକୁ ଫିକା କରିପାରେ ବର୍ଷା ! କାହିଁକି ନା କୋହଲା ପାଗ ସାଙ୍ଗକୁ ଏଥର ବର୍ଷାରେ ଭିଜିପାରେ ନୂଆବର୍ଷ। ଭାରତୀୟ ପାଣିପାଗ ବିଭାଗ ସହ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଜାନୁଆରୀ ୧ରୁ...
ଉଦଳା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଦ୍ୟାନ ବିଭାଗରେ କାର୍ଯ୍ୟରତ ମାଳୀ ଉଦ୍ଧବ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଏକକାଳୀନ ୪ ଟି ସ୍ଥାନରେ ବାଲେଶ୍ୱର ଭିଜିଲାନ୍ସ ବିଭାଗର ୪ଟି ଟିମ୍ ଚଢ଼ଉ କରିଛନ୍ତି। ନୁଦଡିହା ସ୍ଥିତ ଉଦ୍ଧବଙ୍କ ଶ୍ୱଶୁର ଘର,...
କୋଣାର୍କ: ଦୁଷ୍କର୍ମ ଉଦ୍ୟମକାରୀଙ୍କୁ ପାନେ ଦେଲେ ମହିଳା। ନିଜ ଇଜ୍ଜତ ବଞ୍ଚାଇବାକୁ ଜଣେ ମହିଳା ଦୁଷ୍କର୍ମ ଉଦ୍ୟମ କରୁଥିବା ଜଣେ ଯୁବକଙ୍କ ଜିଭ ଛିଣ୍ଡାଇ ଦେଇଛନ୍ତି। ଏହାପରେ ପ୍ରାଣ ବିକଳରେ ଯୁବକ ଜଣକ ଘଟଣାସ୍ଥଳରୁ ପଳାଇଥିବା ବେଳେ ପୁଲିସ୍ ପହଞ୍ଚି ଛିଣ୍ଡି ଯାଇଥିବା ଜିଭ ଜବତ କରିଛି। ପୁରୀ...
ମୁମ୍ବାଇ: ବଲିଉଡ୍ ତଥା ଟେଲିଭିଜନ୍ ଅଭିନେତା କୁଶାଲ୍ ପଞ୍ଜାବୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କର ଅତି ନିକଟତମ ବନ୍ଧୁ ତଥା ଅଭିନେତା କରଣବୀର ବୋହରା କୁଶାଲ୍ଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତକାଲି ରାତିରେ ମୁମ୍ବାଇର ପାଲି ହିଲ୍ ସ୍ଥିତ ଘରୁ ତାଙ୍କର ମୃତଦେହ ଉଦ୍ଧାର...
ଭୁବନେଶ୍ୱର: ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା। ହେଲେ ଅନ୍ୟ ସ୍ଥାନମାନଙ୍କରେ ପାଗ...
ବଲାଙ୍ଗିର: ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଆଜି ବଲାଙ୍ଗିର ଗସ୍ତରେ ଆସିବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରାଯାଇଛି। ଖରାପ ପାଗ ପାଇଁ ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହୋଇଥିବା ସୂଚନା ମିଳିଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ ହେବାପରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍ LPG ବଟଲିଂ...
ନୂଆଦିଲ୍ଲୀ: ମେସେଜିଂ ପାଇଁ ଅଧିକାଂଶ ଲୋକ ହ୍ୱାଟ୍ସଆପ୍ର ବ୍ୟବହାର କରିଥାନ୍ତି। ହେଲେ ହ୍ୟାକ୍ର୍ସମାନେ ଏବେ ଏହାର ଫାଇଦା ଉଠାଉଛନ୍ତି। ଲୋକମାନଙ୍କୁ ଟାର୍ଗେଟ୍ କରି ସେମାନଙ୍କ ବ୍ୟାଙ୍କ ଖାତାରୁ ହ୍ୟାକ୍ର୍ସମାନେ ଟଙ୍କା ଗାଏବ କରୁଥିବା ଜଣାପଡ଼ିଛି। ଏଥିପାଇଁ ସେମାନେ QR Codeର ବ୍ୟବହାର କରୁଛନ୍ତି। ଏହା ମାଧ୍ୟମରେ ଠକମାନେ ଲୋକମାନଙ୍କୁ...
ଅଲ୍ମାଟୀ: କଜାଖସ୍ତାନର ଅଲ୍ମାଟୀ ସହର ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ସମୟରେ ଏହି ବେକ୍ ବିମାନରେ ୯୫ ଜଣ ଯାତ୍ରୀ ଓ ୫ ଜଣ crew ମେମ୍ବରର୍ସ ଥିଲେ। ସେଠାକାର ସ୍ଥାନୀୟ ସମୟ ଅନୁସାରେ, ଆଜି...
ମାଲକାନଗିରି: ରାଜ୍ୟରେ ବେଧଡ଼କ ଭାବେ ଚାଲିଛି ଚୋରା ଗଞ୍ଜେଇ ଚାଲାଣ କାରବାର। ସବୁଠାରୁ ବଡ଼ କଥା ବିହାରୀ ମହିଳାମାନେ ଏଥିରେ ସାମିଲ ଅଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଟନେଲ କ୍ୟାମ୍ପ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ଉ କରି ଏଭଳି ଗଞ୍ଜେଇ ରାକେଟର ପର୍ଦ୍ଦାଫାଶ କରିଛି। ଏକ ଗାଡ଼ିରେ ୨...
ସୋନପୁର: ମହଙ୍ଗା ପଡ଼ିଲା ବିପଦପୂର୍ଣ୍ଣ ଭାବେ ସେଲ୍ଫି ଉଠାଇବା। ମହାନଦୀ ବ୍ରିଜ୍ର ବାଡ଼ ଉପରେ ଚଢ଼ି ଜଣେ ଯୁବକ ସେଲ୍ଫି ଉଠାଉଥିବା ବେଳେ ନଦୀକୁ ଖସି ପଡ଼ିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ସୋନପୁର...
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଥିବା ସାବିତ୍ରୀ ବାଇ ଫୁଲେ ଆଜି କଂଗ୍ରେସ ଦଳକୁ ମଧ୍ୟ ବାଏବାଏ କହିଛନ୍ତି। କଂଗ୍ରେସରେ ତାଙ୍କ କଥାକୁ ଶୁଣା ଯାଉ ନଥିବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ଏଥିସହ ସେ କଂଗ୍ରେସ ଓ ବିଜେପି ମଧ୍ୟରେ କୌଣସି ପାର୍ଥକ୍ୟ...
ନୂଆଦିଲ୍ଲୀ: ବିଜେପିର ହରିଆଣା ସହଯୋଗୀ ଜେଜେପିରେ ଫାଟ ! ହରିଆଣାରେ ଦୁଷ୍ୟନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି(ଜେଜେପି) ସହ ମିଶି ସରକାର ଗଠନ କରିଥିବା ବିଜେପି ଏବେ ସଙ୍କଟ ସ୍ଥିତିର ସାମ୍ନା କରିବାକୁ ଯାଉଥିବା ସଙ୍କେତ ମିଳିଛି। ବିଜେପି ସହ ଗୁପ୍ତ ଭାବେ ଗୋଟିଏ ମଲ୍ରେ ଜେଜେପି ମେଣ୍ଟ...
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଟ୍ୱିଟ୍ କରି ସେ କହିଛନ୍ତି, ଆରଏସ୍ଏସ୍ର ପ୍ରଧାନମନ୍ତ୍ରୀ ଭାରତ ମାତାଙ୍କୁ ମିଛ କହୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଦେଶର କୌଣସି ସ୍ଥାନରେ ଡିଟେନ୍ସନ୍ ସେଣ୍ଟର ତିଆରି ହେଉ ନାହିଁ।...
ଭୁବନେଶ୍ୱର: ଖ୍ରୀଷ୍ଟ୍ମାସ୍ରେ ସିକ୍ରେଟ୍ ସାନ୍ତା ହୋଇ ପିଲାଙ୍କୁ ସର୍ପ୍ରାଇଜ୍ ଦେଲେ ଓଲିଉଡ୍ ଅଭିନେତା। ଖାଲି ସର୍ପ୍ରାଇଜ୍ ଦେଲେ ନାହିଁ ବରଂ ଛୋଟ ଛୋଟ ପିଲାମାନଙ୍କୁ ଗିଫ୍ଟ, ଚକୋଲେଟ୍ ଆଦି ଦେବାସହ ସେମାନଙ୍କ ସହ ମଉଜମସ୍ତି ମଧ୍ୟ କରିଥିଲେ ଏହି ଅଭିନେତା। ଆପଣ ଭାବୁଥିବେ ଆମେ ଏଠି କାହା କଥା...
ମୁମ୍ବାଇ: ବଲିଉଡ୍ର ୩ ଜଣ ଜଣାଶୁଣା ସେଲେବ୍ରିଟିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ଅଭିନେତ୍ରୀ ରବୀନା ଟଣ୍ଡନ୍, ଫିଲ୍ମ ନିର୍ମାତା ଫରାହ ଖାନ୍ ଓ କମେଡିଆନ୍ ଭାରତୀ ସିଂଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ଏହି ୩ ସେଲେବ୍ରିଟି ଏମିତି କିଛି କହିଛନ୍ତି, ଯେଉଁଥିପାଇଁ ତାଙ୍କ ବିରୋଧରେ ପୁଲିସ୍ରେ...
ଭୁବନେଶ୍ୱର: ପାଳନ ହେବ ବହିର ଏକୋଇଶିଆ। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏ କ’ଣ କହୁଛୁ। ପ୍ରକୃତରେ ଆମେ ଏଠି କହିବାକୁ ଚାହୁଁଛୁ ଚଳିତ ବର୍ଷ ଡିସେମ୍ବର ୮ରେ ପ୍ରଣୟ ସୁଧାଙ୍କ ତୃତୀୟ କବିତା ସଂକଳନ “କୋଳେଇ ନେଲେ ପାଉଁଶ” ଲୋକାର୍ପିତ ହୋଇଥିଲ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ କବି...
ଭୁବନେଶ୍ୱର: ଏବେ ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପ୍ରବଳ ଶୀତ ଯୋଗୁ କିଛି ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡ଼ୁଛି। ଗତକାଲି ଫୁଲବାଣୀରେ ତାପମାତ୍ରା ୯.୩ ଡିଗ୍ରୀକୁ ଖସି ଆସିଥିବା ବେଳେ ଅନୁଗୁଳରେ ତାପମାତ୍ରା ୧୦ ଡିଗ୍ରୀ ଥିଲା। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଓ...