ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଅଭିଭାବକ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଅଭିଭାବକମାନେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଡେପୁଟି କମିଶନରଙ୍କ ଅଫିସ ଘେରାଉ କରିବା ସହ ଧାରଣାରେ ବସିଛନ୍ତି।...
ନୂଆଦିଲ୍ଲୀ: ବଞ୍ଚିବା ପାଇଁ ଦୁଇ ଦିନ ଧରି ସଂଘର୍ଷ କରିବା ପରେ ଶେଷରେ ଆଖି ବୁଜିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା। ଶୁକ୍ରବାର ରାତି ୧୧ଟା ୪୦ ମିନିଟ୍ରେ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତରପ୍ରଦେଶ ଉନ୍ନାଓର ଏହି ଯୁବତୀଙ୍କ...
ନୂଆଦିଲ୍ଲୀ: ଆଖି ବୁଜିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା। ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୧ଟା ୪୦ ମିନିଟ୍ରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ମେଡିକାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ହୃଦ୍ଘାତ ପରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗଣଦୁଷ୍କର୍ମର ଶିକାର ହୋଇଥିବା ଉତ୍ତରପ୍ରଦେଶ ଉନ୍ନାଓର...
ଭୁବନେଶ୍ୱର: ତେଲେଙ୍ଗାନାରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳି ଦେବା ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ପୁଲିସ୍ ଏନ୍କାଉଣ୍ଟର କରିଛି। ତେବେ ପୁଲିସ୍ର ଏହି ଏନ୍କାଉଣ୍ଟରକୁ ସମର୍ଥନ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି,“ ମୋ ବ୍ୟକ୍ତିଗତ ମତ- ହାଇଦ୍ରାବାଦରେ ଯେଉଁ ଘଟଣା...
କଟକ: ପୁଣି ଏକ ଟ୍ରାଫିକ ଇ-ଚାଲାଣରେ ଜୋରଜବରଦସ୍ତ ଜରିମାନା ହୋଇଥିବା ଅଭିଯୋଗ ହୋଇଛି। କଟକ ସହର ସ୍ଥିତ ଗଙ୍ଗାମନ୍ଦିର ଅଞ୍ଚଳର ସୁଶାନ୍ତ ମହାନ୍ତି ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି। ସେ ଚଳାଉଥିବା ଏକ କାର୍ ଉପରେ ଗତ ଅଗଷ୍ଟ ୨୮ରେ ୩୫୦୦ ଟଙ୍କାର ଜରିମାନା ହୋଇଥିବା...
ବାଲିଗୁଡ଼ା: ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ, ହେଲେ ନିଜେ ଖାଇଲେ ଗୁଳିମାଡ଼। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବି.ଡକେବାଡ଼ି ଗାଁରେ ଶିକାର କରିବାକୁ ଯାଇଥିବା ଜଣେ ଯୁବକଙ୍କ ଗୁଳି ମାଡ଼ରେ ମୃତ୍ୟୁ ହୋଇଛି। ତାଙ୍କ ନାଁ କ୍ରିଷ୍ଣା ନାୟକ। ଗତ ଶନିବାର ବିଳମ୍ୱିତ ରାତିରେ ଗାଁର ୪ରୁ...
ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳିଦେବା ଘଟଣାକୁ ନେଇ ସାରା ଦେଶରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ନେଇ କୋଣ ଅନୁକୋଣରୁ ଦାବି ଉଠିଛି। ଏସବୁ ଭିତରେ ରବିବାର ଦିନ...
ଭୁବନେଶ୍ୱର: ମାଓବାଦୀଙ୍କ ପିଏଲ୍ଜିଏ ସପ୍ତାହ ଆଜିଠୁ ଆରମ୍ଭ ହେଉଛି। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ମାଓବାଦୀଙ୍କ ପକ୍ଷରୁ ପିଏଲ୍ଜିଏ ସପ୍ତାହ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ମାଓ ପ୍ରବଣ କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ପଟାଙ୍ଗି, ନନ୍ଦପୁର ଓ ପଡ଼ୁଆ ଓ ଲମତପୁଟ ଭଳି...
ବାଲିଗୁଡ଼ା(ଅଜିତ୍ ନାୟକ): କନ୍ଧମାଳ ଜିଲ୍ଲାରେ ବେଆଇନ୍ ଭାବେ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି ପୁଲିସ୍ ଜୋରଦାର ଉଦ୍ୟମ ଚଳାଇଛି। ଗତକାଲି କ.ନୂଆଗାଁ ପୁଲିସ୍ ଓ ଅବକାରୀ ବିଭାଗ କର୍ମଚାରୀ ମିଳିତ ଚଢ଼ଉ କରି ସାଇନିପଡା ପଞ୍ଚାୟତର ଦଉଙ୍ଗିଆ ଓ ବିକାଙ୍ଗିଆ ଆଦି ଅଞ୍ଚଳରେ ୨୨୦ ଏକର...
ହାଇଦ୍ରାବାଦ: ହାଇଦ୍ରାବାଦ୍ରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଜାଳିଦେବା ଘଟଣାରେ ସମସ୍ତଙ୍କୁ ଚକିତ କଲା ଭଳି ଏକ ବଡ଼ ଖୁଲାସା ହୋଇଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଜଣାପଡ଼ିଥିଲା ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଏସବୁ କରିଥିଲେ। ପୁଣି ଆଉ ଏକ ବଡ଼...
ମୁମ୍ବାଇ: ଏଣିକି ମୋବାଇଲ୍ରେ କଥା ହୁଅନ୍ତୁ କିମ୍ବା ଇଣ୍ଟରେନେଟ୍ ବ୍ୟବହାର କରନ୍ତୁ ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ୍ ପୂର୍ବରୁ ଆପଣଙ୍କ ଯେଉଁ ଶସ୍ତାରେ ଏସବୁ ସୁବିଧା ମିଳି ଯାଉଥିଲା ବର୍ତ୍ତମାନ ତାହା ମହଙ୍ଗା ହୋଇଛି। ଭୋଡାଫୋନ୍, ଏୟାରଟେଲ୍, ଆଇଡିଆ ପରେ ଏବେ ରିଲାଏନ୍ସ ଜିଓ...
ନୂଆଦିଲ୍ଲୀ: କଂଗ୍ରେସ ରାଲିରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବଦଳରେ ବଲିଉଡ୍ର ଜଣେ ଅଭିନେତ୍ରୀଙ୍କ ନାଁରେ ନାରାବାଜିକୁ ନେଇ କଂଗ୍ରେସକୁ ବହୁ ଟ୍ରୋଲ୍ ହେବାକୁ ପଡ଼ିଛି। ରାଲିରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବଦଳରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଜିନ୍ଦାବାଦ୍ ନାରା ଶୁଣିବାକୁ ମିଳିଛି। ଖୋଦ୍ କଂଗ୍ରେସର ଜଣେ ନେତା...
ଯାଜପୁର(ଅଭୟ ପତି): ହଠାତ୍ ଦୁଇ ଦୁଇଟି ବସ୍ରେ ଲାଗିଗଲା ନିଆଁ। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡ ସମୟରେ ବସ୍ରେ କେହି ଯାତ୍ରୀ କିମ୍ବା କର୍ମଚାରୀ ନ ଥିଲେ। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ମିଳିଥିଲା। ଯାଜପୁର ଜିଲ୍ଲାରେ ଏହି ଅଘଟଣ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଯାଜପୁର...
ଭୁବନେଶ୍ୱର/କଟକ: ଟ୍ରାଫିକ୍ ନିୟମ ଗତକାଲିଠୁ କଡ଼ାକଡ଼ି ଭାବେ ଲାଗୁ ହୋଇଛି। କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍ନେସ୍, ପଲ୍ୟୁସନ୍ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ି ଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ୍ ନିୟମକୁ ଗତକାଲିଠୁ ସାରା ରାଜ୍ୟରେ କଡ଼ାକ଼ଡ଼ି ଭାବେ ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଭୁବନେଶ୍ୱର-କଟକରେ ଦ୍ରୁତ ଗାଡ଼ି...
ଭଦ୍ରକ: ଏକ ତରଫା ପ୍ରେମିକର ଉନ୍ମତ୍ତ କାଣ୍ଡ। ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀ ଓ ତାଙ୍କ ବାପାଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା ଯୁବକ। ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଦଳପତି ଗାଁର ଜଣେ ବ୍ୟକ୍ତି ଓ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେମାନଙ୍କ ଅବସ୍ଥା...
ସୁରତ: ଆକାଶରେ ଉଡ଼ିଲା ପୁଳା ପୁଳା ନୋଟ୍। ଗୋଟେ କି ଦୁଇଟି ନୁହେଁ ଶହ ଶହ ୨ ହଜାର ଟଙ୍କିଆ ନୋଟ୍କୁ ଉଡ଼ା ଯାଇଛି। ଏପରି କିଛି ଘଟଣାକୁ ନେଇ ଗୁଜରାଟ ଜାମନଗର ଅଞ୍ଚଳ ଏବେ ଚର୍ଚ୍ଚାକୁ ଆସିଛି। ସ୍ଥାନୀୟ ବ୍ୟବସାୟୀ ଜାଡେଜା ପରିବାରର ପୁଅ ଋଷିରାଜ ଜାଡେଜାଙ୍କ...
କଟକ: ଟ୍ରାଫିକ୍ ନିୟମ ଭାଙ୍ଗିଲା ପୁଅ, ଆଉ ବାପା ଦେଲେ ଫାଇନ୍। ଟ୍ରାଫିକ୍ ନିୟମ ଆଜି ସାରା ରାଜ୍ୟରେ କଡ଼ାକଡ଼ି ଲାଗୁ ହେବା ପରେ କଟକରେ ଏପରି ଏକ ଘଟଣା ଘଟିଛି। କଟକ ମଧୁପାଟଣା ଛକରେ ଆଜି ଜଣେ ନାବାଳକ ବାଇକ୍ ଚଳାଉଥିବା ଅଭିଯୋଗରେ ତାଙ୍କ ବାପାଙ୍କ ଠାରୁ...
ରାଇରଙ୍ଗପୁର: ଲେଡିଜ୍ ହଷ୍ଟେଲ୍ରୁ ଜଣେ କଲେଜ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତେବେ ପୁଲିସ୍ର ନିଷ୍କ୍ରିୟତା ଯୋଗୁ ଦୁଷ୍କର୍ମର ଶିକାର ହୋଇଥିବା ଏହି ଅଧ୍ୟାପିକା ଶେଷରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଆଉ ଏହା ଜଣାପଡ଼ିବା ପରେ ପୁଲିସ୍ ପ୍ରଶାସନ ଚେଇଁ ଉଠିଛି ଓ...
ହାଇଦ୍ରାବାଦ: ହାଇଦ୍ରାବାଦ୍ରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣା ସତେ ଯେମିତି ସାରା ଦେଶକୁ ସ୍ତବ୍ଧ କରି ଦେଇଛି। ଏହି ଘଟଣା ପରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ପୁଲିସ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।...
ୱାଶିଂଟନ୍: ଆମେରିକାର ସାଉଥ୍ ଡାକୋଟା ଡକୋଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୯ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣ ଆହତ ମଧ୍ୟ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଶନିବାର ଦିନ ଏହି ଦୁର୍ଘଟଣା ଘଟିଛି। ଖରାପ ପାଣିପାଗ...