ଆସିକା: କଥାରେ ଅଛି ଇଚ୍ଛା ଶକ୍ତି ଆଗରେ ବାଧାବିଘ୍ନ, ବୟସ ସବୁକିଛି ହାର୍ ମାନିଥାଏ। ଯଦି ଆପଣଙ୍କ ପାଖରେ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଅଛି ତେବେ ସବୁ ବାଧାବିଘ୍ନକୁ ସହଜରେ ଅତିକ୍ରମ କରିପାରିବେ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଆସିକାର ବିଜେଡି ସାଂସଦ ପ୍ରମିଳା ବିଷୋୟୀଙ୍କ...
ନୂଆଦିଲ୍ଲୀ: ବିଦାୟ ନେଇଛି ବର୍ଷ ୨୦୧୯। ଆଉ ଅନେକ ଖୁସି, ଉନ୍ମାଦନା ନେଇ ନୂଆବର୍ଷ ୨୦୨୦କୁ ସ୍ୱାଗତ କରିଛନ୍ତି ଲୋକେ। ନୂଆବର୍ଷର ଆରମ୍ଭ ସହ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଇବା ଭଳି ଅନେକ ନିୟମରେ ପରିବର୍ତ୍ତନ ହୋଇଛି। ୨୦୨୦, ଜାନୁଆରୀ ୧ରୁ ଏହି ସବୁ ନୂଆ ନିୟମ...
ବ୍ରହ୍ମପୁର(ଜଗନ୍ନାଥ ସାହୁ): ନୂଆବର୍ଷ ସମସ୍ତଙ୍କ ପାଇଁ ଖୁସି ଓ ଉନ୍ମାଦ ଆଣିଥାଏ। ହେଲେ ଏମାନଙ୍କ ପାଇଁ ଯେମିତି ନେଇ ଆସିଥିଲା ଖାଲି ଦୁଃଖ ଆଉ ବିପର୍ଯ୍ୟୟ। ୫ ସାଙ୍ଗ ଦିନେ ଏକାଠି ହୋଇ ଖେଳୁଥିଲେ, ବୁଲୁଥିଲେ । ଆଜି ସେମାନଙ୍କ ମଧ୍ୟରୁ ୩ ଜଣ ସାଙ୍ଗ ଅନ୍ୟ ୨...
ଭୁବନେଶ୍ୱର: ଏବେ ଅସହ୍ୟ ଶୀତ ପରେ ବର୍ଷାକୁ ନେଇ ଚିନ୍ତା। ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ...
କେନ୍ଦ୍ରାପଡ଼ା: ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରିବା ବେଳେ ମହାଯାତ୍ରା। ପୁରୀରୁ ଘରକୁ ଫେରିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଦୁଇଟି ଜୀବନ। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନୟନବିହାର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର...
ରାୟଗଡ଼ା(ମନୋଜ ପାତ୍ର): ଘାଟିରୁ ୨୦ ଫୁଟ ତଳକୁ ଖସିପଡ଼ିଲା ଟ୍ୟାଙ୍କର୍। ଫଳରେ ଘଟଣାସ୍ଥଳରେ ଟ୍ୟାଙ୍କର୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍ପର୍ ଗୁରୁତର ଭାବେ ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଗୁମ୍ମା ଘାଟିରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଆଜି ଭୋର ସମୟରେ ଏକ ଆଲୁମିନିୟମ ପାଉଡର...
ଭୁବନେଶ୍ୱର: ଏଣିକି ଆଉ ଲର୍ଣ୍ଣସ ଲାଇସେନ୍ସ ପାଇଁ ଘଣ୍ଟାଘଣ୍ଟା ଧରି ଆର୍ଟିଓ ଅଫିସରେ ଛିଡ଼ା ହେବାକୁ ପଡ଼ିବ ନାହିଁ। କାରଣ ଏବେ ଅନ୍ଲାଇନରେ ଟେଷ୍ଟ୍ ଦେଇ ତତ୍କ୍ଷଣାତ୍ ଲର୍ଣ୍ଣସ ଲାଇସେନ୍ସ(ଏଲ୍ଏଲ୍) ହାସଲ କରିହେବ। ଲର୍ଣ୍ଣସ ଲାଇସେନ୍ସ ପାଇଁ ଆବେଦନକାରୀଙ୍କୁ ଆର୍ଟିଓଙ୍କ ଅନୁମୋଦନ ନେବା ଜରୁରୀ ଥିବା ବ୍ୟବସ୍ଥାକୁ ରାଜ୍ୟ...
କଟକ: ନୂଆବର୍ଷକୁ ପାଳନ କରିବା ପାଇଁ ଚାରିଆଡ଼େ ସମସ୍ତେ ମସଗୁଲ୍ ଥିବାବେଳେ ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ଦୁଃଖଦ ଘଟଣା ଘଟିଥିବା ସାମ୍ନାକୁ ଆସିଛି। କେଉଁଠି ଜିରୋ ନାଇଟ୍ ସେଲେବ୍ରେସନ୍ ବେଳେ କିଛି କଥାକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଛି ତ ଆଉ କେଉଁଠି ଛାତରୁ ଖସି...
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ଗତକାଲି ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟାଳୟ ପାଚେରିରେ କେହି ଦୁର୍ବୃତ୍ତ ଦେବ ନାରାୟଣଙ୍କ ଆତ୍ମହତ୍ୟାକୁ ନେଇ ଅନେକ ଅପ୍ରାସଙ୍ଗିକ କଥା ଲେଖିଥିବା ଦେଖିବାକୁ ମିଳିଛି। ଗତ ୨୮...
ନୂଆଦିଲ୍ଲୀ: ନୂଆବର୍ଷରେ ରେଳଯାତ୍ରୀଙ୍କୁ ଝଟ୍କା ଦେଇଛନ୍ତି ସରକାର। ୧ରୁ ୪ ପଇସା ପର୍ଯ୍ୟନ୍ତ ରେଳ ଭଡ଼ା ବୃଦ୍ଧି ପାଇଛି। ବର୍ଦ୍ଧିତ ରେଳ ଭଡ଼ା ମଧ୍ୟରାତ୍ରିରୁ ଲାଗୁ ହୋଇଛି। ତା’ହେଲେ ଆସନ୍ତୁ ଜାଣିବା କେଉଁ ଟ୍ରେନ୍ ପାଇଁ କେତେ ଟଙ୍କା ରେଳଭଡ଼ା ବୃଦ୍ଧି ପାଇଛି… ସମସ୍ତ AC ବଗିରେ ଯାତ୍ରା...
ଭଦ୍ରକ: ନୂଆବର୍ଷକୁ ପାଳନ କରିବା ପାଇଁ ଚାରିଆଡ଼େ ସମସ୍ତେ ମସଗୁଲ୍ ଥିବାବେଳେ ଏହି ସମୟରେ ଏକ ଦୁଃଖ ଘଟଣା ସାମ୍ନାକୁ ଆସିଛି। ଗୋଟିଏପଟେ ଜିରୋ ନାଇଟ୍ ସେଲେବ୍ରେସନ୍ରେ ସମସ୍ତେ ବ୍ୟସ୍ତ ଥିବାବେଳେ, ଅନ୍ୟପଟେ ଏଭଳି ରାତିରେ ଅତି ନିର୍ମମ ଭାବେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା...
ଭୁବନେଶ୍ୱର: ବିଦାୟ ନେଇଛି ବର୍ଷ ୨୦୧୯, ଆସିଛି ୨୦୨୦। ଆଉ ବଦଳି ଯାଇଛି କ୍ୟାଲେଣ୍ଡର୍। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷ ୨୦୨୦କୁ ମନଖୋଲି ସ୍ୱାଗତ କରିଛନ୍ତି ସମସ୍ତେ। କିଏ ଜିରୋ ନାଇଟ୍ ସେଲେବ୍ରେସନ୍ କରି ତ ଆଉ କିଏ କେକ୍ କାଟି ନୂଆବର୍ଷକୁ ସ୍ୱାଗତ କରିଛନ୍ତି। ଏସବୁ...
ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନୟାଗଡ ଜିଲ୍ଲା ଗଣିଆ ଆଡକଟା ରାଜସ୍ୱ ନିରୀକ୍ଷକ(ଆର୍ଆଇ) ନମିତା ପ୍ରଧାନ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଧୁଆମଡ଼ା ଗାଁର...
ଭୁବନେଶ୍ୱର: ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଜିରୋ ନାଇଟ୍ ସେଲେବ୍ରେସନ୍ ଆଳରେ ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଶାସକ୍ତ ଅବସ୍ଥାରେ ଲୋକମାନେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳିଥିଲା। ତେବେ ଏମାନଙ୍କୁ ସାବାଡ୍ କରିବା ପାଇଁ କମିଶନରେଟ୍ ପୁଲିସ୍ ମଧ୍ୟ ପୂରାପୂରି ପ୍ରସ୍ତୁତ ହୋଇଥିଲା। ଭୁବନେଶ୍ୱରର ବିଭିନ୍ନ...
ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ୍ ଅଫିସର। ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସୂଚନା ମିଳିଛି। ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ହେଉଛନ୍ତି ବିଜୟ କେତନ ଉପାଧ୍ୟାୟ। ସୂଚନା ଅନୁସାରେ, ବିଜୟ କେତନ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା...
ଭୁବନେଶ୍ୱର: ଆସନ୍ତା ଫେବୃଆରୀରୁ ଭୁବନେଶ୍ୱର ବିମାନବନ୍ଦର ରନ୍ୱେର ରିସର୍ଫେସିଂ କାମ ଆରମ୍ଭ ହେବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ଭିଭି ରାଓ ଏନେଇ ସୂଚନା ଦେଇଛନ୍ତି। ରିସର୍ଫେସିଂ ବେଳେ ୮ରୁ ୧୦ ମାସ ବିମାନ ସେବା ପ୍ରଭାବିତ ହେବ। ପ୍ରଥମ ପର୍ଯ୍ୟାୟରେ ଏହି କାମ ରାତିରେ...
ଭୁବନେଶ୍ୱର: ପ୍ରଥମେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ, ତା’ପରେ ଶାରୀରିକ ସମ୍ପର୍କ ରଖିଲେ। ଏପରିକି ମନ୍ଦିରରେ ବିବାହ କରି ୭ ବର୍ଷ ଏକାଠି ମଧ୍ୟ ରହିଲେ। ଶେଷରେ ଯୁବତୀଙ୍କୁ ଧୋକା ଦେଲେ। ଜଣେ ସରପଞ୍ଚଙ୍କ ବିରୋଧରେ ଏମିତି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀ।...
ପୁରୀ: ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼। ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ...
ନୂଆଦିଲ୍ଲୀ: ଇଣ୍ଡିଆନ୍ ଅଏଲ୍ ଖାଲି ପଡ଼ିଥିବା ଜୁନିଅର୍ ଇଞ୍ଜିନିୟରିଂ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରୁଛି। ୩୭ଟି ଜୁନିଅର୍ ଇଞ୍ଜିନିୟରିଂ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆବେଦନର ଶେଷ ତାରିଖ ୨୦୨୦, ଜାନୁଆରୀ ୧୭ ତାରିଖ...
ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବେଳେ ଏଭଳି ଶୀତ ଆହୁରି ୨ ଦିନ ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ଲଗାତାର ତୃତୀୟ ଦିନ ପାଇଁ...