• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

tourist
ମହାପ୍ରଭୁଙ୍କ ଦର୍ଶନ କଲେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ

ପୁରୀ: ଟାଣି ଆଣିଲା କାଳିଆର ଡୋରି। ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ସୁଦୂର ପାକିସ୍ତାନରୁ ଛୁଟି ଆସିଲେ ହିନ୍ଦୁ ପର୍ଯ୍ୟଟକ। ପାକିସ୍ତାନ କରାଚିର ସିନ୍ଧରୁ ମୋଟ ୧୩୩ ଜଣ ଯାତ୍ରୀ ବିଭିନ୍ନ ଧାମ ଯାତ୍ରା କରିବାକୁ ଭାରତ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ...

odisha
କେଉଁଠି କୂଳ ଲଂଘିଲାଣି ନଦୀ ତ ଆଉ କେଉଁଠି ସମୁଦ୍ର, ବିପଦ ମୁହଁରେ ୧୨ ଗାଁ

ପଟ୍ଟାମୁଣ୍ଡାଇ: ଆଗକୁ ଆସୁଛି ବିପଦ। କେଉଁଠି ନଦୀ କୂଳ ଲଂଘିଲାଣି ତ ଆଉ କେଉଁଠି ସମୁଦ୍ର। ସେହିପରି କେଉଁଠି ନଦୀ ଗର୍ଭରେ ବିଲୀନ ଗାଁ ତ ଆଉ କେଉଁଠି ସମୁଦ୍ର ଢେଉରେ ନିଶ୍ଚିହ୍ନ। ବନ୍ୟା ହେଲେ ଉଛୁଳା ନଦୀ କୂଳ ଖାଇବା ସ୍ୱାଭାବିକ କଥା କିନ୍ତୁ ଏମିତି କିଛି...

accident
ଆନ୍ଧ୍ରରେ କାର୍ ଦୁର୍ଘଟଣା, ଚାଲିଗଲା ୫ ଓଡ଼ିଆଙ୍କ ଜୀବନ

ବିଶାଖାପାଟନମ୍‌/ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ମଞ୍ଜୁସା ନିକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡ଼ିଛି। ସମସ୍ତ ମୃତାହତ ଭୁବନେଶ୍ୱରର ବୋଲି ସୂଚନା ମିଳିଛି।...

rainfall
କାଲି ପର୍ଯ୍ୟନ୍ତ ଲାଗି ରହିବ ବର୍ଷା ସହ କୋହଲା ପାଗ

ଭୁବନେଶ୍ୱର: ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା ସହ କୋହଲା ପାଗ। ଆଜି ଉପକୂଳବର୍ତ୍ତୀ ଓଡ଼ିଶା ସମେତ ରାଜ୍ୟର ଅନ୍ୟ କିଛି ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ବଲାଙ୍ଗିର, କେନ୍ଦୁଝର, ସୋନପୁର, ଅନୁଗୁଳ, ଢେଙ୍କାନାଳ ଓ...

bear
କଲେଜ ପରିସରରେ ଭାଲୁ, ଭୟଭୀତ ଲୋକେ

ନୂଆପଡ଼ା(ମାୟାଧର ସରାଫ): ସାବଧାନ ! ସହର ଭିତରେ ବୁଲୁଛନ୍ତି ଭାଲୁ। ଜଙ୍ଗଲ ଛାଡ଼ି କଲେଜ ପରିସରରେ ବୁଲିଲେ ଭାଲୁ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ନୂଆପଡ଼ା ସଦର ମହକୁମା ସ୍ଥିତ ନ୍ୟାସନାଲ୍ କଲେଜ ପରିସରରେ ଗତକାଲି ୩ଟି ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। ଗତକାଲି ଅପରାହ୍ନ...

plane crash
ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ଭୋପାଳ: ଘରୋଇ ବିମାନ ଏକାଡେମୀର ଏକ ଟ୍ରେନର୍‌ ଏୟାରକ୍ରାଫ୍ଟ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଫ୍ଲାଇଟ୍‌ ଇନ୍‌ଷ୍ଟ୍ରକ୍ଟର ଅଶୋକ ମକ୍‌ୱାନା(୫୮) ଓ ଟ୍ରେନି ପାଇଲଟ୍‌ ପୀୟୁଷ ଚନ୍ଦେଲ(୨୮)। ମିଳିଥିବା ସୂଚନା...

BMC1
ଖୋଲା ମଳତ୍ୟାଗ ମୁକ୍ତ ସହର ଭାବେ ଘୋଷିତ ହେଲା ଭୁବନେଶ୍ୱର

ଭୁବନେଶ୍ୱର: ଭୁବନେଶ୍ୱର ହେଲା ଖୋଲା ମଳତ୍ୟାଗ ମୁକ୍ତ ସହର। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି। ରାଜଧାନୀରେ ଏକ ଉତ୍ସବରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଧାରଣଲୋକଙ୍କ ପାଇଁ ମୋଟ୍‌ ୧୯୫ଟି...

cable
ଏଣିକି କମ୍ ଟଙ୍କା ଦେଇ ଦେଖି ପାରିବେ ଅଧିକ ଚ୍ୟାନେଲ

ନୂଆଦିଲ୍ଲୀ: ଏଣିକି ଗ୍ରାହକମାନେ କମ୍ ଟଙ୍କା ଦେଇ ଅଧିକ ଚ୍ୟାନେଲ ଦେଖି ପାରିବେ। କାରଣ ଏବେ ଗ୍ରାହକଙ୍କୁ ୧୩୦ ଟଙ୍କାରେ ମିଳିବ ୨୦୦ ଚ୍ୟାନେଲ୍। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ-ଟ୍ରାଇ ପକ୍ଷରୁ DTH ଓ କେବ୍‌ଲ୍‌ ଟିଭି Tariffରେ ସଂଶୋଧନ କରିଛନ୍ତି। ଏଣିକି ମାତ୍ର ୧୩୦ ଟଙ୍କାରେ ଗ୍ରାହକଙ୍କୁ...

odisha
ସମ୍ଭାଳି ପାରିଲେନି ଲୋଭ, ରାସ୍ତାରେ ଗାଡ଼ି ରଖି ବୋହି ନେଲେ

ସମ୍ବଲପୁର: ରାସ୍ତାରେ ଗଡ଼ୁଛି ପିଆଜ। ଆଉ ତାକୁ ନେବାପାଇଁ ପଥଚାରୀଙ୍କ ମଧ୍ୟରେ ଚାଲିଛି ଏକ ପ୍ରକାର ପ୍ରତିଯୋଗିତା। କିଏ ତରବରିଆ ଭାବେ ପିଆଜ ଗୋଟାଇ ଏହାକୁ କାର୍‌ ଡିକିରେ ରଖିଲାଣି ତ ଆଉ କିଏ ବ୍ୟାଗ୍‌, ଗାମୁଛାରେ ବାନ୍ଧିଲେଣି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ-ସମ୍ବଲପୁର ୫୩...

OTV
OTVକୁ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ

ଭୁବନେଶ୍ୱର: OTVକୁ ମିଳିବ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନ। ବର୍ଷ ୨୦୧୯ ପାଇଁ ଇଲେକ୍ଟ୍ରୋନିକ୍‌ ମିଡିଆ ଓଡ଼ିଆ ଟିଭି ବର୍ଗରେ OTVକୁ ଏହି ସମ୍ମାନ ମିଳିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆସନ୍ତା ୭ ତାରିଖରେ ଏହି ସମ୍ମାନ ପ୍ରଦାନ କରାଯିବ। ଦିଲ୍ଲୀରେ ନ୍ୟାସନାଲ ମିଡିଆ...

former-mla-1
ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକ

ବ୍ରହ୍ମପୁର: ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକ ହୋଇଯାଇଛି। ଗତକାଲି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ଗତକାଲି ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାରେ ତାଙ୍କୁ...

ranveer
ଦୀପିକାଙ୍କ ପାଇଁ ଭଡ଼ାରେ ଫ୍ଲାଟ୍‌ ନେଲେ ରଣବୀର !

ମୁମ୍ବାଇ: ସମସ୍ତଙ୍କ ଫେଭରେଟ୍‌ ବଲିଉଡ୍‌ କପଲ୍‌ ରଣବୀର ସିଂ ଓ ଦୀପିକା ପାଦୁକୋନ୍‌ଙ୍କ କେମେଷ୍ଟ୍ରିକୁ ଫ୍ୟାନ୍ସମାନେ ବେଶ୍‌ ପସନ୍ଦ କରିଥାନ୍ତି। ବ୍ୟସ୍ତତା ଭିତରେ ଉଭୟ ଉଭୟଙ୍କ ପାଇଁ ସମୟ ବାହାର କରି ଅନେକ ପାର୍ଟି, ଇଭେଣ୍ଟ୍‌ରେ ଏକାଠି ଯୋଗ ଦେଇଥାନ୍ତି। ଏବେ ପତ୍ନୀ ଦୀପିକାଙ୍କୁ ଆହୁରି ଅଧିକ ସମୟ...

lightning
ଝଡ଼ ତୋଫାନ ଓ ବଜ୍ରପାତ ନେଇ ୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ସକାଳୁ ସକାଳୁ ଝିପି ଝିପି ବର୍ଷା ହୋଇଛି। ଶୀତୁଆ ପାଗକୁ ପୁଣି ବର୍ଷା ହେବା ଫଳରେ ଜନଜୀବନ ଆହୁରି ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା...

odisha
କଲେଜ ଛାତ୍ରୀଙ୍କ ବେକ କାଟିଦେଲେ ଟିଉସନ୍‌ ସାର୍

ଜଳେଶ୍ୱର: ନାବାଳିକା କଲେଜ ଛାତ୍ରୀଙ୍କ ବେକ କାଟିଦେଲେ ଟିଉସନ୍‌ ସାର୍। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ଦେହୁଡ଼ଦା ଗାଁରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଛାତ୍ରୀ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଶିକ୍ଷକଙ୍କ ନାଁ ବିଶ୍ୱଜିତ୍‌ ନାଥ ଓରଫ୍ ପିଲୁ।...

jawan
CRPF ଯବାନ ନିଖୋଜ

ରାୟଗଡ଼ା(ମନୋଜ ପାତ୍ର): ଡ୍ୟୁଟିକୁ ଯାଇ ଯବାନ ନିଖୋଜ। CRPF ଚତୁର୍ଥ ବାଟାଲିଅନ୍‌ର ଜଣେ ହାବିଲଦାର ୫ ଦିନ ହେବ ନିଖୋଜ ଅଛନ୍ତି। ନିଖୋଜ ଯବାନ ହେଲେ ଉତ୍ତର ପ୍ରଦେଶର ଧରମ ଦେବ (୫୦)। ସୂଚନା ଅନୁସାରେ, ଗତ ୨୯ ତାରିଖରେ ରାୟଗଡ଼ା ଜିଲ୍ଲାର ଚଇତି ଉତ୍ସବରେ ଧରମ ଦେବଙ୍କ...

accident
ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୨ ମୃତ, ୩୦ରୁ ଅଧିକ ଯାତ୍ରୀ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ...

odisha
ସାବାଡ୍‌ ହେବେ ରୋଡ୍ ରୋମିଓ

ଭୁବନେଶ୍ୱର: ହୁସିଆର୍‌ ରୋଡ୍‌ ରୋମିଓ। ଏଣିକି ଟ୍ୱିନ୍‌ ସିଟିରେ ରହିବେ ସ୍ପେଶାଲ ପୁଲିସ୍‌ ଅଫିସର୍(SPO)। ଯୁବତୀଙ୍କ ସହ ହେଉଥିବା ଦୁର୍ବ୍ୟବହାର, ଅଶୋଭନୀୟ ଆଚରଣ ଏସବୁକୁ କଡ଼ା ଭାଷାରେ ଜବାବ ଦେବେ ଏହି SPO। ଏପରିକି କମିଶନରେଟ୍ ପୁଲିସ୍‌ଙ୍କ ପାଖରେ ଥିବା ସବୁ କ୍ଷମତା ଏବେ SPOଙ୍କ ପାଖରେ ରହିବ।...

odisha
ସଚିବ ସ୍ତରରେ ଅଦଳବଦଳ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ସଚିବ ସ୍ତରରେ ଅଦଳବଦଳ କରିଛନ୍ତି। ଆଇଏଏସ୍‌ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳଛି। ସେ ଏବେ କୃଷି ଉତ୍ପାଦନ କମିଶନର ଅଛନ୍ତି। ସେହିପରି ଆଇଏଏସ୍‌ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

flight
ମହଙ୍ଗା ହୋଇପାରେ ବିମାନ ଯାତ୍ରା

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନରେ ହିଁ ରେଳ ଭଡ଼ା ଓ ଏଲ୍‌ପିଜି ସିଲିଣ୍ଡର ଗ୍ୟାସର ଦରରେ ବୃଦ୍ଧି ହୋଇଥିଲା। ଆଉ ଏବେ ବିମାନ ପାଳି। ଅର୍ଥାତ୍‌ ବିମାନ ଟିକେଟ୍‌ରେ ମହଙ୍ଗା ମାଡ଼ ହେବ ବୋଲି ଜଣାପଡ଼ିଛି। ବିମାନରେ ବ୍ୟବହୃତ Aviation Turbine Fuel(ATF)ର ଦର ବୃଦ୍ଧି ହୋଇଛି। ଫଳରେ...