• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

heavy rainfall
ଘୂର୍ଣ୍ଣିବଳୟ ପ୍ରଭାବରେ କାଲିଠୁ ବର୍ଷା !

ଭୁବନେଶ୍ୱର: ସବ୍‌-ହିମାଳୟର ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଯାଏ ବର୍ଷା ଲାଗି ରହିବ। ଆସନ୍ତାକାଲି ଓଡ଼ିଶାର ୮ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,...

rourkela
ସ୍ପଞ୍ଜ ଆଇରନ କାରଖାନାରେ ଅଣନିଃଶ୍ୱାସୀ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଆଇଡିସି ଅଞ୍ଚଳରେ ଥିବା ‘ପୂଜା’ ସ୍ପଞ୍ଜ ଆଇରନ କାରଖାନାରେ ଅଣନିଃଶ୍ୱାସୀ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଅଜୟ ସମଦ ଏବଂ ଫ୍ରାନସିସ୍ କେର୍କେଟା। ଗତକାଲି ଅଜୟ ଓ ଫ୍ରାନସିସ୍ କାରଖାନାର ଫରନେସ୍‌ ସଫା...

petrol pump
୬ ଦିନ ଧରି ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ଗୋଟିଏପଟେ ସୁନା ଦର ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ଲଗାତର ୬ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୭୪ ଟଙ୍କା ୭୧ ପଇସା ହୋଇଥିବାବେଳେ ମାଲକାନଗିରିରେ ସର୍ବାଧିକ...

salman khan
ସଲ୍‌ମାନ୍‌ଙ୍କୁ ନେଇ ଏମିତି ଖୁଲାସା କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ‘ବିଗ୍‌ ବସ୍‌-୧୩’ ଯେବେଠୁ ଆରମ୍ଭ ହେଲାଣି ସେବେଠାରୁ ଏହି ଶୋ’ରେ କିଛି ନା କିଛି ଟ୍ୱିଷ୍ଟ୍‌ ଦେଖିବାକୁ ମିଳୁଛି। ନିକଟରେ ଦେଖିବାକୁ ମିଳିଥିଲା, ଶୋ’ର ପ୍ରତିଯୋଗୀମାନେ ରହୁଥିବା ଘରେ ଯାଇ ହଠାତ୍‌ ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ ପହଞ୍ଚି ଯାଇଥିଲେ। ଏହାପରେ ନିଜେ ରୋଷେଇ ଘରଠୁ ଆରମ୍ଭ...

ac
୧୬ ନୁହେଁ, ଏଣିକି ୨୪ ଡିଗ୍ରୀ ସେଲ୍‌ସିୟସ୍‌ରେ ଚାଲିବ ଏସି

ନୂଆଦିଲ୍ଲୀ: ଏଣିକି ୧୬ ଡିଗ୍ରୀ ସେଲ୍‌ସିୟସ୍‌ ନୁହେଁ ବରଂ ୨୪ ଡିଗ୍ରୀ ସେଲ୍‌ସିୟସ୍‌ରେ ଚାଲିବ ଆପଣଙ୍କ ଘରର ଏସି। ଅର୍ଥାତ୍‌ ଚଳିତ ବର୍ଷ ଗରମରୁ ରକ୍ଷା ପାଇବା ପାଇଁ ଆପଣ ଯେତେବେଳେ ନୂଆ ଏସି (AC) କିଣିବାକୁ ଯିବେ ତେବେ ଆପଣଙ୍କ ଏସିର  temperature ୨୪ ଡିଗ୍ରୀ ସେଲ୍‌ସିୟସ୍‌ରୁ...

odisha assembly
WIFI ହେବ ଓଡ଼ିଶା ବିଧାନସଭା ପରିସର

ଭୁବନେଶ୍ୱର: ୨୦ ଦିନ ମଧ୍ୟରେ ପୂରା ବିଧାନସଭାକୁ କରାଯିବ ୱାଇ-ଫାଇ। ଏହାସହ ଏଣିକି ବିଧାନସଭା ମଧ୍ୟରେ ସମସ୍ତ ଫାଇଲ୍ ଓ ଦସ୍ତାବିଜ୍ କାର୍ଯ୍ୟ ଅନଲାଇନ୍‌ରେ ହେବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଓକାକ୍ ସହ ଏନେଇ ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଛି।  ଆଗାମୀ ଦିନରେ...

bjd-rally
ବିନା ହେଲ୍‌ମେଟ୍‌ରେ ବାଇକ୍‌ ରାଲି କରି ଫାଇନ୍‌ ଗଣିଲେ ବିଜେଡି କର୍ମୀ

ଭୁବନେଶ୍ୱର: ଦଳୀୟ ରାଲିରେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଇ ଫାଇନ୍‌ ଗଣିଲେ ବିଜେଡି କର୍ମୀ। ଦଳୀୟ କର୍ମୀଙ୍କ ସହ ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ଜରିମାନା ଗଣିଛନ୍ତି।  ପ୍ରାୟ ୫୦ ଜଣ ବିଜେଡି କର୍ମୀ ଜରିମାନା ଦେଇଥିବା ସୂଚନା...

gold
ପୁଣି ରେକର୍ଡ ଭାଙ୍ଗିଲା ସୁନା ଦର

ନୂଆଦିଲ୍ଲୀ: ଅମୂଲ ମୂଲ ହୋଇଛି ସୁନା। ଆଉ ଲଗାତାର ଭାବେ ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ଏପରିକି ସୁନା କିଣିବାକୁ ଡର ଲାଗିଲାଣି। କାହିଁକି ନା ଆଜିକାଲି ସୁନା ଦର ଯାହା ହେଲାଣି କିଣିବା ତ ଦୂରର କଥା ହାତ ମାରିବାକୁ ବି ଡର...

mustard oil 3
ଏହିସବୁ ରୋଗର ଉପଶମ କରିଥାଏ ସୋରିଷ ତେଲ

ସାଧାରଣତଃ ରୋଷେଇ ପାଇଁ ଆମେ ସୋରିଷ ତେଲର ବ୍ୟବହାର କରିଥାଉ। ଏହାକୁ କେବଳ ରୋଷେଇ ପାଇଁ ନୁହେଁ ବରଂ ବିଭିନ୍ନ ପ୍ରକାରର ଆଚାର ପ୍ରସ୍ତୁତ କରିବାରେ ସୋରିଷ ତେଲର ବ୍ୟବହାର କରାଯାଇଥାଏ। ଏହା ଆଚାରକୁ ଏକ ଭିନ୍ନ ସ୍ୱାଦ ଦେବାସହ ଏହାକୁ ଅଧିକ ଦିନ ରଖିବାରେ ସାହାଯ୍ୟ କରିଥାଏ।...

odissi
ଓଡ଼ିଶୀ ନୃତ୍ୟଶିଳ୍ପୀ ମୀନତି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ପୁରୁଖା ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ମୀନତି ମିଶ୍ରଙ୍କ ପରଲୋକ ହୋଇଯାଇଛି। ସ୍ୱିଜରଲାଣ୍ଡରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। ମୀନତି ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଓଡ଼ିଶୀ ନୃତ୍ୟଗୁରୁ ଥିଲେ। ସେ ଗୁରୁ...

representational image
ସାମାନ୍ୟ ବଚସାରୁ ହତ୍ୟା !

ଫୁଲବାଣୀ (ତ୍ରିନାଥ ସାହୁ): ସାମାନ୍ୟ ବଚସାରୁ ହତ୍ୟା। କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳର କବରଖାନା ସାହିରେ ସାମାନ୍ୟ ଝଗଡ଼ାରୁ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଲଡୁବାବା ମହାରଣା। ଅଭିଯୁକ୍ତଙ୍କ ନାଁ କାଳିଆ ସାହୁ। ସୂଚନା ଅନୁଯାୟୀ, ଗତକାଲି କାଳିଆ ସାହୁଙ୍କ ନାତି...

rainfall
୮ରୁ ପୁଣି ବର୍ଷା !

ଭୁବନେଶ୍ୱର: କମିଲା ବର୍ଷା, ଆରମ୍ଭ ହେଲା ଶୀତ। ଗତ କିଛିଦିନ ତଳେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଥିଲା। ତେବେ ବର୍ଷାର ପରିମାଣ କମିବା ପରେ ପୁଣି ଆଜିଠୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି। ଆଗକୁ ପାରଦ ଆହୁରି ଖସିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର...

odisha
ମହଙ୍ଗା ପଡିଲା ମହିଳାଙ୍କୁ ଅସଦାଚରଣ, ସର୍ବସମ୍ମୁଖରେ ଉଠ୍‌ବସ୍‌ ହେଲେ କଣ୍ଡକ୍ଟର

ଅନୁଗୁଳ: ମହଙ୍ଗା ପଡିଲା ଚଳନ୍ତା ବସ୍‌ରେ ମହିଳାଙ୍କୁ ଅସଦାଚରଣ। ଶେଷରେ ସର୍ବସମ୍ମୁଖରେ ଉଠ୍‌ବସ୍‌ ହେଲେ ଜଣେ ବସ୍ କଣ୍ଡକ୍ଟର। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବସ୍ ଷ୍ଟାଣ୍ଡରେ। ଅନୁଗୁଳରୁ ଆଠମଲ୍ଲିକ ଯାଉଥିବା ଏକ ଘରୋଇ ବସ୍‌ର କଣ୍ଡକ୍ଟର ଚଳନ୍ତା ବସ୍‌ରେ ଜଣେ ମହିଳାଙ୍କୁ...

odisha
ଦାଦନ ଖଟିବାକୁ ଯାଇଥିଲେ, ଶବ ହୋଇ ଫେରିଲେ

ରେଢାଖୋଲ: ଘରର ବଡ଼ପୁଅ ଥିଲେ, ବୟସ ମାତ୍ର ୧୭ ବର୍ଷ। ପରିବାର ପ୍ରତିପୋଷଣ କରିବାରେ କଷ୍ଟକର ହେବାରୁ ଗାଁ ପିଲାଙ୍କ ସହ ଦାଦନ ଖଟିବାକୁ ଓଡ଼ିଶା ବାହାରକୁ ଯାଇଥିଲେ। ଭଲ ଦୁଇ ପଇସା ରୋଜଗାର କରିବେ, ଯାହାଦ୍ୱାରା ପରିବାରର ଅଭାବ ଅନଟନ ଦୂର ହୋଇଯିବ ବୋଲି ଭାବି ଥିଲେ।...

jee
ଆଜିଠୁ JEE ମେନ୍‌, ଓଡ଼ିଶାରୁ ୩୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛ୍ରାତ୍ରୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର: ଯୁଗ୍ମ ପ୍ରବେଶିକା ପରୀକ୍ଷା- JEE ମେନ୍‌ର ପ୍ରଥମ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଛି। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ପ୍ରଥମ ସିଟିଂ ସକାଳ ସାଢ଼େ ୯ଟାରୁ ସାଢ଼େ ୧୨ଟା ଏବଂ ଦ୍ୱିତୀୟ ସିଟିଂ ୨ଟା ୩୦ରୁ ସାଢ଼େ ୫ଟା ଯାଏ ଚାଲିବ। ତେବେ...

odisha
ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗରେ କିରାଣି ଗିରଫ

ଅନୁଗୁଳ (ବିରଜା ପ୍ରସାଦ ଦାସ): ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜର କିରାଣିକୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ନାଁ ବିଶ୍ୱଜିତ ନାୟକ। ଅଭିଯୋଗ ଅନୁଯାୟୀ, ନୂଆବର୍ଷ ଦିନ ବିଶ୍ୱଜିତ, ସମ୍ପୃକ୍ତ ମହିଳା ଫରେଷ୍ଟରଙ୍କୁ...

dispute
ତୀବ୍ର ହେଲା ଆମେରିକା-ଇରାନ ମଧ୍ୟରେ ବିବାଦ, ବଢ଼ିଲା ଭାରତର ଟେନ୍‌ସନ୍‌

ନୂଆଦିଲ୍ଲୀ: ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କାସିମ୍‌ ସୁଲେମାନୀ ନିହତ ହୋଇଛନ୍ତି। ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ବଢ଼ିଛି। ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ପଡ଼ିବାରୁ ଭାରତ ପାଇଁ ଟେନ୍‌ସନ୍‌ ବଢ଼ିଛି। ଦେଶରେ ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରୀ ବଢ଼ିଥିବା ବେଳେ...

talking on phone
ଫୋନ୍‌ ଉଠାଇଲେନି ପତ୍ନୀ, ଦେହରେ ନିଆଁ ଲଗାଇଦେଲେ ସ୍ୱାମୀ

ନୀଳଗିରି: ଯେତେବେଳେ ଆମେ କାହାକୁ ଫୋନ୍‌ କରୁ ଯଦି ଏହାର ଉତ୍ତର ନ ମିଳେ ସାଧାରଣତଃ ଆମେ ଟିକେ ଚିଡ଼ି ଯାଉ ନ ହେଲେ ଆମକୁ ବ୍ୟତିବ୍ୟସ୍ତ ଲାଗିଥାଏ। ହେଲେ ଏଠି ତ ଘଟଣା ପୂରାପୂରି ଅଲଗା। ପତ୍ନୀଙ୍କୁ ଫୋନ୍‌ କରିଥିଲେ, ହେଲେ ସେ ନ ଉଠାଇବାରୁ ଦେହରେ...

Minor-raped
ହାଟରୁ ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର(ପ୍ରଣୟ ପାଣି): ହାଟରୁ ଲେମ୍ବୁ ବିକି ଫେରୁଥିବା ବେଳେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ପରେ ବାଇକ୍‌ରେ ନାବାଳିକାଙ୍କୁ ନେଇ ଯାଉଥିବା ବେଳେ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଘଟି ପୀଡ଼ିତା ଜଣକ ଗୁରୁତର ହୋଇ ପଡ଼ିଥିବା ଜଣାପଡ଼ିଛି। ଗତକାଲି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ ଏଭଳି...

jio
ମାତ୍ର ୧୪୧ ଟଙ୍କାରେ କିଣନ୍ତୁ ଜିଓର ଏହି ଫୋନ୍‌

ନୂଆଦିଲ୍ଲୀ: ଆପଣ ରିଲାଏନ୍ସର ଜିଓ ଫୋନ୍‌୨ କିଣିବାକୁ ଚାହୁଁଛନ୍ତି କି ? ତା’ବି ପୁଣି ପୂରା ଶସ୍ତାରେ। ତା’ହେଲେ ଆଉ ଡେରି କାହିଁକି ? ତୁରନ୍ତ କିଣନ୍ତୁ ଜିଓର ଏହି ଫୋନ୍‌। Jio.comରେ ଉପଲ୍ଲବ୍ଧ ସୂଚନା ଅନୁସାରେ, ଗ୍ରାହକମାନେ ଜିଓ ଫୋନ୍‌୨କୁ EMIରେ  କିଣିପାରିବେ। ଅର୍ଥାତ୍‌ ମାସକୁ ମାସ...