ପଡିଆ ପଡିଥିଲା ଜମି। କିଛି ହେଉ ନଥିଲା। ହଠାତ୍ ପଡିଆ ଜମିରେ ଲଗାଇଲେ କିଛି ଫଳ ଗଛ। ଫଳନ୍ତି ଗଛକୁ ଦେଖି ଖୁସିର ସୀମା ରହିଲାନି। ଏବେ ଭଳିକି ଭଳି ଫଳ ସହ ପଡିଆ ଜମିରେ ଫଳୁଛି ନାନା ରକମର ପନିପରିବା
Published: Otv Khabar Bureau
Last updated: 03 November 2021, 09:34 AM IST
ନାଁ ରାମଚନ୍ଦ୍ର ଜେନା । ବାପାଙ୍କ ନାଁ କେତେବେଳ ଖଗେଶ୍ୱର ଜେନା ତ କେତେବେଳ ବୈଷ୍ଣବ ଜେନା ପୁଣି ଆଉ କେତେବେଳେ ନାରାୟଣ ଜେନା । ଟଙ୍କା ଲୋଭରେ ବଦଳାଇ ଦେଲେ ବାପାଙ୍କ ନାଁ । ତହସିଲଦାରଙ୍କ ତିନି ଜଣ ବାପା । ଆମେ ନୁହେଁ, ତାଙ୍କ ପାନ୍ କାର୍ଡ଼ ହିଁ ଏହା ଦର୍ଶାଉଛି ।