• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Kartik Purnima- Thermocol Boat Makers In Cuttack Build High Hopes Of Good Business This Year
ଆସୁଛି କାର୍ତ୍ତିକ ପୂର୍ଣ୍ଣିମା, ଆଶା ଆଶଙ୍କାରେ ଡଙ୍ଗା କାରିଗର

ଏଇମାନେ ସୋଲରେ ଡଙ୍ଗା ତିଆରି କଲେ ଆମେ ତାକୁ ଭସେଇ କାର୍ତ୍ତିକ ପୂନେଇଁ ପାଳୁ। ଧର୍ମ ଅର୍ଜୁ। କିନ୍ତୁ ଆମକୁ ଧର୍ମ କରିବାକୁ ସୁଯୋଗ ଦେଉଥିବା ସୋଲ ଡଙ୍ଗା କାରିଗର ଏବେ ଆଶା ଆଶଙ୍କାରେ। ସେମାନଙ୍କ ଜୀବନ ଡଙ୍ଗା ଏବେ ଟଳମଳ।

Seed Worry For Potato Farmers In Odisha\'s Kendrapara
ସରିଯାଉଛି ଚାଷ ସମୟ ମିଳିପାରୁନି ବିହନ

ସରି ସରି ଯାଉଛି ଆଳୁ ଚାଷ ସମୟ, କିନ୍ତୁ ଚାଷୀ ପାଖରେ ପହଞ୍ଚି ପାରିଲାନି ବିହନ। ଖୋଲା ବଜାରରୁ ଚଢା ଦରରେ ବିହନ କିଣି କ୍ଷତି ସହୁଛି ଚାଷୀ। କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ଆଳୁ ଚାଷୀ ଏବେ ବିହନ ଅଭାବରୁ ଚିନ୍ତାରେ ପଡିଯାଇଛନ୍ତି । ଦେଖନ୍ତୁ ଏହାର...

Body Of The Girl Recovered At Rairakhol Railway Station Identified
ଜୀବନ ହାରିଲେ ଯୁବତୀ , ପରିବାର ଲୋକେ କହିଲେ ଦାୟୀ ହେଉଛନ୍ତି ବିବାହିତ ପୁରଷ

ରେଳ ଧାରଣାରେ ଯୁବତୀଙ୍କର ଯାଇଛି ଜୀବନ । ପାଖରେ ପଡିଛି ବ୍ୟାଗ ଆଉ ଖଣ୍ଡେ ହାତଲେଖା ନୋଟ । ପରିବାର ଲୋକେ କହୁଛନ୍ତି ଆମ ଝିଅର ଏ ମୃତୁ ପାଇଁ ଜଣେ ବିବାହିତ ପୁରୁଷ ଦାୟୀ ।

PLA, MNPF Claim Responsibility For Manipur Terrorist Attack
ମଣିପୁର ଆତଙ୍କବାଦୀ ହମ୍ଲା ପଛରେ PLAର ହାତ

ମଣିପୁର ଚୁରାଚାନ୍ଦପୁର ଆତଙ୍କବାଦୀ ଆକ୍ରମଣ ଘଟଣା । ଏହି ଘଟଣା ପଛରେ ଭଭୟ ଆତଙ୍କବାଦୀ ସଂଗଠନ PLA, MNPF ନିଜକୁ ଦାୟୀ କରିଛି। ଆତଙ୍କୀଙ୍କ ଏହି ହାମଲା ପରେ ଏବେ ମିଆଁମାର ସୀମା ଉପରେ କଡା ନଜର ରଖାଯାଇଛି ।

Puri Jagannath Temple To Remain Out Of Bounds For Devotees For 2 Days
ଦୁଇ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ଦୁଇ ଦିନ ଜଗା ଦର୍ଶନ ବନ୍ଦ। ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆଜି ଶ୍ରୀମନ୍ଦିରରେ ସାନିଟାଇଜ୍‌ ହେବାକୁ ଥିବାବେଳେ କାଲି ବଡ଼ ଏକାଦଶୀ ପଡ଼ୁଛି।

Bhagyarekha | Know Your Horoscope For Today 14 November 2021 | OTV
ଆପଣଙ୍କ ଦିନ ଆଜି କେମିତି କଟିବ ଜାଣନ୍ତୁ |

ଆଜି ୨୦୨୧ ମସିହା, ନଭେମ୍ବର ମାସ ୧୪ ତାରିଖ, ରବିବାର, ତୁଳା ୨୯ ଦିନ, କାର୍ତ୍ତିକ ମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 14 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Pramod Bhagat Recieve KhelRatna
ପ୍ରମୋଦ ଭଗତଙ୍କୁ ଖେଳରତ୍ନ, ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅର୍ଜୁନ ପୁରସ୍କାର

ଟୋକିଓ ପାରା ଅଲମ୍ପିକର ସ୍ୱର୍ଣ୍ଣପଦକ ବିଜେତା ତଥା ଓଡିଶା ମାଟିର ଗୌରବ ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଗଲା । ପ୍ରମୋଦଙ୍କ ସମେତ ଟୋକିଓ ଅଲମ୍ପିକର ବ୍ରୋଞ୍ଜପଦକ ବିଜେତା ଭାରତ ଦଳର ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା ଓ ଅମିତ୍ ରୋହିଦାସଙ୍କୁ ମଧ୍ୟ...

Protest Against Naveen Pattnaik
ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଶାନ୍ତ ପଡୁନାହାନ୍ତି ବିରୋଧୀ ଦଳ

ମମିତା ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ଶାନ୍ତ ପଡୁନାହାନ୍ତି ବିରୋଧୀ ଦଳ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି କାର୍ଯ୍ୟକ୍ରମକୁ ପ୍ରତିବାଦ କରୁଛି ବିରୋଧି ଦଳ । ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ମନ୍ତ୍ରୀ ଓ ନେତାଙ୍କ ଗାଡିକୁ ଅଣ୍ତାମାଡ କରାଯାଉଛି ।

Police Cracks Toddler\'s Death In Jagatsinghpur | Minor Boy, Mother Held On Murder Charges
ଶିଶୁର ମୃତ୍ୟୁ ଜାଣିବା ପରେ ପାଣିରେ ଫିଙ୍ଗିଦେଲେ ମା ପୁଅ

ଜଗତସିଂହପୁର ସୌମ୍ୟ ଭୋଇଙ୍କ ମୃତ୍ୟୁ ମାମଲାର ପର୍ଦ୍ଦାଫାସ୍ । ସେହି ଗାଁର ଜଣେ ମହିଳା ଗିରଫ, ନାବାଳକ ପୁଅ ଅଟକ। ଦେଖନ୍ତୁ କାହିଁଙ୍କି ମା ପୁଅ ଏମିତି କାଣ୍ଡକଲେ ଜାଣନ୍ତୁ

Congress Senior Leader Bhakta Charan Das Again Criticise Bjd Government And Dibyshankar Mishra
ଭକ୍ତଚରଣ ଦାସଙ୍କ ଅକାଟ୍ୟ ଯୁକ୍ତି

ପ୍ରେସ୍ ମିଟ୍ ରେ ଅକାଟ୍ୟ ଯୁକ୍ତି ଆଣିଲେ କଂଗ୍ରେସ ନେତା ଭକ୍ତ ଚରଣ ଦାସ। ସଂଘବଦ୍ଧ ଭାବେ ଘଟଣା ଘଟାଯାଇଥିବା ପରି ଗୁରୁତର ଅଭିଯୋଗ ଆଣିଛନ୍ତି, ଏଥି ସହ ହାଇକୋର୍ଟ ଜଜଙ୍କ ଦ୍ୱାରା ତଦନ୍ତ ହେଉ ବୋଲି ଦାବି କରିଛନ୍ତି

BJP Leader Bijay Mahapatra On Mamita Meher Murder Case Over Govind Sahu
ମମିତା ଘଟଣାରେ ନିଜର ସ୍ୱର ଶାଣିତ କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଗୋବିନ୍ଦଙ୍କୁ ଖସାଇବାକୁ ଚେଷ୍ଟା କରାଯାଉଛି । ତେଣୁ ଏଫ୍‌ଆଇଆର୍‌ରେ ଗଡ଼ବଡ଼ କରାଯାଇଥିବା ସନ୍ଦେହ ହେଉଛି । ପୋଲିସ ଜାଣିଶୁଣି ତଦନ୍ତକୁ ବାଟବଣା କରୁଛି । ତଦନ୍ତରେ କୌଣସି ପ୍ରକାର ସତ୍ୟାତା ପରିଲିକ୍ଷିତ ହେଉନାହିଁ ।

Katrina Kaif, Vicky Kaushal To Tie Knot In December, Say Reports
୭୦୦ ବର୍ଷ ପୁରୁଣା ରୋୟାଲ୍ ଦୁର୍ଗରେ ଯୋଡିହେବେ ବିକି-କ୍ୟାଟ୍

ବିବାହ ବନ୍ଧନରେ ଆବଦ୍ଧ ହେବେ ବିକି-କ୍ୟାଟରିନା। ରାଜସ୍ଥାନ ସବାଇ-ମାଧବପୁରରେ ଡେଷ୍ଟିନେସନ୍ ମ୍ୟାରେଜ । ୭୦୦ ବର୍ଷ ପୁରୁଣା ରୋୟାଲ୍ ଦୁର୍ଗରେ ହେବ ବିବାହ

Gangapur Police Station In Odisha’s Ganjam Adjudged One Of The Best 3 Police Stations In India
ଦେଶର ଶ୍ରେଷ୍ଠ ଦ୍ୱିତୀୟ ଥାନା ଗଞ୍ଜାମର ଗାଙ୍ଗପୁର ପୋଲିସ୍ ଷ୍ଟେସନ୍

ସୌନ୍ଦର୍ଯ୍ୟ କରଣରେ ଗୋଟିଏ ପାଦ ଆଗରେ ଗାଙ୍ଗପୁର ଥାନା । ଗାଙ୍ଗପୁର ଥାନା ପରିସରରେ ରହିଛି ପାର୍କ, ପୋଖରୀ, ମନ୍ଦିର । ସାରା ଦେଶର ୧୩ ହଜାରରୁ ଅଧିକ ଥାନା ମଧ୍ୟରୁ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନରେ ଗାଙ୍ଗପୁର ଥାନା

Over 50 BJP Workers Picked Up By Police While Protesting Ahead Of CM Naveen’s Visit
ନବୀନଙ୍କୁ ବିରୋଧ କରୁଥିବା ୫୦ ବିଜେପି କର୍ମୀ ଗିରଫ

ବରଗଡରେ ବାଇକ ରାଲି କରି ବିଜେପି କର୍ମୀମାନେ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତକୁ ବିରୋଧ କରିଛନ୍ତି । ନବୀନ ପଟ୍ଟନାୟକ ଗୋ ବ୍ୟାକର ନାରାବାଜି ଦେଇଛନ୍ତି । ସେପଟେ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କର୍ମୀଙ୍କୁ ଗରିଫ କରିଛି ବରଗଡ ପୋଲିସ ।

A Mission Against Addiction In Odisha
ନିଶା ଛଡାଉଛନ୍ତି ପଟେଲ୍ ସାର

ଦିନେ ଥିଲେ ନିଶାଖୋର୍ । ଆଉ ଏବେ ପାଲଟିଛନ୍ତି ନିଶାଡିଙ୍କ ଉଦ୍ଧାରକର୍ତ୍ତା । ନିଶା ନିବାରଣ କେନ୍ଦ୍ର ଖୋଲି ଶହ ଶହ ଯୁବକ ଯୁବତୀଙ୍କୁ ନିଶା କବଳରୁ ମୁକ୍ତ କଲେଣି ଭୁବନେଶ୍ୱରର ପ୍ରଭୁଦତ୍ତ ପଟେଲ । ପ୍ରାୟ ୨୦ ବର୍ଷ ତଳେ ସେ ଯେଉଁ ନର୍କରେ ପାଦ ଦେଇଥିଲେ...

A Mission Against Addiction In Odisha
ପଟେଲ୍ ସାରଙ୍କ କଥାରେ ନିଶା ପାଣି ଛାଡୁଛନ୍ତି

ଏ ହେଉଛନ୍ତି ପଟେଲ ସାର। ତାଙ୍କ କଥାରେ ଶହ ଶହ ଅଭ୍ୟାସଗତ ନିଶାଖୋର ବ୍ୟକ୍ତି ନିଶା ଛାଡିସାରିଲେଣି। ଦେଖନ୍ତୁ ତାଙ୍କ ସଫଳ କାହାଣୀ କିପରି ନିଜେ ଥିଲେ ଜଣେ ଅଭ୍ୟାସଗତ ନିଶାଡି, ହେଲେ ଆଜି ଛଡାଉଛନ୍ତି ନିଶା।

Egg Hurled At Snehangini Churia And Jagannath Sarka
ବିଧାୟକ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡିକୁ ଅଣ୍ଡା ମାଡଛୁରିଆଙ୍କ ଗାଡିକୁ ଅଣ୍ଡା ମାଡ

ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡିକୁ ଅଣ୍ଡା ମାଡ । ବିଜେପୁର ଯିବାବେଳେ ତାଙ୍କ ଗାଡିକୁ ଅଣ୍ଡାମାଡ ହୋଇଛି । ବରଗଡ ଏକାମ୍ର ଛକରେ କଂଗ୍ରେସ ପକ୍ଷରୁ ଏହି ଅଣ୍ଡା ମାଡ ହୋଇଛି ।

Locals Loot Petrol In Jars & Bottles After Tanker Overturns In Sonepur
ରାସ୍ତାରୁ ପେଟ୍ରୋଲ ପୋଛି ନେଉଛନ୍ତି ଲୋକେ

ସୁବର୍ଣ୍ଣପୁର ବରପାଲି ମୁଖ୍ୟରାସ୍ତାରେ ପେଟ୍ରୋଲ ଗାଡି ଦୁର୍ଘଟଣା। ବୋହି ଯାଉଥିବା ପେଟ୍ରୋଲକୁ ଲୋକେ ବୋହିନେଲେ ପେଟ୍ରୋଲ

Fresh Low Pressure Over South Andaman Sea By Tomorrow (Bar) Yellow Warning In 9 Odisha Districts
ଆସନ୍ତା ୪,୫ ଦିନ ଯାଏ ହୋଇପାରେ ବର୍ଷା ସହ ମେଘୁଆ ପାଗ

ଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ୧୭୬ ମି.ମି., ବେଲଗୁଣ୍ଠାରେ ୧୨୩.୩ ମି.ମି.,ଭଞ୍ଜନଗର ଓ ଦିଗପହଣ୍ଡିରେ ୧୧୯ ମି.ମି., ପୁରୀରେ ୧୨୪ ମି.ମି. ବର୍ଷା ରେକର୍ଡ କରାଯାଇଛି।