କାଳିଆ ଟିକେ ଦର୍ଶନ ଦେଏ । କାହିଁ କେତେ ଦୂରରୁ ଆସିଛି ତୋ ଚକା ନୟନକୁ ମନ ଭରି ଦେଖିବା ପାଇଁ । ଖୋଲି ଦିଏ ତୋ ସିଂହଦ୍ୱାର ଦେଖିନିଏ ତୋ କଳା ବଦନ । ଏମିତି ଭାବି କାନ୍ଦୁଛି ଜଣେ ଭକ୍ତ । ଆଜିଠୁ ଆରମ୍ଭ ହୋଇଛି...
ଚାକିରି ପଛରେ ଗୋଡ଼େଇଲେ ନାହିଁ। ନିଜ ଘର ପାଖରେ କୁକୁଡ଼ା, ମାଛ ଓ କଦଳୀ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୪୦ ହଜାରରୁ ଅଧିକ ଟଙ୍କା। ନିଜେ ଆତ୍ମନିର୍ଭର ହେବା ସହ ପାଖଆଖ ଯୁବକଙ୍କୁ ଦେଉଛନ୍ତି ଚାକିରି...ଦେଖନ୍ତୁ କେମିତି ଏକା ସାଙ୍ଗରେ ଚାଲିଛି ତିନୋଟି ଚାଷ
ଯିଏ ସବୁ କରିପାରିଥାଆନ୍ତେ, ଯାହାଙ୍କୁ ସୁଯୋଗ ସବୁ ଅନେଇ ବସିଥିଲେ ସିଏ ସନ୍ଧ୍ୟା ଦେବାନାଥ। ଆଜିକୁ ୫୦ ବର୍ଷ ତଳେ ସିଏ ଓଡ଼ିଶୀ ନୃତ୍ୟରେ ପାଇଥିଲେ ନୃତ୍ୟ ଆଚାର୍ଯ୍ୟ ସାର୍ଟିଫିକେଟ୍। ସମ୍ବଲପୁର ଛାଡ଼ି ଆସିଥିଲେ ଭୁବନେଶ୍ୱର। ଏକାଧିକ ସିନେମା, ଏକାଧିକ ନିଯୁକ୍ତି ସୁଯୋଗ ସବୁ କିଛି ତାଙ୍କୁ ଛାଡ଼ିବାକୁ...
୫ ମାସ ତଳେ ଯେଉଁ ପୁଅ-ବୋହୂ ବୁଢ଼ା ବାପାକୁ ଧକ୍କା ମାରି ଘରୁ ବାହାର କରିଦେଇଥିଲା, ଆଜି ଖବର ପ୍ରସାରଣ ପରେ ଫୁଲମାଳ ଦେଇ ଘରକୁ ନେଲେ। ନିଜ ଦୋଷକୁ ସ୍ୱୀକାର କରିବା ସହ ଆଗକୁ ପୂର୍ଣ୍ଣଚନ୍ଦ୍ରଙ୍କର ପୂରା ଯତ୍ନ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ। ଯାଜପୁରର...
ଆପଣ ସବୁଜ କଲରା ଖାଇଛନ୍ତି। ଟୁପୁସି କଲରା ଖାଇଛନ୍ତି। ହେଲେ କେବେ ଦେଖିଛନ୍ତି କି ଧଳା କଲରା ? କେମିତି ଚାଷ ହେଉଛି ଏ ଧଳା କଲରା ? ଏ କଲରାରର ଦାମ୍ କେତେ? ଚାଲନ୍ତୁ ଦେଖିବା କୋରାପୁଟରୁ ଏହି ସ୍ୱତନ୍ତ୍ର ରିପୋର୍ଟ
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୯ ଯାଏଁ ବର୍ଷା ସମ୍ଭାବନା ରହିଛି। କାଲିଠୁ ୩ ଦିନ ଯାଏଁ ଅର୍ଥାତ ୧୫,୧୬,୧୭ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ।
ମମିତା ହତ୍ୟା ମାମଲାରେ ଉତ୍ତରାଞ୍ଚଳ DIGଙ୍କ ପ୍ରେସ ବିବୃତ୍ତିକୁ ନେଇ କାଉଣ୍ଟର କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ..
ଗୁଣପୁର ଅଂଚଳରେ ଏଯାଏଁ ଖୋଲିନି କପା ମଣ୍ଡି I କପା ଅମଳ ସରିଥିବାବେଳେ ବିକ୍ରିକୁ ନେଇ ବଢୁଛି ଚିନ୍ତା I ବିକ୍ରିବଟା ନେଇ ପ୍ରଶାସନ ପଦକ୍ଷେପ ନେଉନଥିବା ଚାଷୀଙ୍କ ଅଭିଯୋଗ
ଅଟୋ ବାଲା ଭୁଲିଗଲା ମାନବିକତା, ଆମ୍ୱୁଲାନ୍ସବି ନିଜ କର୍ତ୍ତବ୍ୟ ଭୁଲିଗଲା। ଅସହାୟ ଅସୁସ୍ଥ ବୃଦ୍ଧଙ୍କୁ ରାସ୍ତା କଡରେ ଛାଡି ଚାଲିଯାଇଥିବା ବେଳେ ହସ୍ପିଟାଲ ନେବାକୁ ଆସିଲାନି ଆମ୍ବୁଲାନ୍ସ । ଶେଷରେ ଅସହାୟ ବୃଦ୍ଧ ରୋଗୀଙ୍କୁ ଉଦ୍ଧାର କଲେ ଉପଜିଲ୍ଲାପାଳ I
ପୁଣି ଅଶାନ୍ତ ନିମାପଡା। ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ। ନଦୀକୁ ଯାଇଥିବା ବେଳେ ଉଠାଇନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ
ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତୁ ଚାଲିବ ଶୀତକାଳୀନ ଅଧିବେଶନI ଅଧିବେଶନ ରେ ୨୬ଟି କାର୍ଯ୍ୟଦିବସ, ୫ଟି ଛୁଟି ଦିବସ
ମମିତା ମେହେର ହତ୍ୟା ମାମଲାରେ ଦିନକୁ ଦିନ ଖୋଲୁଛି ନୂଆ ନୂଆ ତଥ୍ୟ। ଅଭିଯୁକ୍ତ ଗୋବିନ୍ଦ ସାହୁକୁ ନେଇ ଆସିଛି ନୂଆ ଖୁଲାସା। ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବ୍ୟବହାର କରୁଥିଲା ୬ଟି ମୋବାଇଲ ଫୋନ୍ । ଏବଂ ଚାଂଚଲ୍ୟକର କଥା ହେଉଛି, ଏହି ସମସ୍ତ ମୋବାଇଲ...
ପୋଲିସ ମାନିଛି ସେକ୍ସ ସ୍କାଣ୍ଡାଲ ସେଠାରେ ହଉଥିଲା.. ଏଥିରେ ବହୁ ନେତା, ମନ୍ତ୍ରୀ ସାମିଲ.. ସରକାର ତଦନ୍ତ କରି ସତ ସାମ୍ନାକୁ ଆଣନ୍ତୁ.. ମମିତା ମେହର ହତ୍ୟା ମାମଲାର ତଦନ୍ତକୁ ନେଇ ବିଧାୟକ ସୁର ରାଉତରାୟ କଣ କହିଛନ୍ତି ଶୁଣନ୍ତୁ..
ସୋସିଆଲ ମିଡ଼ିଆରେ ବନ୍ଧୁକ ଓ ଖଣ୍ଡା ଧରି ଭିଡିଓ ଭାଇରାଲ ମାମଲାରେ,କେବିଏନ୍ ଗ୍ରୁପର ୫ ଜଣଙ୍କୁ ରିମାଣ୍ଡରେ ଆଣି ପୋଲିସର ମାରାଥନ ଜେରା। ବାକି ସଦସ୍ୟଙ୍କୁ ଖୋଜୁଛି ପେଲିସ୍
ବଢିଲା ED ଓ CBI ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ନେଇ ଆଜି ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର । ଅଧ୍ୟାଦେଶରେ ଉଭୟଙ୍କ କାର୍ଯ୍ୟକାଳ ୫ ବର୍ଷ ଯାଏଁ ବୃଦ୍ଧି କରାଯାଇଛି ।
ଭାଉଜ ସହିତ ଚୋରା ପୀରତି ପଡିଲା ମହଙ୍ଗା। ଦୂର ସମ୍ପର୍କୀୟ ଭାଉଜଙ୍କ ପାଖକୁ ରାତି ଅଧରେ ଯାଇ ଫସିଗଲେ ପ୍ରେମିକ ଦିଅର। ଘର ଲୋକଙ୍କ ହାତରେ ପଡ଼ିଲେ ଧରା। ରାତି ସାରା ଖୁଣ୍ଟରେ ବନ୍ଧାହେଲେ। ନିସ୍ତୁକ ମାଡ ଖାଇଲେ।
ଦେଖନ୍ତୁ ଦୃଶ୍ୟ। ହଠାତ୍ ଜଣେ ଯୁବକ ଆସିଲେ ଆଉ ଜଣଙ୍କୁ କଟୁରୀ ଧରି ହାଣିବାକୁ ଉଦ୍ୟମ କଲେ। ଖବର ଅନୁସାରେ ଯିଏ ହାଣିବାକୁ ଉଦ୍ୟମ କରୁଛନ୍ତି ତାଙ୍କ ପତ୍ନୀଙ୍କ ସହ କେଉଁ ଜଣେ ଯୁବକ ଫୋନରେ ରାତିସାରା କଥା ହେଉଛନ୍ତି। ତେଣୁ ସେ ସନ୍ଦେହ କରି ଅନ୍ୟ ଯୁବକ...
ଭାରତୀୟ କ୍ରିକେଟରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରିକେଟର ଶିଖର ଧଓ୍ୱନଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶିଖର ଧଓ୍ୱନଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ । ଅର୍ଜୁନ ପୁରସ୍କାର ଦ୍ୱାରା ସମ୍ମାନିତ ହେବା ପରେ ପ୍ରତିକ୍ରିୟା ରଖିଥିଲେ ଶିଖର ଧଓ୍ୱନ । ଶୁଣନ୍ତୁ
ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ନୂଆ ଟୁଇଷ୍ଟ । ପୋଲିସ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ରହିଛନ୍ତି ୨ ବଙ୍ଗାଲି ଦାଦା । ତେବେ କିଏ ଏହି ଦୁଇ ବଙ୍ଗାଳି ଭାଷାଭାଷି ବ୍ୟକ୍ତି ? ଏହି ଦୁଇ ବ୍ୟକ୍ତିଙ୍କ ମମିତା ମେହେର ହତ୍ୟାକାଣ୍ଡ ସହ କଣ...