ଜଣେ ଗର୍ଭବତୀ ରାତିରେ ଗର୍ଭଯନ୍ତ୍ରଣା ହେବାରୁ ଡାକ୍ତରଖାନା ଆସି ଗେଟ୍ ବାଡ଼େଇ ବାଡ଼େଇ ଡାକ୍ତରଙ୍କୁ ଡାକିଲେ। କିନ୍ତୁ ତାଙ୍କ କଥା କେହି ଶୁଣିଲେନି। ଶେଷରେ ସେ ଯେଉଁ ଅଟୋରେ ଯାଇଥିଲେ, ସେଇ ଅଟୋରେ ତାଙ୍କର ପ୍ରସବ ହେଇଗଲା। ମୁଖ୍ୟମନ୍ତ୍ରୀ ରାଜ୍ୟ ସାରା ବୁଲି ବୁଲି ସ୍ୱାସ୍ଥ୍ୟକାର୍ଡ ବାଣ୍ଟୁଛନ୍ତି। କିନ୍ତୁ ଏପଟେ ତାଙ୍କ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସ୍ଥିତି ଅତି ଦୁଃଖଦାୟକ।
Published: Otv Khabar Bureau
Last updated: 21 November 2021, 07:43 AM IST
ତିନି କୃଷି ଆଇନ ପ୍ରତ୍ୟାହର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟରେ ପ୍ରସ୍ତାବିତ କଣ୍ଟ୍ରାକ୍ଟ ଫାର୍ମିଂ ଅଧ୍ୟାଦେଶ ଓ ଓଡ଼ିଶା ଏଗ୍ରିକଲ୍ଚର ମାର୍କେଟିଂ ବିଲର ଭାଗ୍ୟ ଏବେ ଅନ୍ଧାରରେ। ଫାଇଲ୍ ଭିତରେ ରହିଯିବ କି କୃଷି ସଂପର୍କିତ ଏହି ଦୁଇ ବିଲ୍ ? କେନ୍ଦ୍ରକୁ ଟାର୍ଗେଟ୍ କଲେ ରାଜ୍ୟ ସମବାୟ ମନ୍ତ୍ରୀ