Advertisment

ନିଜ ପାଇଁ ବନ୍ଧ ବାନ୍ଧିଲେ ଚାଷୀ

ନା ନେତା ଶୁଣିଲେ, ନା ପ୍ରଶାସନ ଶୁଣିଲା। ତେଣୁ ଚାଷୀମାନେ ନିଜ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଲେ। ଜୁଆର ମାଡରୁ ପାଚିଲା ଧାନକୁ ରକ୍ଷା କରିବା ପାଇଁ ଗାଁଲୋକ ଏକାଠି ହେଲେ। ନିଜେ ଶ୍ରମଦାନ କରି ବାନ୍ଧିଲେ ଏମିତି ବନ୍ଧ। ଏ ପ୍ରେରଣାଦାୟୀ ଦୃଶ୍ୟ ଦେଖିଲେ ଆପଣ ବି ପ୍ରଶଂସା ନକରି ରହିପାରିବେନି।

author-image
Otv Khabar Bureau

ନା ନେତା ଶୁଣିଲେ, ନା ପ୍ରଶାସନ ଶୁଣିଲା। ତେଣୁ ଚାଷୀମାନେ ନିଜ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଲେ। ଜୁଆର ମାଡରୁ ପାଚିଲା ଧାନକୁ ରକ୍ଷା କରିବା ପାଇଁ ଗାଁଲୋକ ଏକାଠି ହେଲେ। ନିଜେ ଶ୍ରମଦାନ କରି ବାନ୍ଧିଲେ ଏମିତି ବନ୍ଧ। ଏ ପ୍ରେରଣାଦାୟୀ ଦୃଶ୍ୟ ଦେଖିଲେ ଆପଣ ବି ପ୍ରଶଂସା ନକରି ରହିପାରିବେନି।

Advertisment
Verge Basudevpur
Advertisment
Advertisment