ସୁନ୍ଦରଗଡ଼, ଯାଜପୁର, ଭଦ୍ରକ ପରେ ଏବେ ଭୁବନେଶ୍ୱରର ଦୁଇଟି ସ୍କୁଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
ବାୟୁସେନା ବିମାନ ଦୁର୍ଘଟଣାରେ ସହିଦ ହୋଇଛନ୍ତି ଓଡିଆ ଯବାନ ରାଣା ପ୍ରତାପ ଦାସ । ତାଙ୍କ ଘର ତାଳଚେରରେ । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରୁଛନ୍ତି ଓଡିଶାବାସୀ । ସେ ଥିଲେ ଭାରି କେୟାରିଂ । ଚାକିରି ସହ ପରିବାରକୁ ବି...
ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ମିଳିଲା ବ୍ଲାକ୍ବକ୍ସ : ସାମ୍ନାକୁ ଆସିବ ଦୁର୍ଘଟଣା ପଛର ସତ
ବ୍ଲାକ ବକ୍ସ ବଜ୍ର ପରି ଟାଣ । କିନ୍ତୁ ରେକର୍ଡ କରି ରଖିଥାଏ ସବୁ ତଥ୍ୟ । ବିମାନ ଧ୍ୱଂସ ହୋଇଯାଇଥିଲେ ବି ନଷ୍ଟ ହୋଇନଥାଏ ବ୍ଲାକ ବକ୍ସ । ସମୁଦ୍ରରେ ବୁଡିଲେ କି ନିଆଁରେ ପୋଡିଲେ ବି ଅକ୍ଷତ ରହିଥାଏ । ତାମିଲନାଡୁର କନ୍ନୁର ନିକଟରେ ଭାରତୀୟ...
ବ୍ରହ୍ମପୁରର ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲାର ଆଜି SDJM କୋର୍ଟରେ ଶୁଣାଣି ହୋଇପାରେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଆସ୍କାରେ ଏକ ଘରେ ୭ ଦିନ ପାଇଁ ରହିଥିଲେ ।
ନିଜେ ଦୁନିଆ ଦେଖିନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ଦେଖାଉଛନ୍ତି ଜ୍ଞାନର ଆଲୋକ । ଦୃଷ୍ଟିଶକ୍ତି ନଥାଇ ବି କୌଣସି ଗୁଣରେ କମ ନୁହଁନ୍ତି । ଦିବ୍ୟାଙ୍ଗ ହୋଇ ବି ଦକ୍ଷ ଶିକ୍ଷକ ଭାବେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ ।
ସମ୍ବଲପୁର ବାମନା ବନଖଣ୍ଡ ଅଂଚଳରୁ ବାଘଚମଡ଼ା ଜବତ..ବିକ୍ରି ପାଇଁ ଡିଲ ବେଳେ ରେଡ୍ କରି ଧରିଲା ବନବିଭାଗ...ମାମଲାରେ ୨ ଜଣଙ୍କୁ ଗିରଫ କରିବା ସହ ଚାଲିଛି ତନାଘନା.
ମମିତା ମେହେର ହତ୍ୟା ଘଟଣାରେ କାହିଁକି ତଦନ୍ତ କରୁନି ସ୍ପେଶାଲ ଇନଭେଷ୍ଟିଗେସନ ଓ୍ୱିଙ୍ଗ । ପ୍ରଶ୍ନ ଉଠାଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।
ଆଜି ଶ୍ରୀମନ୍ଦିରରେ ଓଢଣ ଷଷ୍ଠୀ । ଶୀତ ଋତୁ ତେଣୁ ଆଜିଠୁ ମହାପ୍ରଭୁଙ୍କର ଘୋଡ଼ ଲାଗି ନୀତି ଅନୁଷ୍ଠିତ ହେବ।
ଆସନ୍ତାକାଲି ସିଡିଏସ୍ ବିପିନ ରାଓ୍ୱତଙ୍କର ଅନ୍ତିମ ସଂସ୍କାର । ଆଜି ସଂଧ୍ୟା ସୁଦ୍ଧା ଦିଲ୍ଲୀ ନିଆଯିବ ପାର୍ଥିବ ଶରୀର । ଅନ୍ତିମ ଦର୍ଶନ ପରେ ହେବ ଶେଷକୃତ୍ୟ । ସେପଟେ ଆମେରିକା ମଧ୍ୟ ବିପିନଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ବୈଦେଶିକ ସଚିବ ଏବଂ ପ୍ରତିରକ୍ଷା ସଚିବ ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ୫ଟି ଗାଡ଼ି ଜାଳିଦେଲେ, ଜଣଙ୍କୁ ଅପହରଣ କରିଲେ ।
ସ୍ମାର୍ଟସିଟି ରାଉରକେଲା ସହରରେ କେବେ ଗଡିବ ସ୍ମାର୍ଟ ବସ ? ଦେଶର ସ୍ମାର୍ଟସିଟି ତାଲିକାରେ ରାଉରକେଲା ସହର ଯୋଡି ହେବାର ୪ ବର୍ଷ ପୁରିଗଲାଣି । କିନ୍ତୁ ଏବେ ବି ସହର ଯେତେ ସ୍ମାର୍ଟ ହେବା କଥା ତାହା ହୋଇ ନଥିବାର ଦେଖିବାକୁ ମିଳିଛି ।
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବ ପ୍ରସଙ୍ଗ । ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଆଇନମନ୍ତ୍ରୀଙ୍କ ଉତ୍ତରକୁ ନେଇ ବୁଦ୍ଧିଜୀବୀଙ୍କ ବିରୋଧାଭାଷ ।
ଯାଜପୁର ଧର୍ମଶାଳା ଚୋରା ପଥର କାରବାରର ପାଲଟିଛି ପେଣ୍ଠସ୍ଥଳ । ଜାଲ୍ ଓ୍ୱାଇ-ଫର୍ମ ଦେଖାଇ ଚାଲିଛି ପଥର କାରବାର । ତେବେ ଏଠି ପ୍ରଶ୍ନ ଉଠୁଛି ଫର୍ମ କେଉଁଠୁ ଆସୁଛି, ମାଷ୍ଟରମାଇଣ୍ଟ କିଏ ?
ଜୱାଦ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ କଣ କ୍ଷତି ହୋଇଛି ସେ ନେଇ ସ୍ଥିତି ପରଖିଲେ ଗଞ୍ଜାମ ଜିଲ୍ଲାପାଳ ।
୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପ୍ରସଙ୍ଗରେ ଆନ୍ଦୋଳନରୁ ଓହରିବେ ଚାଷୀ । ଆଜି ବସୁଛି କୃଷକ ମୋର୍ଚ୍ଚାର ବୈଠକ।
ଜୱାଦ ପ୍ରଭାବରେ କେନ୍ଦ୍ରାପଡାରେ ପ୍ରବଳ କ୍ଷତି ହୋଇଛି । ବିଭିନ୍ନ ଚାଷ ଜମିରେ ଗଜା ହେଲାଣି ପାଚିଲା ଧାନ। ଏନେଇ ଚାଷୀଙ୍କଠାରୁ ଶୁଣନ୍ତୁ ସେମାନଙ୍କର ଅଭିଯୋଗ ।
ଯଥାଶୀଘ୍ର କୃଷି ଋଣ ଛାଡ଼ ସହ ଚାଷୀଙ୍କ ଫସଲ କ୍ଷୟକ୍ଷତି ବାବଦକୁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ପାଇଁ ଦାବି କଂଗ୍ରେସ ଏପରି ଦାବି କରିଛି । ଯଦି ଦାବି ପୂରଣ ନହୁଏ ଆସନ୍ତା ୧୫ରେ ଆନ୍ଦୋଳନ ଚେତାବନୀ ।
ନିଜେ ଆଖିରେ ଦେଖିନାହାନ୍ତି ଦୁନିଆ, ହେଲେ ସାରା ଦୁନିଆକୁ ଦେଖାଉଛନ୍ତି ଜ୍ଞାନର ଆଲୋକ । ଦୃଷ୍ଟିଶକ୍ତି ନଥାଇ ମଧ୍ୟ ଶିକ୍ଷକତା କରି ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । ରାଉରକେଲାରୁ ଦେଖିବା ଶିକ୍ଷକତା କରୁଥିବା ଦିବ୍ୟାଙ୍ଗ ଦମ୍ପତିଙ୍କ କାହାଣୀ .