• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Tuesday, 07 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ହାଇକୋର୍ଟରୁ ଜିଲ୍ଲା କୋର୍ଟ ଯାଏଁ, ପଡ଼ିରହିଛି ଲକ୍ଷାଧିକ ମାମଲା

ବକେୟା ମାମଲା ଗୁଡ଼ିକର ଆଶୁ ଫଇସଲା ପାଇଁ ଉଚ୍ଚନ୍ୟାୟାଳୟଙ୍କ ଏରିୟର୍ କମିଟି ଏବଂ ମିଶନ ମୋଡ୍ କମିଟି ଗଠନ କରାଯାଇଛି। ବିଚାରାଧିନ ମାମଲା ଗୁଡ଼ିକର ଶୀଘ୍ର ଫଇସଲା କରିବା ପାଇଁ ବ୍ୟବସ୍ଥା କରାଯାଉଛନ୍ତି ବୋଲି କହିଛନ୍ତି ଆଇନମନ୍ତ୍ରୀ। More
  • Satyendu Shekher Mishra
  • 3 years ago

ନିଜ ସମସ୍ୟାର ସମାଧାନ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଛାତ୍ରଛାତ୍ରୀ

ସରକାର ପିଲାଙ୍କ ପାଠ ପଢ଼ା ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ହେଲେ ବସ୍ତବ ଚିତ୍ର କିନ୍ତୁ ଭିନ୍ନ । ସରକାରଙ୍କ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଉଛି ? କିଏ ତାକୁ ନେଉଛି ? More
  • Chandan Shishu
  • 3 years ago

ଓଡ଼ିଶାକୁ ଛୁଇଁଛି କି ଓମିକ୍ରନ୍? ଶୁକ୍ରବାରକୁ ଅପେକ୍ଷା !

ଗୋଟିଏ ପଟେ ଓମିକ୍ରନକୁ ନେଇ ଡର ବଢୁଥିବା ବେଳେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କାକୁ ଦ୍ୱିଗୁଣିତ କରିଛି। More
  • Satyendu Shekher Mishra
  • 3 years ago

ବାତ୍ୟା ଦେଇଗଲା ଦୁଃଖ ! କୋହ ସମ୍ଭାଳି ଜମିରୁ ଅନ୍ନ ସଂଗ୍ରହ କରୁଛି ଅନ୍ନଦାତା

କେନ୍ଦ୍ରାପଡ଼ା ମାର୍ଶାଘାଇ ଠାଉରୀ ଗାଁର ଚାଷୀ ମଧୁସୂଦନ ସ୍ୱାଇଁଙ୍କର ଉଜୁଡ଼ା ଚାଷ ଦେଖିଲେ ଆଖିରୁ ଲୁହ ଆପେ ଗଡ଼ି ଆସିବ । ଆଉ ତାଙ୍କର ଭୁଇଁକୁ ଛୁଇଁଥିବା ଭଙ୍ଗା ଚାଳ ଘର ବି ବଖାଣୁଛି ଗୋଟିଏ ଚାଷୀର ପରିସ୍ଥିତି ।  More
  • Chandan Shishu
  • 3 years ago

ଜବରଦଖଲ ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଢେଲାପଥର ମାଡ଼, ପୋଲିସର ଲାଠି ଚାର୍ଜ

ଉତ୍ତ୍ୟକ୍ତ ଲୋକେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡକୁ ଆକ୍ରମଣ କରିଥିଲେ। ଏପରିକି ଉଚ୍ଛେଦ କରୁଥିବା ଜେସିବିକୁ ଭଙ୍ଗାରୁଜା କରିଥିଲେ। More
  • Chandan Shishu
  • 3 years ago

ମୁଖ୍ୟମନ୍ତ୍ରୀଙ୍କୁ ମହାଭାରତର କୌରବ ସଜେଇଲା ବିଜେପି

ବିଜେଡି କହୁଛି ବିରୋଧୀ ଦଳ ଡ୍ରାମା କରୁଛନ୍ତି, କିନ୍ତୁ ଠିକ୍ ଓଲଟା। ତାଙ୍କ ଦୃତରାଷ୍ଟ୍ର ନବୀନ ବାବୁ ଡ୍ରାମା କରୁଛନ୍ତି ବୋଲି କହିଛନ୍ତି। More
  • Satyendu Shekher Mishra
  • 3 years ago

କେବଳ ଭାବମୂର୍ତ୍ତୀ ପାଇଁ ଅନ୍ତର୍ଜାତୀୟ ଚ୍ୟାନେଲକୁ ୧୦ କୋଟି, ରାଜ୍ୟ ସ୍ୱାର୍ଥ ନା ବ୍ୟକ୍ତି ସ୍ୱାର୍ଥ...

ବିଜେଡିର ସ୍ଲୋଗାନ, ଆମେ କଥା ନୁହଁ, କାମରେ ବିଶ୍ୱାସ ରଖୁ । କିନ୍ତୁ ବିଜେଡି ସରକାର କହେ, କାମ କମ୍‌ ପ୍ରଚାରରେ ଅଧିକ ବିଶ୍ୱାସ ରଖୁ। ଏ କଥା ଆମେ କହୁନାହୁଁ, ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ହେଉଛି । More
  • Satyendu Shekher Mishra
  • 3 years ago

କ’ଣ ଜୀବନର ମୂଲ୍ୟ ଏତେ ଶସ୍ତା ? ମାତ୍ର ୩୧ ଟଙ୍କା ପାଇଁ ଜଣେ ଜଣକ ଜୀବନ ନେଇପାରେ ?

କୁହାଯାଏ କ୍ରୋଧ ବ୍ରହ୍ମ ଚଣ୍ଡାଳ । ରାଗିଗଲେ ମଣିଷ କିଛି ବି ଅନର୍ଥ କରିପାରେ । ତେଣୁ ସବୁବେଳେ ନିଜ କ୍ରୋଧକୁ ବସ କରିବାର ଶକ୍ତି ରଖିବା ଉଚିତ୍‌ । ମଣିଷ ଜୀବନରେ ସହନଶିଳତା ଏକ ଗୁରତ୍ୱପୂର୍ଣ୍ଣ ଅଙ୍ଗ । More
  • Chandan Shishu
  • 3 years ago

ନନ୍ଦ ସାର୍‌ଙ୍କ ଶେଷ ଦୁଇ ପଦ କଥା: ସ୍ୱପ୍ନ ପୂରିଗଲା କିନ୍ତୁ ଆଶା ରହିଗଲା

ଦେହରେ ବଳ ନଥିଲେ ବି ପରିଣତ ବୟସରେ ଆଶା ଓ ନିସ୍ୱାର୍ଥପର ସେବା ତାଙ୍କୁ ବହୁ ଉଚ୍ଚକୁ ନେଇସାରିଥିଲା। ଶେଷରେ ନନ୍ଦ ସାର ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀରେ ପୁରସ୍କୃତ ହୋଇଥିଲେ। ସତରେ ସେଦିନ ପ୍ରତି ଓଡ଼ିଆଙ୍କ ପାଇଁ ସମ୍ମାନର ଦିନ ଥିଲା। More
  • Rajalaxmi Sahoo
  • 3 years ago

ଗତ ୫ ବର୍ଷରେ ଓଡ଼ିଶାରେ ୪୦୬ ହାତୀଙ୍କ ମୃତ୍ୟୁ

ରାଜ୍ୟରେ ଗତ ୫ ବର୍ଷରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ କେବଳ ଦୁର୍ଘଟଣାରେ ୧୬୨ଟି ହାତୀ ପ୍ରାଣ ହରାଇଛନ୍ତି। More
  • Chandan Shishu
  • 3 years ago

ବାଳିକା ହାଇସ୍କୁଲର ୧୦ ଛାତ୍ରୀ ପଜିଟିଭ

ଆଜି ରାଜ୍ୟରେ ୧୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥି ମଧ୍ୟରୁ ୮୯ ଜଣ କ୍ୱାରେଣ୍ଟାଇନ୍‌ରୁ ୬୨ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି।  More
  • Pallipuspa Samal
  • 3 years ago

ଘରେ ବନାନ୍ତୁ ସୁଆଦିଆ 'ବାମ୍ଫ ସିମ୍ବ ପିଠଉ'

ଆପଣ କେବେ ବାମ୍ଫଦିଆ ସିମ୍ବର କୈଣସୀ ରେସିପି ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ 'ବାମ୍ଫ ସିମ୍ବ ପିଠଉ' । ଏହି ରେସିପି ଆମେ ପୂରା ଦେଶୀ ଶୈଳୀରେ ଚୁଲିରେ ବନେଇବା ,ଯାହା କି ଏହାର ସ୍ୱାଦ ଆହୁରି ବଢି ଯିବ । More
  • Rajalaxmi Sahoo
  • 3 years ago

ପଦ୍ମଶ୍ରୀ ନନ୍ଦ ସାର୍‌ଙ୍କ ପରଲୋକ

ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ ନନ୍ଦ ସାର୍‌ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା। More
  • Rajalaxmi Sahoo
  • 3 years ago

ଏମିତି ବି ଆସେ ମୃତ୍ୟୁ ! ବସ୍‌ ଚକ ସଜାଡ଼ିବା ବେଳେ ବସ୍‌ ତଳେ ଚାପି ହୋଇଗଲେ ଡ୍ରାଇଭର

ବସ୍‌ ଚକ ସଜାଡ଼ିବା ବେଳେ ବସ୍‌ ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ। ରାସ୍ତାକଡ଼ରେ ବସ୍‌ ରଖି ଚକ ସଜାଡ଼ୁଥିଲେ ଡ୍ରାଇଭର। More
  • Rajalaxmi Sahoo
  • 3 years ago

ବିଧାନସଭାରେ ହାଇଡ୍ରାମା: ୩ ଦଳର ହଙ୍ଗାମା ଯୋଗୁ ଷଷ୍ଠ ଦିନରେ ବି ଚାଲିପାରିଲାନି ବିଧାନସଭା

ଷଷ୍ଠ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗରେ ଘଣ୍ଟ ବାଡେଇଥିଲେ। More
  • Rajalaxmi Sahoo
  • 3 years ago

ଯବାନଙ୍କ ପ୍ରେମରେ ହରିଣ ଛୁଆ: ଯବାନଙ୍କ ସହ ଜଙ୍ଗଲରେ ବୁଲୁଛି, ନାଁ ଧରି ଡାକିଲେ ପାଖକୁ ଆସୁଛି

ଯବାନଙ୍କ ପ୍ରେମରେ ହରିଣ ଛୁଆ। ପଶୁ ହେଲେ କଣ ହେଲା, ଭଲ ପାଇ ବସିଛି ଯବାନଙ୍କୁ। ଯବାନଙ୍କ ସହ ଜଙ୍ଗଲରେ ବୁଲୁଛି। ସାଙ୍ଗରେ ବେସ୍ କ୍ୟାମ୍ପକୁ ଆସୁଛି । ପୁଣି ଜଙ୍ଗଲକୁ ଫେରି ଯାଉଛି । ଏପରିକି ନାଁ ଧରି ଡାକିଲେ ପାଖକୁ ମଧ୍ୟ ଆସୁଛି। More
  • Rajalaxmi Sahoo
  • 3 years ago

OSAP ସିପାହୀ ଓ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌, ସିପାହୀଙ୍କ ଘରୁ ମିଳିଲା ୨ଲକ୍ଷରୁ ଅଧିକ ଟଙ୍କା

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟର ଓ OSAP ସିପାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ସିପାହୀଙ୍କ ସରକାରୀ ବାସଭବନ ସମେତ ୫ଟି ଜାଗାରେ ଏକକାଳୀନ ରେଡ୍ ଚାଲିଛି।  More
  • Rajalaxmi Sahoo
  • 3 years ago

ଆସିଲା ଭୀମ୍‌ସାର୍‌ର କୋଭିଡ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ

ଭୀମ୍‌ସାର୍‌ର କୋଭିଡ୍‌ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ଜେନୋମ୍‌ ସିକ୍ୟୁଏନ୍ସିଂ ରିପୋର୍ଟରୁ ୨ଜଣ ଡେଲ୍‌ଟା ଭାରିଏଣ୍ଟ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏନେଇ ଭୀମ୍‌ସାର୍‌ର ଡିନ୍‌ ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି। More
  • Satyendu Shekher Mishra
  • 3 years ago

ଓଃ କି ନିଷ୍ଠୁର ! ଗର୍ଭବତୀଙ୍କୁ ବିଧା ଗୋଇଠା ମାରି ନଷ୍ଟ କରିଦେଲେ ଗର୍ଭ

ନୟାଗଡ଼ ଫତେଗଡ଼ରେ ଘଟିଛି ଏକ ଅମାନବୀୟ କାଣ୍ଡ । ଜଣେ ଗର୍ଭବତୀଙ୍କୁ କିଛି ଲୋକ ବିଧା ଗୋଇଠା ମାରି ତାଙ୍କ ଗର୍ଭ ନଷ୍ଟ କରିଦେଇଛନ୍ତି । ଯାହା କି ସ୍ଥାନୀୟ ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । More
  • Otv Khabar Bureau
  • 3 years ago

ଓଡ଼ିଶାକୁ ଘାରୁଛି ଓମିକ୍ରନ୍ ଚିନ୍ତା

ଓଡ଼ିଶାକୁ ଘାରୁଛି ଓମିକ୍ରନ୍ ଚିନ୍ତା । ରାଜ୍ୟରୁ ଏପର୍ଯ୍ୟନ୍ତ କେହି ଜଣେ ହେଲେ ବି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ ହେଁ, ନଭେମ୍ବର ୨୯ ପରେ ପଜିଟିଭ ଥିବା ୨୪୬ ଜଣଙ୍କର ନମୁନାକୁ ଜିନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଅପରପକ୍ଷରେ ଚିନ୍ତାର କଥା ହେଉଛି, ଓମିକ୍ରନ ରିସ୍କ ଦେଶରୁ ଆସିଥିବା ୮ଶହ ଲୋକଙ୍କ ମଧ୍ୟରୁ ୪୦ ପ୍ରତିଶତଙ୍କ ଠିକଣା ମିଳୁନି । More
  • Satyendu Shekher Mishra
  • 3 years ago

ପଞ୍ଚମ ଦିନ ବି ଗୃହ ଅଚଳ; ବିଜେପି-କଂଗ୍ରେସକୁ କାଉଣ୍ଟର କଲା ବିଜେଡି

ମମିତ ମାହେର ହତ୍ୟା ଘଟଣାକୁ ନେଇ ୫ ଦିନ ହେଲା ଗୃହ ଅଚଳ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିରୋଧୀ ଅଡ଼ି ବସିଥିବା ବେଳେ ବିଜେଡି କିନ୍ତୁ ବିରୋଧୀଙ୍କୁ କର୍ଣ୍ଣପାତ ବି କରୁନି । More
  • Satyendu Shekher Mishra
  • 3 years ago

ଦୁଃଖ ! ବର୍ଷଯାକର ପରିଶ୍ରମ ପାଣିରେ ଭାସିଲା, ଚାଷୀ ଜୀବନ ହାରିଦେଲା..

ଗୁମୁରି ଗୁମୁରି କାନ୍ଦୁଥିବା ପତ୍ନୀ ଭାଳି ହେଉଛନ୍ତି, କେମିତି ଅଦିନିଆ ବର୍ଷା ତାଙ୍କ ଅଭାବୀ ପରିବାରରେ ଅଦିନରେ ଘଟାଇଲା ବିରାଟ କ୍ଷତି । More
  • Satyendu Shekher Mishra
  • 3 years ago

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୃହକୁ ଡାକିଲା ବିଜେପି, ମନେ ପକାଇଲା ପୁରୁଣା କଥା

ମମିତା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଙ୍କ ହଙ୍ଗମା ଜାରି ରହିଛି । ବିରୋଧୀ ମମିତା ପ୍ରସଙ୍ଗରୁ ପଛକୁ ହଟୁନଥିବା ବେଳେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି କରିଛି ବିଜେଡି । More