Advertisment

ପୁରୀରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

ବିଜେଡି ନେତା ତଥା ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ..ପୁଲିସ ଡିଜି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଅର୍ପଣ କରିବା ପରେ ପୁରୀରେ ପହଞ୍ଚିଛି ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍..

author-image
Otv Khabar Bureau

ବିଜେଡି ନେତା ତଥା ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଂଜନ ପଲେଇଙ୍କ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ..ପୁଲିସ ଡିଜି କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଅର୍ପଣ କରିବା ପରେ ପୁରୀରେ ପହଞ୍ଚିଛି ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍..

Advertisment
Crime Branch Team Aide BJD Leader Puri
Advertisment
Advertisment