ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ପ୍ରୟାସ କରିଛନ୍ତି । ସବୁ ବେଳେ ସେ ତାଙ୍କ ବାଲୁକାଶିଳ୍ପକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପ୍ରଥମଥର ପାଇଁ ସେ ୫ ହଜାର୪୦୦ଟି ଗୋଲାପ ବ୍ୟବହାର କରି ପୁରୀ ବେଳାଭୂମିରେ ସାନ୍ତାଙ୍କ ଏକ ବିରାଟ ବାଲୁକା କଳା...
ଭାରତର କ୍ରିକେଟ ଇତିହାସର ସଫଳ ସ୍ପିନର ଭାବେ ବେଶ ପରିଚିତ ହରଭଜନ ସିଂହ । ଗତକାଲି କ୍ରିକେଟର ସବୁ ଫର୍ମାଟରୁ ସେ ଅବସର ଘୋଷଣା କରିଛନ୍ତି। ଭଜିଙ୍କ କ୍ରିକେଟ ଇନିଂସ ସମାପ୍ତ ହେବା ପରେ ଏବେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ।
ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ କୁକୁଡାଟି ଏକ କୁକୁର ଛୁଆକୁ ସ୍ନେହ ମମତାର ସହ ଆପଣାଉଥିବାର ଦେଖିବାକୁ ମିଳିଛି ।୧୫ ସେକେଣ୍ଟର ଏହି ଭାଇରାଲ୍ ଭିଡିଓକୁ ଦେଖିବା ମାତ୍ରେ ନିଶ୍ଚିତ ଆପଣଙ୍କ ମୁହଁରେ ହସ ଫୁଟିଯିବ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଆଜିର ଦିନକୁ ବଡ଼ଦିନ ଭାବେ ପାଳନ କରୁଛନ୍ତି ବିଶ୍ୱର କୋଣ ଅନୁକୋଣରେ ରହୁଥିବା କୋଟି କୋଟି ଖ୍ରୀଷ୍ଟ ଧର୍ମାବଳମ୍ବୀ.. ଆଜି ମଧ୍ୟରାତ୍ରିରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି.. ହେଲେ କୋଭିଡ୍ ପାଇଁ ସବୁ ଫିକା...
ସେଣ୍ଟ ପିଟର୍ ବାସିଲିକାରେ ପୋପ୍ ଫ୍ରାନସିସ୍ କୁନି ଯୀଶୁଙ୍କ ପ୍ରତିକୃର୍ତ୍ତିକୁ ଅନାବରଣ କରିବା ପରେ ବିଧି ଅନୁସାରେ କ୍ୱାରୋଲ୍ ଗାଇଥିଲେ ଶ୍ରଦ୍ଧାଳୁ
ବଡଦିନ ରାତିସାରା ଏଠି ଲାଗିଥାଏ ଗହଳ ଚହଳ । ହେଲେ ଏଠି ସବୁ ଚୁପ୍ ଚାପ୍। କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ଲୋକେ ପାଳିଛନ୍ତି ବଡଦିନ।
ଦୁଇଶହ ପାଖା ପାଖି ଚାମଚ କାଠିରେ ତିଆରି ହୋଇଛି ଖ୍ରୀଷ୍ଟମାସ ଟ୍ରୀ। ତିଆରି କରିଛନ୍ତି ପୁରୀର ମାର୍କଣ୍ଡେଶ୍ୱର ସାହିର ଯୁବ ଶିଳ୍ପୀ ବିଶ୍ୱପୂପା ପଟ୍ଟନାୟକ ଝିଅ।
ଧରାବତରଣ କରିବେ ପ୍ରଭୁ ଯୀଶୁ। ସ୍ୱାଗତ କରିବା ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି।
ଏକ ପବିତ୍ର ଦିନ ହେଉଛି ବଡଦିନ। ଖ୍ରୀଷ୍ଟ ଧର୍ମାବଲମ୍ୱି ମାନଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। କୋଭିଡ୍ ଗାଇଡ୍ ଲାଇନ୍ସ ଅନୁସାର ପାଳନ କରୁଛି ସାରା ଦେଶ
ବଡଦିନ ପାଇଁ ଉତ୍ସବ ମୁଖର ସାରା ଦେଶ ହେଲେ କୋଭିଡ୍ ପାଇଁ ଲାଗିଛି କଟକଣା। ବିନା ଆଡମ୍ୱରରେ ଲୋକେ ସ୍ୱାଗତ କରୁଛନ୍ତି ଯୀଶୁଙ୍କୁ
ଯୀଶୁଙ୍କ ଜନ୍ମଦିନରେ ବାଲେଶ୍ୱରରେ ବୁଲୁଛନ୍ତି ସାଣ୍ଟା। ଯୀଶୁଙ୍କୁ କେକ୍ କାଟି ସ୍ୱାଗତ କରିଛନ୍ତି ଶ୍ରଦ୍ଧାଳୁ।
କୋଭିଡ୍ ମହାମାରି ପାଇଁ ଏଥର ହେବନି ସାମୁହିକ ପ୍ରାର୍ଥନା। ଗାଇଡ୍ ଲାଇନ୍ ମାନି ଲେକେ ପାଳନ କରିଛନ୍ତି ବଡଦିନ।
ସମସ୍ତେ ପ୍ରସ୍ତୁତ ଯିଶୁଙ୍କୁ ସ୍ୱାଗତ କରିବା ପାଇଁ। ଚର୍ଚ୍ଚରେ ବି ବଢିବାରେ ଲାଗିଛି ଗହଳ ଚହଳ।
ବଡଦିନରେ ଆସିବେ ଯିଶୁ। ସ୍ୱାଗତ ଲାଗି ପ୍ରସ୍ତୁତ ପୁରା ସହର। ପିଲାଙ୍କଠାରୁ ଆରମ୍ଭ କରି ବୁଢା ଯାଏଁ ସମସ୍ତେ ତୟାର ଯିଶୁଙ୍କୁ ସ୍ୱାଗତ କରିବା ପାଇଁ।
ଖ୍ରାଷ୍ଟମାସରେ ସାନ୍ତା କ୍ଲଜ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି ସାନ୍ତା ସ୍କୁଲ୍ । ଆମେରିକାର ମିଚିଗାନରେ ଏକ ବିଦ୍ୟାଳୟ ଅଛି, ଯେଉଁଠି ଗତ ୮୫ ବର୍ଷ ଧରି ସାନ୍ତାଙ୍କ ତାଲିମ ଦିଆଯାଏ । ଏହି ବିଦ୍ୟାଳୟରେ ଆଡମିଶନ କରିଥିବା...
କଟକ ଏସସିବି ମେଡିକାଲର ଇନଡୋର ରୋଗୀଙ୍କ ପାଇଁ ମାଗଣା ମେଡିସିନ୍ ବ୍ୟବସ୍ଥା ଠପ୍ ହୋଇଯାଇଛି । ନ୍ୟୁରୋଲୋଜି ବିଭାଗରେ ରୋଗୀଙ୍କୁ ମିଳୁନି ଆବଶ୍ୟକ ଇଞ୍ଜେକସନ୍ । ସରକାର ଗୋଟିଏ ପଟେ ମାଗଣା ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ପ୍ରଚାର ସାଙ୍ଗକୁ ମାଳମାଳ ହୋର୍ଡିଂ ମାରି ବାହାବା ନେବାରେ ବ୍ୟସ୍ତ ଥିବାବେଳେ...
ଆଜି ୨୦୨୧ ମସିହା, ଡିସେମ୍ବର ମାସ, ୨୫ ତାରିଖ, ଶନିବାର, ଧନୁ ୧୦ ଦିନ, ପୌଷମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି, ପୂର୍ବାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର, ବୃଷ, ସିଂହ, କନ୍ୟା ରାଶିର ଘାତବାର,କର୍କଟ, ମକର ରାଶିର ଘାତଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...