• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

PM-KISAN Yojana
ନୂଆବର୍ଷରେ ଚାଷୀଙ୍କୁ ଉପହାର ଦେବେ ମୋଦି, ମିଳିବ ପିଏମ୍ କିଷାନ କିସ୍ତି

୨୦୨୨ ଜାନୁଆରୀ ୧ ତାରିଖରେ ଦେଶର ଚାଷୀଙ୍କ ହାତକୁ ଆସିବ ମୋଦୀଙ୍କ ଟଙ୍କା। ଏହି ଦିନ ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ଜମା ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Odisha Kick-Boxers
କିକ୍ ବକ୍ସିଂର ଦ୍ରୋଣାଚାର୍ଯ୍ୟ ! ଭଡ଼ାଘର ଛାତ ଉପରେ ଟ୍ରେନିଂ ଦେଇ ଆଣିଲେଣି ୪ ମେଡାଲ୍

ନିଜେ ଭଡ଼ାଘରେ ରହୁଛନ୍ତି। ସେଇ ଘରର ଛାତ ଉପରେ ପିଲାଙ୍କୁ କିକ୍ ବକ୍ସିଂ ଟ୍ରେନିଂ ଦେଉଛନ୍ତି। ଜାଗା ନାହିଁ କି ସୁବିଧା ନାହିଁ। କିନ୍ତୁ ଏହି ଗୁରୁଙ୍କ ପିଲାମାନେ ଜିତିକି ଆଣିଲେଣି ୪ଟି ମେଡାଲ୍। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏ ଭିଡିଓ ଦେଖିଲେ ଆପଣ ସବୁକିଛି...

85-Year-Old Divyang Teacher,Kendrapara
ଦିବ୍ୟାଙ୍ଗ ରାମ ସାରଙ୍କ ଚାଟ୍ଟଶାଳି, ୫୮ ବର୍ଷ ହେଲା ବାଣ୍ଟୁଛନ୍ତି ଶିକ୍ଷାର ଆଲୋକ

ସେ ଜନ୍ମରୁ ଦିବ୍ୟାଙ୍ଗ। ସଳଖ ହୋଇ ଚାଲି ପାରନ୍ତି ନାହିଁ। କିନ୍ତୁ ତାଙ୍କ ଜୀବନରେ, ସେ ହଜାର ହଜାର ପିଲାଙ୍କୁ ସଳଖ ଭାବେ ଠିଆ ହେବାର ସୂତ୍ର ବତେଇଛନ୍ତି। ତାଙ୍କୁ ଏବେ ୭୨ ବର୍ଷ ବୟସ। ଦୀର୍ଘ ୫୮ ବର୍ଷ ଧରି ସେ ଏକ ଚାଟ୍ଟଶାଳି କରି ଶହ...

Terrorist Killed
ଜମ୍ମୁ କାଶ୍ମୀରରେ ଲଗାତାର ଏନକାଉଣ୍ଟର: ୩ ଆତଙ୍କୀ ନିହତ

କାଶ୍ମୀରରେ କମୁଛି ଆତଙ୍କୀବାଦୀଙ୍କ ସଂଖ୍ୟା । ସେନାର ଲଗାତାର ଅପରେସନ୍ ପରେ ନିପାତ ହେବାକୁ ଲାଗିଲେଣି ଆତଙ୍କୀ ସଂଗଠନ । ତେବେ ଗତକାଲି ମଧ୍ୟ ଆତଙ୍କବାଦୀଙ୍କ ବିରୁଦ୍ଧରେ ବଡ ଆକ୍ସନ ନେଇଛନ୍ତି ସୁରକ୍ଷାକର୍ମୀ । ଗୁରୁବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ତିନି ଆତଙ୍କୀଙ୍କୁ ନିହତ କରିଛନ୍ତି ।

LPG Cylinder Price
ନୂଆବର୍ଷରୁ ବଢିବ LPG ସିଲିଣ୍ଡର ମୂଲ୍ୟ! ଡିଜିଟାଲ୍ ପେମେଣ୍ଟରେ ବଡ଼ ପରିବର୍ତ୍ତନ

ଖୁସି ବଦଳରେ ଚିନ୍ତା ଆଣୁଛି ନୂଆବର୍ଷ। ୨୦୨୨ ଜାନୁଆରୀ ପହିଲାରୁ ଦେଶରେ ଅନେକ ପରିବର୍ତ୍ତନ ହେଉଥିବା ବେଳେ ଯାହାର ସିଧା ପ୍ରଭାବ ପଡିବ ଗ୍ରାହକଙ୍କ ଉପରେ...

Chennai
ଲଗାଣ ବର୍ଷାରେ ବେହାଲ ତାମିଲନାଡୁ; ବିଦ୍ୟୁତ ତାର ଲାଗି ୩ ମୃତ

ଲଗାଣ ବର୍ଷାରେ ଉବୁଟୁବୁ ତାମିଲନାଡୁ । ରାଜଧାନୀ ଚେନ୍ନାଇରେ ସ୍ଥିତି ସଂଗୀନ ହୋଇପଡିଛି । ଗତ ୨୪ ଘଣ୍ଟା ମଧ୍ୟରେ ସେଠାରେ ୨୦୦ମିଲି ମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷାଯୋଗୁଁ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି । ପାଣି ଜମି ରହିବାରୁ ଲୋକମାନେ ନାହିଁ...

Daily Horoscope
Daily Horoscope 31 Dec 2021: ଆସନ୍ତୁ ଜାଣିବା, ଆଜି ଦିନର ମହତ୍ତ୍ୱ କ’ଣ ରହିଛି

୨୦୨୧ ମସିହା, ଡିସେମ୍ବର ମାସ ୩୧ ତାରିଖ, ଶୁକ୍ରବାର, ଧନୁ ୧୬ ଦିନ, ପୌଷମାସ, କୃଷ୍ଣପକ୍ଷ, ଦ୍ୱାଦଶୀତିଥି । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟରେ କଣ ରହିଛି । ଦେଖନ୍ତୁ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 31 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

Jammu Kashmir
ନିପାତ ହେଲେଣି ଆତଙ୍କବାଦୀ; ସଂଖ୍ୟା ୧୦୦ ତଳକୁ ଖସିଲାଣି

କାଶ୍ମୀରରେ କମୁଛି ଆତଙ୍କୀବାଦୀଙ୍କ ସଂଖ୍ୟା । ସେନାର ଲଗାତାର ଅପରେସନ୍ ପରେ ନିପାତ ହେବାକୁ ଲାଗିଲେଣି ଆତଙ୍କୀ ସଂଗଠନ । ପରିସ୍ଥିତି ଏପରି ହୋଇଛି କି ଏବେ ମାତ୍ର ଉପତ୍ୟକାରେ ରହିଛନ୍ତି ଶହେରୁ କମ୍ ଆତଙ୍କବାଦୀ । ଆଜି ପ୍ରେସମିଟରେ କାଶ୍ମୀର ଆଇଜି ବିଜୟ କୁମାର ଏହି ସୂଚନା...

Covid Positive
୭ ମାସ ଭିତରେ ୪ ଥର ଭ୍ୟାକ୍ସିନେଟେଡ୍, ହେଲେ ବି ପଜିଟିଭ୍

ଚାରି ଚାରି ଥର ଭ୍ୟାକ୍ସିନେଟେଡ୍ ହେବା ପରେ ବି କରୋନା ପଜିଟିଭ୍ ଚିହ୍ନଟ ହେଲେ ଜଣେ ମହିଳା । ଏଭଳି କିଛି ଦୃଶ୍ୟ ମଧ୍ୟପ୍ରଦେଶର ଇନ୍ଦୋର ଏୟାରପୋର୍ଟରେ ଦେଖିବାକୁ ମିଳିଛି । କୋଭିଡ ପଜିଟିଭ୍ ବାହାରିବାରୁ ତାଙ୍କର ଦୁବାଇ ଯାତ୍ରାକୁ ବାରଣ କରାଯାଇଥିବା କଥା ଏୟାରପୋର୍ଟ ଅଧିକାରୀ କହିଛନ୍ତି...

Ross Taylor Retirement
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେବେ ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ କ୍ରିକେଟର ରସ୍ ଟେଲର

ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ କ୍ରିକେଟର ତଥା ପୂର୍ବତନ ଅଧିନାୟକ ରସ୍ ଟେଲର ନିଜର ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ସେ ନିଜ ଟ୍ୱିଟର ପେଜରେ ପୋଷ୍ଟ ସେୟାର କରିଛନ୍ତି । ରସ୍‌ଙ୍କ ପାଇଁ ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶେଷ ଟେଷ୍ଟ...

Social Activist Stages Protest Outside Bhadrak Collector’s Office Seeking Security I Janatara Swara
Social Activist Stages Protest Outside Bhadrak Collector’s Office Seeking Security I Janatara Swara

#OTVJanataraSwara Social Activist Stages Protest Outside Bhadrak Collector’s Office Seeking Security I OTV Janatara Swara OdishaTV is Odisha\'s no 1

Bhadrak Man Stages Protest Outside Collector’s Office Seeking Justice I OTV Janatara Swara
Bhadrak Man Stages Protest Outside Collector’s Office Seeking Justice I OTV Janatara Swara

#OTVJaanataraSwara Bhadrak Man Stages Protest Outside Collector’s Office Seeking Justice I OTV Janatara Swara OdishaTV is Odisha\'s no 1 News Channel.

New Year
ନୂଆବର୍ଷରୁ ବଦଳିବ ଏସବୁ ନିୟମ, ଅନଲାଇନ୍ ଫୁଡିଂରୁ ଅନ୍‌ଲାଇନ୍ କ୍ୟାବ୍ ଉପରେ ମହଙ୍ଗା ମାଡ଼

ହାତରେ ଆଉ ମାତ୍ର କେଇଟା ଦିନ। ନୂଆ ବର୍ଷଠାରୁ ନୂଆ ନିୟମ ମାନିବାକୁ ହେବ। ବର୍ଷ ୨୦୨୨ରୁ ପକେଟ୍ ଉପରେ ପଡିବାକୁ ଯାଉଛି ପ୍ରଭାବ। ନୂଆ ବର୍ଷ ଖୁସି ଆଣୁଛି ସତ, କିନ୍ତୁ ଦରବୃଦ୍ଧି ଚିନ୍ତା ମଧ୍ୟ ଆଣୁଛି। ଏବେ ଜାଣନ୍ତୁ କ’ଣସବୁ ବଢୁଛି...

Ollywood
ବାପା ICUରେ ପରେ ଚୋରଣୀ, ଏବେ ପଲ ପଲ ତତେ ଚାହେଁ...

2021ରେ ଦର୍ଶକଙ୍କୁ ଭିନ୍ନ ଭେଟି ଦେଇଥିଲା ଓଡ଼ିଆ ସିନେମା। ବାପା ICUରେ... ଚୋରଣୀ, ପଲ ପଲ ତତେ ଚାହେଁ ରିଲିଜ୍ ହୋଇଥିଲା ଏ ବର୍ଷ। ଦେଖନ୍ତୁ କେମିତି ଥିଲା ଏସବୁ ଫିଲ୍ମର ଜୟଯାତ୍ରା..

News Fuse
ଅଳିଆ ଦେଖିଲେ ଡରୁଛନ୍ତି ନେତା, ହାତରେ ନୁହେଁ କୋଦାଳରେ ସଫା କଲେ ଅଳିଆ

ଅତୀତରେ ଯେଉଁ ଅଳିଆ ଦେହରେ ଲାଗିଛି, ତାହା ସଫା ହୋଇ ପାରୁନି। ଆଉ ଅଳିଆ ଧରିବାର ନାହିଁ। ହାତ ନୁହେଁ, କୋଦାଳ ଧରି ଏମିତି ଅଳିଆ ସଫା କଲେ ଏ ନେତା...

Farmers Success Story
ଓଡ଼ିଶାରେ ଫଳିଲା ‘କାଶ୍ମୀର ରେଡ୍ ଆପଲ୍ ବେରୀ’… ସାବାସ୍ ଉପେନ୍ଦ୍ର

ଓଡ଼ିଶାରେ ମଧ୍ୟ ଫଳିଲା କାଶ୍ମୀର ରେଡ୍ ଆପଲ୍ ବେରୀ। ଏହା କରି ଦେଖାଇଛନ୍ତି ଏମ୍.ଏ. ପଢୁଆ ଚାଷୀ ଉପେନ୍ଦ୍ର ବିଶ୍ୱାଳ। ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ପତ୍ନୀ। ଫେସବୁକ୍ ଓ ୟୁଟ୍ୟୁବରେ ଦେଖି ସେମାନେ କେମିତି ଚାରା ସଂଗ୍ରହ କଲେ, ଆଉ ଏହି ଫଳଟି କେମିତି ଛୋଟ...

Omicron
ଓମିକ୍ରନକୁ ନେଇ ଅନ୍ତର୍ଜାତୀୟ ସମୁଦାୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କବାଣୀ

ଚିନ୍ତା ବଢାଇଲାଣି ଓମିକ୍ରନ୍ । କୋଭିଡ ବିଶେଷ କରି ଓମିକ୍ରନକୁ ନେଇ ଅନ୍ତର୍ଜାତୀୟ ସମୁଦାୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କବାଣୀ । କରୋନାର ଆଗାମୀ ସୁନାମିରେ ହୁଏତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ଯାଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ନିଜେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଗେବ୍ରିୟେସୁସ୍...

Free English Teaching
ଶହଶହ ଗରିବ ପିଲାଙ୍କ ରାଧାକାନ୍ତ ସାର୍, ସକାଳୁ ସଞ୍ଜଯାଏଁ ମାଗଣାରେ ପଢ଼ାନ୍ତି ଇଂରାଜୀ

ବାପା ବଢ଼େଇ କାମ କରି ବଡ଼ ପରିବାର ଚଳେଇଲା ବେଳକୁ ଟ୍ୟୁସନ ପଇସା ଦେବା ଟା ଭାରି କଷ୍ଟ। ସେଇଥିରେ ଇଂରାଜୀ ଦୁଇ ଅକ୍ଷର ଶିକ୍ଷିବା ପାଇଁ ରାଧାକାନ୍ତଙ୍କର ଭାରି ଇଛା ଥିଲେବି ସେତକ ସହଜ ନ ଥିଲା। ରାଧାକାନ୍ତ ନିପଟ ଗଧରୁ କେମିତି ହେଲେ ଇଂରାଜୀ ଶିକ୍ଷକ...

5G Mobile Service
ଆସୁଛି ୫ଜି, ୧୦ ଗୁଣା ଅଧିକ ସ୍ପିଡରେ ମିଳିବ ଇଣ୍ଟରନେଟ୍ ସେବା

ଏବେ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭରଶୀଳ। ପାଠପଢାଠୁ ଆରମ୍ଭ କରି ମିଟିଂ ସବୁ କିଛି ହେଉଛି ଅନଲାଇନରେ। ବେଳେ ବେଳେ ଇଣ୍ଟରନେଟ ସ୍ପିଡ୍ ବୁଦ୍ଧି ଗୁଡୁମ୍ କରି ଦେଉଛି। ଆଉ ଚିନ୍ତା କରନ୍ତୁନି ଆସିବାକୁ ଗୋଡ କାଢିଲାଣି ୫ଜି..