• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

horoscope
Daily Horoscope,30 Dec 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

୨୦୨୧ ମସିହା, ଡିସେମ୍ବର ମାସ ୩୦ ତାରିଖ, ଗୁରୁବାର, ଧନୁ ୧୫ ଦିନ, ପୌଷମାସ, କୃଷ୍ଣପକ୍ଷ, ଏକାଦଶୀତିଥି, ବିଶାଖା ନକ୍ଷତ୍ର, ତୁଳା ରାଶିରେ ଚନ୍ଦ୍ର, ତୁଳା, କୁମ୍ଭ ରାଶିର ଘାତବାର,ଶିମ୍ବ, ଆମିଷ ନ ଖାଇଲେ ଭଲ, ପର୍ବଦିନ-ସର୍ବସମ୍ମତ ସଫଳା ଏକାଦଶୀ । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 30 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

News Fuse 29 December 2021
News Fuse 29 December 2021

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Omicron
ଦେଶରେ ବଢୁଛି କୋଭିଡ ପଜିଟିଭ୍ ସଂଖ୍ୟା, ଆସିଗଲା କି ତୃତୀୟ ଲହର!

ୟେଲୋ ଆଲର୍ଟ ଜାରି ହୋଇଥିବା ଦିଲ୍ଲୀରେ, ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୭୦ ପ୍ରତିଶତ ବଢ଼ିଛି । ୪୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭିଟି ରେଟ୍ ପ୍ରାୟ ୧ ପ୍ରତିଶତ ରହିଛି । ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୩୮କୁ ବଢ଼ିଛି, ଯାହାକି...

Omicron
ଓଡିଶାକୁ ଘାରିଲାଣି ଓମିକ୍ରନ୍ ଭୟ: ଆଜି ଆଉ ଜଣେ ପଜିଟିଭ୍ ଚିହ୍ନଟ

ରାଜ୍ୟରେ କାୟା ବିସ୍ତାର କରୁଛି ଓମିକ୍ରନ ଭାରିଆଣ୍ଟ । ଆଜି ଆଉ ଜଣଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଏଭଳି ସଂଖ୍ୟାବୃଦ୍ଧି ପରେ ଭୟ ବଢ଼ିବାରେ ଲାଗିଛି । କେବଳ ଯେ ଓମିକ୍ରନ୍, ତାନୁହେଁ, କରୋନାର ଦୈନିକ ସଂକ୍ରମଣ ମଧ୍ୟ ଚିନ୍ତା ବଢ଼ାଇଛି ।

Puri Jagannath Temple
ବର୍ଷର ଅନ୍ତିମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ

ବର୍ଷର ଅନ୍ତିମ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭିଡ ବଢିବାରେ ଲାଗିଛି । ନୂଆବର୍ଷ ଯେତିକି ପାଖେଇ ଆସୁଛି ସେତିକି ଭିଡ ଜମୁଛି ପର୍ଯ୍ୟଟନ ସହର ପୁରୀରେ। ଦୂରଦୂରାନ୍ତରୁ ପର୍ଯ୍ୟଟକ ମାନେ ହଲି ଡେ କଟାଇବା ପାଇଁ ପୁରୀକୁ ଛୁଟୁଛନ୍ତି ।

Court
ଆଜୀବନ କାରାଦଣ୍ତର ରାୟ ଶୁଣି ବିଚାରପତିଙ୍କ ଉପରକୁ ଚପଲ ଫୋପାଡିଲା ଦୋଷୀ

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୨୧ ଏପ୍ରିଲରେ ଜଣେ ପାଞ୍ଚ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରାଯାଇଛି । ଆଶ୍ଚର୍ଯ୍ୟର ବିଷୟ ଯେ,ଏହି ମାମଲାର ଶୁଣାଣି...

Special story
ପଦବୀ ଗଲା ପରେ ପଚାରେ କିଏ ?

ଦିନେ ଗୁହାରି ଧରି ଲୋକେ ଆସୁଥିଲେ, ଆଉ ସହାୟତା ପାଉଥିଲେ ହେଲେ ଆଜି ସେ ଦିନକୁ ଦୁଇ ମୁଠା ଖାଇବା ଯୋଗାଡ଼ କରିବାକୁ ନାନା ସଂଘର୍ଷ କରୁଛନ୍ତି ସମ୍ବଲପୁର ଧନକଉଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରାଶୀ ।

 Odisha Administrative Service
ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର

ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Middle east dubai municipality issued advisory on misusing balconies around the city
ବାଲ୍‌କୋନିରେ ଲୁଗା ଶୁଖାଇଲେ ଫାଇନ୍‌ ; ଦେବାକୁ ପଡିବ ହଜାର ହଜାର ଟଙ୍କା

ଏଣିକି ବାଲ୍‌କୋନିରେ ପୋଷାକ ଶୁଖାଇବା ପଡିବ ମହଙ୍ଗା । ଦୁବାଇରେ କିଛି ନୂଆ ନିୟମ ଲାଗୁ କରାଯାଇଛି । ଯାହାର ଉଲ୍ଲଂଘନ କଲେ ଦେବାକୁ ପଡିବ ଜରିମାନା । ଦୁବାଇରେ ବାଲ୍‌କୋନିରେ ପୋଷାକ ଶୁଖାଇବା ନିଷେଧ କରାଯାଇଛି । ଯଦି କେହି ଏହା କରନ୍ତି, ତେବେ ତାଙ୍କୁ ଜରିମାନା...

China china scientists making human monkey hybrids as super soldier
‘ସୁପର ସୋଲ୍‌ଜର’ ତିଆରି କରୁଛି ଚୀନ୍‌; ଲାଗିବନି ଭୋକ, ହେବନି ନିଦ

ଚୀନ୍ ଲ୍ୟାବ ଏବେ ପୁଣି ସାରା ବିଶ୍ୱକୁ ଚମକାଇଦେବ । ମହାମାନବ ତିଆରିରେ ଲାଗିଛି ଚୀନ୍ । ମାଙ୍କଡ ଓ ମଣିଷଙ୍କୁ ଏକାଠି କରି ତିଆରି କରୁଛି ଏହି ମହାମାନବ । ଏହି ମହାମାନବଙ୍କୁ ଭୋକ ହେବନି କି ନିଦ ହେବନି । ଏମାନେ ସୁପର୍ ସୋଲଜର୍ ଭାବେ...

Daily Horoscope,29 Dec 2021
Daily Horoscope,29 Dec 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା

ଆଜି ୨୦୨୧ ମସିହା, ଡିସେମ୍ବର ମାସ, ୨୯ ତାରିଖ, ବୁଧବାର, ଧନୁ ମାସ ,୧୪ ଦିନ, ପୌଷମାସ, କୃଷ୍ଣପକ୍ଷ, ଦଶମୀତିଥି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ.

Scannable microchip can be embed in arms to show covid vaccination status
ହାତରେ ଲାଗିବ ମାଇକ୍ରୋ ଚିପ୍‌; ଜଣାପଡିବ ଟିକାକରଣର ସବୁ ବିବରଣୀ

ଟୀକାକରଣର ସ୍ଥିତି ଜାଣିବା ପାଇଁ ଅତ୍ୟାଧୁନିକ ଜ୍ଞାନ ଓ କୌଶଳରେ ତିଆରି କରାଯାଇଛି ମାଇକ୍ରୋଚିପ୍  । ଏହାକୁ ହାତରେ ଲାଗାଇ ସ୍କାନ୍‌ କରିବା ମାତ୍ରେ ହିଁ ବ୍ୟକ୍ତିର ଟୀକାକରଣର ସବୁ ସ୍ଥିତି ଅତି ସହଜରେ ଜଣାପଡିଥାଏ । ଫଳରେ ଲୋକଙ୍କୁ ଟିକାକରଣ ଷ୍ଟାଟସ ବହନ କରି ସବୁ ...

Leasehold
ଏଣିକି ସିଡିଏ, ବିଡିଏ ଅଧିନରେ ଜମି, ଘର କିଣିବା ସହଜ ହେବ

ଆଗକୁ ଲିଜ୍ ହୋଲ୍ଡ ରୁ ଫ୍ରି ହୋଲ୍ଡ ହେବ ସିଡିଏ, ବିଡିଏ ଓ ହାଉସିଂବୋର୍ଡ ଭଳି ରାଜ୍ୟର ପ୍ରାୟ ସବୁ କର୍ତ୍ତୃପକ୍ଷଙ୍କ ଅଧିନରେ ଆସୁଥିବା ସମସ୍ତ ଜମି । ଦୀର୍ଘ ବର୍ଷ ଧରି ଜମି, ଘର କିଣିବା ପରେ ବି ଲିଜ୍‌ରେ ସମ୍ପତ୍ତି ରହୁଥିଲା । ବର୍ତ୍ତମାନ ଏହି...

Reopen Primary Schools
ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ

ଜାନୁଆରୀ ୩ରୁ ଖୋଲିବ ପ୍ରାଇମେରୀ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କର ଆରମ୍ଭ ହେବ ଶ୍ରେଣୀଗୃହ ଶିକ୍ଷାଦାନ । କରୋନାର ତୃତୀୟ ଲହର ଆଶଙ୍କା ଭିତରେ ପ୍ରାଇମେରୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Piyush Jain
ଘରେ ବସ୍ତାବସ୍ତା ଟଙ୍କା, କିନ୍ତୁ ଜାଣିଶୁଣି ବୁଲୁଥିଲେ ପୁରୁଣା ସ୍କୁଟରରେ !

ଘରେ ପଡ଼ିରହିଥିଲା କୋଟି କୋଟି ଟଙ୍କାର କଳାଧନ। ଟଙ୍କା ଗଦିରେ ଶୋଇବା ପାଇଁ ଥିଲା ସାମର୍ଥ୍ୟ। ଚାହିଁଥିଲେ ଚଢ଼ିପାରିଥାନ୍ତା ନାମୀଦାମୀ ବ୍ରାଣ୍ଡ୍ ର ହାଇଫାଇ ଗାଡ଼ି। କିନ୍ତୁ କାଳେ କିଏ ଜାଣିଦେବ ସେଥିପାଇଁ ଖଣ୍ଡେ ପୁରୁଣା ବଜାଜ୍ ସ୍କୁଟର ଚଢ଼ି ବୁଲୁଥିଲେ ଅମାପ କଳା ସଂପତ୍ତିର ମାଲିକ ପୀୟୂଷ...

OBC Reservation
ଥମୁନି ଓବିସି ରାଜନୀତି, ବିରୋଧୀ ଟାର୍ଗେଟରେ ସରକାର

ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇ ପଂଚାୟତ ନିର୍ବାଚନ ଲାଗି ପ୍ରକାଶ ପାଇଛି ଆସନ ସଂରକ୍ଷଣ ଚିଠା ତାଲିକା। ହେଲେ ଏହି ପ୍ରସଙ୍ଗକୁ ନେଇ କିନ୍ତୁ ଥମୁନି ରାଜନୀତି।

group clash
କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ: ୩ ଗୁରୁତର

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସଂସିଧାରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନରେ କଲ୍ୟାଣ ମଣ୍ଡପ ନିର୍ମାଣ ଚାଲିଛି ।

modi in metro
ଯୋଗୀ ଆଦିତ୍ୟନାଥଙ୍କ ସହ ମେଟ୍ରୋରେ ବସି ବୁଲିଲେ ମୋଦି

କାନପୁର ମେଟ୍ରୋ ରେଳର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଏଥିରେ ଯାତ୍ରା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ସେ କାନପୁରବାସୀଙ୍କୁ ଏହି ଉପହାର ଦେଇଛନ୍ତି ।

india south africa test
India-South Africa Test Series: ଭାରତ ୩୨୭ରନ୍‌ରେ ଅଲଆଉଟ୍

ଭାରତ-ଦକ୍ଷିଣ ଆଫ୍ରିକା ସେଞ୍ଚୁରିଆନ୍ ଟେଷ୍ଟର ତୃତୀୟ ଦିନରେ ଭାରତ ନିଜର ପ୍ରଥମ ଇନିଂସରେ ୩୨୭ ରନରେ ଅଲଆଉଟ୍ ହୋଇଛି । ଗତକାଲି ଭାରତ ୩ ୱିକେଟ ହରାଇ ୨୭୨ ରନ୍ ସଂଗ୍ରହ କରିଥିଲା । କିନ୍ତୁ ଆଜି ଟେଷ୍ଟର ତୃତୀୟ ଦିନରେ ଆରମ୍ଭରୁ ହିଁ ୱିକେଟ ହରାଇ ମାତ୍ର...