୧୦ ହଜାର ଦିଅ, ୧୫ ହଜାର ଦିଅ। ଲୋନ୍ କରିଦେବେ ବୋଲି ବାରମ୍ବାର ଟଙ୍କା ନେଲେ କିନ୍ତୁ ପୂରା ଠକିଦେଲେ। ୭୧ ହଜାର ଦେଇ ଟେନ୍ସନ୍ରେ ହିତାଧିକାରୀ ଆଉ ଟଙ୍କା ଲୁଟି ଅୟସ୍ରେ ସାଇବର ଅପରାଧୀ...ଦେଖନ୍ତୁ କେମିତି ବିଛାଯାଇଥିଲା ଲୁଟ୍ର ମାୟାଜାଲ
ନୋ ଟେନସନ୍, ନୋ ବୋରିଂ....ନା କାହାକୁ ଡରୁଛନ୍ତି ନା କିଛି ଶୁଣୁଛନ୍ତି...ମନ ଯାହା କହୁଛି ତାହା କରୁଛନ୍ତି....ଫିଲ୍ମଠୁ ସିରିଏଲ ସବୁଠି ବୋବାଲ କରୁଛନ୍ତି ଏହି ଅଭିନେତ୍ରୀ...ଦେଖନ୍ତୁ ତ...
ବୟୟ ମାତ୍ର ୧୫ ବର୍ଷ। ଅଧିକାଂଶ ପିଲା ମ୍ୟାଟ୍ରିକ ଦେଇନଥିବେ, କିନ୍ତୁ ଏହି ବୟସରେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ଚାରି ଚାରୋଟି ବ୍ୟାଚ୍ଲର ଡିଗ୍ରୀ ପାଇଛନ୍ତି ଜ୍ୟାକ୍...ଜାଣନ୍ତୁ ଏହା କେମିତି ହେଲା ସମ୍ଭବ?
ବର୍ଷ ୨୦୨୨ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଏଇ ବର୍ଷଟି ସମସ୍ତଙ୍କୁ ନୂଆ ଆଶା ନୂଆ ସମ୍ଭାବନା ଭେଟି ଦେଉ। ବିଗତ ବର୍ଷ ସବୁ ସାରା ବିଶ୍ୱକୁ ଯେଉଁ କଷ୍ଟ ଦେଇଛି ତାହା ଆଉ ଥରେ ନ ଆସୁ। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରିବା ସହ ଓଟିଭି...
ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗାରେ ନୂଆବର୍ଷର ପହିଲି ସୂର୍ଯ୍ୟୋଦୟ ଦେଖନ୍ତୁ.. ବେଳାଭୂମିରେ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ପର୍ଯ୍ୟଟକ ସୂର୍ଯ୍ୟ ପୂଜା ସହ ନବ ବର୍ଷକୁ ସ୍ୱାଗତ କରିଛନ୍ତି
ମେଷଠାରୁ ମୀନ ରାଶି ଯାଏ ବ୍ୟକ୍ତିବିଶେଷ ଜାଣନ୍ତୁ ନିଜର ବାର୍ଷିକ ରାଶିଫଳ.. ଦେଖନ୍ତୁ ଭାଗ୍ୟରେଖାରେ ୨୨ର
ନୂଆବର୍ଷରେ ମାତା ବୈଷ୍ଣୋ ଦେବୀ ଭବନରେ ଅଘଟଣ ଘଟିଯାଇଛି.. ଦଳାଚକଟାରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି.
ଦେଶରେ ଦୈନିକ କରୋନା ସଂକ୍ରମଣରେ ଆଜି ଲମ୍ବ ଡିଆଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୭୭୫ କରୋନା ଆକ୍ରାନ୍ତ ଚିହ୍ନଟ । ଅନ୍ୟପଟେ ଦେଶରେ ଦିନକରେ ୪୦୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୧ ହଜାର...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ନେତାଙ୍କୁ ଖୋଜିଲେ ମିଳିବ ‘ଗଞ୍ଜା’ । ମାୟାନଗରୀ ମୁମ୍ୱାଇରୁ ଏହି କୌତୁହଳପୂର୍ଣ୍ଣ ଘଟଣା ସାମନାକୁ ଆସିଛି । ସହରର ବିଭିନ୍ନ ସ୍ଥାନରେ ନିଖୋଜ ବିଧାୟକଙ୍କ ପୋଷ୍ଟର ଲଗାଯାଇଛି ।
ବଡ଼ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ଚିନ୍ତା ବଢ଼ାଉଛି ଓମିକ୍ରନ୍ । ଦେଶରେ ଗତକାଲି ୧୩ ହଜାର ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୬ ହଜାର ୭୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦ରେ ପହଞ୍ଚିଛି ।
ପୀୟୂଷ ଜୈନଙ୍କ ପରେ ଏବେ ଆୟକର ବିଭାଗ ପଞ୍ଝାରେ ସମାଜବାଦୀ ପାର୍ଟିର ଏମଏଲସି ପୁଷ୍ପରାଜ ଜୈନ । ଆୟକର ବିଭାଗ ପୁଷ୍ପରାଜଙ୍କ ଘର, କାର୍ଯ୍ୟାଳୟ ସମେତ ୫୦ଟି ସ୍ଥାନରେ ଚଢ଼ାଉ କରିଛି। ଏହାକୁ ସମାଜବାଦୀ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି...
ଭୁବନେଶ୍ୱର ପାଲଟିଛି ଠକଙ୍କ କ୍ୟାପିଟାଲ । ଯିଏ ଯାହାର ଚିତା କାଟିଲା, ଯିଏ ଯାହାକୁ ଚୂନ ଲଗେଇପାରିଲା । ଗାଡ଼ି ହେଉ କି ଚାକିରି, ଘର ହେଉ କି ଜାଗାବାଡ଼ି । ମିଛ ପ୍ରଲୋଭନ ଦେଇ ବେଧଡ଼କ ଢଙ୍ଗରେ କୋଟି କୋଟି ଟଙ୍କାର ଠକେଇ କରୁଛନ୍ତି କିଛି ଠକ...
ମଣିଷକୁ ବନାଇପାରିବେ ମେସିନ୍ । ୟୁରୋପର ଦମିତ୍ରୀ ବାଗିନ୍ ତାଙ୍କର ଏହି କଳାକୃତି ପାଇଁ ଏବେ ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ବିଶେଷତ୍ୱ ହେଉଛି ମଣିଷଙ୍କ ପାଇଁ ସେ ଖୁବ୍ ସୁନ୍ଦର ଭାବରେ ଅବିକଳ ମେସିନ୍ ପରି ମାସ୍କ ତିଆରି କରନ୍ତି ।
A unique chat show that probes our celebrities to face the facts and rumors about themselves and bring forth the truth for the audience. This show aims
ରିଷ୍ଟ୍ରେନିଂ ଟ୍ୟୁବ୍ରେ ଅହିରାଜ। ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସାପର ଚିକିତ୍ସା ହୋଇଛି। ଥାଇଲାଣ୍ଡ୍ ଷ୍ଟାଇଲ୍ରେ ବିଷଧର କିଙ୍ଗ୍ କୋବ୍ରାକୁ ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟ ଧରିଥିବା ଦେଖିବାକୁ ମିଳିଛି। ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟ ଅତି ସତର୍କତା ଭାବେ ସାପର ମୁଣ୍ଡକୁ ଧରିବା ପରେ ରିଷ୍ଟେନିଂ ଟ୍ୟୁବ୍ରେ...
ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍ । ଦେଶରେ ହଜାରେ ଟପିଲା ଓମିକ୍ରନ ସଂକ୍ରମଣ। ଦେଶରେ ଏପର୍ଯ୍ୟନ୍ତ ୧୨୭୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୪୫୦, ଦିଲ୍ଲୀରେ ୩୨୦ ଚିହ୍ନଟ ହୋଇଛନ୍ତି ।
ଏମିତି ଥିଲା ବର୍ଷ-2021। ମହାଲିଙ୍ଗ କଲେଜରୁ କଟକ ମହାନଗର ନିଗମ ପର୍ଯ୍ୟନ୍ତ ସବୁଠି ହୋଇଥିଲା ହଙ୍ଗାମା। ଯାହାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ନେତା, ମନ୍ତ୍ରୀ ଓ ବିଧାୟକ। ନୂଆବର୍ଷକୁ ସ୍ୱାଗତ କରିବା ଆଗରୁ ଦେଖନ୍ତୁ ସେସବୁର କିଛି ଝଲକ୍...
୨୦୨୨ ଜାନୁଆରୀ ୧ ତାରିଖରେ ଦେଶର ଚାଷୀଙ୍କ ହାତକୁ ଆସିବ ମୋଦୀଙ୍କ ଟଙ୍କା। ଏହି ଦିନ ୧୦ କୋଟିରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ଜମା ହେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।