ଆଜିଠୁ ଆରମ୍ଭ ହେବ ୧୫-୧୮ ବର୍ଷ ପିଲାଙ୍କ କୋଭିଡ୍ ଟିକାକରଣ.. ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ପିଲାମାନେ.. ଟିକା ନେବାକୁ ଉତ୍ସୁକ ପିଲାମାନେ କୋ-ଓ୍ୱିନ୍ ଆପରେ ନିଜକୁ ପଞ୍ଜିକୃତ କରିପାରିବେ..
ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏହାପରେ ଶିଶୁପୁତ୍ରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା।
ଆଜି ୨୦୨୨ ମସିହା, ଜାନୁଆରୀ, ୩ ତାରିଖ, ସୋମବାର, ଧନୁ, ୧୯ ଦିନ, ପୌଷ ମାସ, ଶୁଳ୍କ ପକ୍ଷ,ପ୍ରତିପଦା ତିଥି, ପୂର୍ବାଷାଢା ନକ୍ଷତ୍ର,ଧନୁ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୨ ମସିହା, ଜାନୁଆରୀ, ୩ ତାରିଖ, ସୋମବାର, ଧନୁ, ୧୯ ଦିନ, ପୌଷ ମାସ, ଶୁଳ୍କ ପକ୍ଷ,ପ୍ରତିପଦା ତିଥି, ପୂର୍ବାଷାଢା ନକ୍ଷତ୍ର,ଧନୁ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଏ ଦୁନିଆ ସତରେ ବିଚିତ୍ର । ସ୍ୱାର୍ଥ ପାଇଁ ମଣିଷ କେଉଁଠି ରକ୍ତର ସଂପର୍କକୁ ଭୁଲିଯାଉଛି, ପୁଣି କେଉଁଠି ରକ୍ତର ସଂପର୍କ ନଥାଇ ବି ମାନବିକତାର ସଂପର୍କ ଯୋଡ଼ୁଛି ।
ଦିନେ ଯିଏ ସରକାରୀ ଯୋଜନା ବାଣ୍ଟୁଥିଲେ, ସିଏ ଆଜି ଚାଖଣ୍ଡେ ପେଟ ପାଇଁ ସଂଘର୍ଷ କରୁଛନ୍ତି । ଦିନେ ଯିଏ କାଳିଆ ଯୋଜନାର ଆବଣ୍ଟନ କରୁଥିଲେ, ଆଜି ନିଜେ ସିଏ ଦାଦନ ଖଟୁଛନ୍ତି । ଆମେ କହୁଛୁ, ବଲାଙ୍ଗିର ଦେଓଗାଁ ବ୍ଲକ ଉପାଧ୍ୟକ୍ଷଙ୍କ କଥା, ରାଜୁ ବାଗ୍ଙ୍କ ଅସହାୟତାର...
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳିକି ଭଳି ଭିଡିଓକୁ ନେଇ ବିରୋଧି ରାଜନୈତିକ ଗନ୍ଧ ବାରିଲେଣି..
ରାଜ୍ୟର ଦୈନିକ କୋଭିଡ୍ ସଂକ୍ରମଣ ହଠାତ୍ ୪୨% ବଢ଼ିଯାଇଛି। ଗତକାଲି ରାଜ୍ୟରେ ୨୯୮ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏ ସଂଖ୍ୟା ୪୨୪ରେ ପହଞ୍ଚିଛି।
ଆସିଲେନି ପୁଅ ୪ ଝିଅଙ୍କ କାନ୍ଧରେ ସ୍ୱର୍ଗଦ୍ୱାର ଗଲେ ମା... ବଞ୍ଚି ଥାଉ ଥାଉ ବାପାଙ୍କୁ ପଚାରୁନଥିବାରୁ ଝିଅମାନେ ବାପାଙ୍କ ମୃତଦେହକୁ ନିଜ କାନ୍ଧରେ ବୋହିନେଲେ
ଜିଲ୍ଲାକୁ ଜିଲ୍ଲା ବୁଲି ଖୋଦ୍ ମୁଖ୍ୟମନ୍ତ୍ରୀ ବାଂଟିଥିଲେ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ । ହେଲେ କାମ କରୁନି ଏହି କାର୍ଡ । ହଇରାଣ ରାଜ୍ୟବାସୀ। ମାଳ ମାଳ ଯୋଜନା ହେଲେ କାମ ଶୂନ । ଏହି କାର୍ଡ କାମ ନଦେବା, ସରକାରଙ୍କ ଯୋଜନାକୁ ଏବେ ପଦାରେ ପକାଇଛି...
ଜିଲ୍ଲାକୁ ଜିଲ୍ଲା ବୁଲି ଖୋଦ୍ ମୁଖ୍ୟମନ୍ତ୍ରୀ ବାଂଟିଥିଲେ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ । ହେଲେ କାମ କରୁନି ଏହି କାର୍ଡ । ହଇରାଣ ରାଜ୍ୟବାସୀ। ମାଳ ମାଳ ଯୋଜନା ହେଲେ କାମ ଶୂନ । ଏହି କାର୍ଡ କାମ ନଦେବା, ସରକାରଙ୍କ ଯୋଜନାକୁ ଏବେ ପଦାରେ ପକାଇଛି...
ଚାଲିଥିଲା ବିଜେଡି ସଭା। ସଭା ସରୁ ସରୁ ଆରମ୍ଭ ହୋଇଗଲା ଗୁଆ ଘିଅ... ଗୁଆଘିଅ... ହେ ନବୀନ ବାବୁ ଆମେ ତମ ଫ୍ୟାନ୍। ଗୀତର ତାଳେତାଳେ ଯୋଡାଯୋଡି ହୋଇ ନାଚିଲେ ଯୁବକ ଯୁବତୀ...
ସାଧାରଣତଃ ନବୀନ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରଚାରିତ ହେବାକୁ ଦିଅନ୍ତିନି.. କିନ୍ତୁ ବେଳେ ବେଳେ ତାଙ୍କର ଭିଡିଓ ପଦାକୁ ଆସେ..ଏହାକୁ ଦେଖି ସମସ୍ତେ ଆମୋଦିତ ମଧ୍ୟ ହୁଅନ୍ତି.. ତେବେ ଏଠି ପ୍ରଶ୍ନ ଉଠୁଛି, ନବୀନ ମଝିରେ ମଝିରେ ଏମିତି ଭିଡିଓ ଛାଡ଼ନ୍ତି କାହିଁକି? ଏହା ପଛରେ କଣ କାରଣ...
ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ, ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ, ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ
ଆସନ୍ତା କାଲିଠାରୁ ଆରମ୍ଭ ହେବ ୧୫-୧୮ ବର୍ଷ ପିଲାଙ୍କ କୋଭିଡ୍ ଟିକାକରଣ.. ଏଥିପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି.. ବେଶ ଉତ୍ସାହିତ ଅଛନ୍ତି ପିଲାମାନେ.. ଟିକା ନେବାକୁ ଉତ୍ସୁକ ପିଲାମାନେ କୋ-ଓ୍ୱିନ୍ ଆପରେ ନିଜକୁ ପଞ୍ଜିକୃତ କରିପାରିବେ..