ନଳକୂପ ଦାବି କରି ଫୋନ୍ ଟାୱାରରେ ଚଢିଗଲେ ଯୁବକ, ନୂଆପଡା ଖଡିଆଳରେ ଘଟିଛି ଏମିତି ଏକ ଘଟଣା …
ଓଡିଶାରେ ଆଜି ପୁଣି ୨୩ ଓମିକ୍ରନ ଆକ୍ରାନ୍ତ ହେଲେ ଚିହ୍ନଟ। ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ଆକ୍ରାନ୍ତ ମଧ୍ୟରେ ଉଭୟ ବିଦେଶ ଫେରନ୍ତା ଓ ସ୍ଥାନୀୟ ସଂକ୍ରମିତ ଥିବା ସୂଚନା ମିଳିଛି।
କଟକ ଜାଉଁଳିଆପଟି ଅଞ୍ଚଳର କୁନି ଚା ବିକାଳି ଉମା ଶଙ୍କର ଚୌଧୁରୀ ଓରଫ ଦୀପୁ । ମାତ୍ର ୧୧ ବର୍ଷ ବୟସରେ ସେ ପରିବାର ପ୍ରତିପୋଷଣ ପାଇଁ କଟକର ଗଳିକନ୍ଦିରେ ବୁଲି ଚା ବିକ୍ରି କରିଥାନ୍ତି । କେବଳ ଏତିକି ନୁହେଁ ଏହାସହ ସେ ଫୋନରେ ଅନଲାଇନ୍ ଅର୍ଡର...
ଗୋଟେ ହାତରେ ସାଇକେଲ୍, ଆଉ ଗୋଟେ ହାତରେ ଚା ବ୍ୟାଗ୍ କୁନି ସାଇକେଲ୍ ଖଣ୍ଡିଏ ଧରି ସକାଳୁ ସକାଳୁ ବୁଲୁଚନ୍ତି କଟକର ଗଳିକନ୍ଦିରେ ଆଉ ଛକ ଛକରେ ଅଟକି ଲୋକଙ୍କୁ ଚା ଦେଉଛନ୍ତି ଲୋକେ ବି ଚା ପିଇ ଖୁବ୍ ପ୍ରଶଂସା କରୁଛନ୍ତି
ଦେଶରେ କୋଭିଡ୍ ସ୍ଥିତିକୁ ନେଇ ତେଲଙ୍ଗାନାରେ ଲାଗିଲା କଟକଣା । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଶୋଭାଯାତ୍ରା, ରାଲି, ସାଧାରଣ ସଭା, ଜନ ସମାଗମ, ସବୁ ପ୍ରକାର ଧାର୍ମିକ ରାଜନୈତିକ ଏବଂ ସାଂସ୍କୃତିକ ସମାଗମ ଆୟୋଜନ ଉପରେ ରୋକ ଲାଗିଛି । ଏହାସହ ସମସ୍ତ ସରକାରୀ...
ରାଜ୍ୟରେ ଆଗକୁ ଶୀତର ପ୍ରକୋପ ବଢ଼ିପାରେ। ଆସନ୍ତାକାଲିଠାରୁ ୫ ତାରିଖ ମଧ୍ୟରେ ଶୀତ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରାରେ ହ୍ରାସ ଘଟିପାରେ।
ସାଉଥ୍ ଇଣ୍ଡିଆନ୍ ମୁଭି RRR ରିଲିଜ୍ ତାରିଖକୁ କୋଭିଡ୍ କଟକଣାକୁ ନେଇ ବାତିଲ୍ କରାଗଲା, କେବେ ପୁନଃ ରିଲିଜ୍ ହେବ ସେ ତାରିଖକୁ ନେଇ ଆଶା ଆଶଙ୍କାରେ ସିନେ ପ୍ରେମୀ
ହରିୟାଣା ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁଗ୍ରାମ, ଫରିଦାବାଦ, ଅମ୍ବାଲା, ପଞ୍ଚକୁଲା ଏବଂ ସୋନିପତରେ ସିନେମା ହଲ, ପ୍ରେକ୍ଷାଳୟ, ସ୍କୁଲ, କଲେଜ, ଜିମ ଇତ୍ୟାଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଥିବା କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ୫୦ ପ୍ରତିଶତ ଉପସ୍ଥାନ ସହିତ...
ଇ କମର୍ସ ପ୍ଲାଟଫର୍ମରେ ଜିନିଷ କିଣି ଠକେଇର ଶିକାର ହୋଇଛନ୍ତି ବ୍ରହ୍ମପୁରର ଜଣେ ଶିକ୍ଷକ ବିପିନ ବିହାରୀ ମହାପାତ୍ର। କେମିତି ତାଙ୍କ ଖାତାରୁ କଟିଲା ଲକ୍ଷେ ୪୮ ହଜାର ଟଙ୍କା ଦେଖନ୍ତୁ
ମହାରାଷ୍ଟ୍ରରେ କରୋନା ପିକ୍ ନେଲାଣି। ଦିନକୁ ଦିନ କରୋନା ଗ୍ରାଫ୍ ଉପରକୁ ବଢୁଥିବାରୁ ମହାରାଷ୍ଟ୍ରରେ ହାଇ ଆଲର୍ଟରେ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ପୁନଃ ଖୋଲାଯିବା ନିମନ୍ତେ...
This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes
ନୂଆବର୍ଷରେ ପୋଲିସ୍ ବାଲାଙ୍କ ଉପରେ ଲାଗିଲା ଚୋରୀର ଦାଗ। ଛେଳିଚୋରୀ କରି ଭୋଜିକରି ଖାଇଗଲେ, ଏବେ ସସପେଣ୍ଟ୍।
'ଖାଲି କଂଗ୍ରେସର ଗୋଷ୍ଠୀ କନ୍ଦଳ ସମସ୍ତଙ୍କୁ ଦେଖା ଯାଉଛି? ମୁଁ ସମସ୍ତଙ୍କୁ ଅନୁରୋଧ କରିଥିଲି ମତେ କେହି ଫୁଲ ତୋଡ଼ା ଦେବ ନାହିଁ। ସେଇ ପଇସା କଂଗ୍ରେସକୁ ଦାନ କରିଦେବ, ହେଲେ କେହି ତାହା କରିଲେ ନାହିଁ''
ମାଉସୀ ଜଣକ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ଚାକିରି କାଳରେ ବହୁ ପିଲାଙ୍କୁ ମଣିଷ କରିଛନ୍ତି। ସ୍ୱାମୀ କେବେଠାରୁ ଆରପାରିକୁ ଚାଲିଗଲେଣି। ଆଉ ଏବେ ପରିଣତ ବୟସରେ ତାଙ୍କ ନିଜ ଘରେ ତାଙ୍କୁ ବନ୍ଦି କରି ରଖା ଯାଇଛିଯ। ନୂଆ ବର୍ଷରେ ସମସ୍ତେ ମଉଜ କରୁଥିବା ବେଳେ ୬ଦିନ ହେଲାଣି ତାଙ୍କୁ...
କରୋନା କଟକଣା ଭିତରେ ସାରା ଦେଶ । ଏଥର ବି ଫିକା ପଡ଼ିଲା ନୂଆ ବର୍ଷ । ସମସ୍ତେ ନିଜ ନିଜ ଘରେ ବସି ନିଜ ନିଜ ଢ଼ଙ୍ଗରେ ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି । ଏହାରି ଭିତରେ ଭାରତୀୟ ସୀମାରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ...
ଇଲୋ ବାପୋଲ...କେତେ ଖୁସି? ଖାଲି ତ ଅନଲାଇନ୍ରେ ଧମାଧମ୍ ଯାଉଛି...କାହାକୁ ହଜାରେ ତ କାହାକୁ ୩ ହଜାରିଆ ଖୁସି... ଇଲେକ୍ସନକୁ ବିରୋଧୀ ଜଗନ୍ତୁ ବାଟରେ, କିନ୍ତୁ ଆମ ନବୀନ ବାବୁଙ୍କ ଟଙ୍କା ପହଞ୍ଚିଲାଣି ହିତାଧିକାରୀଙ୍କ ଖାତାରେ...
ମାଙ୍କଡ଼ ଦେଖାଇଲା ମାନବିକତା ଓ ମହାନତା...କେତେବେଳେ କୁନି ଝିଅ କାନ୍ଦିଲା ବୋଲି ପର୍ସ ଫେରାଇ ଦେଲା ତ ଆଉ କେତେବେଳେ ଶୃଙ୍ଖଳାର ସହ ଜୁସ୍ ପିଇଲା...ଦେଖନ୍ତୁ ଏହି ଭିଡ଼ିଓ
୨୦୨୨ ନୂଆ ବର୍ଷର ରାତିରେ ରକ୍ତର ହୋଲି ଖେଳିବାକୁ ସଜବାଜ ହେଉଛନ୍ତି ଆତଙ୍କବାଦୀ !! ଖବର ପାଇବା ମାତ୍ରେ ହାଇଆଲର୍ଟରେ ମୁମ୍ବାଇ ପୋଲିସ। ସବୁ କର୍ମଚାରୀଙ୍କ ଛୁଟି ବାତିଲ, ଛକ ଛକରେ ଜଗିଛି ପୋଲିସ୍..
ଏମାନଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ପୋଖରୀରେ ପଙ୍କ ଉଦ୍ଧାର ହେବ କହିଲେ....ଆଉ ବିଲ୍ ବି କଲେ। କିନ୍ତୁ ପଙ୍କ ଉଦ୍ଧାର ତ କଲେନି ବରଂ କିଛି ମାଟି ପକାଇ ଖାଇଗଲେ ୧୩ ଲକ୍ଷ ଟଙ୍କା, ଦେଖନ୍ତୁ ଏହି ଭିଡ଼ିଓ