କରୋନା ମହାମାରୀରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା। ଦେଢବର୍ଷ ହେଲେ ବନ୍ଦ ରହିଛି ସ୍କୁଲ କଲେଜ। ଏବେ ରାଜ୍ୟରେ କରୋନାର ୨ୟ ଲହର ପ୍ରଭାବ କମିବା ପରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ଯୋଜନା କରୁଛନ୍ତି।
ଭଡ଼ାରେ ଲାଗିବ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବାସଭବନ । ମେଳା, ମହୋତ୍ସବ, ବିବାହ ଓ ସମ୍ମିଳନୀ ସାଙ୍ଗକୁ ଅନୁଷ୍ଠିତ ହେବ ଫ୍ୟାସନ ସୋ ଏବଂ ଶିକ୍ଷା ସଂପର୍କିତ କାର୍ଯ୍ୟକ୍ରମ।
ଜୁଲାଇ ଆସିଲେ ଆଶ୍ୱସ୍ତି ଆସେ ମନରେ । କାରଣ ମୌସୁମୀର ଆଗମନରେ ଅନ୍ତ ହୁଏ ମୌସୁମୀର ଅପେକ୍ଷା। ଚଳିତବର୍ଷ ଦେଶର ପ୍ରତ୍ୟକ ଭାଗରେ ଭଲ ବର୍ଷା ହୋଇଛି। ଅନ୍ୟପକ୍ଷେ ତାପମାତ୍ରା ବି ଏଥର ରେକର୍ଡ କରିଛି।
ସ୍କୁଲ ଫିକୁ ଆଦାୟକୁ ନେଇ ସାରା ଦେଶରେ ଲାଗିଛି ଅସନ୍ତୋଷ। କରୋନା ମହାମାରୀ ଯୋଗୁ ଦେଢ ବର୍ଷ ହେଲା ପିଲା ସ୍କୁଲକୁ ଯାଉ ନାହାନ୍ତି। ତା ଛଡ଼ା କରୋନା ଯୋଗୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ଯାଇଥିବାରୁ ସ୍କୁଲ ଫି ଦେବା ଅନେକ ଅଭିଭାବକଙ୍କ ପାଇଁ କଷ୍ଟ ସାଧ୍ୟ...
ଟୋକିଓ ଅଲମ୍ପିକରେ ନିରାଶ କରିଛି ମହିଳା ହକି। ମଉଳି ଯାଇଛି ବ୍ରୋଞ୍ଜ ପଦକ ଆଶା। ଗ୍ରେଟ ବ୍ରିଟେନଠାରୁ ହାରି ହାତଛଡ଼ା କରିଛି ପଦକ ।
ସ୍କୁଲ,କଲେଜ ହେଉ, ୟୁନିଭର୍ସିଟି, ଅଫିସ ହେଉ.. ଫର ଫର ଉଡ଼ିଥିବା ତ୍ରିରଙ୍ଗାକୁ ଦେଖିଲେ ମନେପଡ଼ିଯାଏ ଆଜି ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସ। ତିନି ରଙ୍ଗର ସମାହାର ତ୍ରିରଙ୍ଗା। କୋଟି ଭାରତୀୟଙ୍କ ସ୍ୱାଭିମାନ, ଗର୍ବ, ସମ୍ମାନର ପ୍ରତୀକ ।
ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଥିବା ତାଲିବାନ ତାର ମନୋଭାବରେ ପରିବର୍ତ୍ତନ ଆଣିବା ପରି ମନେ ହେଉଛି। ଭାରତ ପ୍ରତି ବନ୍ଧୁତାର ସଙ୍କେତ ଦେଇଛି ତାଲିବାନ।
ଦେଢବର୍ଷ ଧରି କରୋନା ମହାମାରୀ ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରି ଦେଇଛି। ଅନେକ ଦୁଃଖ ଦେଇଛି, ଅନେକ ଯନ୍ତ୍ରଣା ଦେଇଛି। କାହାର ଆର୍ଥିକ ସ୍ଥିତି ଉଜାଡି ଦେଇଛି ତ କାହାର ପରିବାର ଶୂନ୍ୟ କରି ଦେଇଛି। ହେଲେ ଏମିତି କିଛି ଲୋକ ଅଛନ୍ତି, ଯାହାଙ୍କୁ କରୋନା...
ବେଳେବେଳେ ଲାଗେ ‘ଭାଗ୍ୟରେ ଯାହା ଥିବ ହେବ, ତାହାକୁ କେହି ବଦଳାଇ ପାରିବେନି।’ ହେଲେ ଏମିତି ଭାବନା ମଧ୍ୟପ୍ରଦେଶର ଦୁଇଜଣ ଯୁବକଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ସତ ହୋଇଛି।
୪୧ ବର୍ଷ ପରେ ହକିରେ ଇତିହାସ ରଚିଲା ଭାରତ। ଟୋକିଓ ଅଲମ୍ପିକରେ ପୁରୁଷ ହକିର ଐତିହାସିକ ବିଜୟ। ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍।
ବାହାଘରର ୬ ମାସ ପରେ ପ୍ରାଇଭେଟ୍ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କଲେ ସ୍ୱାମୀ। ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ
କୋଭିଡ ମହାମାରୀ ତାଣ୍ଡବ ଥମିନି। ଏବେ ବି ୨ୟ ଲହରର ଭୟାବହତା ଭିତରେ ବଞ୍ଚିଛନ୍ତି ରାଜ୍ୟବାସୀ। ତା ଭିତରେ ତୃତୀୟ ଲହର ଅଗଷ୍ଟରେ ଆସିବ ବୋଲି ଚେତାବନୀ ଦିଆଗଲାଣି।
ଇଡି ସ୍କାନରରେ କୋଟିପତି ପିଏସ ବିରଞ୍ଚି ସାହୁ। କେଉଁଠୁ ଆଣିଲେ ଏତେ ଟଙ୍କା ? ଚାକିରୀ ଆଶାୟୀଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ କି ? ଏମିତି ଅନେକ ରହସ୍ୟର ତଦନ୍ତ କରିବ ଇଡି।
ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବଡ ଘୋଷଣା କଲେ ସରକାର। କୋଭିଡ ମହାମାରୀ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ।
ଲଭଲିନା ବୋରଗୋହେନ ସେମିଫାଇନାଲରେ ତୁର୍କୀର ବକ୍ସର ବୁସେନାଜ ସୁର୍ମେନେଲୀଙ୍କଠାରୁ ୦-୫ ପଏଣ୍ଟରେ ହାରି ଯାଇଛନ୍ତି। ଆଜି ମୁକାବିଲାରେ ହାରିବା ସତ୍ତ୍ୱେ ସେ ଦେଶ ପାଇଁ ବ୍ରୋଞ୍ଜ ପଦକ ହାତେଇ ପାରିଛନ୍ତି।
ପୁଣି ଉଜ୍ଜୀବିତ ହେଲା ଭାରତର ପଦକ ଆଶା। ଏହି ଆଶା ଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା । ନୀରଜ ନିଜର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ।
ଗତକାଲି ପ୍ରକାଶ ପାଇଛି CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏଥର ଦଶମ ଫଳାଫଳ ରେକର୍ଡ କରିଛି। ତଥାପି କିଛି ପିଲା ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏଇ ଖୁସି ଖବର। ବୋର୍ଡ ଘୋଷଣା କରିଛି ଅଫ୍ ଲାଇନ...
ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବର୍ଷା ଓ ବନ୍ୟା ଘେରରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଇଛି।
ଭୟଙ୍କର ରୂପ ନେଇଛି କରୋନର ଡେଲ୍ଟା ଭାରିଏଣ୍ଟ। ସେଥିପାଇଁ ୨ୟ ଲହାର ଏତେ ଜୀବନ ନେଇଗଲା। ଏହି ଡେଲ୍ଟା ହିଁ ତୃତୀୟ ଲହରର କାରଣ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର।
ବିଶ୍ୱର ସବୁଠାରୁ ବିଜ୍ଞ, ମେଧାବୀ ଛାତ୍ର କିଏ ଜାଣନ୍ତି ? ଜାଣିଲେ ଖୁସି ହେବେ, ସେ ହେଉଛନ୍ତି ଜଣେ ଭାରତୀୟ ମୂଳ ଛାତ୍ରୀ ।