• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

ed
ସୁଶାନ୍ତ ସିଂହ ମୃତ୍ୟୁ ମାମଲା: ବିହାର ପୋଲିସକୁ FIR କପି ମାଗିଲା ଇଡି

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ବଢିଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହସ୍ତକ୍ଷେପ କରିଛି। ଇଡି ବିହାର ପୋଲିସକୁ FIR ରିପୋର୍ଟ ମାଗିଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ସମ୍ଭବତଃ ମନି ଲଣ୍ଡରିଂର  ଯାଞ୍ଚ କରିବା ପାଇଁ...

tesing
ଦେଶରେ ୨୪ ଘଣ୍ଟାରେ ୫୫ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୫୫ ହଜାର ୦୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ୨୪ ଘଣ୍ଟାରେ ୭୭୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬...

Untitled-2
ଦାନା ବାନ୍ଧୁଛି ଲଘୁଚାପ; ଅଗଷ୍ଟ ୪ରୁ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ଧରି ଭାରତର ଉତ୍ତର-ପଶ୍ଚିମ ତଥା  କେନ୍ଦ୍ରାଞ୍ଚଳରେ ଅନାବୃଷ୍ଟି ଦେଖା ଦେଇଥିବାବେଳେ ଏବେ IMD ପକ୍ଷରୁ ଏକ ଆଶ୍ୱସ୍ତିକର ସୂଚନା ମିଳିଛି। ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେଉଛି। ଏହାର ପ୍ରଭାବରେ ଅଗଷ୍ଟ ୪ ତାରିଖରୁ ଦେଶର ବିଭିନ୍ନ ସ୍ଥାନରେ ବର୍ଷା...

china-1
LACରେ ଚୀନର ପୁଣି ବିଶ୍ୱାସଘାତକତା; ପାଙ୍ଗୋଙ୍ଗ ଝିଲ ନିକଟରେ ସେନା ଛାଉଣୀ

ନୂଆଦିଲ୍ଲୀ:ଲାଇନ ଅଫ କଣ୍ଟ୍ରୋଲ୍‌ (LAC) ରେ ଚୀନର ପୁଣି ବିଶ୍ୱାସଘାତକତା।  LACରୁ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନିଆଯିବା ପରେ ମଧ୍ୟ ଚୀନ୍‌ର ପାଙ୍ଗୋଙ୍ଗ  ଝିଲ ନିକଟରେ ପୁଣି ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଜୁଲାଇ ୧୪ ତାରିଖ ଦ୍ୱିପାକ୍ଷିକ ଅଲୋଚନା ପରେ ଚୀନ ତାର ଅତିରିକ୍ତ...

susanta
କାହିଁକି ଖରାପ ହେଲା ସୁଶାନ୍ତଙ୍କ ସ୍ୱାସ୍ଥ୍ୟା ? ଟ୍ରେନର୍‌ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ:ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟମୟ ହେଉଛି। ପ୍ରତିଦିନ ଏହି ମାମଲା ନୂଆ ମୋଡ ନେଉଥିବା ଦେଖିବାକୁ ମିଳିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରଥମେ ଅଙ୍ଗୁଳି ଉଠିଥିଲା ବଲିଉଡ୍‌ରେ ଚାଲିଥିବା ନେପୋଟିଜିମ୍‌ ଆଡକୁ। ହେଲେ ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ FIR  ଦାଏର କରିବା...

talak
ଦେଶରେ ବର୍ଷକରେ କମିଛି ୮୨% ଟ୍ରିପଲ ତଲାକ କେସ

ନୂଆଦିଲ୍ଲୀ: ଉଚ୍ଛେଦ ହୋଇଛି ଟ୍ରିପଲ୍ ତଲାକ। ତିନି ତଲାକକୁ ଅପରାଧ ମାନ୍ୟତା ମିଳିବାର ଏକ ବର୍ଷ ବିତିଛି। ୨୦୧୯ରେ ଅଗଷ୍ଟ ପହିଲାରେ ମୁସଲିମ୍ ମହିଳାଙ୍କ ବିବାହ ସମ୍ପର୍କିତ ଆଇନ-୨୦୧୯କୁ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ। ସମ୍ବିଧାନର ଉଭୟ ଗୃହରେ ପାରିତ ହେବା ପରେ ଏହାକୁ ଅପରାଧର ଶ୍ରେଣୀଭୃକ୍ତ କରାଯାଇଥିଲା॥ ଏହି...

SSR-SISTER
ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ସୁଶାନ୍ତଙ୍କ ଭଉଣୀ, କହିଲେ- ‘ମୋ ଭାଇକୁ ନ୍ୟାୟ ଦିଅନ୍ତୁ’

ମୁମ୍ବଇ: ବଲିଉଡ୍‌ ଆକ୍ଟର ସୁଶାନ୍ତ ସଂହ ରାଜପୁତ୍‌ଙ୍କ ମୃତ୍ୟୁ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତେବେ ମାମଲାର ତଦନ୍ତ କରୁଥିବା ମୁମ୍ବାଇ ପୋଲିସ ପ୍ରତି ଅନେକ ଅଙ୍ଗୁଳି ଉଠିଥିବାବେଳେ ଉଦ୍ଧବ ଠାକ୍‌ରେ...

corona
ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୭ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଗୁରୁତର ହେଉଛି। ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫୭ ହଜାର ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୬୪ ଜଣଙ୍କ ମୃତ୍ୟୁ ହୋଇଛି।  ଏଯାବତ୍ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୬ ହଜାର ୫୧୧କୁ...

tiktok
ଭାରତ ପରେ ଆମେରିକାରେ ବି ବ୍ୟାନ ହେବ ଟିକ୍‌ଟିକ୍‌

ୱାଶିଂଟନ: ଚୀନ୍‌ ଆପ୍‌ ଟିକ୍‌ଟକ୍‌କୁ ଭାରତରେ ବ୍ୟାନ କରାଯିବା ପରେ ଏବେ  ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ନିଜ ଦେଶରେ ଏହାକୁ ବ୍ୟାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।  ଶୁକ୍ରବାର ଟ୍ରମ୍ପ ଏକ ବାର୍ତ୍ତାରେ କହଛନ୍ତି, ଆମେରିକାର ଅଧିକାରୀମାନଙ୍କୁ ସୂଚନା ମିଳିଛି ଯେ ଚୀନର ଏହି ଆପ୍‌ରୁ ଚୀନ୍‌...

plazma
କରୋନାରୁ ମୁକ୍ତ ହେଲେ, ପ୍ଲାଜ୍‌ମା ଦେଇ ଅନ୍ୟର ଜୀବନ ବଞ୍ଚାଇଲେ ମନୋଜ

କେନ୍ଦ୍ରାପଡା: କରୋନା ମହାମାରୀ ବିଶ୍ୱବାସୀଙ୍କର ଚିନ୍ତା ବଢାଇଥିବାବେଳେ ଆଶ୍ୱାସନା ଦେଇଛି ପ୍ଲାଜ୍‌ମା ଥେରାପି। ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ସେଣ୍ଟର ଖୋଲିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ମନୋଜ ବରାଳ ଓଡ଼ିଶାର ପ୍ରଥମ ବ୍ୟକ୍ତି ଯିଏ କି ପ୍ଲାଜ୍‌ମା ଦେଇ ରେକର୍ଡ କରିଛନ୍ତି। ଆଳି ବ୍ଲକ ରାଧାନଗର ଗାଁର...

thumb
ଆଧୁନିକ ପରିଧାନରେ ସମ୍ବଲପୁରୀ ପୋଷାକର ଚାହିଦା

(ଲିପ୍‌ସା ପଟେଲ) ଓଡ଼ିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଉତ୍କର୍ଷତା ପାଇଁ ହିଁ ଓଡ଼ିଶାର ଅନ୍ୟ ନାମ ଉତ୍କଳ। ଯଦି ହସ୍ତଶିଳ୍ପ କଳାର ଆଲୋଚନା କରାଯାଏ ତେବେ ଓଡିଶାର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାରର ବୟନଶିଳ୍ପ ଦେଖିବାକୁ ମିଳେ। କିଛି ଉଲ୍ଲେଖଯୋଗ୍ୟ ବୟନଶିଳ୍ପ ମଧ୍ୟରେ ସମ୍ବଲପୁରୀ, ସୋନପୁରୀ...

tatoo
ରାମ ମନ୍ଦିର ଭୂମି ପୂଜନ ପୂର୍ବରୁ ହାତରେ ଶ୍ରୀରାମ ଟାଟୁ ଆଙ୍କିଲେ ମୁସ୍‌ଲିମ୍‌ ଯୁବତୀ

ବାରାଣାସୀ: ଅଗଷ୍ଟ ୫ ତାରିଖରେ ହେବ ରାମମନ୍ଦିର ନିର୍ମାଣସ୍ଥଳର ଭୂମି ପୂଜନ ଉତ୍ସବ । ଏଥିପାଇଁ ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ଭୂମି ପୂଜନ ପାଇଁ ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଦିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ...

china-1111
ଲିପୁଲେଖରେ ଚୀନ ଠୁଳ କଲା ୧୦୦୦ ସୈନିକ

ଚାଇନା ଚାଲ୍‌ରେ ହାତ ମିଳାଇଲା ନେପାଳ !

sand
ସୁବର୍ଣ୍ଣରେଖାରୁ ବାଲି ଉତ୍ତୋଳନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଏନ୍‌ଜିଟି

ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ଅଂଚଳରୁ ବାଲି ଉତ୍ତୋଳନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଏନ୍‌ଜିଟି। ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ଜାରି ହୋଇଛି ଏହି ନିର୍ଦ୍ଦେଶନାମା । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ବାଲି ଉତ୍ତୋଳନ କରାଯାଇପାରିବ ନାହିଁ ବୋଲି ଏନ୍‌ଜିଟି ନିର୍ଦ୍ଦେଶରେ ଦର୍ଶାଇଛନ୍ତି। ବାଲେଶ୍ୱର ଜିଲ୍ଲା...

lockdown
ଆଜି ରାତିରୁ ଏହି ଜିଲ୍ଲା ଲକ୍‌ଡାଉନ

କୋରାପୁଟ: କୋରାପୁଟ୍ ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ। ଜିଲ୍ଲାରେ ୮୦୦ରୁ ଊର୍ଦ୍ଧ୍ୱ କରୋନା ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି। ସଂକ୍ରମଣକୁ ରୋକିବା ପାଇଁ ଆଜି ଜିଲ୍ଲାପାଳ ଲକ୍‌ ଡାଉନ ଘୋଷଣା କରଛନ୍ତି। ସୂଚନାଥାଉ କି, ଏହା ପୂର୍ବରୁ ଜିଲ୍ଲାରେ ୪୮ ଘଣ୍ଟିଆ ସର୍ଟ ଡାଉନ...

crane
କ୍ରେନ୍‌ ତଳେ ଚାପି ହୋଇ ଚାଲିଗଲା ୧୦ ଜୀବନ

ବିଶାଖାପଟନମ: ବିଶାଖାପଟନମ୍‌ ସ୍ଥିତ ହିନ୍ଦୁସ୍ତାନ ଶିପ୍‌ୟାଡରେ ଏକ ବିରାଟ କ୍ରେନ ଖସି ପଡ଼ି ୧୦ ଜଣଙ୍କର ମୃତ୍ୟୁ ଘଟିଛି। କ୍ରେନ ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଆନ୍ଧ୍ରପ୍ରଦେଶର ବିଶାଖପଟନମ୍‌ ଠାରେ ଥିବା ହିନ୍ଦୁସ୍ତାନ ଶିପ୍‌ୟାଡରେ...

riya
୧୫ କୋଟି ଟଙ୍କା ଗାଏବ ମାମଲାରେ ରିୟାଙ୍କ ନାଁ ମାମଲା ରୁଜୁ କଲା ଇଡି

ମୁମ୍ବାଇ: ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ମାମଲାରେ ଖୋଳତାଡ଼ ପାଇଁ ଅଣ୍ଟା ଭିଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏ ନେଇ ରିୟାଙ୍କ ନାଁରେ ମାମଲା ରୁଜୁ କରିଛି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ।  ରିୟାଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା...

sanjaya raut
ବିଜେପି-ଶିବସେନା ସମ୍ପର୍କ ଅମୀର-କିରଣଙ୍କ ସମ୍ପର୍କ ପରି ବୋଲି କହିଲେ ସଞ୍ଜୟ ରାଉତ

ମୁମ୍ବାଇ: ଶତ୍ରୁ ନୁହଁନ୍ତି ବିଜେପି-ଶିବସେନା। ଅଜି କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖପାତ୍ର ତଥା ଠାକ୍‌ରେ ପରିବାର ନିକଟତର ସଞ୍ଜୟ ରାଉତ। ଉଭୟ ଦଳଭାରତ-ପାକିସ୍ତାନ ନୁହଁନ୍ତି। ମତଭେଦ ଅଛି କିନ୍ତୁ ସମ୍ପର୍କ ଏବେ ବି ବନ୍ଧୁତ୍ୱପୂର୍ଣ୍ଣ ରହିଛି। ଯେପରି ଅମୀର…

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।