ଆନନ୍ଦପୁର(ମୁନା ସିଂହ): ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ହାଣିବା ପରେ ବିଷ ପିଇ ଆତ୍ମହତ୍ୟା କରିଛି ସ୍ୱାମୀ। ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁରେ। ମୃତକ ହେଲେ ନବଘନ ସାହୁ(୬୫)। ଆହତ ମଞ୍ଜୁଲତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ବିଳମ୍ବିତ...
ଭୁବନେଶ୍ୱର: ବିଧାନସଭାରେ ଅଶ୍ୱିନୀ ଝଡ଼ । ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ନେଇ ଗୃହରେ ଜୋର ଧରିଛି ହୋହଲ୍ଲା ହଟ୍ଟଗୋଳ। ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସେ ଅଭିଯୋଗ କରିଛନ୍ତି, ଇଚ୍ଛାଧୀନ କୋଟା କେଳେଙ୍କାରୀରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଅଛି...
ଭୁବନେଶ୍ୱର: ରାଜ୍ୟରେ ଚାଷୀ ସଂଖ୍ୟା କେତେ? କେଉଁ ଆଧାରରେ ବଣ୍ଟା ଯାଉଛି କାଳିଆ ଟଙ୍କା? ଏଇ ପ୍ରସଙ୍ଗରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏପରିକି ଶାସକ ଦଳ ସଦସ୍ୟ ମଧ୍ୟ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଅଡୁଆରେ ପକାଇଥିଲେ। ପ୍ରଶ୍ନୋତ୍ତର କାଳରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉଦ୍ଦେଶ୍ୟରେ...
ଫୁଲବାଣୀ: ଟ୍ୟୁମର ଅସ୍ତ୍ରୋପ୍ରଚାର ବେଳେ ପେଟ ଭିତରେ ରହିଗଲା ଛୁଞ୍ଚି। ଯନ୍ତ୍ରଣାରେ ଛଟପଟ ହେଉଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାସିରିପଡ଼ା ଗାଁର ଜଣେ ଛାତ୍ରୀ। ଝିଅର ଦୁଃଖ ଦେଖି ପରିବାର ଲୋକେ ସହି ପାରୁ ନାହାନ୍ତି। ହେଲେ କିଛି କରି ବି ପାରୁ ନାହାନ୍ତି। କାରଣ ପାଖରେ...
ଭୋପାଲ୍: ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଜଣେ ୧୨ ବର୍ଷୀୟ ଝିଅ ମଜାରେ ଏକ ଭୀତିପ୍ରଦ ବା ହରର୍ ଟିଭି ଶୋ’ର ନକଲ କରୁଥିବା ବେଳେ ଜୀବନ ହରାଇଛି। ଝିଅଟି ଗୋଟିଏ ଷ୍ଟୁଲ୍ ଉପରେ ଠିଆ ହୋଇ ନିଜ ବେକରେ ଦଉଡ଼ି ଲଗାଇ...
ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପର ୩୨ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ କ୍ୟାପଟେନ୍ ଆରୋନ୍ ଫିଞ୍ଚ (୧୦୦)ଙ୍କ ଶତକ ଓ ଡେଭିଡ୍ ୱାର୍ଣ୍ଣର (୫୩)ଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୭...
ନୟାଗଡ଼: ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ଜି ଆଇ ଟ୍ୟାଗ ପାଇଁ ଦାବି ଜୋର ଧରିଛି। ଜିଲ୍ଲାର ବୁଦ୍ଧିଜୀବୀ, ସମାଜସେବୀ, ବରିଷ୍ଠ ନାଗରିକ ପ୍ରସିଦ୍ଧ ନୟାଗଡ଼ ଛେନା ପୋଡ଼କୁ ଜି ଆଇ ଟ୍ୟାଗ ଦେବାକୁ ଦାବି କରିଛନ୍ତି। ସୁସ୍ୱାଦୁ ଓ ଉଚ୍ଚକୋଟିର ଗୁଣବତ୍ତା ଯୋଗୁ ରାଜ୍ୟରେ ନୟାଗଡ଼ ଛେନାପୋଡ଼ର ବେଶ...
ପୁରୀ: ପୁରୀ ସହରର ମାଟିଆପଡା ଓଭରବ୍ରିଜ ଦାବି ନେଇ ଆଜି ଶ୍ରୀମନ୍ଦିର ସମ୍ମୁଖରୁ ମଞ୍ଚର ସଭାପତି ଜ୍ୟୋତି ରଞ୍ଜନ ନାୟକ ଦିଲ୍ଲୀ ପଦଯାତ୍ରାରେ ବାହାରିଛନ୍ତି। ଏହି ସମସ୍ୟାକୁ ନେଇ ଦୀର୍ଘଦିନ ଧରି ଜନଜାଗରଣ ମଞ୍ଚ ଦସ୍ତଖତ ଅଭିଯାନ ଆରମ୍ଭ କରିଥିଲା। ପଦଯାତ୍ରାରେ ବାହାରିଥିବା ଜ୍ୟୋତିରଞ୍ଜନ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ,...
ନୂଆଦିଲ୍ଲୀ:ଆଜକୁ ଠିକ୍ ୪୪ ବର୍ଷ ତଳର କଥା। ଭାରତ ଇତିହାସର ଏ ଥିଲା ଏକ କଳା ସମୟ । ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଜ୍ୟ ଭାରତରେ ଗଣତନ୍ତ୍ରର ହତ୍ୟା ! ଦେଶରେ ଜାରି କରାଯାଇଥିଲା ଜରୁରୀକାଳୀନ ପରିସ୍ଥିତି। ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ଛଡ଼ାଇ ନିଆ ଯାଇଥିଲା। ଗଣମାଧ୍ୟମର...
ମୁମ୍ୱାଇ: କପୁର ଖାନଦାନର ଲଳନା କରିସ୍ମା କପୁର ବଲିଉଡରେ ଏବେ ସକ୍ରିୟ ନାହାନ୍ତି ସତ କିନ୍ତୁ ବଲିଉଡରେ ସେ ନିଜର ଏକ ସ୍ୱତନ୍ତ୍ର ଜାଗା ହାସଲ କରିବାରେ ସକ୍ଷମ ହୋଇ ପାରିଥିଲେ। ସେ କପୁର ଖାନଦାନର ପ୍ରଥମ ଝିଅ ଥିଲେ, ଯେ କି ବଲିଉଡରେ ପାଦ ଥାପିଥିଲେ। ୯୦...
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମାଷ୍ଟରମାଇଣ୍ଡ ତଥା ଫେରାର ବ୍ୟବସାୟୀ ମେହୁଲ ଚୋକସିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଭାରତରୁ ଫେରାର ହେବା ପରେ ଚୋକସିଙ୍କ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲେ। ଏପରି କି ତାଙ୍କୁ ସେଠାରେ ଆଣ୍ଟିଗୁଆ ନାଗରିକତ୍ୱ ମଧ୍ୟ ମିଳିଥିଲା। ହେଲେ ଏବେ ଆଣ୍ଟିଗୁଆ ସରକାର...
ମୁମ୍ବାଇ: ମୀରା ରୋଡ୍ ଅଞ୍ଚଳରେ ଥିବା ଏକ ଘରୁ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘର ମଧ୍ୟରେ ଥିବା ଏକ ଲ୍ୟାପଟପ୍ରୁ ସୁଇସାଇଡ୍ ନୋଟ୍ ଜବତ ହୋଇଛି। ଏଥିରେ ପୁଅ ଜଣଙ୍କ ପ୍ରଥମେ ତା’ ମା’କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଉଲ୍ଲେଖ...
ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାକୁ ନେଇ ସ୍ଥାନୀୟ ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅପରାଧମୂଳକ କାମ ରୋକିବା ତଥା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ବ୍ରଜରାଜନଗର ଗାନ୍ଧି ଛକରେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ...
ପୁରୀ: ଶ୍ରୀଜିଉଙ୍କ ଘୋଷଯାତ୍ରା ଲାଗି ଜୋରସୋରରେ ଚାଲିଛି ରଥକାମ। ଚଳଚଞ୍ଚଳ ହୋଇଉଠିଛି ରଥଖଳା। ତିନି ରଥରେ ପ୍ରଥମ ଭୂଇଁ ଲାଗିବା ପରେ ବିଶ୍ୱକର୍ମାମାନେ ଦ୍ୱିତୀୟ ଭୂଇଁ କାମ ଆରମ୍ଭ କରିଛନ୍ତି। ଦ୍ୱିତୀୟ ଭୂଇଁ ସଂଯୋଗ ପୂର୍ବରୁ ଚଉଦ ନାହାକା, ଖଦିଓରା କାମ ସମ୍ପନ୍ନ ହେବ । ଏହି କାମ...
ବାଲେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଉଦଳା କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ନୀଳକଣ୍ଠ ପାଢ଼ୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ ହୋଇଛି। ପାଢୀଙ୍କ ନାଁରେ ପୂର୍ବରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ...
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ନିଶ ରଖିବା ଶୈଳୀକୁ ‘ଜାତୀୟ ନିଶ’ ଘୋଷଣା କରିବାକୁ ଆଜି କଂଗ୍ରେସ ଲୋକସଭାରେ ପ୍ରସ୍ତାବ ଦେଇଛି। କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ସରକାରଙ୍କ ନିକଟରେ ଏଭଳି ପ୍ରସ୍ତାବ ରଖିଛନ୍ତି। ଏଥିସହ ସେ ଅଭିନନ୍ଦନଙ୍କୁ...