• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

fridge
ଫ୍ରିଜ୍‌ ବିସ୍ଫୋରଣରେ ସାମ୍ୱାଦିକ, ତାଙ୍କ ସ୍ତ୍ରୀ ଓ ମା' ମୃତ !

ଚେନ୍ନାଇ: ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଣେ ଟିଭି ସାମ୍ୱାଦିକ, ତାଙ୍କ ସ୍ତ୍ରୀ ଓ ମାଆଙ୍କର ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର ହୋଇଛି। ବୁଧବାର ଦିନ ସାମ୍ୱାଦିକଙ୍କ ପରିବାର ଲୋକେ ଘରୁ ନବାହାରିବାରୁ ଗତକାଲି ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପୁଲିସ ଆସି ଘର ଖୋଲି ମୃତଦେହ ଉଦ୍ଧାର...

_03fd2c28-988b-11e9-8cf5-d8c3e6deb331
ଅନ୍ତରଙ୍ଗ ଫଟୋ ଶେଆର୍‌ କରି ପୁଣି ଚର୍ଚ୍ଚାରେ ଅର୍ଜୁନ-ମଲାଇକା

ମୁମ୍ବାଇ: ବି- ଟାଉନ୍‌ର ଚର୍ଚ୍ଚିତ ଲଭ୍ ବାର୍ଡ ମଲାଇକା ଅରୋରା ଖାନ୍ ଓ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ସବୁ ବେଳେ କିଛି ନା କିଛି ଚର୍ଚ୍ଚା ଚାଲିଥାଏ। ଗତକାଲି ମଲାଇକା ତାଙ୍କ ଅଫିସିଆଲ୍ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅର୍ଜୁନଙ୍କ ସହ ଏକ ଅନ୍ତରଙ୍ଗ ଫଟୋ ପୋଷ୍ଟ କରିବା ପରେ...

FotoJet__16_
ଅମରାବତୀ ଘର ଖାଲି କରିବା ପାଇଁ ଚନ୍ଦ୍ରବାବୁଙ୍କୁ ନୋଟିସ୍‌ ପଠାଇଲେ ଜଗନ ସରକାର

ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ନାଇଡୁଙ୍କ ଅମଳରେ ହୋଇଥିବା ‘ପ୍ରଜା ବେଦିକା’ ଘର ଭାଙ୍ଗିବା ପରେ ଏବେ ତାଙ୍କ ଅମରାବତୀସ୍ଥିତ ଘରକୁ ବେଆଇନ ଦର୍ଶାଇଛି ଜଗନ ରେଡ୍ଡୀ ନେତୃତ୍ୱାଧୀନ ସରକାର। ଏ ନେଇ ତୁରନ୍ତ ଘର ଖାଲି କରିବାକୁ ଆନ୍ଧ୍ରପ୍ରଦେଶ ସରକାର...

chuda
ଲୋକଙ୍କୁ ମିଳୁନି, ପୋତା ହେଲା କୁଇଣ୍ଟାଲ କୁଇଣ୍ଟାଲ ଚୂଡ଼ା

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ପୋତି ଦିଆଯାଇଛି ହଜାର ହଜାର କୁଇଣ୍ଟାଲ ଚୂଡା। ଲୋକ ଖାଇବାକୁ ପାଉ ନ ଥିବାବେଳେ ଏତେ ପରିମାଣର ଚୂଡା ପୋତିଦେବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଫୋନି ବାତ୍ୟା ବେଳେ ବିପନ୍ନଙ୍କ ପାଇଁ ଆସିଥିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ରିଲିଫ...

coin
ଖୁଚୁରା ମୁଦ୍ରା ପୂର୍ବପରି ଚାଲୁ ରହିବ: ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ବଜାରରେ ପ୍ରଚଳିତ ସବୁ ପ୍ରକାର ଖୁଚୁରା ମୁଦ୍ରା ପୂର୍ବପରି ଚାଲୁ ରହିବ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଭିନ୍ନ ଆକୃତିର ୫୦ପଇସା, ଏକ ଟଙ୍କା, ଦୁଇ ଟଙ୍କା, ପାଞ୍ଚ ଟଙ୍କା ଓ ଦଶ ଟଙ୍କିଆ ମୁଦ୍ରାର ପ୍ରଚଳନ ବନ୍ଦ ହୋଇଥିବା ଖବରରେ କୌଣସି...

wqq-1 (1)
ଅଭିନେତ୍ରୀ ଓ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତ୍ରୀ ଓ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ହାଇଦ୍ରାବାଦର ଏକ ହସ୍ପିଟାଲ୍‌ରେ ସେ ଚିକିତ୍ସାଧୀନ ଅବସ୍ଥାରେ ସବୁ ଦିନ ପାଇଁ ଆଖିବୁଜି ଦେଇଥିବା ତାଙ୍କ ପୁଅ ତଥା ଅଭିନେତା ନରେଶ...

we-4
ନଦୀ କୂଳରେ ବାପ-ଝିଅଙ୍କ ଶବ, ଭାଇରାଲ ଫଟୋ ପୁଣି ଥରେ ସାରା ବିଶ୍ୱକୁ ଦୁଃଖରେ ଭିଜେଇଲା

ସିଉଡାଡ୍‌ ଭିକ୍ଟୋରିଆ: ମୁହଁ ମାଡ଼ି ଏକ ନଦୀରେ ବୁଡ଼ି ରହିଥିବା ଏହି ବାପ ଝିଅଙ୍କ ଫଟୋ ଏବେ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏହି ଫଟୋରେ କୁନି ଝିଅଟିର ମୁହଁ ବାପାଙ୍କ ଟିଶାର୍ଟ ଭିତରେ ଫସିରହିଛି। ଏତେ ଛୋଟ ଝିଅକୁ ନେଇ ଏହି ଯୁବକ ପହଁରି ପହଁରି କେଉଁ...

sw-5
ସହିଦ ଅଶ୍ରଦଙ୍କ ପରିବାରକୁ ଭେଟିଲେ ଶାହ, ୫ ବର୍ଷର ପୁଅକୁ ଦେଖି ଭାବପ୍ରବଣ ହେଲେ

ଶ୍ରୀନଗର: କେନ୍ଦ୍ର ସ୍ୱରାଷ୍ଟ ମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ଅମିତ ଶାହ। ଏହି ଗସ୍ତର ଦ୍ୱିତୀୟ ଦିନରେ ଆଜି ଆତଙ୍କବାଦୀ ହମ୍‌ଲାରେ ସହିଦ ଇନ୍‌ସପେକ୍ଟର ଅଶ୍ରଦ ଖାନ୍‌ଙ୍କ ୫ ବର୍ଷୀୟ ପୁଅ ଓ ପରିବାର ଲୋକଙ୍କୁ ଶ୍ରୀ...

568-2-750x430
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତା ଅବରୋଧ

ଚାନ୍ଦବାଲି(ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ଚାନ୍ଦବାଲି-କଟକ ରାସ୍ତାର ତାରିଣୀ ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ହମ୍ପସ୍‌ ଦାବିରେ ତାରିଣୀ ଛକ ନିକଟରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୁଲିସ୍‌...

rathayatra-1
ଜୋରସୋରରେ ଚାଲିଛି ରଥ ପ୍ରସ୍ତୁତି, ଉଠିଲା ଦ୍ୱିତୀୟ ଭୂଇଁ

ପୁରୀ: ଆଉ ୭ ଦିନ ପରେ ରଥଯାତ୍ରା। ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ତିନି ରଥର ଚାରି ନାହାକା ୬ କାଠ ଉଠାଯିବା ପରେ ୧୪ ନାହାକା, ପ୍ରଥମ ଭୂଇଁ ଓ ଦ୍ୱିତୀୟ ଭୂଇଁ ଉଠାଯାଇଥିଲା। ଦ୍ୱିତୀୟ ଭୂଇଁକୁ ବିଶ୍ୱକର୍ମା ମହାରଣା...

0e2b4-15399540080715-800
ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା ଆଜି

ଲଣ୍ଡନ: ବିଶ୍ୱକପ୍ କ୍ରିକେଟରେ ଆଜି ମାଞ୍ଚେଷ୍ଟରରେ ୱେଷ୍ଟଇଣ୍ଡିଜ୍ ସହ ଭାରତର ମୁକାବିଲା ହେବ। ଭାରତ ଏହି ବିଶ୍ୱକପରେ ଅପରାଜେୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ଆହତ ଯୋଗୁଁ ପୂର୍ବ ମ୍ୟାଚରେ ବାଦ ପଡିଥିବା ଭାରତୀୟ ବୋଲର ଭୁବନେଶ୍ୱର କୁମାର ଫିଟ୍ ହୋଇ ନେଟ୍‌ରେ  ଅଭ୍ୟାସ କରିଛନ୍ତି।  କିନ୍ତୁ...

pmmodi
ଜାପାନରେ ମୋଦି, “ବନ୍ଦେ ମା‘ତରମ“ ନାରା ଦେଇ କଲେ ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବାପାଇଁ ଆଜି ସକାଳେ ଜାପାନର ଓସାକାରେ ପହଞ୍ଚିଛନ୍ତି। ଓସାକା ବିମାନବନ୍ଦରରେ ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେଠାରେ ଉପସ୍ଥିତ ଭାରତୀୟମାନେ ଉତ୍ସାହିତ ହୋଇ ମୋଦି ମୋଦି ନାରା ଦେଇଥିଲେ। ଏହାସହ ‘ଭାରତ ମାତା...

rahulgandhi
ରାହୁଲଙ୍କୁ ମନେଇ ପାରିଲେନି ୫୦ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ପ୍ରସଙ୍ଗରେ ପୁଣି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାହୁଲ ଗାନ୍ଧି ତାଙ୍କ ଇସ୍ତଫା ଦେବା ନିଷ୍ପତ୍ତିକୁ ବଦଳାଇବା ପାଇଁ ଆଜି ଦଳର ନବନିର୍ବାଚିତ ୫୦ ଜଣ ଯାକ ସାଂସଦ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ରାହୁଲ ଗାନ୍ଧି...

samant-goel
‘ର’ ମୁଖ୍ୟ ହେଲେ ଆଇପିଏସ ସାମନ୍ତ ଗୋଏଲ

ନୂଆଦିଲ୍ଲୀ: ୧୯୮୪ ମସିହା ପଞ୍ଜାବ କ୍ୟାଡରର ଆଇପିଏସ ଅଧିକାରୀ ସାମନ୍ତ ଗୋଏଲ ହେଲେ ଗୁଇନ୍ଦା ସଂସ୍ଥା ‘ର’ର ମୁଖ୍ୟ। ଫେବୃଆରୀ ୨୬ରେ ହୋଇଥିବା ବାଲାକୋଟ ଏୟାରଷ୍ଟ୍ରାଇକକୁ ସଫଳ କରିବାରେ ପ୍ରମୁଖ ନେତୃତ୍ୱ ନେଇଥିଲେ ସାମନ୍ତ ଗୋଏଲ। ଏବେ ତାଙ୍କୁ ଉପହାର ସ୍ୱରୂପ କେନ୍ଦ୍ର ସରକାର ‘ର’ର ମୁଖ୍ୟ ଭାବରେ ନିଯୁକ୍ତି...

Indian-womens-hockey-striker-Lalremsiami
ଦେଶ ପାଇଁ ଖେଳୁଥିଲେ, ଶେଷଥର ପାଇଁ ବାପାଙ୍କୁ ଦେଖି ପାରିଲେନି

ନୂଆଦିଲ୍ଲୀ: ନିକଟରେ ଭାରତୀୟ ମହିଳା ଟିମ୍ ହକି ଏଫଆଇଏଚ ସିରିଜ୍ ବିଜୟୀ ହୋଇଛି। ସୋଶାଲ୍ ମିଡିଆରେ ଦଳ ଏବେ ଯେତିକି ଚର୍ଚ୍ଚାରେ ନାହିଁ, ତାଠୁ ଅଧିକ ଚର୍ଚ୍ଚାରେ ଦଳର ଏହି ମେଘାଳୟ ଖେଳାଳି ଲାଲରେମସିୟାମି। ମ୍ୟାଚ ବେଳେ ନେଇଥିବା ନିଜ ନିଷ୍ପତ୍ତି ପାଇଁ ଏବେ ସୋଶାଲ ମିଡିଆରେ ସାବାସି...

wa-13
୫୮ ଭାରତୀୟ ଶିଖ୍‌ଙ୍କୁ ଭିସା ଦେବାକୁ ମନାକଲା ପାକିସ୍ତାନ

ଅମୃତସର: ମହାରାଜ ରଣଜିତ ସିଂହଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ ପାଇଁ ପାକିସ୍ତାନ ଯିବାକୁ ଚାହୁଁଥିବା ୫୮ ଜଣ ଭାରତୀୟ ଶିଖ୍‌ ସଂପ୍ରଦାୟର ଲୋକଙ୍କୁ ପାକିସ୍ତାନ ସରକାର ଭିସା ଦେବାକୁ ମନା କରିଦେଇଛନ୍ତି। ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ୨୮୨ ଜଣଙ୍କ ପାଇଁ ଭିସା ଆବେଦନ କରାଯାଇଥିଲା।...

tr-4
ଭାରତକୁ ୨ ବର୍ଷ ପାଇଁ ୟୁଏନ୍‌ଏସ୍‌ସିରେ ମିଳିଲା ସଦସ୍ୟତା

ମିଳିତ ଜାତିସଂଘ: କୂଟନୀତିକ ସମ୍ପର୍କ ସୁଦୃଢ଼ କରିବା ପାଇଁ ମୋଦି ସରକାର ଯେଉଁ ଉଦ୍ୟମ କରିଥିଲେ, ଶେଷରେ ଏହାକୁ ସଫଳତା ମିଳିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ଆସନ୍ତା ୨ ବର୍ଷ ପାଇଁ ସଦସ୍ୟ ଭାବେ ମାନ୍ୟତା ମିଳିଛି। ମିଳିତ ଜାତିସଂଘରେ ଥିବା ୫୫ଟି ଏସିଆ ପ୍ୟାସିଫିକ୍‌...

cq1
ନେତା, ଅଭିନେତା ଓ କ୍ରିକେଟର୍‌ଙ୍କୁ କେମିତି ମାନୁଛି ଅଭିନନ୍ଦନଙ୍କ ନିଶ !

ନୂଆଦିଲ୍ଲୀ: ଲୋକସଭାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଦେଇଥିବା ଅଭିଭାଷଣରେ ୱିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନଙ୍କ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ବିରୋଧୀ ଦଳ ବିଭିନ୍ନ ସମାଲୋଚନା କରିଥିଲେ। ଏ ପ୍ରସଙ୍ଗରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଏକ ଭିନ୍ନ ପ୍ରକାର ପ୍ରସ୍ତାବ ରଖିଛନ୍ତି। ବାଲାକୋଟ୍‌ ଏୟାର୍‌ଷ୍ଟ୍ରାଇକ୍‌ରେ ପାକିସ୍ତାନ...

crocodile
ଭିତର କନିକାରେ ଠାବ ହେଲା କୁମ୍ଭୀରବସା, ଏଥର ୨ ଅଧିକ

ପଟ୍ଟାମୁଣ୍ଡାଇ: ଚଳିତବର୍ଷ କେନ୍ଦ୍ରାପଡ଼ା ଭିତର କନିକା ଜାତୀୟ ଉଦ୍ୟାନ ପରିସରରେ ଥିବା ନଦୀ ଓ ନାଳ ଗୁଡ଼ିକରେ କୁମ୍ଭୀରବସା ଚିହ୍ନଟ ପ୍ରକିୟା ଶେଷ ହୋଇଛି। ଏଥର ମୋଟ ୧୦୩ ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି। ଗତବର୍ଷ ଅପେକ୍ଷା ଏଥର ୨ଟି ବସା ଅଧିକ ରହିଛି। କନିକା ରେଞ୍ଜରେ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।