ଭୁବନେଶ୍ୱର: ଭୁବନେଶ୍ୱରରେ ‘ମୋ ବସ୍’ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ‘ମାସିକ ୧୩ ହଜାର ଟଙ୍କା ନିୟମିତ ଦରମା ସହ ESI ଏବଂ EPF ପ୍ରଦାନ କରିବାକୁ ଦାବି କରିଛନ୍ତି ‘ମୋ ବସ୍’ କର୍ମଚାରୀ। ‘ମୋ ବସ୍‘ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ବସ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ‘ମୋ ବସ’...
କୋରାପୁଟ: ଅଙ୍ଗନବାଡି କର୍ମୀଙ୍କୁ ନିର୍ଯାତନା ଅଭିଯୋଗ ଅଭିଯୋଗ ଆସିଛି। କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ସିଡିପିଓ ସୁରମା ମହାପାତ୍ରଙ୍କ ବିରୋଧରେ ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ ଅନୁସାରେ, ପ୍ରତି ଅଙ୍ଗନବାଡି କେନ୍ଦ୍ରରୁ ରନ୍ଧା ଖାଦ୍ୟ ବାବଦରେ ସିଡିପିଓ ପିସି ମାଗୁଛନ୍ତି। ଏଥିସହ ଛତୁଆ ବଣ୍ଟନ କରୁଥିବା ମହିଳା ସ୍ୱୟଂ ସହାୟକ...
ସାଉଥାମ୍ପଟନ୍: ଚଳିତ ବିଶ୍ୱକପର ୩୧ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ ଓ ଆଫଗାନିସ୍ତାନ। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୬୨ ରନ୍ କରିଛି। ଫଳରେ ଆଫଗାନିସ୍ତାନକୁ ମ୍ୟାଚ୍ ଜିତିବା ପାଇଁ ୨୬୩ ରନ୍ କରିବାକୁ ପଡ଼ିବ। ବାଂଲାଦେଶ...
ଲର୍ଡ୍ସ: ଭାରତ ଓ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ମଧ୍ୟରେ ଖେଳ ମଇଦାନରେ ଯେତେବେଳେ କୌଣସି ମୁକାବିଲା ହୋଇଥାଏ, ସେହି ସମୟରେ ଦୁଇ ଦେଶର ପ୍ରଶଂସକଙ୍କ ମଧ୍ୟରେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଥାଏ। ପ୍ରଶଂସକ ଗ୍ରାଉଣ୍ଡ ଭିତରେ ସାମ୍ନାସାମ୍ନି ନିଜ ନିଜର ଦେଶକୁ ସମର୍ଥନ କରନ୍ତି, କିନ୍ତୁ ଦକ୍ଷିଣ ଆଫ୍ରିକା...
ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଗନ୍ଦି ନାଲି’ ବା ‘ଅଳିଆ ଆବର୍ଜନାପୂର୍ଣ୍ଣ ନାଳ’ ସହ ତୁଳନା କରିବା ପରେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏଥିପାଇଁ କ୍ଷମା ମାଗିଛନ୍ତି। “ସେ ମୋର ମଧ୍ୟ ପ୍ରଧାନମନ୍ତ୍ରୀ, ତାଙ୍କୁ ମୋର ମନ୍ତବ୍ୟ ଆଘାତ ଦେଇଥିବାରୁ ମୁଁ କ୍ଷମା...
ଭୁବନେଶ୍ୱର: ଭୁବନେଶ୍ୱରରେ ମୋ ବସ କର୍ମଚାରୀମାନ ବିଭିନ୍ନ ଦାବି ନେଇ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମାସିକ ୧୩ ହଜାର ଟଙ୍କା ନିୟମିତ ଦରମା ସହ ESI ଏବଂ EPF ପ୍ରଦାନ କରିବାକୁ କର୍ମଚାରୀମାନ ଦାବି କରିଛନ୍ତି। ମୋ ବସ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସହରରେ ବସ ଚଳାଚଳ ବାଧାପ୍ରାପ୍ତ...
ମୁମ୍ବାଇ: ରିଲିଜ ହୋଇଯାଇଛି ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍ ସିଂହ’। ଫିଲ୍ମର ଟିଜର୍ ରିଲିଜ୍ ହେବା ଦିନ ଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମ ବକ୍ସ ଅଫିସ୍ରେ ଧୂମ୍ ମଚାଇ ଦେଇଛି। ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶଙ୍କ ଅନୁଯାୟୀ ଫିଲ୍ମଟି ତିନି ଦିନରେ ୭୦...
କଟକ: ଚୌଦ୍ୱାର ଜେଲ୍ରେ ଜଣେ ବିଚାରଧୀନ କଏଦୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କଟକ ତୁଳସୀପୁରର ରମେଶ ପ୍ରଧାନ। ଅନ୍ୟପକ୍ଷେ ରମେଶଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ରମେଶଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ରମେଶଙ୍କୁ କଟକ ଏସସିବି ମେଡିକାଲକୁ ଅଣାଯାଇଛି...
କେନ୍ଦୁଝର: ପଦ୍ମଶ୍ରୀ ପୁରସ୍କାର ଫେରାଇବେ କେନ୍ଦୁଝର ଜିଲ୍ଲା ବାଂଶପାଳ ତଳବୈତରଣୀ ଗାଁର ଦୈତାରୀ ନାଏକ। ୨୦୧୯ରେ ପାହାଡ କାଟି ଝରଣା ପାଣିକୁ ନିଜ ଗାଁକୁ ଆଣି ଚାଷ କାମରେ ଲଗାଇ ସମସ୍ତଙ୍କ ଉଦାହରଣ ସାଜିଥିଲେ ଦୈତାରୀ। ଏଥିପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। କିନ୍ତୁ...
ଲକ୍ଷ୍ନୌ: ଜାନୁଆରୀରେ ମିତ୍ର ହୋଇଥିଲେ। ଜୁନରେ ମୁହଁମୋଡ଼ି ପୁଣି ପରସ୍ପରର ଶତ୍ରୁ ହୋଇଛନ୍ତି ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି। ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶରେ ମୋଦି ହାଓ୍ୱାରେ ବ୍ରେକ୍ ଲଗାଇବା ପାଇଁ ଭତିଜା ଅଖିଲେଶଙ୍କ ସମାଜବାଦୀ ପାର୍ଟି ଓ ବୁଆ ମାୟାବତୀଙ୍କ ବହୁଜନ ସମାଜ...
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଆରଏସ୍ କଲୋନୀରେ ଜଣେ ବ୍ୟକ୍ତି ତାଙ୍କର ୫ ବର୍ଷର ପୁଅକୁ ଛୁରି ଭୁସି ହତ୍ୟା କରିଛନ୍ତି। ଆଜି ଭୋରରେ ଏହି ଘଟଣାଟି ଘଟିଛି। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ମତାନ୍ତରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତ ହୁଣ୍ଡୁ ଓରାମକୁ...
ନୂଆଦିଲ୍ଲୀ: ଜାପାନର ଲୋକ ଟାଇମ ମ୍ୟାନେଜମେଣ୍ଟ ପାଇଁ ବହୁତ ଜଣାଶୁଣା। ଏଠାରେ ମେଟ୍ରୋ, ରେଲୱେ ସବୁ କିଛି ଠିକ୍ ଟାଇମରେ ଚାଲେ। କିନ୍ତୁ ରବିବାର ୨୬ରୁ ଅଧିକ ଟ୍ରେନ ଅଟକି ଯାଇଥିଲା। ରେଲଓ୍ୱେ ସେବା ଯୋଗାଉଥିବା କମ୍ପାନୀ କୟିଶୁର ସୂଚନା ଅନୁଯାୟୀ ବିଦ୍ୟୁତ ସେବା ଫେଲ୍ ହେବାରୁ ଟ୍ରେନ...
ଇସଲାମାବାଦ: ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖିଆ ମାସୁଦ୍ ଆଝାର ଗୁରୁତର ଆହତ ହୋଇଛି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓ ଅନୁଯାୟୀ ରାଓ୍ୱଲପିଣ୍ଡିରେ ଥିବା ଆର୍ମି ହସ୍ପିଟାଲରେ ବିସ୍ଫୋରଣ ହେବା ଯୋଗୁ ଆତଙ୍କବାଦୀ ମାସୁଦ୍ ସମେତ ୧୦ ଜଣ ଆତଙ୍କବାଦୀ ଗୁରୁତର ଆହତ...
ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ଆଇପିଏସ ଅଫିସର ତଥା ତାମିଲନାଡୁର ପୂର୍ବତନ ଡିଜିପି ଭିଆର ଲକ୍ଷ୍ମୀନାରାୟଣ। ଚେନ୍ନାଇରେ ଗତକାଲି ୯୧ ବର୍ଷ ବୟସରେ ଭିଆର ଲକ୍ଷ୍ମୀନାରାୟଣଙ୍କର ପରଲୋକ ହୋଇଛି। ବୟସାଧିକ୍ୟ କାରଣରୁ ତାଙ୍କର ପରଲୋକ ହୋଇଛି। ତାଙ୍କର ଗୋଟିଏ ପୁଅ ଓ ୨ ଜଣ ଝିଅ ଅଛନ୍ତି। ଆସନ୍ତାକାଲି ତାଙ୍କର...
ମୁମ୍ବାଇ: ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଆସୁଛନ୍ତି ଦୌଡ଼ ରାଣୀ ଦୂତୀ ଚାନ୍ଦ। ସମଲିଙ୍ଗୀ ସମ୍ପର୍କ ସ୍ୱୀକାର କରିବା ପରେ ଦୂତୀଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି। କିଛିଦିନ ପୂର୍ବରୁ କମେଡ଼ି କିଙ୍ଗ୍ କପିଲ ଶର୍ମାଙ୍କ ଶୋ’ରେ ଦୂତୀ ପ୍ରଥମ ଓଡ଼ିଆ ଝିଅ ଭାବେ ସେ...
ମୁମ୍ବାଇ: ବଲିଉଡ୍ର ବିଗ୍ ବି ଅମିତାଭ ବଚ୍ଚନ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି। ଟ୍ୱିଟର୍ରେ ସେ ସବୁବେଳେ ନିଜର ପୁରୁଣା ଫଟୋ ଓ କବିତା ଶେଆର କରନ୍ତି। ନିକଟରେ ଅମିତାଭ ନିଜ ଟ୍ୱିଟର୍ ହାଣ୍ଡେଲ୍ରେ ଏକ କବିତା ପୋଷ୍ଟ କରିଛନ୍ତି। ଯାହାକୁ କି ଜଣେ କବି ନିଜର...