• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

Bollywood-Yoga-fitness_MobileHomeFeature
ବଲିଉଡ୍‌ ଡିଭାଙ୍କ ଫିଟ୍‌ନେସ୍‌ ରହସ୍ୟ

ମୁମ୍ୱାଇ: ଯୋଗ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଭଲ, ତାହା ଆଉ ଅଜଣା ହୋଇ ରହିନାହିଁ। ସାରା ବିଶ୍ୱ ଏହାର ଉପକାରିତା ବିଷୟରେ ଜାଣି ସାରିଲାଣି। ଆଜିକାର ଦୁନିଆରେ ଏକ ସୁସ୍ଥ ଓ ନିରୋଗ ଜୀବନ ପାଇଁ ଯୋଗ ଅପରିହାର୍ଯ୍ୟ ହୋଇଯାଇଥିବା ବେଳେ ବଲିଉଡ୍‌ର ଅନେକ ଅଭିନେତ୍ରୀ ଫିଟ୍...

666666
ସାଇବର ଅପରାଧ ରୋକିବାକୁ ହେବ ନୂଆ ସାଇବର ଥାନା

ଜୟପୁର: ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଇଣ୍ଟରନେଟ ବ୍ୟାଙ୍କିଂ ହେଉ କିମ୍ବା ୱେବସାଇଟରେ ଚିଟିଂ କେବଳ ସେତିକି ନୁହେଁ ସୋଶାଲ ମିଡିଆରେ ଭିଜୁଆଲ ଭାଇରାଲ କରି ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଅପରାଧୀ। ଏସବୁକୁ ରୋକିବା ପାଇଁ ଦୃଢ ତଦନ୍ତ ବ୍ୟବସ୍ଥା ନଥିବାରୁ ଦୋଷୀ ଖସିଯାଉଛନ୍ତି। ଏହାକୁ...

mohsin
ପିସିବି କ୍ରିକେଟ୍ କମିଟି ଅଧ୍ୟକ୍ଷ ପଦ ଛାଡ଼ିଲେ ମୋହସିନ୍ ଖାନ୍

କରାଚୀ: ପୂର୍ବତନ ଟେଷ୍ଟ କ୍ରିକେଟର ମୋହସିନ୍ ଖାନ୍ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) କ୍ରିକେଟ୍ କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପ୍ରସ୍ତାବକୁ ପିସିବି ଅଧ୍ୟକ୍ଷ ଏହସାନ୍ ମନୀ ସ୍ୱୀକାର କରିଛନ୍ତି । ଏବେ ୱାସିମ୍ ଖାନ୍ ପାକିସ୍ତାନ କ୍ରିକେଟ୍ କମିଟିର ଅଧ୍ୟକ୍ଷ ହେବେ। ଇସ୍ତଫା...

666
ଆଇସିସି ବିଶ୍ୱକପ୍‌ରେ କମଳା ରଙ୍ଗର ଜର୍ସି ପିନ୍ଧିବ ଟିମ୍‌ ଇଣ୍ଡିଆ

ଲଣ୍ଡନ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଜୁନ୍ ୩୦ ତାରିଖରେ ହେବାକୁଥିବା ଆଇସିସି ବିଶ୍ୱକପ୍ ମ୍ୟାଚରେ ପାରମ୍ପରିକ ନୀଳ ରଙ୍ଗର ଜର୍ସି ବଦଳରେ କମଳା ରଙ୍ଗର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇବ। ଇଂଲଣ୍ଡ ବିପକ୍ଷ ହେବାକୁଥିବା ଏହି ମୁକାବିଲାରେ ଭାରତକୁ ବିକଳ୍ପ ଜର୍ସିର ବ୍ୟବହାର...

shankar-1
ଆହତ ହେଲେ ଅଲରାଉଣ୍ଡର ବିଜୟ ଶଙ୍କର

ସାଉଥାମ୍ପଟନ୍: ଚଳିତ ଆଇସିସି ବିଶ୍ୱକପରେ ଆହତ ଟିମ୍ ଇଣ୍ଡିଆ ପିଛା ଛାଡ଼ୁନି। ଶିଖର ଧୱନ୍ ଓ ଭୁବନେଶ୍ୱର କୁମାରଙ୍କ ପରେ ଏବେ ଆଉ ଜଣେ ଷ୍ଟାର୍ ଖେଳାଳି ଆହତ ହୋଇଛନ୍ତି। ସେ ହେଉଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର। ବୁଧବାର ବର୍ଷା ବାଧାପ୍ରାପ୍ତ ଟ୍ରେନିଂ ସେସନରେ ଯଶପ୍ରୀତ ବୁମ୍ରାଙ୍କ ଏକ...

69869213
କେଉଁ ୪ ଟିମ୍ ସେମିଫାଇନାଲ୍ ଯିବେ ଏବଂ କେଉଁ ଟିମ୍ ବାଦ୍ ପଡ଼ିବେ,ଜାଣନ୍ତୁ

ଭାରତ: ଟିମ୍ ଇଣ୍ଡିଆ ମଧ୍ୟ ନ୍ୟୁଜିଲ୍ୟାଣ୍ଡ୍ ଭଳି ଚଳିତ ବିଶ୍ୱକପରେ ଅପରାଜେୟ ରହିଛି। ନ୍ୟୁଜିଲ୍ୟାଣ୍ଡ୍ ଏକ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା। ଏହାବ୍ୟତୀତ ଭାରତ ଅନ୍ୟ ତିନୋଟି ମ୍ୟାଚରେ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଭାରତକୁ ଆହୁରି ୫ଟି ମୁକାବିଲା ଯଥା ଆଫଗାନିସ୍ତାନ,...

plane
ଏବେ ବିମାନରେ ଠିଆ ହୋଇ ଯାତ୍ରା କରିପାରିବେ ଯାତ୍ରୀ !

ନୂଆଦିଲ୍ଲୀ: ବସ୍‌ରେ କେବେ ନା କେବେ ଠିଆ ହୋଇ ଯାତ୍ରାର ଅନୁଭୂତି ସମସ୍ତଙ୍କର ଥିବ। କେହି କେହି ଏବେ ବି ମଝିରେ ମଝିରେ ସେପରି ସ୍ଥିତିରେ ଘରକୁ ଫେରୁଥିବେ। କିନ୍ତୁ ଭାବିଛନ୍ତି ବିମାନରେ ଆପଣ ଠିଆହୋଇ ଯାତ୍ରା କରିବେ? ଆଜ୍ଞା ହଁ ଗହଳି ପାଇଁ ନୁହେଁ ବିମାନରେ ଆଗୁଆ...

crash
ମିଳିଲା ଏଏନ୍‌-୩୨ରେ ଥିବା ୧୩ ବାୟୁସେନା ଯବାନଙ୍କ ମୃତଦେହ

ନୂଆଦିଲ୍ଲୀ: ଦୁର୍ଘଟଣାର ଦୀର୍ଘ ୧୭ ଦିନ ପରେ ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ ଜଣ ବାୟୁସେନା ଅଧିକାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ପୁଅ ତଥା ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ ସୁମିତ ମହାନ୍ତି ମଧ୍ୟ ରହିଛନ୍ତି। ବିମାନଟି ଅରୁଣାଚଳ ପ୍ରଦେଶର ଏକ...

pic1
ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ୱୋଧନ

ନୂଆଦିଲ୍ଲୀ: ସଶକ୍ତ ରାଷ୍ଟ୍ର ନିର୍ମାଣ ଦିଗରେ ସରକାର ସଂକଳ୍ପ ବଦ୍ଧ ହୋଇଛନ୍ତି। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହାସହ ୨୦୨୪ ସୁଦ୍ଧା ଅର୍ଥନୀତି ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିବା ଆଜି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି...

po2
ବାହାହେଲେ ଟିଏମ୍‌ସି ସାଂସଦ ନୁସରତ ଜହାଁ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଲୋକପ୍ରିୟ ଅଭିନେତ୍ରୀ ତଥା ଟିଏମସିର ନବନିର୍ବାଚିତ ଏମ୍‌ପି ନୁସରତ ଜହାଁ ଗତ ୧୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ପଶ୍ଚିମବଙ୍ଗର ବିଜନେସମ୍ୟାନ ନିଖିଳ ଜୈନଙ୍କୁ ବିବାହ କରିଛନ୍ତି। ନୁସରତ ନିଜେ ବିବାହ ଫଟୋ ସୋଶାଲ ମିଡିଆରେ ଶେଆର କରିବା ପରେ ଏହା ଭାଇରାଲ...

bengal_violence__2_
ପଶ୍ଚିମବଙ୍ଗରେ ହିଂସାକାଣ୍ଡ, ୨ ମୃତ

କୋଲକାତା: ପୁଣିଥରେ ପଶ୍ଚିମବଙ୍ଗର ଭାତପରାରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ୧୭ ବର୍ଷୀୟ ବାଳକଙ୍କ ସମେତ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ୧୭ ବର୍ଷୀୟ ବାଳକ...

rahul-gandhi-in-
ରାଫେଲ୍‌ ଡିଲ୍‌ରେ ଚୋରି ହୋଇଛି: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ପାଖାପାଖି ମାସେ ପରେ ରାଫେଲ ଡିଲ୍ ପ୍ରସଙ୍ଗରେ ପୁଣି ନିଜର ଆଭିମୁଖ୍ୟ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ କହିଛନ୍ତି ପୂର୍ବରୁ ସେ କହିଥିଲେ ରାଫେଲ୍ ଡିଲରେ ଚୋରି ହୋଇଛି। ଆଉ ଏବେ ବି ତାଙ୍କ ମତ ଅପରିବର୍ତ୍ତିତ ରହିଛି...

BBNR8iC
‘ସାଂଘାଇ’ ଫିଲ୍ମ ଫେଷ୍ଟିଭାଲରେ ‘ସୁଇ ଧାଗା-ମେଡ୍‌ ଇନ୍‌ ଇଣ୍ଡିଆ’ କାହାଣୀ

ମୁମ୍ବାଇ: ବରୁଣ ଧୱନ ଓ ଅନୁଷ୍କା ଶର୍ମାଙ୍କ ଫିଲ୍ମ ‘ସୁଇ ଧାଗା-ମେଡ୍‌ ଇନ୍‌ ଇଣ୍ଡିଆ’କୁ ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଦ ବେଲ୍ଟ ଏଣ୍ଡ ରୋଡ୍‌ ଫିଲ୍ମ ୱିକ୍‌ରେ ପ୍ରତିଯୋଗିତା ଶ୍ରେଣୀରେ ପ୍ରଦର୍ଶନ ପାଇଁ ଚୟନ କରାଯାଇଛି। ସୂଚନାଯୋଗ୍ୟ ଯେ, ଆତ୍ମନିର୍ଭରତା ଜରିଆରେ ସମ୍ମାନ ଓ ଆଦର ପାଇବାର...

babushan-odia-actor
ପ୍ରଥମ କରି ଭ୍ୟାନିଟି ଭ୍ୟାନ୍‌ ବ୍ୟବହାର କଲେ ଓଲିଉଡ୍‌ର ଚକୋଲେଟ୍‌ ବୟ୍‌

ଭୁବନେଶ୍ୱର: ନିକଟରେ ରଜ ଉପଲକ୍ଷେ ରିଲିଜ୍‌ ହୋଇଯାଇଛି ଓଡ଼ିଆ ଫିଲ୍ମ ‘ଗୋଲ୍‌ମାଲ୍‌ ଲଭ୍‌’। ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ନିର୍ମିତ ଏହି ଫିଲ୍ମକୁ ବହୁ ମାତ୍ରାରେ ଦର୍ଶକଙ୍କ ଭଲ ପାଇବା ମିଳିଛି। ମିଳିବନି ବା କେମିତି, ଏଥିରେ ଫୁଲ୍‌ କମେଡି ସହ ବାବୁସାନ୍‌ ଏବଂ ତମନ୍ନାଙ୍କ ରୋମାନ୍ସକୁ ପ୍ରଥମ...

8eefa23a2cc739401aa9c4aa71f1ae0e
ଭୋଜି ଖାଇ ଫେରୁଥିଲେ, କେନାଲକୁ ଖସିଗଲା ବରଯାତ୍ରୀ ଗାଡ଼ି

ଲକ୍ଷ୍ନୌ: ବାହାଘର ଭୋଜି ଖାଇ ଗାଁକୁ ଫେରୁଥିବା ବେଳେ କେନାଲକୁ ଖସି ପଡ଼ିଛି ବରଯାତ୍ରୀଙ୍କ ଗାଡି। ମୋଟ ୨୯ ଜଣ ଯାତ୍ରୀଙ୍କ ସହ ପିକ୍ ଅପ ଭ୍ୟାନଟି ଫେରୁଥିବା ବେଳେ ଓଲଟି ପଡ଼ିଛି। ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଆଜି ଭୋର ୩ଟାରେ ଏହି ଦୁର୍ଘଟଣା ଘଟିଛି। ୨୯ ଯାତ୍ରୀଙ୍କ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।