ଆଠଗଡ଼: ଯବାନଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ପତ୍ନୀ । ଏ ନେଇ କାନପୁର ଥାନାରେ ଏତଲା ଦେବା ସତ୍ତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନି। ପୁଲିସ କାର୍ଯ୍ୟକଳାପ ପ୍ରତି ଭରସା ନ ପାଇବାରୁ ହତାଶ ପତ୍ନୀ ଏବେ ମାନବାଧିକାର ପରିଷଦର ଏକ ଟିମ୍ ସହ ଆଠଗଡ଼ ଉପଖଣ୍ଡ...
ନୟାଗଡ଼: ଡାକ୍ତରଖାନାରେ କିଡନୀ ରୋଗୀଙ୍କ ଡାଏଲିସିସ୍ ଚାଲିଥିଲା। ହଠାତ୍ ବିଜୁଳି ଚାଲିଗଲା। ବିଜୁଳି ଆସିଲାନି କି ରୋଗୀ ଆଉ ଆଖି ଖୋଲି ଚାହିଁଲେନି। ଅଧା ଡାଏଲିସିସ୍ରେ ତାଙ୍କର ମୃତ୍ୟୁ ଘଟିଲା। ଏମିତି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ। ଦଶପଲ୍ଲା ମହୁଲିଆ ଗାଁର ଗଙ୍ଗାଧାର ସ୍ୱାଇଁ...
ଖୋଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମାରାଙ୍ଗ ବଡଶଙ୍ଖ ନିକଟରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ ୮୯ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍ର ଶିକାର ହୋଇଛନ୍ତି ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାର କର୍ମଚାରୀ । କର୍ମଚାରୀଜଣକ ଆଜି ଟଙ୍କା ସଂଗ୍ରହ କରି...
ବ୍ରହ୍ମପୁର: ବ୍ରହ୍ମପୁରର ଯୁବ ଶିଳ୍ପୀ ସତ୍ୟ ମହାରାଣା। ରଥଯାତ୍ରା ଉପଲକ୍ଷେ ନିର୍ମାଣ କରିଛନ୍ତି ଏକ କ୍ଷୁଦ୍ର ରଥ। ବଡ ଠାକୁରଙ୍କ ଛୋଟ ନନ୍ଦିଘୋଷ। ରଥର ଉଚ୍ଚତା ମାତ୍ର ୨.୫ ଇଞ୍ଚ ଏବଂ ଓସାର ୨ ଇଞ୍ଚ। କାଠରେ ନିର୍ମିତ ଏହି ରଥ ଗିନିସ୍ ବୁକ୍ ଅଫ ରେକର୍ଡରେ ସ୍ଥାନ...
ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର କ୍ୟାଡ଼ର ନେତା ନବୀନଙ୍କୁ ମାଓ ସଂଗଠନରୁ ବହିଷ୍କାର କରାଯାଇଛି। ଏନେଇ ଆନ୍ଧ୍ର ଓଡ଼ିଶା ସ୍ୱତନ୍ତ୍ର ବୋର୍ଡର ଜୋନାଲ କମିଟି ମୁଖ୍ୟ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି। ନବୀନ ମାଓ ଆଦର୍ଶରୁ ବିଚ୍ୟୁତ ହୋଇ ଦଳ ବିରୋଧୀ ଆଚରଣ ସହ ଆଦିବାସୀ...
ବାରପିଦା: ପିଲାଙ୍କ ଉତ୍ତମ ଶିକ୍ଷା ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା । ହେଲେ ଆଜି ବି ଅନେକ ଗାଁ ଅଛି ଯେଉଁଠି ଏହି ଯୋଜନାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସ୍କୁଲଘର ନଥିବାରୁ କେତେବେଳେ ବାରଣ୍ଡାରେ ତ କେତେବେଳେ ଗଛ ତଳେ ଚାଲିଛି ପିଲାଙ୍କ ପାଠପଢା ।...
ଲିଡ୍ସ: ଭାରତ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ବ୍ୟାଟିଂ ବିର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ଏକାଦା ୫୫ ରନ୍ରେ ୪ ୱିକେଟ୍ ହରାଇଥିଲା। ତେବେ ଦଳର ଦୁଇ ଅଭିଜ୍ଞ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ଓ ଲାହିରୁ ଥରୁମାନି ଦଳକୁ ସମ୍ଭାଳିଛନ୍ତି। ଉଭୟ ବେଶ ସକାରାତ୍ମକ...
ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହେଉଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ନାଁ ଧରୁନାହିଁ। ବରଂ ଦିନକୁ ଦିନ ଏହା ବଢ଼ି ଚାଲିଥିବାରୁ ଏ ସମ୍ପର୍କରେ ପ୍ରଥମଥର ପାଇଁ ଧୋନି ମୁହଁ ଖୋଲିଛନ୍ତି। ଆଜି ବିଶ୍ୱକପ୍ରେ...
ମୁମ୍ବାଇ: ବଲିଉଡ୍ର ଆଗଧାଡ଼ିର ନାୟକ ରଣବୀର ସିଂହଙ୍କର ଆଜି ହେଉଛି ୩୪ତମ ଜନ୍ମ ଦିନ। ଏହି ଅବସରରେ ସେ ସୋଶାଲ୍ ମିଡିଆରେ ତାଙ୍କର ଅପ୍କମିଂ ଫିଲ୍ମ ‘83’ରେ ନିଜର ଫାଷ୍ଟ୍ ଲୁକ୍ ଶେଆର କରିଛନ୍ତି। ଏହି ଫଟୋରେ ତାଙ୍କୁ କପିଲ ଦେବଙ୍କ ଗେଟ୍ଅପ୍ରେ ଦେଖି ଫ୍ୟାନ୍ମାନେ ବେଶ୍ ଉତ୍ସାହିତ...
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରେ କାମ ପାଇବାକୁ ନିର୍ଦ୍ଦେଶକଙ୍କ ନିକଟରେ ଯୁବକ,ଯୁବତୀଙ୍କ ଲମ୍ବା ଲାଇନ୍ ଲାଗେ। ଅଭିନେତା ଓ ଅଭିନେତ୍ରୀମାନେ ବି ନିର୍ଦ୍ଦେଶକମାନଙ୍କୁ ଭାରି ଖାତିର କରନ୍ତି। ହେଲେ ଏବେ ଏକ ଫଟୋ ଭାଇରାଲ୍ ହୋଇଛି, ଯେଉଁଥିରେ ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ନିର୍ଦ୍ଦେଶକ ହୋମି ଅଦଜାନିଆଙ୍କ କାନ୍ଧରେ ଗୋଡ଼ ରଖିଛନ୍ତି।...
ମୁମ୍ବାଇ:ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଖାନ୍ଦାନୀ ଶଫାଖାନା’ ଖୁବ୍ ଶୀଘ୍ର ବଡ ପରଦାକୁ ଆସୁଛି । ଏହାର ଆଉ ଏକ ଗୀତ ସେହର କୀ ଲଡ଼କୀ…ରିଲିଜ ହୋଇଗଲାଣି। ଏହି ଗୀତ ୧୯୯୬ର ଫିଲ୍ମ ରକ୍ଷକର ସୁପରହିଟ୍ ଗୀତର ରିମେକ୍..। ବଲିଉଡ଼୍ର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ଖାନଦାନୀ ଶଫାଖାନା...
ହାଇଦ୍ରାବାଦ୍: ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କ ନାଁରେ ହାଇଦ୍ରାବାଦ୍ ପୁଲିସ୍ ଏକ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଲ୍ଟ.ଫିଟ୍ର ବ୍ରାଣ୍ଡ ଆମ୍ବାସାଡାର ଥିବା ହ୍ରିତିକ ଓ କମ୍ପାନୀର ୩ ଜଣଙ୍କ ବିରୋଧରେ ଜଣେ ଜିମ୍ ବ୍ୟବହାରକାରୀ ଅଭିଯୋଗ କରିଛନ୍ତି। ଆଇ ଶଶିକାନ୍ତ ନାମକ ଏହି...
ପୁରୀ: ଭାଇ ଭଉଣୀଙ୍କୁ ଆଗରେ ପଠାଇ ଦେଇ ପଛରେ ହଟକରି, ନାଟ କରି ଆସୁଛନ୍ତି କାଳିଆ ଠାକୁର। ଭକ୍ତଙ୍କ ଗହଣରେ…ରାଜକୀୟ ଠାଣିରେ। କେତେବେଳେ ହସୁଛନ୍ତି…କେତେବେଳେ ଚାହୁଁଛନ୍ତି..ପୁଣି କ୍ଷଣେ ଅଟକି ଆଗକୁ ଯିବା ପାଇଁ ଭକ୍ତଙ୍କୁ କହୁଛନ୍ତି। ତଳଧ୍ୱଜ, ଦେବଦଳନ ରଥ ପରେ ଆରମ୍ଭ ହୋଇଛି ଜଗନ୍ନାଥଙ୍କ ରଥଟଣା। ନନ୍ଦିଘୋଷରେ...
ପୁରୀ: ଭକ୍ତଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପକାଇ ଆରମ୍ଭ ହୋଇଛି ରଥଟଣା। ଆଗେ ଆଗେ ଚାଲିଛି ତାଳଧ୍ୱଜ। ପଛରେ ଦେବଦଳନ। ସିଂହଦ୍ୱାରରେ ନନ୍ଦିଘୋଷରେ ବସି ହସୁଛନ୍ତି କାଳିଆ ଠାକୁର। କହୁଛନ୍ତି.. ୟା ପରେ ଆସିବ ମୋ ପାଳି। ସେବାୟତ, ଭକ୍ତ ବି ପ୍ରସ୍ତୁତ। କେତେବେଳେ ଠାକୁର ଚାହିଁବେ, ରଥକୁ ଆଗେଇ...
ପୁରୀ : ଭକ୍ତଙ୍କ ସବୁ ଅପେକ୍ଷାର ଅନ୍ତ ଘଟିଲା। ରଥରେ ବସି ଶ୍ରୀଗୁଣ୍ଡିଚା ଅଭିମୁଖେ ଯାତ୍ରା ଆରମ୍ଭ କଲେ ଶ୍ରୀଜିଉ। ଅପୂର୍ବ ଉତ୍ସାହ, ଉଦ୍ଦିପନା ଭିତରେ ରଥ ଟାଣି ନେଉଛନ୍ତି ଭକ୍ତ। ବିଶାଳ ଜନସମୁଦ୍ର ଭିତରେ ଗଡ଼ି ଗଡ଼ି ଯାଉଛି ରଥ । ଘଣ୍ଟଘଣ୍ଟା, ହୁଳହଳି, ହରିବୋଲ ଶବ୍ଦରେ...
ଜୟପୁର: ରାଜସ୍ଥାନର ଜୟପୁର ସ୍ଥିତ ବିର୍ଲା ଅଡିଟୋରିୟମରେ ଧର୍ମଗୁରୁ ସ୍ୱାମୀ ଜ୍ଞାନବତ୍ସଲଙ୍କ ଅଭାବନୀୟ କାଣ୍ଡ ସାମ୍ନାକୁ ଆସିଛି। ସେ ଏଠାକୁ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବାକୁ ଆସିଥିଲେ। ଏଥିପାଇଁ ପୂରା ଅଡିଟୋରିୟମରେ ଦର୍ଶକ ଉପସ୍ଥିତ ଥିଲେ। ହେଲେ ମହିଳାମାନେ ଦର୍ଶକ ଗ୍ୟାଲେରିର ପ୍ରଥମ ଧାଡ଼ିରେ ବସିଥିବାରୁ ଏଥିରେ ରାଗି...
ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଘଣ୍ଟାଘଣ୍ଟ କାହାଳୀ, ହରିବୋଲ ହୁଳହୁଳି ଶବ୍ଦରେ କମ୍ପୁଛି ସିଂହଦ୍ୱାର। ରଥ ଉପରେ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛନ୍ତି ଭକ୍ତ। ସିଂହଦ୍ୱାରରେ ଭକ୍ତି-ଭଗବାନ ଏକାଠି। ଅନୁଭବି ଠାକୁର ବି ବୁଝି ପାରିଛନ୍ତି...
ପୁରୀ:ଜଗଦ୍ଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ସେବକମାନଙ୍କ ଗହଣରେ ରଥ ଉପରେ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି। ଠାକୁରଙ୍କ ଦର୍ଶନ କରି ଭକ୍ତିଭାବରେ ଗଦଗଦ୍ ହୋଇ ଉଠିଥିଲେ ଜଗଦ୍ଗୁରୁ। ଠାକୁରଙ୍କ ସହ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ପାଇ ଭକ୍ତ ବି ବିଭୋର ହୋଇ ପଡ଼ିଥିଲେ । ହୁଳହୁଳି, ଶଙ୍କଧ୍ୱନିରେ କମ୍ପି ଉଠିଥିଲା...
କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ୯ ବର୍ଷ ତଳେ ସେଦିନ ପ୍ରଥମ ଥର ପାଇଁ କୋଟିଆରେ ପତିତପାବନ ବାନା ଉଡ଼ାଇ ରାସ୍ତାରେ ଗଡ଼ି ଗଡ଼ି ଗଲା ଶ୍ରୀଜଗନ୍ନାଥଙ୍କ ରଥ। ଆଉ ଏହା ଯେଉଁ ପରିବେଶ ସୃଷ୍ଟି କରିଥିଲା, ତାହା ଅନେକଙ୍କ ପାଇଁ ଆଣି ଦେଇ ଥିଲା ଏକ ନୂଆ...
ପୁରୀ: ନିର୍ଦ୍ଧାରିତ ସମୟରେ ଶେଷ ହୋଇଯାଇଛି ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ। ତିନି ରଥରେ ରଥାସୀନ ତିନି ଠାକୁର। ଘଣ୍ଟାଘଣ୍ଟ କାହାଳୀ, ହରିବୋଲ ହୁଳହୁଳି ଶବ୍ଦରେ କମ୍ପୁଛି ସିଂହଦ୍ୱାର। ରଥ ଉପରେ ଠାକୁରଙ୍କୁ ଦେଖି ଧନ୍ୟ ହୋଇଛନ୍ତି ଭକ୍ତ। ସିଂହଦ୍ୱାରରେ ଭକ୍ତି-ଭଗବାନ ଏକାଠି। ଅନୁଭବି ଠାକୁର ବି ବୁଝି ପାରିଛନ୍ତି...