• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

dalailama
ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିକୁ ସମାଲୋଚନା କଲେ ଦଲାଇଲାମା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୈତିକ ମୂଲ୍ୟବୋଧ ନଥିବା ଏକ ସାକ୍ଷାତକାରରେ କହିଛନ୍ତି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା। ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିକୁ ମଧ୍ୟ ସେ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କ ଆବେଗ ଓ ଆଚରଣରେ ମଧ୍ୟ ଜଟିଳତା ଭରି ହୋଇ ରହିଛି ବୋଲି ସେ...

new-zealand-v-pakistan
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କୋଚିଂ ଦେବାକୁ ଚାହୁଁଛନ୍ତି ରଜାକ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗୁରୁବାର ମ୍ୟାଞ୍ଚେଷ୍ଟରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ହରାଇ ବୃହତ ବିଜୟ ହାସଲ କରିଥିଲା। ହାର୍ଦ୍ଦିକ୍ ପ୍ରଥମେ ବ୍ୟାଟିଂ କରି ୩୮ ବଲରେ ୪୬ ରନ୍ କରିଥିଲେ । ଏହା ପରେ ବୋଲିଂରେ ମଧ୍ୟ ଗୋଟିଏ ୱିକେଟ୍ ହାସଲ କରିଥିଲେ। କିନ୍ତୁ...

rabada
ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖୀନ ହେଲା ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍: ଚଳିତ ବିଶ୍ୱକପର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅବତୀର୍ଣ୍ଣ ହୋଇଛନ୍ତି ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ପ୍ରାରମ୍ଭିକ...

amit_shah_660_062819011756
ଜମ୍ମୁ-କଶ୍ମୀର ସ୍ଥିତି ପାଇଁ ନେହେରୁ ଦାୟୀ: ଅମିତ ଶାହ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ୬ ମାସ ବୃଦ୍ଧି କରିବା ପାଇଁ ଆଜି ଲୋକସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ବିଲ୍‌ ଆଗତ କରିଛନ୍ତି। ଦୀର୍ଘ ଘଣ୍ଟାର ବିତର୍କ ପରେ ଏହି ବିଲ୍‌ ଲୋକସଭାରେ ପାସ୍‌ ହୋଇଛି। ସେହିପରି ଜମ୍ମୁ-କଶ୍ମୀର ସଂଶୋଧନ ସଂରକ୍ଷଣ ବିଲ୍‌ ମଧ୍ୟ...

pic7
ପ୍ରବଳ ବର୍ଷାରେ ଉବୁଟୁବୁ ହେଲା ମୁମ୍ୱାଇ

ମୁମ୍ବାଇ: ଗରମ ଓ ଗୁଳୁଗୁଳିରେ ଯନ୍ତ୍ରଣା ଭୋଗୁଥିବା ମୁମ୍ବାଇବାସୀଙ୍କୁ ମୌସୁମୀ ଆଶ୍ଵସ୍ତି ଆଣିବା ବଦଳରେ ବେହାଲ କରିଦେଇଛି। ମୁମ୍ବାଇରେ ମୌସୁମୀ ପ୍ରବେଶ କରିବା କ୍ଷଣି ସମଗ୍ର ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୪ ଘଣ୍ଟା ଯାଏ ଏଭଳି ବର୍ଷା ଲାଗି ରହିବ ବୋଲି...

Vaughan
ଭାରତୀୟ ଟିମ୍‌କୁ ପ୍ରଶଂସା କରି ଏମିତି କହିଲେ ଇଂଲଣ୍ଡର ପୂର୍ବତନ କ୍ୟାପ୍‌ଟେନ୍‌

ଲଣ୍ଡନ: ବିଶ୍ୱକପରେ ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ଜାରି ରହିଛି। ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ହାରିନାହିଁ। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ଟିମ୍ ୱେଷ୍ଟଇଣ୍ଡିଜକୁ ୧୨୫ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା। ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଭନଙ୍କ...

Vadra-land-deal11805
ଉତ୍ତରାଧିକାରୀ ଚିନ୍ତାରେ ଦେଶର ତିନି ପ୍ରମୁଖ ରାଜନୈତିକ ପରିବାର

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ପରିବାର ହେଉ ଅବା ସଂସ୍ଥା, ସମସ୍ତେ ସମୟ ସ୍ରୋତରେ ଆଗକୁ ବଢ଼ିବା ପାଇଁ ଉତ୍ତରାଧିକାରୀଙ୍କ କଥା ଚିନ୍ତା କରନ୍ତି। ପରିବାରର ମୁଖ୍ୟଙ୍କ ବୟସ ହୋଇଗଲେ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ,ଉତ୍ତରାଧିକାରୀ ହିଁ କୁଳ ବଞ୍ଚାଇବା ପାଇଁ ଆଗକୁ ଆସିଥାଏ। ଯଦି ଉତ୍ତରାଧିକାରୀ କୌଣସି କାରଣରୁ...

ww-8
ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ: ୨ ଯବାନ ସହିଦ, ଜଣେ ଝିଅ ମୃତ

ବିଜାପୁର: ଛତିଶଗଡ଼ର ବିଜାପୁରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ଦୀର୍ଘ ସମୟ ଧରି ଚାଲିଥିବା ଏହି ଏନ୍‌କାଉଣ୍ଟରରେ ୨ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ସେହିପରି ନକ୍ସଲ ଓ ଯବାନଙ୍କ ଗୁଳି...

pic4
ପଙ୍ଖା, କାର୍‌ ଭିତରୁ ବାହାରିଲା ନାଗ ସାପ

ପୁରୀ : ବର୍ଷା ଦିନରେ ସାପଠୁ ସତର୍କ ରୁହନ୍ତୁ। ଏହି ସମୟରେ ସାପ ଆପଣଙ୍କ ଘରେ, ଜୋତା ଭିତରେ, ଏପିରିକି ଟେବୁଲ୍ ଫ୍ୟାନ୍ ଭିତରେ କେଉଁଠି ବି ରହିପାରେ। ଏମିତି ଏକ ଘଟଣା ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ସାମ୍ନାକୁ ଆସିଛି। ଏକ ଟେବୁଲ ଫ୍ୟାନ୍ ଭିତରୁ ନାଗ...

train-3
ସମଲେଶ୍ୱରୀ ଟ୍ରେନ୍‌ ଦୁର୍ଘଟଣାର ତଦନ୍ତ ଆରମ୍ଭ

ରାୟଗଡ଼ା: ସମଲେଶ୍ୱରୀ ଟ୍ରେନ ଦୁର୍ଘଟଣା ପରେ ତଦନ୍ତ ଆରମ୍ଭ ହୋଇଛି। ଟାୱାର ମେଣ୍ଟେନାସ ଇଞ୍ଜିନ ଧକ୍କା ଓ ଏଥିରେ ତିନି ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଆଜି ରାୟଗଡ଼ା ଯାଇ କୋଲକତା ସ୍ଥିତ ସେଫ୍ଟି କମିଶନର ଆର୍‌.କେ. ଶର୍ମା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ତଦନ୍ତକାରୀ ଟିମ୍‌ରେ...

pic2
ବ୍ୟାଙ୍କ୍‌ ଲୁଟ୍‌ କରିନପାରି ଫେରିଗଲେ ଦୁର୍ବୃତ୍ତ

କଟକ: କଟକ ମଙ୍ଗଳାବାଗ SBI ଶାଖାରୁ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ୟମ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ୩ ରୁ ୪ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବ୍ୟାଙ୍କର ସଟର ଭାଙ୍ଗିଥିଲେ। ସୂଚନା ଅନୁସାରେ ୩ ରୁ ୪ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବ୍ୟାଙ୍କର ସଟର ଭାଙ୍ଗିଥିଲେ। ପରେ ବ୍ୟାଙ୍କ...

pic1
ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୟୁନିଭର୍ସିଟି ଲ’ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ କୁଳପତିଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି ଲେଖିଛନ୍ତି। ଅଭିଯୋଗର ତଦନ୍ତ କରିବା ସହ ମାସକ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। ଅଭିଯୋଗ ଅନୁଯାୟୀ, ୟୁନିଭର୍ସିଟି ଲ’ କଲେଜରେ ଗେଷ୍ଟ ଫାକଲଟି ମାନଙ୍କୁ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।