ପୁରୀ: ଝୁଲି ଝୁଲି ଆସୁଛି କାଳିଆ ଠାକୁର। କେତେବେଳେ ଆସୁଛି, କେତେବେଳେ ଅଟକି ଯାଉଛି…। ଭକ୍ତଙ୍କୁ ଯେମିତି କହୁଛି…ମୋତେ ଅପେକ୍ଷା କର…ଅପେକ୍ଷାରେ ତ ଥାଏ ଆନନ୍ଦ ! ଏଣେ ଉଚ୍ଛନ୍ନ ହେଲେଣି ଭକ୍ତ। ହଟିଆ ଠାକୁରଙ୍କ ଦର୍ଶନ ପାଇଁ। ଆଉ ଧୈର୍ଯ୍ୟ ବାଡ଼ବନ୍ଧ ମାନୁନି । ସମସ୍ତଙ୍କ ମନରେ...
ରଥଯାତ୍ରା ଦିନ ପହଣ୍ଡିକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହୁଏ। କେତେବେଳେ ଦଇତାଙ୍କ ଦାବିକୁ ଶୁଣିବାରେ ସରକାର ଅମଙ୍ଗ ହେବାରୁ ନୀତି ବିଳମ୍ୱ ହୁଏ ତ ଆଉ କେତେବେଳେ ରଥ ତିଆରି କାର୍ଯ୍ୟରେ ବିଳମ୍ୱ ହୁଏ। ସେହିପରି କେତେବେଳେ ପ୍ରଶାସନିକ କାରଣରୁ ଅହେତୁକ ବିଳମ୍ୱ ହୁଏ। ହେଲେ...
ପୁରୀ: ଆରମ୍ଭ ହୋଇଯାଇଛି ପହଣ୍ଡି ବିଜେ। ସବା ଆଗରେ ବଡଭାଇ ବଳଭଦ୍ର। ଭକ୍ତଙ୍କ ଗହଣରେ ଝୁଲି ଝୁଲି, ଟାହିଆ ହଲେଇ ଆସୁଛନ୍ତି। ତାଙ୍କ ପଛରେ ଅଛନ୍ତି ମହାମାୟା ମା’ ସୁଭଦ୍ରା। ବାଇଶି ପାହାଚରେ ଦଇତାଙ୍କ ସ୍କନ୍ଧରେ ଊର୍ଦ୍ଧ୍ୱମୁଖା ହୋଇ ବିଜେ କରୁଛନ୍ତି। ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ବିଜେ ସରିଲାଣି।...
ପୁରୀ: ହସୁଛି ରଥ, ହସୁଛି ପଥ। ଆଉ ଭକ୍ତର ହସହସ ମୁହଁ ଦେଖି ମନେ ମନେ ହସୁଛି କାଳିଆ ଠାକୁର। କହୁଛି, ମୁଁ ଯାଉଛି…ତୁମ ପାଖକୁ। ଭକ୍ତଙ୍କ ଗହଣରେ ମୁଁ ବି ଚାହେଁ ହଜି ଯିବାକୁ, ମଜ୍ଜି ଯିବାକୁ…। ଅପେକ୍ଷା କର…ଆଉ କିଛି ମୁହୂର୍ତ୍ତ ମାତ୍ର.. ଆଜି...
“କାହାର କ’ଣ ଖାଦ୍ୟ। କୁହାଯାଏ, ତୃଣାଦି ପଶୁଙ୍କର ଖାଦ୍ୟ। ଆଶା ମନୁଷ୍ୟର ଓ ଶ୍ରଦ୍ଧା ଦେବତାଙ୍କର ଖାଦ୍ୟ।” ଡକ୍ଟର ସିଦ୍ଧେଶ୍ୱର ମହାପାତ୍ରଙ୍କ ଲିଖିତ ‘ନୀଳ ପାହାଡ଼ର ଡାକ’ ପୁସ୍ତକର ‘ଶ୍ରଦ୍ଧାବିଶ୍ୱାସର କ୍ଷେତ୍ର’ ଅଧ୍ୟାୟର ଶେଷ ପାରାର ପ୍ରଥମ ଦୁଇ ଧାଡ଼ିରେ ଏହା ଲେଖା ହୋଇଛି। ‘ଶ୍ରଦ୍ଧାବିଶ୍ୱାର କ୍ଷେତ୍ର’ ଅଧ୍ୟାୟରେ...
ଭାବକୁ ନିକଟ ସେ ଅଭାବକୁ ଦୂର। ଭକ୍ତର ଭାବରେ ସେ ବନ୍ଧା। ପ୍ରତିଟି ଓଡିଆର ପ୍ରାଣର କେନ୍ଦ୍ର ସେହି ଜଗତର ନାଥ ଜଗନ୍ନାଥ। ତାକୁ ନେଇ ପ୍ରତିଟି ଭକ୍ତ ସାଉଁଟିଛି ଅନେକ ସ୍ମୃତି ଆଉ ଅନୁଭୂତି। ଆଉ ମୁଁ ଜଣେ ଓଡ଼ିଆ ଭାବରେ ଜଗନ୍ନାଥଙ୍କ ଅନେକ ଅନୁଭୂତି ମଧ୍ୟରୁ...
ଇଂରେଜ ସମୟରେ ଶ୍ରୀମନ୍ଦିର ପରିଚାଳନା ସୁରୁଖୁରରେ ହୋଇ ପାରୁଥିଲା। ସେମାନେ ପୁରୀ ମନ୍ଦିର ସହ ଜଡ଼ିତ ଧର୍ମୀୟ ଭାବନାକୁ ନେଇ କୌଣସି ଖେଳ ଖେଳିବା ପାଇଁ ଚାହିଁ ନଥିଲେ। ଏହି କ୍ରମରେ ଗଜପତି ମହାରାଜାଙ୍କ ରାଜସତ୍ତ୍ୱ ଲୋପ କରାଯାଇଥିଲେ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରେ ରଖାଯାଇ ସୁପରିଣ୍ଟେଣ୍ଡେଣ୍ଟ କ୍ଷମତା...
ଲଣ୍ଡନ: ଭାରତର ମୋଷ୍ଟ ୱାଣ୍ଟେଡ୍ ତଥା ଡି-କମ୍ପାନୀର ମୁଖ୍ୟ ଦାଉଦ୍ ଇବ୍ରାହିମ୍କୁ ନେଇ ପାକିସ୍ତାନ ଯେଉଁ ମିଛ କହୁଥିଲା, ଆମେରିକା ତା’ର ପର୍ଦ୍ଦାଫାସ କରିଛି। ଦାଉଦ୍ ଭାରତରୁ ଫେରାର ହେବା ପରେ ପାକିସ୍ତାନରେ ହିଁ ରହିଛି ବୋଲି ଆମେରିକା ସରକାରଙ୍କ ପକ୍ଷରୁ ଲଣ୍ଡନର ଏକ କୋର୍ଟଙ୍କୁ ଅବଗତ କରାଯାଇଛି।...
ନୂଆଦିଲ୍ଲୀ: ବାଂଲାଦେଶ ୨୮ ରନରେ ଭାରତ ନିକଟରୁ ପରାସ୍ତ ହୋଇଛି। ଏହି ପରାଜୟ ସହ ବାଂଲାଦେଶର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଛି। ଅନ୍ୟପକ୍ଷରେ ଭାରତ ୧୩ ପଏଣ୍ଟ ସହ ସେମିଫାଇନାଲରେ ପ୍ରବେଶ କରିଛି। ଗତକାଲିର ବାଂଲାଦେଶ-ଭାରତ ମ୍ୟାଚ୍କୁ ମନଭରି ଉପଭୋଗ କରିଥିଲେ କ୍ରିକେଟ ପ୍ରେମୀ। ମ୍ୟାଚ୍ରେ ବେଶି ରୋଚକ...
ମାଲକାନଗିରି: ପୁଣି ମୃତଦେହକୁ ଅସମ୍ମାନ। ମାଲକାନଗିରି ଜିଲ୍ଲାର କାଲିମେଳା ଚିକିତ୍ସାଳୟରେ ମୃତଦେହକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ମୃତଦେହକୁ ରାତି ତମାମ ଗାଡ଼ି ପାର୍କିଂ ସ୍ଥାନରେ ରଖିବା ସହ ମୋଟର ସାଇକେଲରେ ବାନ୍ଧି ଘରକୁ ନେବା ଦୃଶ୍ୟ ଦେଖିବାକୁ ମିଳିଛି। ଗତ ୨୯ ତାରିଖରେ ଏକ ଦୁର୍ଘଟଣାରେ ଏମପିଭି-୫୫...
ନୂଆପଡ଼ା: ଥମୁନି ଜନନୀ ଯନ୍ତ୍ରଣା। ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଶେଷରେ ପାହାଡ଼ ତଳେ ସନ୍ତାନକୁ ଜନ୍ମ ଦେଲେ ପ୍ରସୂତି। ଏପରି ଦୁଃଖଦ ଘଟଣା ଘଟିଛି ନୂଆପଡ଼ା ଖଡିଆଳ ବ୍ଲକ ସମାଟପଦର ଗାଁରେ। ସମାଟପଦର ଗାଁର ଏହି ମହିଳା ଜଣକ ଆଜି ପ୍ରସବଜନିତ ଯନ୍ତ୍ରଣାରେ ଛଟପଟ...
ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନର୍ସଙ୍କ ଟିକ୍ଟକ୍ ଭିଜୁଆଲ୍ ଭାଇରାଲ ପରେ କଡ଼ା ପଦକ୍ଷେପ ନେଲେ ସିଡିଏମ୍ଓ । ସମ୍ବେଦନଶୀଳ ୟୁନିଟକୁ ମୋବାଇଲ ସଂପୂର୍ଣ୍ଣ ବାରଣ କରାଯାଇଛି । SNCU, ICU, ଅପରେସନ ଗୃହ, ଲେବର୍ ରୁମ୍ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ମନା କରାଯାଇଛି ମୋବାଇଲ। ଏହି...
ବର୍ମିଂହାମ୍: ଟିମ୍ ଇଣ୍ଡିଆର ଦୁଇ ଓପ୍ନର୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ଦମଦାର ବ୍ୟାଟିଂ କରି ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକ ମାରିଛନ୍ତି । ଚଳିତ ବିଶ୍ୱକପରେ ଉଭୟ ରାହୁଲ ଓ ରୋହିତଙ୍କ ଏହା ଦ୍ୱିତୀୟ ଅର୍ଦ୍ଧଶତକ । ରୋହିତ୍ ୪୫ ବଲରେ ଏବଂ ରାହୁଲ୍ ୫୭ ବଲରେ...
ଲୀଳାମୟଙ୍କ ପ୍ରତିଟି ଭକ୍ତିର ମୂଳମନ୍ତ୍ର ହେଉଛି ନିରୋଳା, ଅନାବିଳ, ହୃଦୟଭର୍ତ୍ତି ବିଶ୍ୱାସ। ସେଇ ବିଶ୍ୱାସରେ ଥିବ ଶବରୀର ଶ୍ରଦ୍ଧା, ଦ୍ରୌପଦୀଙ୍କ ନାଚାର ନିର୍ଭରଶୀଳତା, ଧ୍ରୁବଙ୍କ ନିଷ୍ଠା, ପ୍ରହ୍ଲାଦଙ୍କ ଅତୁଟ ବିଶ୍ୱାସ। ତା ସହ ଥିବ ନିଜକୁ ସମ୍ପୂର୍ଣ୍ଣ ଅର୍ପି ଦେବାର ଓ ନୁଆଁଇ ଦେବାର ବିନମ୍ର ବିହ୍ୱଳତା। ଏକ...
ଭୁବନେଶ୍ୱର (ହରିହର ପଣ୍ଡା): ରଥଯାତ୍ରା ସମୟରେ ସେବାୟତଙ୍କ ଭିତରେ ଖିଟପିଟ ଲାଗିବା କିଛି ନୂଆ କଥା ନୁହେଁ। ଦଇତାମାନେ ଅନେକ ସମୟରେ ପ୍ରଶାସନ ଆଗରେ ନିଜ ଦାବି ପୂରଣ ପାଇଁ ଜିଦ୍ କରନ୍ତି। ଆଉ ଯେତେବେଳେ କାହାର ସ୍ୱାର୍ଥରେ ଆଞ୍ଚ ଆସେ, ସେତେବେଳେ ନିୟମିତ ସେବକମାନଙ୍କ ଭିତରେ ମଧ୍ୟ...
ଭୁବନେଶ୍ୱର : ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପ୍ରତି ମ୍ୟାଚରେ ଟସ୍ ପଡ଼ିବାର ଠିକ୍ ୭ ମିନିଟ୍ ପୂର୍ବରୁ ପ୍ରତିପକ୍ଷ ଟିମର ଅଧିନାୟକଙ୍କୁ ଭେଟିଥାନ୍ତି। ଏହା ପଛରେ ଏକ ବଡ଼ କାରଣ ରହିଛି। ଏହା କୌଣସି ଅନ୍ଧବିଶ୍ୱାସ କି ତୁଟକା ନୁହେଁ। ବରଂ ଏହା କ୍ରିକେଟର ଏକ...
ଏଜବାଷ୍ଟନ, ଲଣ୍ଡନ: ଗତ ମ୍ୟାଚରେ ଆୟୋଜକ ଦଳ ଇଂଲଣ୍ଡ ପାଖରୁ ଭାରତ ହାରିବା ପରେ ଆଜି ଏଜବାଷ୍ଟନରେ ବାଂଲାଦେଶକୁ ଭେଟିବାକୁ ଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ବର୍ମିଂହାମ ଭଳି ଏଜବାଷ୍ଟନ ପିଚ୍ ଧିମା ରହିବ ବୋଲି ଜଣାପଡ଼ିଛି। ଅର୍ଥାତ୍ ଦ୍ୱିତୀୟରେ ବ୍ୟାଟିଂ କରିବାକୁ...
ଭୁବନେଶ୍ୱର : ବିଶ୍ୱକପରେ ଆଜି ଇଂଲଣ୍ଡର ଏଜବାଷ୍ଟନରେ ମୁହାଁମୁହିଁ ହେବେ ଦୁଇ ପଡ଼ୋଶୀ- ଭାରତ ଓ ବାଂଲାଦେଶ। ସେମିଫାଇନାଲକୁ ଯିବା ପାଇଁ ଭାରତକୁ ଆଉ ଗୋଟିଏ ପଏଣ୍ଟ ଦରକାର ରହିଛି। ତେଣୁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିବ ବୋଲି ଅଧିନାୟକ...
ଲକ୍ଷ୍ନୌ: ବଲିଉଡ ଅଭିନେତ୍ରୀ ତଥା ରାମପୁରର ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ପୁଣି ଟାର୍ଗେଟ କଲେ ରାମପୁର ସାଂସଦ ଆଜମ୍ ଖାନ୍! ଜୟାପ୍ରଦାଙ୍କ ବିରୋଧରେ ଦେଇଛନ୍ତି ଅଶାଳୀନ ମନ୍ତବ୍ୟ। ଏପରି ଖବର ପ୍ରକାଶ କରିଛି ଏଏନଆଇ। ଏ ନେଇ ରାମପୁର ଥାନାରେ ମାମଲା ରୁଜୁ ହୋଇଥିବା କହିଛି ଏହି ଖବର ସରବରାହ...
ରାଞ୍ଚି: ଝାରଖଣ୍ଡ ରାଜଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଥିବା ଗୋଶାଳାରେ ଗାଈମାନଙ୍କ ପାଇଁ ଖାଦ୍ୟ ନଥିବାରୁ ଭୋକ ଉପାସରେ ରହିଛନ୍ତି। ଗୋଖାଦ୍ୟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ରାଜଭବନ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାମଧେନୁ ଗୋଶାଳା ରହିଛି। ରାଜଭବନ...