• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

jornalist-1
ମହିଳା ସାମ୍ବାଦିକଙ୍କ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କିଛି ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି ଚଳାଇଛନ୍ତି। ତାଙ୍କ ହାତରେ ଗୁଳି ବାଜିଛି। ତେବେ ସେ ବିପଦମୁକ୍ତ ଅଛନ୍ତି। ଉକ୍ତ ସାମ୍ବାଦିକଙ୍କ ନାଁ ମିତାଲି ଚଣ୍ଡୋଲା । ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଘଟଣା ଘଟିଥିଲା। ମିତାଲି ଦିଲ୍ଲୀର...

sahid
ସାମରିକ ସମ୍ମାନ ସହ ସହିଦ୍‌ ସୁନୀତଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ନୂଆଦିଲ୍ଲୀ: ସହିଦ୍‌ ଫ୍ଲାଇଟ୍ ଲେଫ୍ଟନାଣ୍ଟ ସୁନୀତ ମହାନ୍ତିଙ୍କ ଅନ୍ତିମ ସଂସ୍କାର ସାମରିକ ସମ୍ମାନ ସହିତ ସଂପନ୍ନ ହୋଇ ଯାଇଛି। ଶୁକ୍ରବାର ନୂଆଦିଲ୍ଲୀର ବ୍ରାର୍ ସ୍କୋୟାର୍‌ରେ ଥିବା ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ଏହି ଅବସରରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୀର ଓଡ଼ିଆ ପାଇଲଟଙ୍କ ପରିବାରର ଏହି ଦୁଃଖଦ ସମୟରେ...

smritiirani-
ଆମେଠିରେ ଘର କରିବେ ସ୍ମୃତି ଇରାନୀ

ଲକ୍ଷ୍ନୌ: ମୁମ୍ୱାଇ ମାୟାନଗରୀ ଛାଡ଼ି ଉତ୍ତର ପ୍ରଦେଶ ଆମେଠିରେ ନିଜର ଘର କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଆମେଠିରୁ ଚଳିତଥର ଲୋକସଭା ନିର୍ବାଚନ ଜିତିବା ପରେ ନିଜ ଘରର ଠିକଣା ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ଏହି ପୂର୍ବତନ ଟେଲି ସିରିଏଲ ଅଭିନେତ୍ରୀ। ଏଥିସହ ସେ ତାଙ୍କର ନାଁ  ମୁମ୍ୱାଇ...

07_Raj___Smita_Patil_0
ଜୀବନକୁ ତୁମେ ଖୁବ୍ ଶୀଘ୍ର ଶୀଘ୍ର ଜିଇଁ ଦେଲ..ସ୍ମିତାଙ୍କୁ ମନେ ପକାଇ ଏମିତି କହିଲେ ରାଜ୍‌ ବବର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସ୍ମିତା ପାଟିଲ୍‌ଙ୍କୁ କିଏ ବା ନଜାଣିଛି।  ହିନ୍ଦୀ, ମରାଠୀ ଓ ମଲାୟାଲମ ଭାଷାରେ ୮୦ରୁ ଅଧିକ ଫିଲ୍ମ କରିଥିବା ତଥା ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଥରେ ଫିଲ୍ମ ଫେୟାର ଆୱାର୍ଡ ପାଇଥିବା ସ୍ମିତା ମାତ୍ର ୩୧ ବର୍ଷ ବୟସରେ ଏ ଦୁନିଆ...

jammu
ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ନିହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଶୋପିଆନ ଜିଲ୍ଲାରେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କିଗମ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି। କୌଣସି ସୂତ୍ରରୁ ସୂଚନା ପାଇ ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ...

sachin-3-750x430
ଇମ୍ରାନ୍‌ଙ୍କ ଭୁଲ ଫଟୋ ଟ୍ୱିଟ୍‌ କରି ଟ୍ରଲ ହେଲେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଜଣେ ସହଯୋଗୀ ଶନିବାର ଦିନ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍‌କୁ ଦେଖି ସମସ୍ତେ ହସି ହସି ଗଡ଼ି ଯାଇଥିଲେ। ସେ ସଚିନ ତେନ୍ଦୁଲକରଙ୍କ ଏକ ଫଟୋ ଟ୍ୱିଟ୍ କରିଥିଲେ ଓ ଏହାର କ୍ୟାପ୍‌ସନ୍‌ରେ ୧୯୬୯ ମସିହାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍...

medical
ବଢିଲା ମେଡିକାଲ କଲେଜ ସିଟ୍

ଭୁବନେଶ୍ୱର: ରାଜ୍ୟରେ ୩ଟି ମେଡିକାଲ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି।  କୋରାପୁଟ ମେଡିକାଲ କଲେଜ ଓ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୫ ଲେଖାଏ ସିଟ୍‌ ବଢିଥିବାବେଳେ ବୁର୍ଲା ଭିମ୍‌ସାରରେ ଏମବିବିଏସ୍‌ରେ  ୫୦ଟି ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି।  ଚଳିତ ଶିକ୍ଷାବର୍ଷଠାରୁ ବର୍ଦ୍ଧିତ ସିଟ୍‌ରେ ପିଲାଙ୍କ...

gogoi
ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗୋଗୋଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବହୁ ସଂଖ୍ୟାରେ ପଡିରହିଥିବା ବିଚାରାଧିନ ମାମଲାକୁ ନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସମ୍ବିଧାନ ସଂଶୋଧନ ଜରିଆରେ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଏଥିସହ ହାଇକୋର୍ଟର...

single-action-vs-double-ac
ସମ୍ପତ୍ତି ପାଇଁ ଆଖିବୁଜା ଗୁଳିମାଡ଼, ପରିବାର ୫ ମୃତ

ଭୋପାଲ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପାରିବାରିକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା କଳି ଭୟଙ୍କର ରୂପ ନେଇଛି। ମାତ୍ର ୨ ଫୁଟ ଜମି ପାଇଁ ଜଣେ ବ୍ୟକ୍ତି ନିଜ ପରିବାରର ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ସାଗର ଜିଲ୍ଲା...

trump-2-750x393
ଟ୍ରମ୍ପଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ସ୍ତମ୍ଭକାର କ୍ୟାରୋଲ୍

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ତାଙ୍କୁ ୨୩ ବର୍ଷ ତଳେ ଯୌନ ନିର୍ଯାତନା ଦେଇଥିଲେ ବୋଲି ଆମେରିକାର ଜଣେ ମହିଳା ସ୍ତମ୍ଭକାର ଇ ଜେନ୍‌ କ୍ୟାରୋଲ ଅଭିଯୋଗ ଆଣିଛନ୍ତି। ମ୍ୟାନ୍‌ହଟ୍ଟନ୍‌ଠାରେ ଏକ ଡିପାର୍ଟମେଣ୍ଟାଲ ଷ୍ଟୋର୍‌ର ଡ୍ରେସିଂ ରୁମ୍‌ରେ ଟ୍ରମ୍ପ ବଳପୂର୍ବକ ଏପରି କରିଥିଲେ ବୋଲି କ୍ୟାରୋଲ ଅଭିଯୋଗ...

jj
ବିରାଟ୍ ଓ ଶଙ୍କର ଆଉଟ୍, ସଙ୍କଟରେ ଟିମ୍ ଇଣ୍ଡିଆ

ସାଉଥାମ୍ପଟନ୍: ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୮ ବଲରେ କ୍ୟାରିୟରର ୫୨ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିରାଟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ଏହା...

ere
ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ କମାଣ୍ଡର ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲ୍ଲାର ବୋନିୟାରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଛି। ଏଥିରେ ପାକିସ୍ତାନରେ ସକ୍ରିୟ ଥିବା ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ଲୁକମାନ ନିହତ ହୋଇଛି। ଲୁକମାନ ପାକିସ୍ତାନର ନାଗରିକ ହୋଇଥିବା ବେଳେ ବାରୁମୁଲ୍ଲାରେ ଜୈଶର କମାଣ୍ଡର ଭାବେ ନିଯୁକ୍ତ ହୋଇଥିଲା। ଆଜି ସକାଳେ...

jj
ବିରାଟଙ୍କ ଆଉ ଏକ ଅର୍ଦ୍ଧଶତକ, ଟିମ୍ ଇଣ୍ଡିଆର ୧୦୦ ରନ୍ ପୂରଣ

ସାଉଥାମ୍ପଟନ୍: ଚଳିତ ବିଶ୍ୱକପରେ ଦମଦାର ଫର୍ମରେ ଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୪୮ ବଲରେ କ୍ୟାରିୟରର ୫୨ତମ ଦିନିକିଆ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିରାଟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ଏହି...

baragada
ମା’ ଉପରେ ରାଗି ନିଜ ମୁଣ୍ଡକୁ ଗୁଳି କଲେ ଯୁବକ

ବରଗଡ଼ (ଦୀପକ ଶର୍ମା): ମା’ ସହ ଝଗଡ଼ା କରିବା ପରେ ଜଣେ ଯୁବକ ନିଜ ମୁଣ୍ଡରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଅମ୍ୱାଭୋନା ଥାନା କଲମୀ ଗାଁରେ। ମୃତକଙ୍କ ନାଁ ରାକେଶ ବେହେରା(୨୪)। ରାକେଶ ତାଙ୍କ ମାଆଙ୍କ ସହ ମାମୁ ଘର...

rr-5
ପ୍ରାରମ୍ଭିକ ଝଟ୍‌କା ପରେ ସ୍ଥିତି ସମ୍ଭାଳିଲେ ରାହୁଲ୍ ଓ ବିରାଟ୍

ସାଉଥାମ୍ପଟନ୍: ଏଠାରେ ଚାଲିଥିବା ଭାରତ ଓ ଆଫଗାନିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଫର୍ମରେ ଥିବା ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ଆଉଟ୍ ହୋଇଛନ୍ତି । ତାଙ୍କୁ ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍-ରେହମାନ୍ କ୍ଲିନ୍ ବୋଲ୍ଡ କରିଛନ୍ତି...

s. tendulkar
ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗିଯିବ କି?

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ ଭାଙ୍ଗି ଯିବ କି? ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ସଚିନ୍‌ଙ୍କ ଏହି ରେକର୍ଡଟି କ’ଣ? ୧୬ ବର୍ଷ ତଳେ ଅର୍ଥାତ୍ ୨୦୦୩ ବିଶ୍ୱକପ୍‌ରେ ସେ ୬୭୩ ରନ୍ କରିଥିଲେ। ଏହି...

wa-11
ଏମିତି ଆମ ଶିକ୍ଷା ବ୍ୟବସ୍ଥା ! ୫୦ରୁ ମିଳିଲା ୬୬ ମାର୍କ

ଅହମଦାବାଦ: ଆମ ଦେଶର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷକଙ୍କ ଅବସ୍ଥା କ’ଣ, ଏହାର ଜ୍ୱଳନ୍ତ ଉଦାହରଣ ଗୁଜରାଟରେ ଦେଖିବାକୁ ମିଳିଛି। ବିଜ୍ଞାନର ପାଠ୍ୟକ୍ରମରେ ପୂର୍ଣ୍ଣ ମାର୍କ ୫୦ ହୋଇଥିବା ବେଳେ ଜଣେ ଛାତ୍ରଙ୍କୁ ଏଥିରେ ୬୬ ମାର୍କ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୧୦ମ ଶ୍ରେଣୀର ଜଣେ...

amaresh-3..
ଖଳନାୟକ କିନ୍ତୁ ହିରୋଙ୍କଠାରୁ ବି ଅଧିକ ଲୋକପ୍ରିୟ

ମୁମ୍ବାଇ:   ୮୦ ଦଶକରେ ପରଦା ଉପରେ ଛାତି ଥରାଇ ଦେଉଥିବା ଗର୍ଜନ ସହ ନାଲି ନାଲି ଆଖିର ଚାହାଣୀ ଦେଖିଲେ ପିଲାଠୁ ବଡ ପର୍ଯ୍ୟନ୍ତ ସମସ୍ତେ କ୍ଷଣକେ ଶଙ୍କି ଯାଉଥିଲେ।  ଏପରି ବ୍ୟକ୍ତି  ପ୍ରାୟତଃ  ଅଧିକାଂଶ ହିନ୍ଦୀ ଫିଲ୍ମରେ ଖଳନାୟକ ଚରିତ୍ରକୁ ଜୀବନ୍ତ ଫୁଟାଇ ପାରୁଥିଲେ। ଯେତେବେଳେ ହିନ୍ଦୀ ଫିଲ୍ମରେ...

671-2
କୁନି କୁନି ତିନି ସନ୍ତାନଙ୍କ ସହ ସ୍ତ୍ରୀଙ୍କୁ ହତ୍ୟା କଲେ ଶିକ୍ଷକ

ନୂଆଦିଲ୍ଲୀ: ଜଣେ ଶିକ୍ଷକ ତାଙ୍କ ପତ୍ନୀ ଓ ତିନି ଛୁଆଙ୍କୁ ହତ୍ୟା କରିଛନ୍ତି। ପତ୍ନୀଙ୍କୁ ଛୁରୀ ଭୁସି ଓ ତିନି ଛୁଆଙ୍କୁ ତଣ୍ଟି ଚିପି ମାରି ଦେଇଛନ୍ତି। ଏଭଳି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି ଦେଶର ରାଜଧାନୀ ଦିଲ୍ଲୀର ମହରୌଲୀ ଅଞ୍ଚଳରେ। ଅଭିଯୁକ୍ତ ଶିକ୍ଷକଙ୍କ ନାଁ ଉପେନ୍ଦ୍ର...

death-89
ବୃଦ୍ଧଙ୍କୁ ଜୀଇଁଥିବା ଅବସ୍ଥାରେ ଶବାଗାର ପଠାଇଦେଲେ ଡାକ୍ତର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଡାକ୍ତରଙ୍କ ଅବହେଳାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଏଠାରେ ଡାକ୍ତର ଜଣେ ବୃଦ୍ଧଙ୍କୁ ମୃତ ଘୋଷଣା କରିବା ସହ ଶବଗୃହକୁ ପଠାଇ ଦେଇଥିଲେ। ହେଲେ ଶବ ବ୍ୟବଚ୍ଛେଦ ଗୃହରେ ଜଣାପଡ଼ିଲା ଯେ ସେ ଜୀବିତ ଅଛନ୍ତି। ଅବଶ୍ୟ ପରେ ତାଙ୍କର ମୃତ୍ୟୁ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।