• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

rafale-
ରାଫେଲ୍ ବିମାନ ନିର୍ମାଣ ତଥ୍ୟ ଚୋରି ହୋଇନି

ନୂଆଦିଲ୍ଲୀ: ଫ୍ରାନ୍ସରେ ଥିବା ଭାରତୀୟ ବାୟୁସେନାର ରାଫେଲ୍ ଜେଟ୍  ଅଫିସରୁ ନିର୍ମାଣ ସଂକ୍ରାନ୍ତୀୟ ତଥ୍ୟ ଚୋରି ହୋଇନି। ଭାରତୀୟ ବାୟୁସେନାର ଏକ ଟିମ୍ ଏବଂ ଫ୍ରାନ୍ସ ସରକାରଙ୍କ ଏକ ଟିମର ମିଳିତ ତଦନ୍ତ ପରେ ଆଜି ଏହି ସୂଚନା ମିଳିଛି। ମେ’ ୨୦୧୯ରେ ଫ୍ରାନ୍ସର ରାଫେଲ କାର୍ଯ୍ୟାଳୟରୁ ତଥ୍ୟ...

new jersy
ନୂଆ ଜର୍ସିରେ ଟିମ୍‌ ଇଣ୍ଡିଆ

ଲଣ୍ଡନ: ଆସନ୍ତାକାଲି ନୂଆ କମଳା (ଅରେଞ୍ଜ) ଓ ଘନ ନୀଳ ରଙ୍ଗର ଜର୍ସିରେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ପଡ଼ିଆକୁ ଓହ୍ଲାଇବ। ଗତକାଲି ଟିମ୍‌ ଇଣ୍ଡିଆର ପ୍ରାୟୋଜକ ଥିବା ନାଇକ୍‌ ତରଫରୁ ଏହି ଅରେଞ୍ଜ ଜର୍ସିର ଉନ୍ମୋଚନ କରାଯାଇଥିଲା। ଏବେ ଟିମ୍‌ ଇଣ୍ଡିଆର ସଦସ୍ୟମାନେ...

indian_team_
କାଲି ଇଂଲଣ୍ଡକୁ ଭେଟିବ ଭାରତ: କ’ଣ କହେ ରେକର୍ଡ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲି ବର୍ମିଂହାମରେ ଲଢ଼େଇ ହେବ। ୧୯୩୨ରେ ପ୍ରଥମେ ଭାରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ୍‌ ଲଢ଼େଇ ଆରମ୍ଭ ହୋଇଥିଲା। ଏହା ଏକ ଟେଷ୍ଟ ମ୍ୟାଚ୍‌ ଥିଲା। ଏହାପରେ ୧୯୭୪ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଲଢ଼େଇ ଆରମ୍ଭ ହୋଇଥିଲା। ସେବେଠାରୁ...

jail
ଚୌଦ୍ୱାର ଜେଲ ପରିଦର୍ଶନ କଲେ ମାନବାଧିକାର କମିଶନ

କଟକ: ଜାତୀୟ ମାନବାଧିକାର କମିଶନ ଏବଂ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ସଦସ୍ୟା ଆଜି କଟକ ଚୌଦ୍ୱାର ଜେଲ ପରିଦର୍ଶନ କରିଛନ୍ତି।  ପରିଦର୍ଶନ ବେଳେ ମାନବାଧିକାର ସଦସ୍ୟସଦସ୍ୟା ଜେଲର ବିଭିନ୍ନ ବିଭାଗକୁ ଯାଇ ଯାଞ୍ଚ କରିଥିବା ସୂଚନା ମିଳିଛି। ସୂଚନାଥାଉ କି, କିଛି ଦିନ ତଳେ ଜେଲ ପରିସରରେ...

kalinga1
କଳିଙ୍ଗନଗରକୁ ନ୍ୟାଶ୍‌ନାଲ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଆଣ୍ଡ୍‌ ମ୍ୟାନୁଫ୍ୟାକଚରିଂ ଜୋନ୍‌ ସ୍ୱୀକୃତି

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ଥିବା କଳିଙ୍ଗନଗରକୁ ନ୍ୟାଶ୍‌ନାଲ୍‌ ଇନ୍‌ଭେଷ୍ଟମେଣ୍ଟ୍‌ ଆଣ୍ଡ୍‌  ମ୍ୟାନୁଫ୍ୟାକଚରିଂ ଜୋନ୍‌ ଭାବେ ସ୍ୱୀକୃତି ମିଳିଛି। କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସ୍ଥାନକୁ ସଡ଼କ ପଥ, ରେଳ ପଥ ଏବଂ ଜଳପଥ ସୁବିଧା ଥିବାରୁ ଏଭଳି ମାନ୍ୟତା...

adibasi meli
ସ୍ୱାଭିମାନୀ ଅଞ୍ଚଳରେ ଏକଜୁଟ ହେଲେ ଆଦିବାସୀ, ବିକାଶ ପାଇଁ ଶପଥ ନେଲେ

ମାଲକାନଗିରି: ଲାଲଗଡ଼ରେ ଆଦିବାସୀ ମେଳି। ଅଞ୍ଚଳର ବିକାଶ ପାଇଁ ମେଳି ବାନ୍ଧିଛନ୍ତି ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଶହଶହ ଆଦିବାସୀ । ଲାଲ୍‌ ବାହିନୀର ନାଲି ଆଖିକୁ ଖାତିର ନକରି ନିଜ ଅଞ୍ଚଳର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ନେଇ ମୁଦୁଲିଗୁଡ଼ାରେ ୨୫ ଖଣ୍ଡ ଗାଁର ଶହଶହ...

khalilagi-3..
ଆଜି ଖଳିଲାଗି ଏକାଦଶୀ, ସୁବାସିତ ଫୁଲ ଓ ତୁଳସୀରେ ବେଶ ହେବେ ତିନି ଠାକୁର

ଭୁବନେଶ୍ୱର: ସ୍ନାନ ପୂର୍ଣ୍ଣିମାଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡ଼ିଛନ୍ତି । ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କଠାରେ ଦଶମୂଳ ମୋଦକ ଲାଗି କରାଯିବ । ଦଶମୂଳ ମୋଦକ ଲାଗି ପରେ  ଅସୁସ୍ଥ ଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ରାଜବୈଦ୍ୟଙ୍କ ଦ୍ୱାରା...

srk-2..
ରିଲିଜ ହେଲା ‘ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଟ୍ରେଲର, ଶାହାରୁଖଙ୍କ ଭଏସ୍‌ ଶୁଣି ଫ୍ୟାନ୍‌ ଉତ୍ସାହିତ

ମୁମ୍ୱାଇ: ଡିଜନି ପ୍ରଡକ୍ସନ୍‌ରେ ନିର୍ମିତ ଫିଲ୍ମ ‘ଦ ଲାୟନ କିଙ୍ଗ’ର ହିନ୍ଦୀ ଟ୍ରେଲର ରିଲିଜ ହୋଇଯାଇଛି। ଦୀର୍ଘ ଦିନ ହେଲାଣି ଏହି ଫିଲ୍ମ ଚର୍ଚ୍ଚାରେ ରହି ଆସିଛି। କାରଣ ଏଥିରେ ଉଭୟ ଶାହାରୁଖ ଓ ତାଙ୍କ ପୁଅ ଭଏସ୍‌ ଦେଇଛନ୍ତି। ଏହାକୁ ଦର୍ଶକମାନେ ଖୁବ୍‌ ଉତ୍ସୁକତାର ସହ ଅପେକ୍ଷା...

pds
ମୋଦି ସରକାରଙ୍କ ନୂଆ ଯୋଜନା ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’

ନୂଆଦିଲ୍ଲୀ: ‘ଗୋଟିଏ ଦେଶ,ଗୋଟିଏ ନିର୍ବାଚନ’ ପାଇଁ ମୋଦି ସରକାର ଆଲୋଚନା କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଣିବାକୁ ଯାଉଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା। ଏହା ଦ୍ୱାରା ଜଣେ ଉପଭୋକ୍ତା ଦେଶର ଯେ କୌଣସି ଦୋକାନରେ ରାସନକାର୍ଡ ଦେଖାଇ ଚାଉଳ, ଗହମ ଆଦି ଆଣି ପାରିବେ। ଖୁବ୍‌ଶୀଘ୍ର...

J.K-Tripathy-IPS-officer-Tamil-Nadu-1985-batch
ଓଡ଼ିଆ ପୁଅ ଜଳଦ କର ହେଲେ ତାମିଲନାଡୁ ଡିଜିପି

ଚେନ୍ନାଇ: ତାମିଲନାଡୁର ନୂଆ ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ଆଇପିଏସ୍‌ ଜଳଦ କର ତ୍ରିପାଠୀ। ଜୁଲାଇ ପହିଲାରେ ସେ ଦାୟିତ୍ୱ ଗ୍ରହଣ କରିବେ। ୧୯୮୫ ବ୍ୟାଚ୍‌ର ତାମିଲନାଡୁ କ୍ୟାଡରର ଏହି ଆଇପିଏସ୍‌ ଅଫିସର ଦୁଇ ବର୍ଷ ପାଇଁ ଏହି ପଦବୀରେ ରହିବେ। ଏବେ ସେ...

rahul
ଗଣ ଇସ୍ତଫା ଦେଲେ କଂଗ୍ରେସ କର୍ମୀ, କହିଲେ ରାହୁଲଙ୍କୁ ଟିମ୍‌ ବାଛିବା ପାଇଁ ସୁବିଧା ହେବ

ନୂଆଦିଲ୍ଲୀ:ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ‘ସମ୍ମାନ’ରେ ଅନେକ କଂଗ୍ରେସ ନେତା ନିଜ ନିଜ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ଏକ ଗଣ ଇସ୍ତଫା ଚିଠି ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ୮୦ ଜଣ ନେତାଙ୍କ ସ୍ୱାକ୍ଷର ରହିଛି। ଏହି ଇସ୍ତଫାପତ୍ରର ଆରମ୍ଭରେ ଲେଖା ଅଛି,...

bls-1
ଧୋକା ଦେଲା ୧୦୮, ଗୁରୁତର ବୃଦ୍ଧାଙ୍କୁ ହାତରେ ବୋହି ଡାକ୍ତରଖାନାରେ ପହଞ୍ଚାଇଲେ ସମାଜସେବୀ

ବାଲେଶ୍ୱର: ପୁଣି ଧୋକା ଦେଲା ୧୦୮ ଆମ୍ବୁଲାନ୍ସ। ଶେଷରେ ଜଣେ ସମାଜସେବୀ ଅସହାୟ ଗୁରୁତର ବୃଦ୍ଧାଙ୍କୁ ହାତରେ ବୋହି କିଛି ବାଟ ନେବା ପରେ ଏକ ଭଡା ଗାଡ଼ି କରି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପହଞ୍ଚାଇଛନ୍ତି। ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରେ ୧୦୮ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ ...

pic10
ଧାନର ଅଭାବୀ ବିକ୍ରିକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ଦିନକ ପରେ ରବି ଋତୁ ପାଇଁ ଧାନ କିଣା ବନ୍ଦ ହେବାକୁ ଯାଉଛି। ଖରିଫ ଋତୁ ପାଇଁ ଚାଷ କାମ ଆରମ୍ଭ ହୋଇଥିଲେ ମଧ୍ୟ ଧାନର ଅଭାବୀ ବିକ୍ରି ଯୋଗୁ ଚାଷୀଙ୍କ ପାଖରେ ବିହନ କିଣିବାକୁ ଟଙ୍କା ନାହିଁ। ବସ୍ତା ବସ୍ତା ଧାନ ବିକ୍ରି ନ ହୋଇ...

pic9
ଶ୍ରୀଲଙ୍କାକୁ ୨୦୩ ରନ୍‌ରେ ଧରାଶାୟୀ କଲା ଦକ୍ଷିଣ-ଆଫ୍ରିକା

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ଶୁକ୍ରବାର ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ବୋଲରମାନଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଶ୍ରୀଲଙ୍କା ୪୯.୩ ଓଭରରେ ୨୦୩ ରନ୍ କରି ଅଲଆଉଟ୍ ହୋଇଛି। ଫଳରେ ଏହି ମୁକାବିଲା ଜିତିବା ପାଇଁ ଦକ୍ଷିଣ...

841318-mamata-banerjee-5
ମୁସଲିମ୍‌ ଛାତ୍ରଛାତ୍ରୀଙ୍କ ପାଇଁ ବି‌ଜ୍ଞପ୍ତି ଦେଇ ବିବାଦରେ ମମତା

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀ ସରକାରଙ୍କ ଏକ ଅଜବ ବିଜ୍ଞପ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ କୁଚବେହାର ଜିଲ୍ଲାରେ ଥିବା ସରକାରୀ ସ୍କୁଲ ଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଯେଉଁ ସ୍କୁଲରେ ୭୦%...

pjimage-2019-06-28T120758.515
ସୁନୀଲ୍‌ ସେଟ୍ଟିଙ୍କ ଝିଅକୁ ଡେଟ୍‌ କରୁଛନ୍ତି କ୍ରିକେଟର୍ ଲୋକେଶ ରାହୁଲ୍ !

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ତଥା ସୁନୀଲ ସେଟ୍ଟିଙ୍କ ଝିଅ ଆଥିଆ ସେଟ୍ଟି ବର୍ତ୍ତମାନ ନିଜର ଆଫେୟାରକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏବେ ଖବର ମିଳିଛି ଯେ, ଆଥିଆ ସେଟ୍ଟି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲଙ୍କ ସହ ସହ ଡେଟ୍ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଦୁହେଁ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।