ନୂଆଦିଲ୍ଲୀ: ଦିଲ୍ଲୀର ଅମନ ବିହାର ଅଞ୍ଚଳରେ ଜଣେ ମୌଲାନା ‘ଜୟ ଶ୍ରୀରାମ’ ନକହିବାରୁ ତାଙ୍କ ଉପରେ ଦୁର୍ବୃତ୍ତମାନେ କାର୍ ଚଢ଼ାଇ ଦେଇଛନ୍ତି। ତାଙ୍କ ନାଁ ମୌଲାନା ମହମ୍ମଦ ମୋମିନ୍। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଛନ୍ତି। ଗତ ଗୁରୁବାର ସନ୍ଧ୍ୟାରେ ସେ ବୁଲିବାକୁ ବାହାରକୁ ଯାଇଥିବା ବେଳେ...
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):ଗତକାଲି ହସ୍ପିଟାଲରେ ଜନ୍ମ ନେଇଥିଲା କନ୍ୟା ସନ୍ତାନ। ଘରକୁ ଲକ୍ଷ୍ମୀ ଆସିବାର ଖୁସିରେ ଆତ୍ମହରା ହୋଇଥିଲେ ପରିବାର ଲୋକେ। ଆଜି ସକାଳୁ ଖୁସି ମନରେ ନବଜାତ ଶିଶୁକୁ ଧରି ବାହାରିଥିଲେ ଘର ଅଭିମୁଖେ। ହେଲେ ଅଧା ରାସ୍ତାରୁ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ମା’ ଓ...
ରାୟଗଡ଼ା: ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ ଆପଣମାନେ ଘରେ ବ୍ୟବହାର କରନ୍ତି। ଘରର ସୋଫା ଠାରୁ ଆରମ୍ଭ କରି କାନ୍ଥ ଘଣ୍ଟା ପର୍ଯ୍ୟନ୍ତ, କିନ୍ତୁ ଆପଣ କେବେ ବାଉଁଶ ତିଆରି କୂଅ ଦେଖିଛନ୍ତି କି? ଯାହାକୁ ଅତି କମ୍ ମୂଲ୍ୟରେ ଚାଷୀମାନେ ଚାଷ କାମରେ ବ୍ୟବହାର କରିପାରିବେ। କେବଳ...
କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅଫିସରେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ବିଡିଓଙ୍କ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଡିଓ ତ୍ରିନାଥ ମାଝୀଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି ନିକଟସ୍ଥ ମୂଷାଗୁଡା ଗାଁର ଦିବ୍ୟାଙ୍ଗ ହିତାଧିକାରୀ ଚନ୍ଦ୍ର ଖରା। ଅଭିଯୋଗ ଅନୁସାରେ, ଚନ୍ଦ୍ର ନିଜ ପତ୍ନୀଙ୍କ ନାଁରେ ଆସିଥିବା ଘରର...
ସାଉଥାମ୍ପଟନ୍: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପାଇଁ ଏବେ ରେକର୍ଡ ଭାଙ୍ଗିବା ଏକ ସାଧାରଣ କଥା ହୋଇଗଲାଣି। ବିରାଟ ବ୍ୟାଟିଂ କରିବାକୁ ଓହ୍ଲାଇବା ମାତ୍ରକେ, କିଛି ନା କିଛି ରେକର୍ଡ ନିଜ ନାମରେ କରିଥାନ୍ତି। ଆସନ୍ତାକାଲି ବିଶ୍ୱକପରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ। ଚଳିତ...
ନୂଆଦିଲ୍ଲୀ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂହ ପୁଣିଥରେ କ୍ରିକେଟ୍ ମଇଦାନରେ ପାଦ ଦେବେ। ଆସନ୍ତା ଜୁଲାଇ ୧୫ ତାରିଖରୁ ବ୍ରାମ୍ପଟନରେ ହେବାକୁଥିବା ଗ୍ଲୋବାଲ୍ ଟି-୨୦ କ୍ୟାନାଡାର ଦ୍ୱିତୀୟ ସଂସ୍କରଣ ପାଇଁ ଯୁବରାଜ ଟରଣ୍ଟୋ ନ୍ୟାଶନାଲ୍ସ ପାଇଁ ଚୁକ୍ତି କରିଛନ୍ତି। ଗୁରୁବାର ଖେଳାଳିମାନଙ୍କ ଡ୍ରାଫ୍ଟରେ ଯୁବରାଜଙ୍କୁ...
ରାଞ୍ଚି: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ରାଞ୍ଚିଠାରେ ଏକ ବିଶାଳ ଯୋଗ ପ୍ରଦର୍ଶନ ଶିବିରର ଆୟୋଜନ କରାଯାଇଥିଲା। ଏହାର ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିଲେ। ଯୋଗ ପ୍ରଦର୍ଶନ ଶିବିର ଆରମ୍ଭ ହେବାର କିଛି ସମୟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସମଗ୍ର ବିଶ୍ୱକୁ ଏକ ବାର୍ତ୍ତା ଦେଇଥିଲେ।...
ଭୁବନେଶ୍ୱର: ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ବିଜ୍ଞାନ ଭଳି କଳାରେ ମଧ୍ୟ ବାଲେଶ୍ୱର ଜିଲ୍ଲା ବାଜି ମାରିଛି। ଅର୍ଥାତ୍ ରାଜ୍ୟରେ ବାଲେଶ୍ୱରର ପାସ୍ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ଏଥର ପାସ୍ ହାର ୭୫.୬୭% ରହିଛି। ଗତବର୍ଷ...
ରାଞ୍ଚି: ୫ମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆଜି ରାଞ୍ଚିଠାରେ ଏକ ବିଶାଳ ଯୋଗ ଶିବିର ଆୟୋଜିତ ହୋଇଥିଲା। ଏହି ଯୋଗ ଶିବିରର ନେତୃତ୍ୱ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିଲେ। ତେବେ ଏହି ଶିବିରରେ ମୋଦି ମାତ୍ର ୪୦ ମିନିଟ୍ରେ ୨୪ଟି ଯୋଗାସନ କରି ସେଠାରେ ଉପସ୍ଥିତ...
ଅନୁଗୁଳ: ଅନୁଗୁଳ ଥାନା ରନ୍ତଲେଇରେ ଗତକାଲି ବଜ୍ରପାତରେ ଜଣେ ମହିଳା ଓ ତାଙ୍କର ପୁଅର ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ଭଇନା ବାଲାନାଥ ଓ ତାଙ୍କ ପୁଅ ହେଉଛନ୍ତି, ନନ୍ଦୁ ବାଲାନାଥ। ସେମାନଙ୍କ ଘର ମହାରାଷ୍ଟ୍ର ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ମୃତକ...
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଡବଲ ମର୍ଡର ହୋଇଛି। ଅମ୍ବାଦଳା ଥାନା ଅନ୍ତର୍ଗତ ସୁକଲାଭଟାରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଦୁଇ ଜଣ ହେଲେ ମକର ନାୟକ ଓ କରୁଣା ନାୟକ। ଦୁହେଁ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁଣି ଗାରେଡ଼ିକୁ ନେଇ ମକର ଓ...
ନୂଆଦିଲ୍ଲୀ : ପାର୍ଲାମେଣ୍ଟରେ ପୁଣି ହେଲା ଟ୍ରିପଲ ତଲାକ ବିଲ୍ ଆଗତ ହୋଇଛି। କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁସଲମାନ ମହିଳା ବିବାହ ଅଧିକାର ସୁରକ୍ଷା ବିଲ୍-୨୦୧୯ ବା ଟ୍ରିପଲ ତଲାକ ବିଲ୍କୁ ସଂସଦରେ ଉପସ୍ଥାପନ କରିଛନ୍ତି। ଫେବ୍ରୁଆରୀରେ ଲାଗୁ ହୋଇଥିବା ଅଧ୍ୟାଦେଶ ବଦଳରେ ଏହି ବିଧେୟକ...
ଭୁବନେଶ୍ୱର: ଓଲିଉଡ୍ ଅଭିନେତ୍ରୀ ସୂର୍ଯ୍ୟମୟୀ ଦେଖିବାକୁ ଖୁବ୍ ସୁନ୍ଦର। ଆଉ ତାଙ୍କ ପେଣ୍ଟିଂଗୁଡ଼ିକ ତାଙ୍କଠାରୁ ବି ସୁନ୍ଦର। ଆପଣମାନଙ୍କ ମଧ୍ୟରୁ କେହି କେହି ହୁଏତ ଜାଣି ନଥିବେ ଯେ ସୂର୍ଯ୍ୟମୟୀ ଜଣେ ଚିତ୍ରକର। ଭିନ୍ନ ଭିନ୍ନ ରଙ୍ଗକୁ ନେଇ କାନ୍ଭାସ୍ରେ ସେ ଖୁବ୍ ସୁନ୍ଦର ପେଣ୍ଟିଂ କରିପାରନ୍ତି। ନିକଟରେ...
ମୁମ୍ବାଇ: ରିଲିଜ୍ ହୋଇସାରିଛି ବଲିଉଡ୍ର ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍ ସିଂହ’। ଫିଲ୍ମର ଟିଜର୍ ରିଲିଜ୍ ହେବା ଦିନ ଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମ ରିଲିଜ୍ ହେବା ଦିନ ହିଁ ଦର୍ଶକଙ୍କର ଭଲ ପ୍ରତିକ୍ରିୟା ମିଳିଛି। ପ୍ରେମ, ବିଚ୍ଛେଦ ଏବଂ ବର୍ବାଦ୍କୁ ନେଇ ତିଆରି ହୋଇଥିବା...