• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

web chanel editor
ୱେବ ଚାନେଲ ସମ୍ପାଦକଙ୍କୁ ଉଠାଇ ନେଲା ପୋଲିସ

 ଭୁୁବନେଶ୍ୱରରେ ଜଣେ ୱେବ ଚ୍ୟାନେଲର ସମ୍ପାଦକଙ୍କୁ ଉଠାଇ ନେଇଛି ପୋଲିସ । ଧାବିକା ଦୂତି ଚାନ୍ଦଙ୍କ ଅଭିଯୋଗ ଆଧାରରେ ୱେବ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ରାଉତଙ୍କୁ ପୋଲିସ ଏପରି ପଦକ୍ଷେପ ନେଇଥିବା ଜଣାଯାଇଛି ।

storm ida in america
ଆମେରିକାରେ ପ୍ରଳୟ ରଚିଲା ‘ଇଡା’; ୪୯ ମୃତ

ଆମେରିକାରେ ବାତ୍ୟା ଇଡା ପ୍ରଳୟ ରଚିଛି। ବୁଧବାର ବାତ୍ୟା ଇଡା ପ୍ରଭାବରେ ଆମେରିକାର ନ୍ୟୁୟର୍କ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ପ୍ରବଳ ବର୍ଷା ଯୋଗୁ ନଦୀଗୁଡିକରେ ବନ୍ୟା ଆସି ଅତି କମ୍‌ରେ ୪୯ ଜଣଙ୍କର ମୃତ୍ୟୁ ଘଟିଲାଣି।

india post recruitment 2021
୧୦ମ ପାସ୍‌ ପିଲାଙ୍କ ପାଇଁ ସରକାରୀ ଚାକିରିର ସୁଯୋଗ

ଦଶମ ପାସ ପିଲାଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ଆସିଛି। ତୁରନ୍ତ ଆବେଦନ କରନ୍ତୁ।

northern alliance-taliban
ପଞ୍ଜଶିରକୁ ୩ ପଟୁ ଘେରି ରହିଛନ୍ତି ତାଲିବାନ, ତଥାପି ପଛଘୁଞ୍ଚା ଦେଇନି ନର୍ଦ୍ଦନ ଆଲିଏନ୍ସ

ଆଫଗାନିସ୍ତାନର ପଞ୍ଜଶିରରେ ଚାଲିଛି ନର୍ଦ୍ଦନ ଆଲାଏନ୍ସ-ତାଲିବାନ ଘମାଘୋଟ ଯୁଦ୍ଧ  । ପଞ୍ଜଶିର ଉପତ୍ୟକାକୁ ୩ ପଟୁ ଘେରି ରହିଛନ୍ତି ତାଲିବାନ। ତାଲିବାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛି ନର୍ଦ୍ଦନ ଆଲାଏନ୍ସ । ଶେଷ ରକ୍ତ ବିନ୍ଦୁ ଯାଏ ମାତୃଭୂମି ପାଇଁ ଲଢ଼େଇ ଜାରି ରହିବ ବୋଲି ଶପଥ କରିଛନ୍ତି...

 tunnel like structure at the Delhi Legislative Assembly
ଦିଲ୍ଲୀ ବିଧାନସଭା ନିକଟରେ ସୁଡଙ୍ଗ, ରେଡ ଫର୍ଟକୁ କରୁଛି ସଂଯୋଗ

:ଦିଲ୍ଲୀ ବିଧାନସଭାରେ ନିକଟରେ ଠାବ ହୋଇଛି ଐତିହାସିକ ସୁଡଙ୍ଗ। ଗୁରୁବାର ଦିନ ଏହି ସୁଡଙ୍ଗର ମୁହଁର ସନ୍ଧାନ ମିଳିଛି। ଏହି ସୁଡଙ୍ଗ ଦିଲ୍ଲୀ ବିଧାନସଭାକୁ ରେଡ ଫର୍ଟ ସହିତ ସଂଯୋଗ କରୁଛି।

Actor sidharth shukla
ଆଜି ସିଦ୍ଧାର୍ଥ ଶୁକ୍ଳାଙ୍କର ଅନ୍ତିମ ସଂସ୍କାର

ଲୋକପ୍ରିୟ ଅଭିନେତା ତଥା ବିଗ୍‌ବସ -୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କର  ଗତକାଲି ଦେହାନ୍ତ ହୋଇଯାଇଛି । ଆଜି ଦିଆଯିବ ଶେଷ ବିଦାୟ।

north korea leader kim jong un
ଉତ୍ତର କୋରିଆ ତାନାଶାହ କିମ୍ ଜୋଙ୍ଗଙ୍କର ବଦଳି ଗଲା ଚେହେରା, ଭାଇରାଲ ହେଲା ଫଟୋ

କିଛି ଦିନ ତଳେ ନିଜର ସ୍ୱାସ୍ଥ୍ୟକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଉତ୍ତର କୋରିଆ ସୁପ୍ରିମୋ କିମ୍‌ ଜୋଙ୍ଗ ଉନ (Kim Jong Un)। ହେଲେ କିମ୍‌ ଜୋଙ୍ଗଙ୍କର କ’ଣ ହୋଇଥିଲା ସେ ବିଷୟରେ କିଛି ତଥ୍ୟ ମିଳି ନ ଥିଲା। ହେଲେ ଏବେ ବଦଳି ଯାଇଛି ତାଙ୍କର...

patna jdu mla from gopalpur
ଟ୍ରେନରେ ଗଞ୍ଜି, ଚଡ୍ଡି ପିନ୍ଧି ବୁଲୁଥିଲେ, ଯାତ୍ରୀ ବିରୋଧ କରିବାରୁ ରୋବାବ ଦେଖାଇଲେ ବିଧାୟକ

ବିଧାୟକଙ୍କ ପୋଷାକକୁ ନେଇ ଏବେ ସୋଶିଆଲ ମିଡ଼ିଆରେ ଚର୍ଚ୍ଚା। ଟ୍ରେନ ଯାତ୍ରାବେଳେ ଜଣେ ବିଧାୟକ ଏମିତି ପୋଷାକ ପିନ୍ଧିଥିଲେ ଯାହାକୁ ଦେଖି ଯାତ୍ରୀ ତାଙ୍କୁ ଘେରି ଯାଇଥିଲେ। ହେଲେ ବିଧାକୟଙ୍କ ରୋବାବ ଦେଖି ଗଣ୍ଡଗୋଳ ବଢିଥିଲା।

bollywood star
କେତେ ଥିଲା ଏଇ ବଲିଉଡ ସୁପରଷ୍ଟାରଙ୍କ ପ୍ରଥମ ସାଲେରୀ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ,  ଅମିର ଖାଁ, ଶାହରୁଖ, ସଲମାନ, ପ୍ରିୟଙ୍କା ଚୋପ୍ରା... ।  ଆଜି ସୁପରଷ୍ଟାର ହୋଇଥିବା ଏହି ସେଲିବ୍ରିଟି କେତେ ଟଙ୍କା ଦରମାରେ ଆରମ୍ଭ କରିଥିଲେ କ୍ୟାରିଅର ଜାଣନ୍ତି ?   

Man escaped from train mishap
ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରେ ଚଢୁଥିଲେ, ଖସିପଡ଼ିଲେ ଯୁବକ: ଦେବଦୂତ ସାଜିଲେ ମହିଳା କନଷ୍ଟେବଲ୍‌

ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ମାରିପାରିବ ? ଏହି କଥାର ସତ୍ୟତା ଆଜି ଦେଖିବାକୁ ମିଳିଛି ଟାଟା ଷ୍ଟେଶନରେ।

tiger fear at nandankanan
ସଫାରୀ ଜାଲି ଛିଣ୍ଡାଇ ପଳାଇଲା ବାଘ !

ନନ୍ଦନକାନନରେ ବାଘ ଆତଙ୍କ । ସଫାରି ଭିତରେ ଜାଲି ଛିଣ୍ଡାଇ ପଳାଇ ଗଲା ବାଘ । ଏହି ଖବର ପ୍ରଚାର ହେବା ପରେ ଆତଙ୍କ ଖେଳି ଯାଇଥିଲା। ହେଲେ ଶେଷରେ ବାଘ ଧରାପଡ଼ିଥିବା ସୂଚନା ମିଳିଛି। 

taliban govt
ଆସନ୍ତା ୩ ଦିନ ମଧ୍ୟରେ ସରକାର ଗଠନ କରିବେ ତାଲିବାନ, ମହିଳାଙ୍କୁ ମିଳିପାରେ ସୁଯୋଗ

ଆମେରିକୀ ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନିମାନେ ଆଫଗାନିସ୍ତାନ ନିଜ କବ୍‌ଜାକୁ ନେଇ ଯାଇଛନ୍ତି। ପୁଣି ଥରେ ଆଫଗାନିସ୍ତାନରେ ନିଜର ରାଜ୍‌ ଚଲାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। 

Chandan Mitra
ପୂର୍ବତନ ସାଂସଦ ଚନ୍ଦନ ମିତ୍ରାଙ୍କ ପରଲୋକ

ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ତଥା ସାମ୍ବାଦିକ ଚନ୍ଦନ ମିତ୍ରଙ୍କର ୬୫ ବର୍ଷ ବୟସରେ ଗତକାଲି ରାତିରେ ପରଲୋକ ହୋଇଯାଇଛି। ଏ ନେଇ ତାଙ୍କର ପୁଅ କୁଶନ ମିତ୍ର ଟୁଇଟ କରି ସୂଚନା ଦେଇଛନ୍ତି।

Separatist Leader Syed Ali Shah Geelani
ପରଲୋକରେ ଜମ୍ମୁକଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଶାହା ଗିଲାନୀ

ଜାମ୍ମୁ ଓ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲି ଶାହା ଗିଲାନୀଙ୍କର ୯୨ ବର୍ଷ ବୟସରେ ଶ୍ରୀନଗରଠାରେ ପରଲୋକ  ହୋଇଯାଇଛି।ଦୀର୍ଘଦିନ ଅସୁସ୍ଥ ରହିବା ପରେ ବୁଧବାର ରାତି ସାଢେ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

government jobs in bank
୧୯୦ ବ୍ୟାଙ୍କ ଅଫିସର ପଦବୀ ପାଇଁ ଦରଖାସ୍ତ ଆହ୍ୱାନ

ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ଖାଲି ପଡ଼ିଥିବା ୧୯୦ ପଦବୀ ପୂରଣ ହେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି

ACF Death Case
ଅଭିଯୁକ୍ତଙ୍କୁ ଗିରଫ ନ କରି ଘରେ କାହିଁକି ଜେରା ହେଉଛି ? ଅସନ୍ତୋଷ ପ୍ରକାଶ କଲେ ସୌମ୍ୟଙ୍କ ବାପା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଯୁବ ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତକୁ ପୁଣି ଜୋରଦାର କରଛି କ୍ରାଇମବ୍ରାଞ୍ଚ। 

taliban attack panjashir
ପଞ୍ଜଶୀର ଆକ୍ରମଣ କରିବାକୁ ଆସିଥିବା ୩୫୦ ତାଲିବାନ ନିହତ, ନର୍ଦ୍ଦନ ଏଲାଏନ୍ସ କବ୍‌ଜାରେ ୪୦

ଆମେରିକା ସେନା ଆ‍ଫଗାନ ମାଟି ଛାଡିବା ପରେ ସକ୍ରିୟ ହୋଇଉଠିଛି ତାଲିବାନ। ପଞ୍ଜଶୀରକୁ ଛାଡ଼ିଦେଲେ ଏବେ ପୂରା ଆଫଗାନିସ୍ତାନ ତାଲିବାନ କବ୍‌ଜାରେ। ତେବେ ପଞ୍ଜଶୀରକୁ କବ୍‌ଜାକୁ ନେବା ପାଇଁ ସୋମବାରଠାରୁ ତାଲିବାନ ଏଂବ ନର୍ଦ୍ଦନ ଏଲାଏନ୍ସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି।

organ doner students
ଦୁଇ ବାଲ୍ୟବନ୍ଧୁଙ୍କ ଅମର କାହାଣୀ... ମୃତ୍ୟୁ ପରେ ବି ୧୨ ଜଣଙ୍କ ପାଖରେ ବଞ୍ଚି ରହିଛନ୍ତି

ଗୁଜରାଟରେ ଦୁଇ ବାଲ୍ୟବନ୍ଧୁ ୧୨ଟି ପରିବାର ପାଇ ଦେବଦୂତ ସାଜିଛନ୍ତି। ବ୍ରେନ ଡେଡ୍‌ ହେବା ପରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ୨ ଛାତ୍ର । ହେଲେ ୧୨ ଜଣଙ୍କ ଜୀବନ ବଞ୍ଚାଇ ହୋଇ ଯାଇଛନ୍ତି ଅମର।

covid 19
୨୪ ଘଣ୍ଟାରେ କରୋନା ସଂକ୍ରମଣ ୩୫.୬ ପ୍ରତିଶତ ବୃଦ୍ଧି

କାଲି ଦିନକରେ ଦେଶରୁ ୪୧, ୬୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ୨୪ ଘଣ୍ଟା ମଧ୍ୟରେ ୪୬୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩, ୭୮, ୧୮୧ରେ ପହଞ୍ଚିଥିବାବେଳେ ସୁସ୍ଥ ହାର ୯୭.୫୧ ରହିଛି।

petrol diesel prices reduced
୭ ଦିନ ସ୍ଥିର ରହିବା ପରେ ହ୍ରାସ ପାଇଲା ତୈଳ ଦର

ସାରା ଦେଶରେ ଆଜି ପେଟ୍ରୋଲ ଓ ଡିଜେଲ ଦର କମିଛି ଯାହା କି ସାଧାରଣ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେଇଛି। ଗତ ୭ ଦନ ହେବ ରିଟେଲ ଫୁଏଲ ଦାମ ସ୍ଥିର ଥିଲା। ସେଥିପାଇଁ ଅଏଲ ମାର୍କେଟିଂ କମ୍ପାନୀ ତୈଳ ଦର ହ୍ରାସ କରିଛନ୍ତି। 

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।