Advertisment

ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ

ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ। ମୂଳଦୁଆ ମଜବୁତ ପାଇଁ ୧୪ମିଟର ମୋଟୋଇର କଂକ୍ରିଟ ଚଟାଣ ନିର୍ମାଣ କରାଯାଇଛି ।

author-image
Minati Mishra
ଅଦ୍ୟତନ ହୋଇଛି

ଅଯୋଧ୍ୟାରେ ନିର୍ମାଣାଧିନ ରାମ ମନ୍ଦିରର ପ୍ରଥମ ପର୍ଯ୍ୟାୟ କାମ ଶେଷ। ମୂଳଦୁଆ ମଜବୁତ ପାଇଁ ୧୪ମିଟର ମୋଟୋଇର କଂକ୍ରିଟ ଚଟାଣ ନିର୍ମାଣ କରାଯାଇଛି । ବର୍ଷା ପରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାମ

Advertisment
Ayodhya Ram Mandir
Advertisment
Advertisment