• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

cinema hall
ଦୀର୍ଘମାସ ପରେ ଖୋଲିଲା ଏଇସବୁ ସିନେମା ହଲ

ଭୁବନେଶ୍ୱର: ୯ ମାସ ପରେ ବଡ଼ ସ୍କିନ୍‌ରେ ଫିଲ୍ମ ଦେଖିପାରିବେ ଦର୍ଶକ। ଜମିବ ସିଲଭର୍ ସ୍କିନ୍ ଓ ଡଲବି ସାଉଣ୍ଡର ମଜା। ଆଜିଠୁ ଖୋଲୁଛି ରାଜ୍ୟର କିଛି ସିନେମା ହଲ୍। ଭୁବନେଶ୍ୱର, କଟକ ସମେତ କିଛି ସହରର ସିନେମା ହଲରେ ବସି ଦର୍ଶକ ସିନେମା ଦେଖି ପାରିବେ ।...

highcourt
ଘରୋଇ ସ୍କୁଲରେ ଫି ହ୍ରାସ ନେଇ ହାଇକୋର୍ଟ ଶୁଣାଇଲେ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର: ରାଜ୍ୟର ଘରୋଇ ସ୍କୁଲରେ ଫି ହ୍ରାସ ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।  ଏ ନେଇ ଗଠିତ କମିଟିର ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲରେ ଫି ହ୍ରାସ ନେଇ କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟିର ନିଷ୍ପତ୍ତି ଗ୍ରହଣ...

trump
ଟ୍ରମ୍ପଙ୍କ ଫେସ୍‌ବୁକ୍‌, ଇନ୍‌ଷ୍ଟା, ଟ୍ୱିଟର ଆକାଉଣ୍ଟ ବ୍ଲକ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ବିବାଦ ଆମେରିକାରେ ଥମିନି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରାଜୟ ସ୍ୱୀକାର କରିବାକୁ ରାଜି ନ ଥିବାବେଳେ ଏହି ଫଳାଫଳକୁ ବେଆଇନ ବୋଲି କହି ଇଲେକ୍ଟୋରାଲ ପ୍ରସେସ୍‌କୁ ପ୍ରଭାବିତ କରିବାକୁ ଚାହୁଁଛନ୍ତି। ଏପରିକି ଆଜି ଟ୍ରମ୍ପ ସମର୍ଥକଙ୍କ ହିଂସା ବିସ୍ଫୋରକ...

Aparajita-Sarangi-1
ରାଜଧାନୀରେ ଆଉ ରହିବେନି ଭୋକିଲା !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଉ କେହି ଭୋକିଲା ରହିବେ ନାହିଁ। ସମସ୍ତ ଭୋକିଲାଙ୍କୁ ମିଳିବ ଖାଦ୍ୟ। ଖାଲି ଖାଦ୍ୟ ନୁହେଁ, ସେମାନେ ରୋଜଗାରକ୍ଷମ ମଧ୍ୟ ହେବେ। ଏମିତି ପ୍ରତିଶ୍ରୁତି ଦେଇ ଆରମ୍ଭ ହୋଇଛି ଅନ୍ନପୂର୍ଣ୍ଣା ଟ୍ରଷ୍ଟ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗଠନ କରାଯାଇଛି ଏହି...

corona-1111
୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୩୦ କରୋନା ରୋଗୀ, ମୃତ୍ୟୁ ସଂଖ୍ୟା ୧

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ  ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୯୬ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।...

sonu-1
ସୋନୁ ସୁଦ୍‌ଙ୍କ ନାଁରେ FIR ଦେଲା BMC

ମୁମ୍ବାଇ: କଙ୍ଗନାଙ୍କ ପରେ ରିଲ୍‌ରୁ ରିୟଲ ହିରୋ ପାଲଟିଥିବା ସୋନୁ ସୁଦ୍‌ଙ୍କୁ ଟାର୍ଗେଟ କରିଛି ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC)। ତାଙ୍କର ବାସଗୃହକୁ ହୋଟେଲ କରିଥିବା ଅଭିଯୋଗ ଆଣି ସୋନୁଙ୍କ ନାମରେ FIR ଦାଏର କରିଛି BMC। BMC ପୋଲିସରେ ଏକ ଅଭିଯୋଗ ଦାଏର କରି କହିଛି, ସୋନୁ...

jatra-artist
ମୁଁ ସୋନୀ, ଖଳନାୟିକା କିନ୍ତୁ ସୁଇଟ ହାର୍ଟ...

ସୋର:ମୁଁ ସୋନୀ। ସୁଇଟ ହାର୍ଟ। ଟୋକାଙ୍କ ଛାତିରେ ବାଡେଇ ହୁଏ ମୁଁ । ସୁପର ସାଇକ୍ଲାନ ପରି…। ସେ ନାୟିକା ନୁହଁନ୍ତ, ଖଳନାୟିକା। କିନ୍ତୁ ଯାତ୍ରା ଦର୍ଶକଙ୍କର ଅତି ଆପଣାର। ମଞ୍ଚରେ ଏମିତି ହଟ୍‌ ଡାଇଲଗ୍ କହି ବେଶ୍‌ ତାଳି ସାଉଁଟନ୍ତି ବୈଶାଳୀ ସାହୁ ଓରଫ ରୀନା। ଛ’...

petrol
ନୂଆବର୍ଷରେ ପ୍ରଥମ ଥର ପାଇଁ ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ:ଲଗାତାର ୨୯ ଦିନ ସ୍ଥିର ରହିବା ପରେ ଆଜି ତୈଳଦରରେ ପରିବର୍ତ୍ତନ ଘଟିଛି। ତେଲ କମ୍ପାନୀ ପ୍ରତିଦିନ ସକାଳୁ ପେଟ୍ରୋଲ-ଡିଜେଲ ରେଟ ରିଭାଇଜ୍‌ କରନ୍ତି। ଗତ ୨୯ ଦିନ ଧରି ଏହାର ରେଟ୍‌ରେ କୌଣସି ପରିବର୍ତ୍ତନ ଘଟି ନଥିବାବେଳେ ନୂଆ ବର୍ଷରେ ପ୍ରଥମ ଥର ପାଇଁ ଆଜି ପରିବର୍ତ୍ତନ...

keral
ଆଜି ରାଜ୍ୟରେ କରୋନା ମୃତ୍ୟୁ ଶୂନ

ଭୁବନେଶ୍ୱର:ରାଜ୍ୟରେ କରୋନା ସଂକ୍ରମଣ ହାର କିଛି ଦିନ କମିବା ପରେ ପୁଣି ଆଜି ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ୨୮ ଟି ଜିଲ୍ଲାରୁ ଏହି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।  ଏମାନଙ୍କ ମଧ୍ୟରୁ ୧୩୩ କ୍ୱାରାଣ୍ଟିନ ସେଣ୍ଟରରୁ...

rsp
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ରାଉରକେଲା(ସତ୍ୟାନନ୍ଦ ମହାନ୍ତି/ପବନ ତିୱାରୀ) : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (RSP) ରେ ଗ୍ୟାସ୍ ଲିକ୍ ହୋଇଛି। ବିଷାକ୍ତ ଗ୍ୟାସ ପ୍ରଭାବରେ ୧୦ ଜଣ ଆରଏସପି କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରଥମେ ୨ ଜଣଙ୍କର ମୃତ୍ୟୁ ଘଟିଥିଲ। ପରବର୍ତ୍ତୀ ସମୟରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଥିବା...

student-1
ମାଟ୍ରିକ ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: କରୋନା କଟକଣା ଭିତରେ ମାଟ୍ରିକ ପରୀକ୍ଷା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଫର୍ମ ପୂରଣ ଅନଲାଇନରେ ହେବ ବୋଲି ଆସିଛି ନିର୍ଦ୍ଦେଶାବଳୀ । ବିଜ୍ଞପ୍ତି...

emplyee
ଉଦାର ରତନ ଟାଟା... ପୁଣେ ଯାଇ ପୂର୍ବତନ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ

ନୂଆଦିଲ୍ଲୀ: ଧନୀ ଆଉ ଗରିବ ହୁଏତ ୨ଟି ଶବ୍ଦ ହୋଇପାରେ ହେଲେ ଏହା ଭିତରେ ରହିଛି ବିରାଟ ଦୂରତା। ଯେଉଁ ଦୂରତାକୁ ନା ମାପି ହୁଏ ନା ଅନୁମାନ କରିହୁଏ । ହେଲେ ମାନବିକ ସମ୍ପର୍କ ଏପରି ଏକ ଶବ୍ଦ ଯାହା ଏହି ବିରାଟ ଦୂରତାକୁ ଦୂର କରି...

Rupees
ରାସ୍ତାରେ ପଡ଼ିଛି ବିଡ଼ା ବିଡା ଟଙ୍କା, ସମସ୍ତେ ଦେଖୁଛନ୍ତି, କିନ୍ତୁ ନେଉ ନାହାନ୍ତି

ଭୁବନେଶ୍ୱର: ରାସ୍ତାରେ ଯାଉଥିବେ, ହଠାତ ଦେଖିବେ ବିଡା ବିଡା ନୋଟ ପଡ଼ିଛି। କ’ଣ କରିବେ ? ଭୁବନେଶ୍ୱର ସହରର ଏକ ରାସ୍ତାରେ ଏମିତି ଆଜି ଟଙ୍କା ପଡି ଥିବା ଦେଖିବାକୁ ମିଳିଛି। ଖାଲି ଟଙ୍କା ନୁହେଁ,  ବିଡା ବିଡା ଟଙ୍କା ରାସ୍ତା ଉପରେ ପଡ଼ିଛି । ସେ ପୁଣି...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।