• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

OTVForesight2021
ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ରାଜନୀତିକୁ ଆସିଲି-ଗମ୍ଭୀର

ଭୁବନେଶ୍ୱର: ସବୁ କ୍ରିକେଟରଙ୍କ ସ୍ୱପ୍ନ ଥାଏ ବିଶ୍ୱକପ ଦଳରେ ଖେଳିବ, ଜିତିବ।  ମୁଁ ଭାଗ୍ୟବାନ ଯେ,  ଦୁଇ ଦୁଇଟି ବିଶ୍ୱକପ ବିଜୟୀ ଟିମ୍‌ରେ ମୁଁ ଥିଲି।  ମାତ୍ର ପଦାର୍ପଣ ବିଶ୍ୱକପ ମ୍ୟାଚରେ ମୁଁ ଶୂନରେ ଆଉଟ ହୋଇଥିଲି।’ ଆଜି OTVର ବାର୍ଷିକ ସମ୍ମିଳନୀ ଫୋରସାଇଟ୍-୨୦୨୧ରେ ଯୋଗଦେଇ ନିଜର ଏମିତି...

OTVForesight2021
କୋଭିଡ୍ ମୁକାବିଲାରେ ଭାରତ ହେବ ବିଶ୍ୱଗୁରୁ-ହର୍ଷବର୍ଦ୍ଧନ

ଭୁବନେଶ୍ୱର: ଆରମ୍ଭ ହୋଇଛି ଓଟିଭିର OTVର ବାର୍ଷିକ ସମ୍ମିଳନୀ ଫୋରସାଇଟ୍‌-୨୦୨୧।  ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ଓ ଜାତୀୟସ୍ତରର ଏକାଧିକ ଚିନ୍ତାନାୟକ ବିଭିନ୍ନ ପ୍ରସଙ୍ଗକୁ ନେଇ ମାନସ ମନ୍ଥନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ପର୍ଯ୍ୟାୟରେ  ଆଲୋଚନାର ବିଷୟ ରହିଛି ‘କୋଭିଡ-୧୯; ମାନବୀୟ ସାମର୍ଥ୍ୟ ବନାମ ଆପଦା’।  ନିଜର...

-tapas mohanty
ପଣବନ୍ଦୀ ଥିବା ତାପସ ଉଦ୍ଧାର; ଅଭିଯୁକ୍ତ ଫେରାର

ବାଲେଶ୍ୱର:  ବାଲେଶ୍ୱର ଜିଲ୍ଲା ସୋର କେଶପୁର ଗାଁର ତାପସ ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୮ ଲକ୍ଷ ଟଙ୍କା ଦାବି କରିବା ଘଟଣା ଉପରୁ ଉଠିଛି ପରଦା। ଏଥିସହ ଅପହୃତ ତାପସଙ୍କୁ  ଉଦ୍ଧାର କରିଛି ପୋଲିସ। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା କୁଲଟାଲି ଥାନା ଅଞ୍ଚଳରୁ ତାପସଙ୍କୁ...

cm odisha
ଶିମିଳିପାଳ ଅଭୟାରଣ୍ୟରେ ନିଆଁ ନିୟନ୍ତ୍ରଣାଧୀନ ଅଛି-ମୁଖ୍ୟମନ୍ତ୍ରୀ

ବାରିପଦା: ୪ ଦିନ ହେଲା ଜଳୁଛି ଶିମିଳିପାଳ।  ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି । ନିଆଁ ଲିଭା କାମରେ ହଜାରେରୁ ଅଧିକ ଲୋକ ଲାଗିଛନ୍ତି ସେମାନଙ୍କ ମଧ୍ୟରୁ ୮୫୦ଜଣ ବନ ବିଭାଗ କର୍ମଚାରୀ ଅଛନ୍ତି । ଅଭୟାରଣ୍ୟର ଚନ୍ଦନଚତୁରୀ, ଡିଗଡିଗା, ଡୁକରା,...

shasikala
ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ ଶଶିକଳା

ନୂଆଦିଲ୍ଲୀ: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଶଶିକଳା। ସମସ୍ତଙ୍କୁ ଚମକାଇ ରାଜନୀତି ଛାଡିଥିବା ଘୋଷଣା କରିଛନ୍ତି AIADMKର ପୂର୍ବତନ ନେତ୍ରୀ ଭି.କେ. ଶଶିକଳା । ତେବେ ରାଜନୀତି ଛାଡିବା ପୂର୍ବରୁ ଦଳର ସମସ୍ତ କର୍ମୀଙ୍କୁ ଏକାଠି କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନ ଏବଂ...

vaccine
କରୋନା ଟିକାକରଣରେ କଟକଣା: ଜାଲିଆତି କଲେ ଦଣ୍ଡ

ଭୁବନେଶ୍ୱର:  କରୋନା ଟିକାକରଣରେ କେହି ଯଦି ଜାଲିଆତି କରିବେ ତାହେଲେ ସଂପୃକ୍ତ ବ୍ୟକ୍ତି ଦଣ୍ଡିତ ହେବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏକ କଡ଼ା ଚିଠି ଲେଖିଛନ୍ତି। ସବୁ ଜିଲ୍ଲାପାଳ, ମହାନଗର ନିଗମ, ମେଡିକାଲ କଲେଜ ଓ ସିଡିଏମଓଙ୍କୁ ଚିଠି...

shradhha kapoor
ମାଲଦୀପରେ ଜନ୍ମଦିନ ପାଳିଲେ, ମନଭରି ନାଚିଲେ ଶ୍ରଦ୍ଧା କପୁର

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର ଏକ ଭିଡିଓ ସୋଶିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ଭିଡିଓରେ ଶ୍ରଦ୍ଧା କପୁର ମାଲଦୀପରେ ମସ୍ତି କରୁଥିବା ଦେଖିବାକୁ ମିଳିଛି। ହଁ, ଅନ୍ୟ ଅଭିନେତ୍ରୀଙ୍କ ପରି ଶ୍ରଦ୍ଧା କପୁର ବି ମାଲଦୀପ ଛୁଟି କଟାଇବାକୁ ଯାଇଥିବେ ! କିନ୍ତୁ ନା, ସେ...

golden blood group
ସବୁଠୁ ଦାମୀ ବ୍ଲଡ ଗ୍ରୁପ ଯାହା ମାତ୍ର ୪୩ ଜଣଙ୍କ ପାଖରେ ରହିଛି

ନୂଆଦିଲ୍ଲୀ: A, B, AB..ପଜିଟିଭ, ନେଗେଟିଭ…ଏମିତି କିଛି ବ୍ଲଡ ଗ୍ରୁପ୍‌ ବିଷୟରେ ଆମେ ଜାଣିଛୁ। ହେଲେ ଆଉ ଏକ ବ୍ଲଡ଼ ଗ୍ରୁପ ଅଛି ଯାହାର ନାଁ ଖୁବ୍‌ କମ୍‌ ଶୁଣିଥିବେ। ଏହି ପ୍ରକାର ବ୍ଲକ ଖୁବ୍‌ କମ୍‌ ଲୋକଙ୍କ ପାଖରେ ରହିଛି। ଏହି ବ୍ଲଡ ଗ୍ରୁପ୍‌ର ନାଁ ଗୋଲ୍‌ଡେନ...

Kapil Sharma Show’s fame Sunil Grover
ରାସ୍ତା କଡରେ ଜୁସ୍‌ ବିକିଲେ କମେଡିଆନ ସୁନୀଲ ଗ୍ରୋଭର

ମୁମ୍ବାଇ: କପିଲ ଶର୍ମା ଶୋ’ ଫେମ୍‌ ସୁନୀଲ ଗ୍ରୋଭର ନିଜର ଚମତ୍କାର କମେଡି  ଏବଂ ଅଭିନୟ ଦକ୍ଷତା ପାଇଁ ଦର୍ଶକଙ୍କ ମନ କିଣି ନେଇଛନ୍ତି। ଗୁଟି ନାଁରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ସୁନୀଲଙ୍କୁ ଏବେ  ଷ୍ଟ୍ରିଟ୍ ଭେଣ୍ଡର ଭାବେ ଦେଖିବାକୁ ମିଳିଛି। ସେ ରାସ୍ତା କଡରେ ...

similpal
ତିନି ଦିନ ହେଲା ଜଳୁଛି ଶିମିଳିପାଳ

ବାରିପଦା: ତିନି ଦିନ ହେଲା ଜଳୁଛି ଶିମିଳିପାଳ।  ମୟୂରଭଞ୍ଜ ପୋଡ଼ାଡିହା ରେଞ୍ଜ ଅନ୍ତର୍ଗତ ଆନନ୍ଦପୁର, ଖଣ୍ଡାଚିରା ଓ ବାଲିନାଲ ପାହାଡ଼ରେ ତିନି ଦିନ ହେଲା ନିଆଁ ଲାଗିଛି। ଯାହାଫଳରେ ଜଙ୍ଗଲରେ ବହୁ ଔଷଧୀୟ ଗଛ ପୋଡ଼ି ଯାଉଛି। ନିଆଁ ଅନବରତ ଜଳୁଥିବାରୁ ସ୍ଥାନୀୟ ଲୋକେ ଓ ଜଙ୍ଗଲ ଜନ୍ତୁ...

youth kidnap
ବନ୍ଧୁକ ମୁନରେ ଯୁବକ ପଣବନ୍ଦୀ, ୮ ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ: ଭିଡିଓ ହେଲା ଭାଇରାଲ

ବାଲେଶ୍ୱର: ବନ୍ଧୁକ ମୁନରେ ଯୁବକଙ୍କୁ ପଣବନ୍ଦୀ କଲେ ଦୁର୍ବୃତ୍ତ। ସେତିକି ନୁହେଁ,  ୮ ଲକ୍ଷ ଟଙ୍କା ନ ଦେଲେ ହତ୍ୟା କରାଯିବ ବୋଲି  ଏକ ଧମକପୂର୍ଣ୍ଣ ଭିଡିଓ ପରିବାର ଲୋକଙ୍କୁ ପଠାଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ।  ଭିଡିଓ ପାଇବା ପରେ ଏବେ ଚିନ୍ତାରେ ପଡ଼ିଛନ୍ତି ପରିବାର ଲୋକେ।...

lpg cylinder
ପୁଣି ବଢିଲା LPG ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ସାଧାରଣ ଲୋକ ମୁଣ୍ଡରେ ହାତ ଦେଇଥିବାବେଳେ ପୁଣି ସେମାନଙ୍କୁ ମିଳିଛି ଆଉ ଏକ ଝଟକା। ପୁଣି ଥରେ ବଢିଛି ଏଲ୍‌ପିଜି ଗ୍ୟାସ ସିଲିଣ୍ଡରର ଦାମ। ସୋମବାର ଏଲପିଜି ଦାମ ୨୫ ଟଙ୍କା ବଢିଥିବା ଜଣାଯାଇଛି । ଗୋଟିଏ ମାସରେ ଏଲପିଜି ଦର ଦୁଇଥର...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।