• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

jee
ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ; ଗୌତମ ଦାସ ରାଜ୍ୟ ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ଇଞ୍ଜିନିୟରିଂରେ ବ୍ୟାଚେଲର ଓ ବିଟେକ୍ ଲାଗି ଗତ ଫେବ୍ରୁଆରୀ ୨୪ରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ଜେଇଇ ମେନ୍ ପରୀକ୍ଷାର ଫଳ ପ୍ରକାଶ କରିଛି ଏନଟିଏ।  ଉଭୟ ଶ୍ରେଣୀର କେବଳ ପେପର ଓ୍ୱାନ ଲାଗି ସାରା ଦେଶରୁ ମୋଟ...

twin city new cp
ଟ୍ୱିନ୍ ସିଟିର ନୂଆ ସିପି ଦାୟିତ୍ୱରେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ଟ୍ୱିନ୍ ସିଟିର ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । କ୍ରାଇମବ୍ରାଞ୍ଚର ଏଡିଜି ଥିବା ୧୯୯୫ ବ୍ୟାଚ୍‌ର ଏହି ଆଇପିଏସ ଅଫିସରଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ନୂଆ କମିଶନର ଭାବେ ନିଯୁକ୍ତ କରିଛନ୍ତି। ଦାୟିତ୍ୱ ନେବା ପରେ...

Kolkata fire
ରେଳବାଇ ବିଲ୍‌ଡିଂରେ ନିଆଁ ଲାଗି ୯ ମୃତ

କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ଗତକାଲି ସନ୍ଧ୍ୟାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କର ମୃତ୍ୟୁ ଘଟିଛି।  ଷ୍ଟ୍ରେଣ୍ଡ ରୋଡ୍ ସ୍ଥିତ ରେଳବାଇର ନ୍ୟୁ କୋଏଲାଘାଟ ବିଲ୍‌ଡିଂର ୧୩ ମହଲାରେ ନିଆଁ ଲାଗିବାରୁ ୯ଜଣଙ୍କ ଶୋଚନୀୟ ମୃୁତ୍ୟୁ ଘଟିଛି। ୯ ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଅଗ୍ନିଶମ...

purandeswari
ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ-ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ମହିଳା ସମାବେଶରେ ପ୍ରଭାରୀ ପୁରନ୍ଦେଶ୍ୱରୀ ଯୋଗ ଦେଇ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।  ସେ କହିଛନ୍ତି, ବିଜେଡି ମହିଳାଙ୍କୁ କେବଳ ଭୋଟ ଦୃଷ୍ଟିକୋଣରୁ ଦେଖୁଛି। ହେଲେ ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ। ମହିଳାଙ୍କୁ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା...

corona vaccine
ଆମେରିକାରେ ମିଳିଛି କରୋନା ଭାଇରାସର ଭୟଙ୍କର ରୂପ, ଭାକ୍ସିନ ବି କାମ କରି ନ ପାରେ

ଓରିଗାନ:କରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଶୁଣିବାକୁ ମିଳୁଛି । ଏବେ ଆମେରିକାରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆମେରିକାର ଅରିଗାନ୍‌ରେ ବ୍ରିଟେନ୍‌ ଭାଇରସ୍‌ର ଏକ ନୂଆ ରୂପ ଦେଖିବାକୁ ମିଳିଛି ଯାହା ଆହୁରି ବେଶି ଭୟଙ୍କର ବୋଲି ବିଶେଷଜ୍ଞମାନେ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ...

french billionaire OlivierDassault
ରାଫେଲ କମ୍ପାନୀ ମାଲିକ ଅଲିଭର ଦସାଁଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ

ପ୍ୟାରିସ୍‌: ଫ୍ରାନ୍ସର କୋଟିପତିମାନଙ୍କ ମଧ୍ୟରୁ ଅନ୍ୟତମ ଅଲିଭର ଦସାଁ (Olivier Dassault)ଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଖାଲି କୋଟିପତି ଭାବେ ପରିଚିତ ନୁହେଁ, ଚର୍ଚ୍ଚାରେ ଥିବା ରାଫେଲ ‍‍ଫାଇଟର ଜେଟ ତିଆରି କରୁଥିବା କମ୍ପାନୀର ମାଲିକ ହେଉଛନ୍ତି ଅଲିଭର ଦସାଁ। ଦସାଁ ଫ୍ରାନ୍ସ ସଂସଦର ସଦସ୍ୟ...

11111
ଜମି ବିକିଲେ, କରଜ କଲେ ବାପା, ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପାଇଁ ଜୀବନ ଯୁଦ୍ଧରେ ହାରିଗଲା କୁନି ଝିଅ

ପ୍ରୟାଗରାଜ: ଅର୍ଥ ପାଇଁ କେତେ ନିଷ୍ଠୁର ହୋଇପାରେ ମଣିଷ ତାହାର ଏକ ଜ୍ୱଳନ୍ତ ଉଦାହରଣ । ଏମାନଙ୍କ ହାତରେ ରହିଛି ସ୍ୱାସ୍ଥ୍ୟସେବା ଦାୟିତ୍ୱ। ହେଲେ ସ୍ୱାସ୍ଥ୍ୟସେବା ନାଁରେ ଏମାନେ ମଣିଷଙ୍କ ରକ୍ତ ଶୋଷୁଛନ୍ତି। ମାନବୀୟ ସମ୍ପର୍କ ଏମାନଙ୍କୁ ଭାବପ୍ରବଣ କରିପାରୁନି। କାହାର ବିକଳ କାନ୍ଦଣା ଏମାନଙ୍କ ନିଷ୍ଠୁର ହୃଦୟକୁ...

mithun
ଗୋଟିଏ ମଞ୍ଚରେ ଏକାଠି ହେବେ ମୋଦି-ମିଥୁନ; ବିଜେପିରେ ମିଶିବେ କି ?

କୋଲକାତା: ବଲିଉଡ ଅଭିନେତା ତଥା ଟିଏମ୍‌ସିର ପୂର୍ବତନ ରାଜ୍ୟସଭା ସାଂସଦ ମିଥୁନ୍‌ ଚକ୍ରବର୍ତ୍ତୀ ବିଜେପିରେ ମିଶିବେ କି ? ଏ ନେଇ ଚାଲିଛି କଳ୍ପନାଜଳ୍ପନା।  ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୋଲକାତା ବ୍ରିଗେଡ ପରେଡ ଗ୍ରାଉଣ୍ଡ ମଞ୍ଚରେ ମିଥୁନ୍‌ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ପଶ୍ଚିମବଙ୍ଗ...

cbse exam
ଦଶମ, ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ତାରିଖ ପ୍ରକାଶ କଲା ସିବିଏସ୍ଇ 

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର  ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ୨୦୨୧ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ତାରିଖ ଘୋଷଣା କରିଛି। ଏଠାରେ ଉଲ୍ଲେଖ କରାଯିବା ଜରୁରୀ ଯେ,  ଦଶମ  ଏବଂ ଦ୍ୱାଦଶ  ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ ରୁ ଜୁନ୍ ୧୪,...

election sweet
ପଶ୍ଚିମବଙ୍ଗ ରାଜନୀତି: ରାଜନୈତିକ ତିକ୍ତତାରେ ଲାଗିଲା ମିଠା ମିଠା ସ୍ୱାଦ

କୋଲକାତା: ପଶ୍ଚିମବଙ୍ଗରେ ଏବେ ଜୋର ଧରିଛି ନିର୍ବାଚନୀ ତାତି । ତେଜୁଛି ପ୍ରଚାର ଯୁଦ୍ଧ। ତେବେ ଏହି ରାଜନୈତିକ ତିକ୍ତତାରେ ଏବେ ଲାଗିଛି ମିଠା ମିଠା ସ୍ୱାଦ। ମିଠା ଦୋକାନରେ ବି ଏଠି ନିର୍ବାଚନୀ ଝଲକ । ଭଳିକି ଭଳି ମିଠାରେ ଏବେ ଦେଖିବାକୁ ମିଳୁଛି ରାଜନୈତିକ ବାର୍ତ୍ତା।...

narendra modi- Mamata Banerjee
TMC ଅଭିଯୋଗ ପରେ କୋଭିଡ ଭାକ୍ସିନ ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ

ନୂଆଦିଲ୍ଲୀ:କେତେକ ରାଜ୍ୟର କୋଭିଡ ଭାକ୍ସିନ ସାର୍ଟିଫିକେଟ ଉପରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇବାକୁ ନିର୍ବାଚନ କମିଶନ ଆଦେଶ ଦେଇଛନ୍ତି। ବିଶେଷକରି ଯେଉଁ ରାଜ୍ୟ ମାନଙ୍କରେ ଆଗାମୀ କିଛି ସପ୍ତାହ ମଧ୍ୟରେ ନିର୍ବାଚନ ହେଉଛି ସେହି ରାଜ୍ୟକୁ ଏପରି  ନିର୍ଦ୍ଦେଶ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ପାଇଁ...

anganwadi centre
ଏଣିକି ଅଙ୍ଗନୱାଡ଼ି କେନ୍ଦ୍ରରେ ମିଳିବ ତାଜା ଫଳ ଓ ପନିପରିବା

ନୂଆଦିଲ୍ଲୀ:ଅଙ୍ଗନବାଡି କେନ୍ଦ୍ରରେ ଏଣିକି ପିଲା ଏବଂ ଗର୍ଭବତୀ ମହିଳାଙ୍କୁ ତାଜା ଫଳ ଏବଂ ପନିପରିବା ମିଳିବ। କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଏପରି ନିଷ୍ପତି ନେଇଛନ୍ତି। ଏଥିପାଇଁ ଦେଶର ପ୍ରତି ଅଙ୍ଗନୱାଡ଼ି କେନ୍ଦ୍ରରେ ପୁଷ୍ଟିକର ଉଦ୍ୟାନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ମିଳିଥିବା...

tamilnadu CM
ତାମିଲନାଡୁ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା AIADMK

ନୂଆଦିଲ୍ଲୀ: ତାମିଲନାଡୁରେ ରାଜନୈତିକ ପାଣିପାଗ ଏବେ ସରଗରମ ରହିଛି। ଏଠାରେ ନିବାଚନୀ ବିଗୁଲ ବାଜିବା ପରେ କିଏ ହେବ ପ୍ରାର୍ଥୀ ସେ ନେଇ କଳ୍ପନା ଜଳ୍ପନା ଚାଲିଥିଲା। ଏହି କଳ୍ପନା ଉପରେ ପାଣି ପକାଇ ଆଜି କ୍ଷମତାରେ ଥିବା AIADMK ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଆଗାମୀ...

ncb
ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା: ୧୨ ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ଏନ୍‌ସିବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ  (NCB) ନିଜ ପକ୍ଷରୁ ତଦନ୍ତ କରିଥିଲା। ତଦନ୍ତ ପରେ ଏନ୍‌ସିବି ଏ ସଂକ୍ରାନ୍ତ ଚାର୍ଜସିଟ୍‌ ମୁମ୍ବାଇ NDPS କୋର୍ଟରେ ଫାଇଲ୍‌ କରିଛି।୧୨  ହଜାର ପୃଷ୍ଠାର ଏଇ ଚାର୍ଜସିଟ୍‌ରେ...

punjab-rafel
ରାଫେଲରେ ବସି ସ୍କୁଲ ଗଲେ କୁନି କୁନି ପିଲା

ନୂଆଦିଲ୍ଲୀ: ଆପଣ ଆକାଶରେ ଉଡୁଥିବା ଓ ପାଣିରେ ଭାସୁଥିବା ଜାହାଜ ଦେଖିଥିବେ । କେବେ ରାସ୍ତାରେ ଗଡ଼ୁଥିବା ଜାହାଜ ଦେଖିଛନ୍ତି ? ବୋଧହୁଏ ଦେଖି ନ ଥିବେ। ଏମିତି ଜାହାଜ ଦେଖିବାକୁ ମିଳିଛି ପଞ୍ଜାବ ଭଠିଣ୍ଡା ରାସ୍ତାରେ। ଏଇ ଜାହାଜକୁ ନେଇ ଏବେ ସବୁଠି ଚର୍ଚ୍ଚା । ନିଜ...

Govt employees
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର ! ୨୫ ପ୍ରତିଶତ ବଢିପାର DA

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ କର୍ମଚାରୀଙ୍କ ଡିଅରନେସ ଆଲାଉନ୍ସ ବା DA ବୃଦ୍ଧି କରି ପାରନ୍ତି ସରକାର। ଯଦି ଏହି ଗୁଜବ ସତ ହୁଏ ତେବେ 7th ପେ କମିଶନ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀଙ୍କର  ୫ ପ୍ରତିଶତ DA ବୃଦ୍ଧି ଆଶା...

petrol price
୧୬ ଟଙ୍କା କମିପାରେ ପେଟ୍ରୋଲ, ଡିଜେଲ ଦର, କେମିତି ଜାଣନ୍ତୁ..

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ, ଡିଜେଲ ଦର ସର୍ବାଧିକ ବୃଦ୍ଧି ପାଇଛି। ପ୍ରାୟ ଅଧିକାଂଶ ଜାଗାରେ ତୈଳ ଦର ୯୦ ଟଙ୍କା ଉପରେ ରହିଛି। ରାଜଧାନୀ ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୮୧.୪୭ ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପିଛା ଦର ୯୧.୧୭ ଟଙ୍କା ରହିଛି। ସେହିପରି...

marriage
ଶାଶୂଘର ଯିବାବେଳେ କାନ୍ଦି କାନ୍ଦି ଚାଲିଗଲା ନବବଧୂର ଜୀବନ

ବିନିକା: ଗତକାଲି ହସଖୁସିରେ ଉଛୁଳି ପଡ଼ୁଥିଲା ଘର। ଘରେ ବନ୍ଧୁ ବାନ୍ଧବ, ଭୋଜିଭାତରେ କମ୍ପୁଥିଲା। ଧୁମ୍‌ଧାମରେ ସରିଲା ବାହାଘର। ପଡ଼ିଗଲା ହାତଗଣ୍ଠି। ଆଖିରେ ଆଖିଏ ସ୍ୱପ୍ନ ନେଇ ଝିଅ ବାହାରିଲା ଶାଶୂଘର। ଝିଅକୁ ବିଦା କରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାପା-ମା’। ତଥାପି ଦୁଃଖକୁ ମନରେ ଚାପି ଝିଅର...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।