• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

11am-samarin
ନୌସେନାରେ ସାମିଲ ହେଲା ନୂଆ ସଦସ୍ୟ ’ସାଇଲେଣ୍ଟ କିଲର’

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ଶକ୍ତି ବୃଦ୍ଧି କରିବ INS କରଞ୍ଜ୍। ସାଇଲେଣ୍ଟ କିଲର ଭାବେ ଜଣାଶୁଣା ଏହି  ସ୍କର୍ପିନ କ୍ଲାସ ସବମରିନ ମୁମ୍ବାଇସ୍ଥିତ ନାଭାଲ ଡକୟାଡରେ ଜଳାବତରଣ କରିଛି। ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂଙ୍କ ଉପସ୍ଥିତିରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଶତ୍ରୁ ପକ୍ଷକୁ ମାତ୍...

NDA-Topper
ଓଡ଼ିଆ ଛାତ୍ର ରୋନିତ୍‌ ହେଲେ ଏନ୍‌ଡିଏ ଟପ୍ପର

ନୂଆଦିଲ୍ଲୀ: ଏନ୍‌ଡିଏ  ଟପ୍ପର ହେଲେ ଓଡ଼ିଆ ଛାତ୍ର ରୋନିତ୍ । ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ବଛଡ଼ା ଗାଁର ରୋନିତ ରଞ୍ଜନ ନାୟକ।  ଗୋଆସ୍ଥିତ ନାଭାଲ ପବ୍ଲିକ୍ ସ୍କୁଲର ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ ପାସ୍...

CM-11AM
ତିରଥ ସିଂ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ୍‌: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତ୍ରିବେନ୍ଦ୍ର ସିଂ ରାୱତ  ଇସ୍ତଫା ଦେବାର ଗୋଟିଏ ଦିନ ପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯାଇଛି।  ବରିଷ୍ଠ ବିଜେପି ନେତା ତିରଥ ସିଂ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଆଜି ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳ ବୈଠକ ପରେ ଏ ନେଇ...

TMC MP
ମହିଳା ବିଧାୟକଙ୍କ ଗାଲ ଚିପି ଦେଲେ ସାଂସଦ

ନୂଆଦିଲ୍ଲୀ: ବିଜେପିର ଲୋକସଭା ସାଂସଦ ଲକେଟ ଚାଟାର୍ଜ ମଙ୍ଗଳବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ ପ୍ରେସ ମିଟ୍‌ରେ  ଟିଏମ୍‌ସିର ଜଣଷ ସାଂସଦ  ଦଳୀୟ ମହିଳା ବିଧାୟକଙ୍କ ଗାଲ ଚିପି ଦେଇଛନ୍ତି। ବିଜେପି ସାଂସଦ ଏହି ଭିଡିଓକୁ ଟ୍ୱିଟ କରିବା ସହ ଟିଏମସିର ଏହି...

ojs topper
ଓଜେଏସ୍‌ ଟପ୍ପର ହେଲେ ସମ୍ବଲପୁର ଝିଅ

ଭୁବନେଶ୍ୱର: ପ୍ରକାଶ ପାଇଛି ଓଡ଼ିଶା ଜୁଡ଼ିସିଆଲ ସର୍ଭିସର ଚୂଡ଼ାନ୍ତ ରେଜଲ୍ଟ। ଏଥିରେ ମୋଟ ୪୭ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନେ ସିଭିଲ ଜଜ୍ ଭାବେ ନିଯୁକ୍ତି ପାଇବେ॥ କୃତକାର୍ଯ୍ୟ ହୋଇଥିବା ୪୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ମହିଳା ଅଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଇର୍ସିତା...

firinig
ଦାମ୍ପତ୍ୟ କଳହର ଭୟଙ୍କର ପରିଣତି: ଗୁଳିକରି ପତ୍ନୀ, ଶାଶୂ, ଶ୍ୱଶୁରଙ୍କୁ ହତ୍ୟାକଲେ ପୋଲିସ କର୍ମଚାରୀ

ଜମ୍ମୁ: ଦାମ୍ପତ୍ୟ କଳହ କେତେ ଭୟଙ୍କର ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜମ୍ମୁକାଶ୍ମୀରରେ। ଜଣେ ପୋଲିସ କର୍ମଚାରୀ ପତ୍ନୀଙ୍କ ସହ ଝଗଡ଼ା କରି ନିଜର ପତ୍ନୀଙ୍କ ସହ ଶାଶୂ ଓ ଶ୍ୱଶୁରଙ୍କୁ ହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ଏଭଳି ଭୟଙ୍କର କାଣ୍ଡ ଘଟିଛି  ।...

cctv
ଅମ୍ବାନୀଙ୍କ ଘର ସାମ୍ନାରେ ବିସ୍ଫୋରକ ଗାଡ଼ି ରଖିବା ଘଟଣା: ସିସିଟିଭି ଫୁଟେଜ୍‌ରେ ଧରାପଡ଼ିଲା ଦୁର୍ବୃତ୍ତ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଗାଡ଼ି ରଖିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ସିସିଟିଭି କ୍ୟାମେରାରେ ଧରାପଡ଼ିଛି ଦୁର୍ବୃତ୍ତ।  ଦୁର୍ବୃତ୍ତ ଜଣକ ପିପିଇ କିଟ୍‌ ପିନ୍ଧି  ବିସ୍ଫୋରକ ଗାଡ଼ି ଅମ୍ବାନୀଙ୍କ ଘର ପାଖରେ ପାର୍କିଂ କରି ଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସୂଚନାଥାଉ କି,...

pujariguda hospital
ସବୁଜିମାରେ ହସୁଛି ଡାକ୍ତରଖାନା ପରିସର; ଅଧା କଷ୍ଟ ଭୁଲି ଯାଉଛନ୍ତି ରୋଗୀ

ଉମରକୋଟ: ମେଡିକାଲରେ ସୃଷ୍ଟି ହେଉଛି ପାର୍କର ଭ୍ରମ। ଫୁଲ ବଗିଚା ସାଙ୍ଗକୁ ରହିଛି ଓପନ ଜିମ୍ ଓ ପିଲାଙ୍କ ଖେଳକୁଦ ସାମଗ୍ର॥ ମେଡିକାଲ ହତା ଭିତରେ ପଶୁ ପଶୁ ଏସବୁ ଦେଖି ସତେ ଯେପରି ଅଧା ରୋଗ ଭଲ ହୋଇଯିବ ! ମନ ହାଲ୍‌କା ହୋଇଯିବ। ଏମିତି ଡାକ୍ତରଖାନା...

ntpc
NTPC ନିଯୁକ୍ତି 2021:  ୨୩୦ ପଦବୀ ପାଇଁ ଶୀଘ୍ର ଆବେଦନ କରନ୍ତୁ

ନୂଆଦିଲ୍ଲୀ: ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (ଏନଟିପିସି) ରେ ୨୩୦ଟି ପଦବୀ ପାଇଁ ଆବେଦନ କରିବାର ସୁଯୋଗ ଆସନ୍ତା ଗୋଟିଏ  ଦିନରେ  ଶେଷ ହେବାକୁ ଥିବାବେଳେ ଆଗ୍ରହୀ ପ୍ରାର୍ଥୀମାନେ ଶେଷ ଦିନକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ । ଏହାର ବିଭିନ୍ନ ଷ୍ଟେସନ ଏବଂ ପ୍ରୋଜେକ୍ଟ...

Image for representation
ମହିଳା ଦିବସର ଦିନକ ପୂର୍ବରୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଯାଜପୁର: ସାରା ବିଶ୍ୱ ଗତକାଲି ପାଳନ କରିଛି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ମହାନତାକୁ ନେଇ ଅନେକ ବାର୍ତ୍ତା ସୋଶାଲ ମିଡିଆଠାରୁ ଆରମ୍ଭ କରି ସଭା, ସମିତିରେ ଶୁଣିବାକୁ ମିଳିଥିଲା।  ହେଲେ ଏହାର ଗୋଟିଏ ଦିନ ପରେ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ସାରା ବିଶ୍ୱ...

train
ଜାଣନ୍ତି, ଜେନେରାଲ ବଗି କାହିଁକି ଟ୍ରେନ୍‌ର ଆଗରେ ଏବଂ ପଛରେ ଲାଗିଥାଏ ?

ନୂଆଦିଲ୍ଲୀ: ଟ୍ରେନ୍‌ ଯାତ୍ରାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। ହେଲେ ଏକ୍ସପ୍ରେସ ଏବଂ ସୁପରଫାଷ୍ଟ ଟ୍ରେନ୍‌ରେ ଜେନେରାଲ ବଗି ଟ୍ରେନ୍‌ର ଆଗରେ କିମ୍ବା ପଛରେ ଥାଏ- ଏକଥା ହୁଏତ ଅନେକଙ୍କ ନଜରକୁ ଆସି ନ ଥିବ । ଯଦି ଏହା ଜାଣିଥାନ୍ତି, କେବେ ଚିନ୍ତା କରିଛନ୍ତି ଟ୍ରେନ୍‌ର ଆଗରେ...

akas-margaru
ମାଲକାନଗିରିରେ ଜଳୁଛି ଜଙ୍ଗଲ; ୧୦ଟି ପାହାଡ଼କୁ ବ୍ୟାପିଲାଣି ନିଆଁ

ଭୁବନେଶ୍ୱର: ଆକାଶ ମାର୍ଗରୁ ଅତି ଭୟଙ୍କର ଦିଶୁଛି ଜଙ୍ଗଲ ନିଆଁ। ଏହାର ସର୍ବଗ୍ରାସୀ ରୂପ ଦେଖିଲେ ଛାତି ଥରି ଯାଉଛି।  ଶିମିଳାିପାଳ ସମେତ ରାଜ୍ୟର ଅନେକ ଜଙ୍ଗଲ ଏବେ ନିଆଁ ଲାଗି ଜଳୁଛି।  ଏବେ ମାଲକାନଗିରି ଜିଲ୍ଲାର ଅନେକ ଜଙ୍ଗଲ ବି ଜଳୁଛି । ଗୋଟିଏ ପାହାଡ଼ରୁ ଆଉ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।