ଭୁବନେଶ୍ୱର: ବିଧାନସଭାରେ ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ। ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ...
ଏକ୍ୟୁଏଡ଼ୋର: ଜଣେ ରିପୋର୍ଟର ଲାଇଭ ଟେଲିକାଷ୍ଟ କରୁଥିବାବେଳେ ଲୁଟ୍ର ଶିକାର ହୋଇଛନ୍ତି। ବନ୍ଧୁକ ମୁନରେ ଦୁର୍ବୃତ୍ତ ତାଙ୍କଠାରୁ ଲୁଟି ନେଇଛନ୍ତି। ଘଟଣା ଘଟିଛି ଦକ୍ଷିଣ ଆମେରିକାର ଏକ ରାଜ୍ୟ ଏକ୍ୟୁଏଡୋରରେ। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ ହୋଇଛି। ଫେବ୍ରୁଆରୀ ୧୨ ତାରିଖ ଘଟଣା। ‘ଦ ସନ୍’ରେ...
ନୂଆଦିଲ୍ଲୀ: ବ୍ୟାଙ୍କ ଲକର ନିୟମରେ ବଡ ଧରଣର ପରିବର୍ତ୍ତନ କରାଯିବ। ବର୍ତ୍ତମାନ ଥିବା ବ୍ୟାଙ୍କ ଲକର ନିୟମରେ ଅସନ୍ତୋଷ ପ୍ରକାଶ କରି ୬ ମାସ ଭିତରେ ନୂଆ ନିୟମ ପ୍ରସ୍ତୁତ କରିବାକୁ ଆରବିଆକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବ୍ୟାଙ୍କର ଲକର ବ୍ୟବସ୍ଥାକୁ ସାଧାରଣତଃ ମଧ୍ୟମ ବର୍ଗର ପରିବାର ବ୍ୟବହାର...
ନୂଆଦିଲ୍ଲୀ: ମଥୁରା ଜେଲ୍ରେ ଥିବା ଶବନମ୍ଙ୍କୁ ମିଳିବ ଫାଶୀ। ସ୍ୱାଧୀନ ଭାରତର ପ୍ରଥମ ମହିଳା ଶବନମ ତାଙ୍କ ଅପରାଧ ପାଇଁ ମୃତ୍ୟୁ ଦଣ୍ଡ ପାଇବେ। ଚଳିତ ମାସ ଶେଷ କିମ୍ବା ଆସନ୍ତା ମାସ ଆରମ୍ଭରେ ଫାଶୀ ଖୁଣ୍ଡରେ ଝୁଲି ପାରନ୍ତି ଶବନମ୍। ଭାରତରେ ଦୀର୍ଘବର୍ଷ ଧରି ମୃତ୍ୟୁ ଦଣ୍ଡ...
ନୂଆଦିଲ୍ଲୀ: ତୈଳଦର ଯେମିତି କମିବାର ନାଁ ଧରୁନି। ଶନିବାର ଦ୍ୱାଦଶ ଦିନରେ ବି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୯ ପଇସା ଏବଂ ଡିଜେଲ ୩୭ ପଇସା ବୃଦ୍ଧି ପାଇଛି । ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ...
ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ପୁଣି ଆତଙ୍କୀମାନେ ଆକ୍ରମଣ । ସର୍ବ ସମ୍ମୁଖରେ ପୋଲିସ୍ ଉପରକୁ ଗୁଳି ମାଡ଼ କରିଛନ୍ତି ଆତଙ୍କୀ । ଶ୍ରୀନଗରର ଏକ ଜନବହୁଳ ସ୍ଥାନରେ ଆତଙ୍କୀମାନେ ପୋଲିସ କର୍ମୀଙ୍କ ଉପରକୁ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଅତି କମ ସମୟରେ ଏପରି ଆକ୍ରମଣ କରି ଆତଙ୍କୀମାନେ ଫେରାର...
ମହାନ୍ ଯୋଦ୍ଧା ଛତ୍ରପତି ଶିବାଜୀ। ମରାଠା ରାଜ୍ୟର ସ୍ଥାପକ ଓ ଶାସକ। ମରାଠା ଜାତିର ଗର୍ବ ଓ ଗୌରବ। ଶିବାଜୀଙ୍କ ବୀରତ୍ୱକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। ଯେଉଁ କାହାଣୀରେ ଥାଏ ତାଙ୍କ ଉଦାର ହୃଦୟର ପରିଚୟ। ମାନବିକତାର ଚିତ୍ର। ବୀରତ୍ୱର ସ୍ଫୁଲିଙ୍ଗ। ଆଜି ଅର୍ଥାତ୍ ଫେବ୍ରୁଆରୀ୧୯...
ଜାକର୍ତ୍ତା: ଦଶମାସ ଗର୍ଭରେ ଧାରଣ କରିବା ପରେ ମା’ ତାର ସନ୍ତାନକୁ ଜନ୍ମ ଦେଇଥାଏ। ଏଇ ୧୦ ମାସର ମଧୁର ଯନ୍ତ୍ରଣା ଭିତରେ ମା’ ଟିଏ ପ୍ରତି ମୁହୂର୍ତ୍ତରେ ସନ୍ତାନର ସ୍ପର୍ଶକୁ ଅନୁଭବ କରିଥାଏ। ପୁଲକିତ ହେଉଥାଏ। ହେଲେ ତାଙ୍କ ପାଇଁ ଏସବୁ କିଛି ଘଟି ନ ଥିଲା।...
ନୂଆଦିଲ୍ଲୀ: ଦେଶବାସୀଙ୍କ ଚିନ୍ତା ବଢାଇଛି ତୈଳଦର ବୃଦ୍ଧି। ଲଗାତାର ୧୧ ଦିନ ଧରି ବଢି ଚାଲୁଥିବା ତେଲଦର ଆଜି ୯୦ ଟପିଛି। ଆଜି ରାଜଧାନୀ ଦିଲ୍ଲୀରେ ତେଲ ଦର ୯୦ ଟପିଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୩୧ରୁ ୩୩ ପଇସା ବୃଦ୍ଧି ପାଇଛି। ତୈଳ...
ନୂଆଦିଲ୍ଲୀ: ଗତବର୍ଷ ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ଚୀନ-ଭାରତ ସେନା ମୁହାଁମୁହିଁ ହୋଇଥିଲେ। ଠେଲାପେଲା ଏବଂ ଟେକା ପଥର ମାଡ ଘଟଣାରେ ଭାରତର ଅନେକ ଯବାନ ସହିତ ହୋଇଥିଲେ। ତେବେ ଚୀନ ପକ୍ଷରୁ ତାହାର ମୃତାହତ ସେନାଙ୍କର କୌଣସି ସୂଚନା ସରକାରୀ ଭାବେ ଦିଆଯାଇ ନ ଥିଲା। ଘଟଣାର...
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାରେ ଶୁକ୍ରବାର ସୁରକ୍ଷାକର୍ମୀ-ଆତଙ୍କୀ ମୁହାମୁହିଁ ହୋଇଛନ୍ତି। ଏନ୍କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜମ୍ମୁ କାଶ୍ମୀରର ଜଣେ ସ୍ୱତନ୍ତ୍ର ପୋଲିସ ଅଫିସର (SPO) ସହିଦ ହୋଇଛନ୍ତି। ଅନ୍ୟ ଜଣେ ଯବାନ ଗୁରୁତର ଅଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ...
ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଶୂନ ଥିବାବେଳେ ଗତ ୨୪ ଘଣ୍ଟାରେ ପୁଣି ଜଣଙ୍କର ମୃତ୍ୟୁ ଖବର ଆସିଛି। ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲାର । ୫୦ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣକ ଡାଇବେଟିସ୍ ସହ ଅନ୍ୟାନ୍ୟ ରୋଗରେ...