• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

child-vaccination
ଶିଶୁଙ୍କ ପାଇଁ ଆସିଲା କରୋନା ଭାକ୍ସିନ

ନୂଆଦିଲ୍ଲୀ: ଶିଶୁଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ୍। ଏଥିପାଇଁ ଭାକ୍ସନ ‘କିଡ୍‌କୋଭ୍‌’ ଟ୍ରାଏଲ୍ ଆରମ୍ଭ ହୋଇଯାଇଛି।  ଏ ନେଇ ଆମେରୀକିୟ ଫାର୍ମା କମ୍ପାନୀ ମଡର୍ଣ୍ଣା ପକ୍ଷରୁ ଘୋଷଣା କରାଯାଇଛି। ମଡର୍ଣ୍ଣା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୬ ମାସରୁ ୧୧ ବର୍ଷ ବୟସର ଶିଶୁଙ୍କ ଉପରେ ଦ୍ୱିତୀୟ ଓ ତୃତୀୟ...

rasikia-habildar
ବଡ ଭାଇର ସମ୍ପର୍କ ଯୋଡି କଏଦୀଙ୍କ ପତ୍ନୀ ସହ ମିଠା ମିଠା କଥା ହେଉଥିଲେ, ଶେଷରେ...

ଭଦ୍ରକ:ଜେଲ୍‌ରେ ଥିବା ଜଣେ କଏଦୀଙ୍କଠାରୁ ତାଙ୍କ ପତ୍ନୀଙ୍କ ଫୋନ ନମ୍ବର ଆଣି କଥା ହେଲେ ରସିକିଆ ହାବିଲଦାର ।  ମିଠା ମିଠା କଥା ହେଲେ। ଭଉଣୀ ବୋଲି କହି ସମ୍ପର୍କ ଯୋଡିଲେ । ଆଉ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଲେ। ସ୍ୱାମୀଙ୍କୁ ମୁକୁଳାଇ ଦେବେ…ବନ୍ଧକ ସୁନାଗହଣା ଫେରାଇ ଆଣିବେ..ଏମିତି...

kankala
କାର୍ ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା: ମାସେ ଭିତରେ ରିପୋର୍ଟ ଦେବାକୁ କହିଲେ ମହିଳା କମିଶନ

ଭୁବନେଶ୍ୱର:  ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ କାର୍ ଭିତରୁ ମହିଳା କଙ୍କାଳ ମିଳିବା ଘଟଣା କମିଶନରେଟ୍ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଘଟଣାର ତଦନ୍ତ କରି ମାସେ ଭିତରେ ରିପୋର୍ଟ ଦେବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । କଙ୍କାଳକୁ ଚିହ୍ନଟ କରିବା...

bus
ଯାତ୍ରୀବାହୀ ଗାଡ଼ିରେ ଅଶାଳୀନ ଗୀତ ବଜାଇଲେ ରଦ୍ଦ ହେବ ପରମିଟ୍

ପାଟନା: ଯାତ୍ରୀବାହୀ ଗାଡ଼ିରେ ଆଉ ଏଣିକି ଅଶାଳୀନ ଗୀତ ବଜାଇ ପାରିବନି। ଯଦି ବଜାଇବ ତେବେ ପରମିଟ୍‌ ବନ୍ଦ କରି ଦିଆଯିବ। ଏପରି ନିୟମ ଜାରି କରିଛନ୍ତି ବିହାର ସରକାର। ବିହାରରେ ଅଟୋ, ବସ୍‌ ଆଦି ପବ୍ଲିକ ଟ୍ରାନ୍ସପୋର୍ଟ ତଥା ଅନ୍ୟ ଯାନବାହନରେ  ଅଶାଳୀନ ଗୀତ ବାଜୁଥିବାରୁ ସାଧାରଣ...

bumrah-sanjna
ସାତ ଜନ୍ମର ସାଥୀ ବାଛି ନେଲେ ଜଶପ୍ରୀତ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ, ଭିଡିଓ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ଷ୍ଟାର ଖେଳାଳି ତଥା ଦ୍ରୁତ ବୋଲର ଜସପ୍ରୀତ ବୁମରାହ । ଗତକାଲି ସ୍ପର୍ଟସ ଆଙ୍କର ସଂଜନା ଗଣେଶନ ଏବଂ ଯଶପ୍ରୀତଙ୍କ ବିବାହ ଗୋଆରେ ସମ୍ପନ୍ନ ହୋଇ ଯାଇଛି। ଶିଖ ପରମ୍ପରା ଅନୁସାରେ ଦୁହିଁଙ୍କର ବିବାହ ଗୁରୁଦ୍ୱାରରେ ହୋଇଯାଇଛି। ଉଭୟେ ସୋସିଆଲ...

shambabi award
କ୍ଷୀରୋଦ ସାହୁଙ୍କୁ ମିଳିଲା ଶମ୍ଭାବୀ-୨୦୨୧ ପୁରସ୍କାର

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କ୍ଷୀରୋଦ ସାହୁଙ୍କୁ ଶମ୍ଭାବୀ ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି।  ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତା ସୃଷ୍ଟି ଦିଗରେ କ୍ଷୀରୋଦ ସାହୁଙ୍କ ଉଲ୍କେଖନୀୟ ଅବଦାନ ରହିଛି । ସେହିପରି ସମାଜକୁ ଦିଗଦର୍ଶନ ପ୍ରଦାନ କରିବା ସହିତ ଅନ୍ୟମାନଙ୍କ ପାଇଁ...

twit
ଏହି ଶବ୍ଦ ଲେଖିଦେଲେ ୧୨ ଘଣ୍ଟା ବ୍ଲକ୍‌ ହୋଇଯିବ ଟୁଇଟର ଆକାଉଣ୍ଟ !

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟରରେ ଏମିତି ଗୋଟିଏ ଶବ୍ଦ ଲେଖିଲାବେଳକୁ ଟୁଇଟର ଆକାଉଣ୍ଟ ବ୍ଲକ ହୋଇଯାଉଛି। କୌଣସି କାରଣରୁ ଯଦି ଆପଣ ସେହି ୭ ଅକ୍ଷର ବିଶିଷ୍ଟ ଶବ୍ଦ ଲେଖି ଦେଉଛନ୍ତି, ଟୁଇଟର ପକ୍ଷରୁ ୧୨ ଘଣ୍ଟା ପାଇଁ ଆପଣଙ୍କ ଆକାଉଣ୍ଟକୁ ବ୍ଲକ କରି ଦିଆଯାଉଛି। ତେବେ କ’ଣ...

jee-8
ଆଜିଠୁ ଜେଇଇ ମେନ୍-୨, ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଦେଉଛନ୍ତି ପରୀକ୍ଷା

ନୂଆଦିଲ୍ଲୀ: ଆଜିଠୁ ଜେଇଇ ମେନ୍-ଟୁ । ଇଂଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହେଉଛି ଜେଇଇ ମେନ୍। ଦେଶର ୩୩୧ଟି ସହରରେ ପରୀକ୍ଷା କରାଯାଉଛି। ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ଦୁଇଟି ସିଟିଂରେ ହେବ ପରୀକ୍ଷା। ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ...

corona new strain
ନୂଆ ଷ୍ଟ୍ରେନ ସହ ପୁଣି ବଢୁଛି କରୋନା ସଂକ୍ରମଣ, ଜାଣନ୍ତୁ ଲକ୍ଷଣ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଛି କରୋନା। ଦେଶର ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକା, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିବା କେନ୍ଦ୍ର ସରକାର କହିଛନ୍ତି। ଏହା ବ୍ୟତୀତ...

mumbai police officer
ଆଣ୍ଟେଲିଆ ସାମ୍ନାରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣା: ସସ୍‌ପେଣ୍ଡ ହେଲେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟାଲିଆ ନିକଟରୁ ବିସ୍ଫୋରକ ବୋଝେଇ ସ୍କର୍ପିଓ ଜବତ ହେବା ଘଟଣାରେ ମୁମ୍ବାଇ ପୋଲିସ ଅଫିସର ତଥା ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ୱାଜେଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିଥିଲା। ଏହି ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା-NIA ସଚିନ ୱାଜେଙ୍କୁ ଗିରଫ କରିଥିବାବେଳେ ଆଜି ...

ishan
କ୍ରିକେଟର ଇଶାନଙ୍କ ଡେବ୍ୟୁ ପୂର୍ବରୁ ନିଜ ତ୍ୱଚାରେ ରକ୍ତ ଲଗାଇଲେ ଗର୍ଲଫ୍ରେଣ୍ଡ

ନବାଦା: ଭାରତୀୟ କ୍ରିକେଟର ଉଦୀୟମାନ ଖେଳାଳି ଇଶାନ କିଶାନଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ ଥର ପାଇଁ ଖେଳି କମାଲ ଦେଖାଇଛନ୍ତି ଇଶାନ। ଟି-୨୦ରେ ଇଂଲଣ୍ଡ ବିରୋଧ ଶାନଦାର ବୋଲିଂ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଏଥି ସହିତ ପ୍ରଥମ ମ୍ୟାଚରେ ଅନେକ ରେକର୍ଡ...

corona new case
ଦେଶ ପାଇଁ ବିପଦ ବଢୁଛି : ୨୪ ଘଣ୍ଟାରେ ୨୬, ୨୯୧ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ମେଲାଉଛି କରୋନା। ଦୈନିକ ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦୈନିକ  ୨୬ ହଜାର ଟପିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୨୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ୧୧୮ ଜଣଙ୍କ...

lathika subhash gets head tonsured
ଟିକେଟ ନ ମିଳିବାରୁ ଲଣ୍ଡା ହେଲେ ମହିଳା କଂଗ୍ରେସ ମୁଖ୍ୟ

ଥିରୁଅନନ୍ତପୁରମ: ନିର୍ବାଚନ ପାଇଁ ଦଳ ଟିକେଟ ନଦେବାରୁ ଲଣ୍ଡା ହେଲେ କେରଳ ମହିଳା କଂଗ୍ରେସ ମୁଖ୍ୟ । କେରଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଗତକାଲି ୮୬ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା । ପ୍ରାର୍ଥୀଙ୍କ ତାଲିକାରେ ନିଜ ନାଁ ନଥିବାରୁ ଇସ୍ତଫା ଦେବା ସହ...

kohali
ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଜିତି ୩ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ: ପ୍ରଥମ ଟି-୨୦ର ବଦ୍‌ଲା ଦ୍ୱିତୀୟ ମ୍ୟାଚ୍‌ରେ ନେଲା ଭାରତ । ଅହମ୍ମଦାବାଦର ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦କୁ ସାନ୍‌ଦାର ଷ୍ଟାଇଲରେ ଜିତି ନେଇଛି ଭାରତ । ଇଂଲଣ୍ଡ ବିରୋଧରେ ୭ ଓ୍ୱିକେଟରେ ବିଜୟୀ ହୋଇଛି ଦଳ । ଟସ୍ ହାରିବା ପରେ ପ୍ରଥମେ...

sonu-sood
୧ ଲକ୍ଷ ବେରୋଜଗାରିଆଙ୍କୁ ଚାକିରି ଦେବେ ସୋନୁ ସୁଦ୍‌

ମୁମ୍ବାଇ: ନିଜ ପାଇଁ ନୁହେଁ, ସବୁବେଳେ ଅନ୍ୟ ପାଇଁ ଚିନ୍ତା କରି ଚର୍ଚ୍ଚାରେ ଥିବା ରିୟଲ ହିରୋ ସୋନୁ ସୁଦ୍‌ ପୁଣି ଏବେ ଚର୍ଚ୍ଚାରେ। କରୋନା ପରି ମହାବିପତ୍ତି ସମୟରେ ଗରିବ, ଅସହାୟ ପରିବାରକୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଆସିଛନ୍ତି। କେତେବେଳେ ବିଦେଶରେ ଫସି ରହିଥିବା ଛାତ୍ରଙ୍କୁ...

yashwant-sinha
ଟିଏମ୍‌ସିରେ ମିଶିଲେ ଯଶୱନ୍ତ ସିହ୍ନା

କୋଲକାତା: ଭାରତୀୟ ଜନତା ପାର୍ଟିର ପୂର୍ବ ନେତା ତଥା ବାଜପାୟୀ  ସରକାରରେ କେନ୍ଦ୍ର ମନ୍ତ୍ରୀ ଥିବା ଯଶୱନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ପଶ୍ଚମ ବଙ୍ଗ ବିଧାନ ସଭା ନିର୍ବାଚନ ପୂର୍ବରୁ ସେ ଆଜି ଟିଏମ୍‌ସିର ହାତ ଧରିଛନ୍ତି। ସିହ୍ନାଙ୍କର ଏହି ମିଶ୍ରଣ ପର୍ବରେ ଡେରେକ୍ ଓ...

modi
ମୋଦିଙ୍କୁ ଦେଖି ଜୋ ବାଇଡେନ କହିଲେ ‘ଆପଣଙ୍କୁ ଦେଖି ବହୁତ ଭଲ ଲାଗିଲା’

ୱାଶିଂଟନ: ୪ ଦେଶର କ୍ୱାଡ ଗ୍ରୁପ୍‌ ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ହୃହଦରେ ସ୍ୱାଗତ କରିଛନ୍ତି। ବାଇଡେନ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ମୋଦିଙ୍କୁ ଭେଟିଛନ୍ତି। କ୍ୱାଡ ଗ୍ରୁପ୍‌ର ଡିଜିଟାଲ ଫର୍ମରେ ଆୟୋଜିତ...

OTV-Portal
ଆସିଲା ‘ଅତିଥି ଆପ୍’, ଆଉ ଖସି ପାରିବେନି ଅପରାଧୀ

ଭୁବନେଶ୍ୱର: ଅପରାଧୀମାନେ ଆସୁଛନ୍ତି। ହୋଟେଲ, ଲଜ, ଗେଷ୍ଟ ହାଉସ ଆଦିରେ ରହୁଛନ୍ତି। ଶେଷରେ ଅପରାଧ ଘଟାଇ  ଚମ୍ପଟ ମାରୁଛନ୍ତି। ଏମିତି ଘଟଣା ନିୟମିତ ଘଟୁଛି। ଏହାକୁ ନେଇ ଚିନ୍ତାରେ ପଡିଛି କମିଶନରେଟ ପୋଲିସ । ଏହାର ସମାଧାନ କରିବା ପାଇଁ ଏବେ ବାଟ ବାହାର କରୁଛି କମିଶନରେଟ ପୋଲିସ।...

hanging
ଅଭାବ ସହ ଲଢି ଥକିଗଲେ, ଶେଷରେ ତିନି ସନ୍ତାନଙ୍କୁ ଧରି ଚରମ ନିଷ୍ପତ୍ତି ନେଲେ ବାପା-ମା’

ସୁପୌଲ: ଅଭାବ, ଅନଟନ ସହ ଅନେକ ଲଢିଲେ। ହେଲେ କିଛି ଫଳ ମିଳିଲାନି। ପରିସ୍ଥିତି ବଦଳିଲାନି କି ଅଭାବ ହଟିଲାନି। ଲଢି ଲଢି  ଥକି ପଡ଼ିଲେ ସାରା ପରିବାର। ଶେଷରେ ନେଲେ ଚରମ ନିଷ୍ପତ୍ତି। ଦାରିଦ୍ର୍ୟର ଏକ କରୁଣ ଦୃଶ୍ୟ ଏବେ ଦେଖିବାକୁ ମିଳିଛି ବିହାରର ସୁପୌଲ ଜିଲ୍ଲାରେ ।...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।