• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

harsabardhan
ସଚେତନ ରୁହ, ଏବେ ବି ଭୟ ଯାଇନି-କରୋନାକୁ ନେଇ ଚେତାବନୀ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମ୍ ରହିଛି। ଏବେ ଭ୍ୟାକ୍ସିନ୍ ମଧ୍ୟ ଆସିସାରିଛି । ତେବେ ଏହାର ଅର୍ଥ ନୁହେଁ ଯେ ଆମେ କରୋନାକୁ ହାଲ୍‌କା ଭାବେ ନେବା ।  ଅବହେଳା କରିବା । ଦେଶରେ ଏବେ ଯେଉଁ ୬ଟି ରାଜ୍ୟରେ କୋଭିଡ୍ କେସ୍ ବଢୁଛି...

lockdown
ଅଣାୟତ୍ତ ହେଲା କରୋନା; ସହର ସମ୍ପୂର୍ଣ୍ଣ ଲକ୍‌ଡାଉନ

ଔରଙ୍ଗାବାଦ୍‌: ପୁଣି ଲେଉଟିଲା କରୋନା ! ମହାରାଷ୍ଟ୍ରରେ ଦିନକୁ ଦିନ ବେକାବୁ ହେଉଛି ଏହି ମହାମାରୀ। ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଔରଙ୍ଗାବାଦରେ ସମ୍ପୂର୍ଣ୍ଣ ଲକ୍‌ ଡାଉନ ଘୋଷଣା କରାଯାଇଛି। ଔରଙ୍ଗାବାଦ ଜିଲ୍ଲାରେ କରୋନା ସଂକ୍ରମଣ  ସଂଖ୍ୟା୫୭, ୭୫୫ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୫୬୯ ଆକ୍ଟିଭ କେସ ରହିଛି।...

Mamata Banerjee
ହୁଇଲ ଚେୟାରରେ ଡାକ୍ତରଖାନାରୁ ଘରକୁ ଫେରିଲେ ମମତା ବାନାର୍ଜୀ

କୋଲକାତା: ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୁକ୍ରବାର ଅପରାହ୍ନରେ ଦିଦି ଚିକିତ୍ସିତ ହେଉଥିବା କୋଲକାତାର SSKM ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଡାକ୍ତରଖାନାରୁ ଫେରିବା ପରେ ସେ ତାଙ୍କର କାଳିଘାଟସ୍ଥିତ ଘରକୁ ଫେରିଛନ୍ତି। ମମତାଙ୍କ ବାମ ପାଦ ଏବଂ ଗୋଇଠି ହାଡରେ ଆଘାତ ଲାଗିଥିଲା। ...

neet exam
ନିଟ୍-୨୦୨୧: ପ୍ରବେଶିକା‌ ପରୀକ୍ଷା ତାରିଖ ଘୋଷଣା କଲା NTA

ଅଗଷ୍ଟରେ ହେବ NEET-୨୦୨୧ ପରୀକ୍ଷା ତାରିଖ ଘୋଷଣା କଲା NTA ପେନ୍‌ ଓ ପେପର ମୋଡରେ ହେବ ପରୀକ୍ଷା ହିନ୍ଦୀ ଓ ଇଂରାଜୀ ସହ ୧୧ଟି ଭାଷାରେ ପରୀକ୍ଷା ଆୟୋଜିତ ହେବ ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟରେ ହେବ NEET ବା ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ।...

unesco
ବାଳିକା ଓ ମହିଳା ଶିକ୍ଷା ପାଇଁ ୟୁନେସ୍କୋ ପୁରସ୍କାର, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର:  ୟୁନେସ୍କୋ ପୁରସ୍କାରର 2021 ସଂସ୍କରଣ ରେ ବାଳିକା ଏବଂ ମହିଳା ଶିକ୍ଷା ପାଇଁ ୟୁନେସ୍କୋ ନାମାଙ୍କନ ପତ୍ର ଆମନ୍ତ୍ରଣ କରିଛି ଯାହା ବାଳିକା ଏବଂ ମହିଳା ଶିକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ଉଦ୍ୟମ ପାଇଁ ଦୁଇ ବିଜେତାଙ୍କୁ ପ୍ରଦାନ କରାଯିବ। ଏହି ଦୁଇ ବିଜେତା ପ୍ରତ୍ୟେକେ  50,000...

vaccine-1
ଭାକ୍ସିନ ନେବା ପରେ ବି କରୋନା ଆକ୍ରାନ୍ତ ହେଲେ ସ୍ୱାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ଦେଶରେ କରୋନା ଭାକ୍ସିନେସନ କାର୍ଯ୍ୟକ୍ରମ ମିଶନ୍‌ ମୋଡ୍‌ରେ ଚାଲିଛି। ଦେଶରେ ପ୍ରାୟ ଅଢେଇ କୋଟି ଲୋକ ଇତି ମଧ୍ୟରେ କରୋନା ଭାକ୍ସିନ ନେଇ ସାରିଲେଣି। ଭାକ୍ସିନେସନର ଏପରି ତ୍ୱରାନ୍ୱିତ କାର୍ଯ୍ୟକ୍ରମ ଆଶ୍ୱସ୍ତି ଦେଉଥିବାବେଳେ ମହାରାଷ୍ଟ୍ରରୁ ଆସିଥିବା ଏକ ଖବର ଚିନ୍ତା ବଢାଇ ଦେଇଛି। ମହାରାଷ୍ଟ୍ରରେ ୨ ଜଣ...

corona-positive
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁନି, ଢିଲା ହେଉଛି କଟକଣା

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ  ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି। କ୍ୱାରେଣ୍ଟିନରୁ ୩୭ ଜଣ ଚିହ୍ନଟ ହୋଇଥିବାବେଳେ ୨୭ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ ଆକ୍ରାନ୍ତ ୧୭ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ...

Mithali Raj
ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ଏମିତି ରେକର୍ଡ ରଚିଲେ ମିତାଲି ରାଜ

ଲକ୍ଷ୍ନୌ:ଭେଟେରାନ ବ୍ୟାଟ୍ସମ୍ୟାନ ମିତାଲି ରାଜ ୧୦ ହଜାରରୁ ଅଧିକ ରନ ସଂଗ୍ରହ କରି ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିଛନ୍ତି।  ଏପରି ରେକର୍ଡ କରିବାରେ ସେ ଭାରତରେ ପ୍ରଥମ ଏବଂ ଅନ୍ତର୍ଜାତୀୟ ସ୍ତରରେ ଦ୍ୱିତୀୟ  ମହିଳା କ୍ରିକେଟର।  ଶୁକ୍ରବାର ସେ ୧୦ ହଜାର ରନ୍ ପୂରଣ କରିଛନ୍ତି। ଭାରତୀୟ...

vaxine
ପୂର୍ଣ୍ଣାଙ୍ଗ ରୂପ ନେଲା କୋଭାକ୍ସିନ୍; ହଟିଲା ‘ ହ୍ୟୁମାନ ଟ୍ରାଏଲ ମୋଡ଼୍‌’ ଲେବ୍‌ଲ

ନୂଆଦିଲ୍ଲୀ: ଭାରତର ନିଜସ୍ୱ କରୋନା ଟିକା-କୋଭାକ୍ସିନ୍ ଏବେ ପୂର୍ଣ୍ଣାଙ୍ଗ ରୂପ ନେଇଛି । କୋଭାକ୍ସିନକୁ ଏବେ ମାନବୀୟ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ବୋଲି କୁହାଯାଇ ପାରିବ ନାହିଁ । ଏହାଫଳରେ କୋଭାକ୍ସିନ ଟିକା ନେବା ପୂର୍ବରୁ ଆଉ ସ୍ୱୀକୃତୀ ପତ୍ର ଦସ୍ତଖତ କରି ଦେବାକୁ ପଡ଼ିବ ନାହିଁ ।...

Meteorite
ଆକାଶରୁ ଖସିଲା ପଥର...ପୃଥିବୀଠାରୁ ବି ଅଧିକ ପୁରାତନ

ନୂଆଦିଲ୍ଲୀ: ଆଫ୍ରିକାର ସାହାରା ମରୁଭୂମିରୁ ଏକ ଉଲ୍‌କାପିଣ୍ଡ ଠାବ କରାଯାଇଛି। ଗବେଷଙ୍କ କହିବା ଅନୁଯାୟୀ, ଏହି ଉଲକାପିଣ୍ଡ ପୃଥିବୀ ସୃଷ୍ଟି ହେବାର ପୂର୍ବରୁ ତିଆରି ହୋଇଛି। ଏହି ଉଲ୍‌କାପିଣ୍ଡରୁ ସୌରମଣ୍ଡଳରେ ଗ୍ରହ ନିର୍ମାଣର ପ୍ରକ୍ରିୟା ସମ୍ପର୍କରେ ଜଣାପଡ଼ିବାର ସମ୍ଭାବନା ରହିଛି। ଯେତେବେଳେ ଆମ ସୌରମଣ୍ଡଳରେ ପୃଥିବୀ ପରି ଗ୍ରହର...

antilia
ଅମ୍ବାନୀଙ୍କ ଘର ବାହାରେ ମିଳିଥିବା ବିସ୍ଫୋଟକ ଭର୍ତ୍ତି କାର ମିଳିବା ଘଟଣା: ପୋଲିସ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀ ଘର ବାହାରେ ମିଳିଥିବା ବିସ୍ଫୋଟକ ଭର୍ତ୍ତି କାର ମିଳିବା ଏବଂ ଜୈଶ ଉଲ ହିନ୍ଦର ଧମକ ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗୁରୁବାର ତିହାର ଜେଲରେ ଚଢାଉ କରିଥିଲା। ମିଳିଥିବା ସୂତ୍ର ଅନୁଯାୟୀ, ଚଢାଉ ପରେ ପୋଲିସ ହାତରେ ଅନେକ ତଥ୍ୟ...

pollution
ରାଉରକେଲାରେ କମୁଛି ପ୍ରଦୂଷଣ; କୋହଳ ହେଲା କଟକଣା

ରାଉରକେଲା: ରାଉରକେଲାରେ ପ୍ରଦୂଷଣ ମାତ୍ରା କମିଛି। ଫଳରେ ରାଉରକେଲା ପାଇଁ ଜାରି କରାଯାଇଥିବା କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ କରିବାକୁ ଜିଲ୍ଲାପାଳଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଛି। ପ୍ରଦୂଷଣ ଯୋଗୁ ସ୍କୁଲ କଲେଜ ବନ୍ଦ କରାଯିବା ପରି ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଆଶଙ୍କା ଏବେ...

mamta
ମମତାଙ୍କୁ ଆକ୍ରମଣ ନେଇ ବିଜେପି-ଟିଏମ୍‌ସି ବାକ୍‌ଯୁଦ୍ଧ: ସିବିଆଇ ତଦନ୍ତ ଦାବି କଲା ବିଜେପି

କୋଲକାତା: ଆକ୍ରମଣ ଯୋଗୁଁ ଅସୁସ୍ଥ ଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ନିର୍ବାଚନ ପ୍ରଚାର ବାତିଲ କରିଛନ୍ତି।  ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ରାଲି ଓ ନିର୍ବାଚନୀ କାର୍ଯ୍ୟକ୍ରମକୁ ମମତା ବାତିଲ କରିଛନ୍ତି । ଗତକାଲି ପୂର୍ବ ମେଦିନିପୁର ଜିଲ୍ଲାର ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀ...

TV set collapses on journalist
ଲାଇଭ୍‌ ସୋ ଚାଲିଥିବାବେଳେ ଭାଙ୍ଗିଗଲା ଷ୍ଟୁଡିଓ, ମୁହଁ ମାଡି ପଡ଼ିଗଲେ ଆଙ୍କର

ୱାଶିଂଟନ: ଟିଭିରେ ଚାଲିଥିଲା ଲାଇଭ ସୋ। ଏକ ଆଲୋଚନା ପାଇଁ ମଞ୍ଚ ଉପରେ ବସିଥାନ୍ତି ଅତିଥି। ଆଙ୍କର ଆଙ୍କରିଂ କରୁଛନ୍ତି। ହଠାତ୍‌ ଷ୍ଟୁଡିଓର ସେଟ ତାଙ୍କ ଉପରେ ପଡିଗଲା। ଆଙ୍କର ଜଣକ ମୁହଁ ମାଡି ତଳେ ପଡି ଯାଇଥିଲେ।  ଏମିତି ଏକ ଘଟଣା ଘଟିଛି କଲମ୍ବିଆରେ। ଏହାର ଭିଡିଓ...

race carrying husbands on backs
ସ୍ୱାମୀଙ୍କୁ କାନ୍ଧରେ ପକାଇ ୧୦୦ ମିଟର ଦୌଡ଼ିଲେ ମହିଳା

କାଠମାଣ୍ଡୁ: ମହିଳାମାନେ ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି । ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ମହିଳା ସମକକ୍ଷ ହୋଇପାରିବେ ।  ଆଉ ଏହି କଥାକୁ ପ୍ରମାଣିତ କରିବା ପାଇଁ ଏଠି ମହିଳା ସ୍ୱାମୀଙ୍କୁ କାନ୍ଧରେ ପକାଇ ଦୌଡୁଛନ୍ତି। ଏହି ଦୃଶ୍ୟ ବେଶ ଭାଇରାଲ ହୋଇଛି ସେମାନେ ଦୌଡୁଛନ୍ତି,...

Mamata Banerjee
କେମିତି ଆହତ ହେଲେ ମମତା ବାନାର୍ଜୀ ? ଘଟଣା ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ

କୋଲକାତା: ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିବାବେଳେ ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିକିତ୍ସା କୋଲକାତା SSKM ହସ୍ପିଟାଲରେ ଚାଲିଛି। ଏକ ଡାକ୍ତରୀ ଟିମ୍ ମମତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି। ମମତାଙ୍କ ଗୋଡ଼ ଓ ବେକରେ ଆଘାତ ଲାଗିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଗତକାଲି ହସ୍ପିଟାଲ୍‌କୁ ଯାଇ ତାଙ୍କୁ...

kumbha mela
କୁମ୍ଭ ମେଳାରେ ବୁଡ ପକାଇଲେ ଶତାଧିକ ସାଧୁ: ଶିବମୟ ହେଲା ପରିବେଶ

ହରିଦ୍ୱାର: ଆରମ୍ଭ ହୋଇଛି ପ୍ରସିଦ୍ଧ ହରିଦ୍ୱାର କୁମ୍ଭ ମେଳା।  ଦୀର୍ଘ ୧୧ ବର୍ଷ ପରେ ଆରମ୍ଭ ହୋଇଛି ପବିତ୍ର ବୁଡ଼। ଆଜି ଭୋର୍ ୪ଟାରୁ ସାହି ସ୍ନାନ ଆରମ୍ଭ ହୋଇଛି। ସକାଳ ୮ଟା ପରେ ସାଧାରଣ ଶ୍ରଦ୍ଧାଳୁ ସ୍ନାନ କରିପାରିବେ। ହର କି ପୌରୀ ଘାଟରେ ଗଙ୍ଗା ଆଳତି...

shivaratri
ଆଜି ଶିବରାତ୍ରୀ, ସବୁଠି ଚାଲିଛି ମହାଦେବଙ୍କ ପାଇଁ ମହାଆରାଧନା

ଭୁବନେଶ୍ୱର: ଆଜି ଶିବରାତ୍ରୀ। ମହାଦେବଙ୍କ ପାଇଁ ମହା ଆରାଧନା। ରାଜ୍ୟର ଶୈବ ପୀଠରେ ଚାଲିଛି ଭୋଲା ବାବାଙ୍କ ପୂଜାର୍ଚ୍ଚନା।  ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର ପୀଠ ସମେତ ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। କୋଭିଡ୍ କଟକଣା...

sanitizer spray
ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କ ଉପରକୁ ସାନିଟାଇଜର ସ୍ପ୍ରେ କଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌: ମିଡିଆ ସହ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ ଓଚାଙ୍କ ସମ୍ପର୍କ ଟିକିଏ ଅଲଗା। ମିଡିଆ ସହ ସେ ବେଶ ମଜାଳିଆ ଅନ୍ଦାଜରେ ମିଶିବାକୁ ନେଇ ସେ ଜଣାଶୁଣା । ହେଲେ ଏଥର ମିଡିଆ ସହ ଯେମିତି ବ୍ୟବହାର କଲେ ତାହା ମିଡିଆର ମୁଖ୍ୟ ଖବର ପାଲଟି ଯାଇଛି।...

no mercy to rapist
ଗଣଦୁଷ୍କର୍ମ ଅଭିଯୋଗ ଆଣିବାର ଦିନକ ପରେ ପୀଡିତାଙ୍କ ବାପାଙ୍କୁ ଚାପିଦେଲା ଟ୍ରକ

କାନପୁର:୧୩ ବର୍ଷର ଶିଶୁକନ୍ୟା ଗଣଦୁଷ୍କର୍ମର ଶିକାର ହୋଇଥିଲା। ଏ ନେଇ ବାପା ଥାନାରେ ମାମଲା ଦାଏର କରିଥିଲେ। ହେଲେ ମାମଲା ଦାଏର କରିବାର ଦୁଇ ଦିନ ପରେ ଅର୍ଥାତ୍‌ ବୁଧବାର ସକାଳେ ଡାକ୍ତରଖାନା ବାହାରେ ପୀଡିତାଙ୍କ ବାପାଙ୍କର ସଡ଼କ ଦୁର୍ଘଟଣାରେ ପ଼୍ରାଣ ଚାଲିଗଲା। ଘଟଣା ଘଟିଛି ଉତ୍ତର ପ୍ରଦେଶର...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।