ଯାଜପୁର (ଅଭୟ ପତି): ସେ ଜଣେ ଦିନ ମଜୁରିଆ । ମଜୁରୀ ଲାଗିବା ତାଙ୍କ ପେଷା। ହେଲେ ଏବେ ତାଙ୍କର ଭାଗ୍ୟଚକ୍ର ବଦଳି ଯାଇଛି। ସତେ ଯେମିତି ତାଙ୍କ ମୁଣ୍ଡରେ ହାତୀ ସୁନା କଳସି ଢାଳି ଦେଲା। ଏବେ ଓଡ଼ିଶାର ଏକ ଚର୍ଚ୍ଚିତ ର୍ନିବାଚନ ମଣ୍ଡଳୀ କୋରେଇର ସେ...
ନୂଅଦିଲ୍ଲୀ: ତିନି ଦିନ ତୈଳଦର ବୃଦ୍ଧିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଥିବାବେଳେ ଆଜି ସରକାରୀ ତେଲ କମ୍ପାନୀ ପୁଣି ତୈଳ ଦର ବୃଦ୍ଧି କରିଛନ୍ତି। ଆଜି ଡିଜେଲ ଦର ଲିଟର ପିଛା ୧୫ରୁ ୧୬ ପଇସା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ଦର ୨୪ରୁ ୨୫ ପଇସା ବଢିଛି। ଦିଲ୍ଲୀ ଏବଂ...
ପାରାଦୀପ(ରମାକାନ୍ତ ନାୟକ): ଠକେଇର ନୂଆ ତରିକା। ସାଇବର୍ ଠକଙ୍କ ଟାର୍ଗେଟରେ ଏବେ ଫସିଛନ୍ତି ସାଧାରଣ ଲୋକ। ଋ଼ଣ ଦେବା ବାହାନାରେ ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ଲକ୍ଷାଧିକ ଟଙ୍କାର ଟ୍ରାନ୍ଜାକ୍ସନ୍। ଏଭଳି କିଛି ଅଭିଯୋଗ ଆସିଛି ପାରାଦୀପ ଷଣ୍ଢକୁଦ ଅଞ୍ଚଳରୁ। ଏହି ଘଟଣାରେ ସ୍ଥାନୀୟ ବିଶ୍ୱଜିତ ଜେନା ନାମକ ଜଣେ...
ଭୁବନେଶ୍ୱର: ନେଡ଼ି ଗୋଡ଼ କହୁଣିକୁ ବୋହିବା ପରେ ପଶିଛି ଚେତା। କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଇବା ପରେ ତତ୍ପରତା ଦେଖିଇଛନ୍ତି ଓଡ଼ିଶା ସରକାର। କୋଟିଆକୁ ମେଡିକାଲ ଟିମ୍ ପଠାଇଛନ୍ତି। କୋଟିଆରେ ରାଜ୍ୟର ମେଡିକାଲ୍ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛି। ପଞ୍ଚାୟତର ବିଭିନ୍ନ ଗାଁକୁ ସ୍ୱାସ୍ଥ୍ୟଟିମ୍...
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଦର ଯେପରି ବଢୁଛି ଲୋକଙ୍କ ଆଖିରୁ ନିଦ ହଜିଗଲାଣି। ଦେଶର ରାଜସ୍ଥାନର ଶ୍ରୀଗଙ୍ଗାନଗର ପରି ସ୍ଥାନରେ ପେଟ୍ରୋଲ ଲିଟର ପିଛା ଦର ୧୦୦ ଟପିଲାଣି। ପେଟ୍ରୋଲ ଦର କମିବା ନେଇ ସରକାର ଲଗାତାର ଆଲୋଚନା କରୁଛନ୍ତି। ହେଲେ କିଛି ଫଳ ହେଉନି। ଶୁଣି ଆଶ୍ଚର୍ଯ୍ୟ...
ଭୁବନେଶ୍ୱର: ‘ନ୍ୟାୟ ପାଇଁ ବାର ଦୁଆର ବୁଲିଲୁଣି। ତଥାପି ନ୍ୟାୟ ମିଳୁନି। ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେଲେ ସିନା ଅଟକାଇ ଦେବେ। ଏଥର ଘର ଭିତରେ ଆତ୍ମାହୁତି ଦେବୁ’ ବୋଲି କୋହଭରା କଣ୍ଠରେ କହିଛନ୍ତି ସୁଲୋଚନା ଦାଶ। ପୁଅ ହତ୍ୟାକାରୀଙ୍କ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ସୁଲୋଚନା...
ଭୁବନେଶ୍ୱର: ‘ଈଶ୍ଵରଙ୍କ ସୃଷ୍ଟିରେ ସମସ୍ତେ ସକ୍ଷମ। ଅକ୍ଷମ, ଭିନ୍ନକ୍ଷମ ବା ଅସହାୟ କେହି ବି ନୁହନ୍ତି। ସମସ୍ତେ ତାଙ୍କର ସନ୍ତାନ। ପରସ୍ପର ପ୍ରତି ମାନସିକ, ଶାରିରୀକ ଓ ଆର୍ଥିକ ସହଯୋଗର ହାତ ବଢାଇଲେ ସୁସ୍ଥ ସମାଜଟିଏ ଗଢିଉଠିବ। ଏଥିପାଇଁ ସମସ୍ତେ ପ୍ରୟାସ କରିବା ନିତାନ୍ତ ଆବଶ୍ୟକ।’ ଦିବ୍ୟାଙ୍ଗମାନଙ୍କୁ ସହାୟତାର...
ନୂଆଦିଲ୍ଲୀ: ଅନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ ମଧ୍ୟରୁ ବିରିୟାନୀ ଗୋଟିଏ। ପ୍ରାୟ ସମସ୍ତଙ୍କର ପସନ୍ଦ ଏହି ଖାଦ୍ୟ । କେଉଁଠି କେଉଁ ପ୍ରକାର ବିରିୟାନୀ ମିଳୁଛି, କାହାର ସ୍ୱାଦ କେମିତି, କାହାର ଦାମ କେତେ ସେ ସବୁର ତାଲିକା ବିରିୟାନୀ ପ୍ରିୟ ଲୋକଙ୍କ ପାଖରେ ନିଶ୍ଚୟ ଥିବ । ଆମେ...
ବିନିକା: ଆତ୍ମାହୁତି ଉଦ୍ୟମ ଅଭିଯୋଗ ଯେମିତି ରାଜ୍ୟ ପୋଲିସ ପ୍ରଶାସନର ନିଦ ହଜାଇ ଦେଇଛି। ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମକୁ ରୋକିବା ଲାଗି ପୋଲିସ ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ବି ନ୍ୟାୟ ଦାବିରେ ଲୋକେ ଏପରି ଉଦ୍ୟମ କରୁଛନ୍ତି। ଯାହାକୁ ରୋକିବା ପାଇଁ...
ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ACFOଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସୌମ୍ୟ ରଞ୍ଜନଙ୍କ ବାପା। ପୁଅର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କଲେ।
ଭୁବନେଶ୍ୱର: ଗୃହ ବିଭାଗ ଅଧୀନ ରାଜ୍ୟ ଫୋରେନସିକ୍ ସାଇନ୍ସ ସେବା ସଂଗଠନରେ ଖାଲିଥିବା Scientific Officer ଗ୍ରୁପ୍ ବି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛକ ପ୍ରାର୍ଥୀ ତୁରନ୍ତ ଆବେଦନ କରିବା ପାଇଁ ଓଡିଶା ଜନସେବା ଆୟୋଗ (OPSC) ପକ୍ଷରୁ କୁହାଯାଇଛି। ଇଚ୍ଛୁକ ଏବଂ ଯୋଗ୍ୟ...
ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦିନକୁ ବଢିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ ରେକର୍ଡ ସଂଖ୍ୟାକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗୁରୁବାର ମହାରାଷ୍ଟ୍ରରୁ ସର୍ବାଧିକ ୮, ୭୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାଯାଇଛି, ଗତ ୨୪ ଘଣ୍ଟା...
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ର ବିରତି ଉଲ୍ଲଘଂନକୁ ନେଇ ଦୁଇ ଦିନ ତଳେ ବୁଝାମଣା ହୋଇଛି। ଏହି ବୁଝାମଣା ଅନୁସାରେ ଲାଇନ ଅଫ କଣ୍ଟ୍ରୋଲ ଏବଂ ଅନ୍ୟ ସେକ୍ଟରରେ ଅସ୍ତ୍ର ବିରତି ଉଲ୍ଲଘଂନକୁ କେହି ଭାଙ୍ଗିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ବର୍ଷ ଧରି ସୀମାରେ ଅସ୍ତ୍ର...
କଟକର:ଆଜି ଭାରତ ବନ୍ଦ। ଦୋକାନ, ବଜାର, ବ୍ୟବସାୟ ପ୍ରତିଷ୍ଠାନ ସମେତ ଯାନବାହନ ଚଳାଚଳ ବନ୍ଦ ରହିଛି। ଜିଏସ୍ଟି ଏବଂ E-WAY ବିଲ୍ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଟକ ନଗର ବ୍ୟବସାୟୀ...
ବଦଳି ଯାଇଛି ନେତାଙ୍କ ଲକ୍ଷ୍ୟ, ଆଭିମୁଖ୍ୟ। ବଦଳି ଯାଇଛି ସେମାନଙ୍କ ଚରିତ୍ର, ବ୍ୟକ୍ତିତ୍ୱ। ଜନତାଙ୍କ ସେବା ତାଙ୍କର କାମ ବୋଲି ଭାବୁ ନାହାନ୍ତି, ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ହାତେଇବା ତାଙ୍କର ଲକ୍ଷ୍ୟ ହୋଇଯାଇଛି। ଏପରି ନେତାଙ୍କୁ ନେଇ ଦେଶର ବିକାଶ କେତେଦୂର ସମ୍ଭବ ? ଏହାକୁ...
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ବିଧବା ମହିଳା ନିଜ ଅଂଶ ସମ୍ପତ୍ତି ବାପଘରକୁ ଦେଇପାରିବେ ବାପଘର ପକ୍ଷ ଲୋକଙ୍କୁ ଅପରିଚିତ କୁହାଯାଇ ପାରିବ ନାହିଁ ବାପଘର ପକ୍ଷର ଲୋକଙ୍କୁ ମହିଳାଙ୍କ ପରିବାରର ଏକ ଅଂଶ ବୋଲି କୁହାଯାଇ ପାରିବ ନୂଆଦିଲ୍ଲୀ: ମହିଳାଙ୍କ ସମ୍ପତ୍ତିକୁ ନେଇ ସୁପ୍ରମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ...
ବାରିପଦା: ମା’ କୋଳରୁ ପୁଣି ଶିଶୁକନ୍ୟା ଚୋରି ! ନବଜାତ ଶିଶୁକୁ ଦେଖିବାକୁ ଆସି ପ୍ରଥମେ ସମ୍ପର୍କ ଯୋଡ଼ିଲେ। ତା’ ପରେ ଗେଲ କରବାକୁ ଆସିଲେ। ଆଉ ଶେଷରେ ସାମାନ୍ୟ ଅନ୍ୟମନସ୍କତାରେ ଶିଶୁକନ୍ୟାକୁ ଚୋରି କରି ନେଇଗଲେ। ଏମିତି ଘଟଣା ଘଟିଛି ବାରିପଦା ପିଆରଏମ ମେଡିକାଲ କଲେଜ ପ୍ରସୂତି...
କୋଲ୍ଲମ: ସମୁଦ୍ର ଭିତରେ ରାହୁଲ ଗାନ୍ଧି ! ପୁଣି ମତ୍ସ୍ୟଜୀବୀଙ୍କ ଗହଣରେ ! ହଁ, କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ସମୁଦ୍ର ଭିତରେ ପହଁରୁଥିବା ଦେଖିବାକୁ ମିଳିଛି । ପ୍ରକୃତ କଥା ହେଲା, ମତ୍ସ୍ୟଜୀବୀଙ୍କ ଜୀବନଶୈଳୀକୁ ଅତି ନିକଟରୁ ଦେଖିବା ପାଇଁ ରାହୁଲ ମତ୍ସ୍ୟଜୀବୀଙ୍କ ସହ ମିଶି...