ସ୍ୱିଗି କି ଜୋମାଟୋ ନୁହେଁ..ଘରେ ତିଆରି ହେଉଥିବା ସ୍ୱାଦିଷ୍ଟ ଖାଦ୍ୟ ପିଲାଙ୍କୁ ଦେବେ ମାଆ । ଅନଲାଇନ୍ କି ଅଫ୍ ଲାଇନ୍ରେ ବି ଅର୍ଡର କରିବାକୁ ମନା କଲେ କୋର୍ଟ । ଜାଣନ୍ତୁ ଏମିତି ରାୟ କାହିଁକି ଦେଇଛନ୍ତି କୋର୍ଟ
Published By: Manoranjan Behera
Last updated: 14 September 2023, 12:35 PM IST
ଓଃ କି ଦୁଃଖ !! ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଖାଇବାକୁ ଟଙ୍କା ନାହିଁ । ବଡ ହିନସ୍ତାରେ ଚଳୁଛନ୍ତି ଏମାନେ । ଗୁହାରି କରି କରି ଥକିପଡିଲେଣି ସତ ହେଲେ ଦୁଃଖ ଶୁଣିବାକୁ କେହି ନାହାନ୍ତି । ସ୍ଥିତି ଏମିତି ହେଲାଣି ଯେଉଁ ମଣିଷ ଶୋଉଛି ସେଇଠି ଛେଳି