• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Joe Biden
‘ଆଗକୁ ଦିନରେ କମ୍‌ କାମ, ଅଧିକ ବିଶ୍ରାମ...ରାତି ୮ଟା ପରେ ନୋ ମିଟିଂ’

ଟ୍ରମ୍ପଙ୍କ ଅଭିଯୋଗ ଆଧାରରେ ବାଇଡେନ୍‌ଙ୍କ ବଡ଼ ମନ୍ତବ୍ୟ। କହିଲେ, ଏଣିକି ଦିନରେ କମ୍‌ କାମ, ଅଧିକ ନିଦ୍ରା ଓ ରାତି ୮ଟା ପରେ ସବୁ କାମ ବନ୍ଦ।

Hina Khan
ହୀନା କାଟିଲେ କେଶ, କାନ୍ଦିଲେ ମାଆ..ଭିଡିଓ ଭାଇରାଲ

ଗୋଟିଏ ମା ପାଇଁ ୟାଠୁ ଅଧିକ କଷ୍ଟ କ’ଣ ହୋଇପାରେ। ବର୍ଷ ବର୍ଷ ଧରି ପରୀଟିଏ ପରି ସଜେଇ ହେଉଥିବା ତା ଝିଅକୁ ସେ ଦେଖିଆସିଛି। ହେଲେ ଆଜି ଏରୋଗ ସବୁ ସାରିଦେଲା। ଝିଅକୁ ତାର ସବୁଠାରୁ ମୁଲ୍ୟବାନ ଆଭୂଷଣ କାଟିବାକୁ ପଡିଲା।

Cricket Fans
ଗଛ ଡାଳରୁ ଓହଳି ଟିମ୍‌ ଇଣ୍ତିଆକୁ ଚିୟର୍ସ କଲେ..କହିଲେ..ପ୍ଲିଜ୍‌ ଗୋଟେ ଫଟୋ..

ଗତକାଲି ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷାଧିକ କ୍ରିକେଟ୍ ଫ୍ୟାନଙ୍କ ଭିଡ଼ ଜମିଥିଲା। ଷ୍ଟାଡିୟମରେ ଖେଳାଳୀଙ୍କୁ ସମ୍ବର୍ଦ୍ଧନା, ପୁରସ୍କାର ବିତରଣ ପରେ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଥିଲେ ଭାରତୀୟ ଟିମ୍।

Rishi Sunak
ବ୍ରିଟେନ୍‌ ନିର୍ବାଚନରେ ହାରିଲେ ସୁନକ; ସରକାର ଗଢ଼ିବ ଲେବର୍‌ ପାର୍ଟି

ବ୍ରିଟେନରେ ବଦଳିଲା ସତ୍ତା। ନୂଆ ଇତିହାସ ରଚିଲା ଲେବର୍ ପାର୍ଟି। ଗତକାଲି ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ କୋଟି କୋଟି ଜନତା ମତାଧିକାର ସାବ୍ୟସ୍ତ କରିଛନ୍ତି।

Rishi Sunak
ବ୍ରିଟେନରେ ବଦଳିଯିବ କି କ୍ଷମତା? ନୂଆ ଇତିହାସ ରଚିପାରେ ଲେବର୍ ପାର୍ଟି

ବ୍ରିଟେନ ସରକାରରୁ ଗାଦିଚ୍ୟୁତ ହୋଇପାରେ ଋଷି ସୁନକଙ୍କ କଞ୍ଜରଭେଟିଭ୍ ପାର୍ଟି। ଆଜି ଭୋଟ୍ ଗଣତି ଚାଲି ଥିବାବେଳେ ସୁନକଙ୍କୁ ପଛରେ ପକାଇ ବହୁ ଆଗରେ ଅଛନ୍ତି ଲେବର ପାର୍ଟିର କୀର ଷ୍ଟାରମେର୍।

Surendranath Naik
ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ପରଲୋକ

୯୩ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଦେହାନ୍ତ ହୋଇଛି।

Ratna Bhandar
ଖୋଲିବ ରତ୍ନଭଣ୍ତାର ! ଆସନ୍ତାକାଲି ଚୂଡ଼ାନ୍ତ ନିଷ୍ପତ୍ତି

ରତ୍ନ ଭଣ୍ଡାର ଖୋଲିବା ନେଇ ଗତକାଲି ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

Ratha Jatra 2024
ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସଜେଇ ହେଲାଣି ରଥ-ପଥ; ସେବାୟତଙ୍କଠୁ ପ୍ରଶାସନ, ସମସ୍ତେ ତୟାର..

ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସଜେଇ ହେଲାଣି ରଥ, ସଜେଇ ହେଲାଣି ପଥ। ଦଇତାପତିଙ୍କଠୁ ଆରମ୍ଭ କରି ପ୍ରଶାସନ, ବିଶ୍ୱକର୍ମା ମହାରଣାଙ୍କ ଠାରୁ ଆରମ୍ଭ କରି ଚିତ୍ରକର କାହାରିକୁ ତର ନାହିଁ।

Mohan Majhi
ରାଜ୍ୟରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ; ଟ୍ୱିନ୍‌ସିଟିର କୃତ୍ରିମ ବନ୍ୟା ପରିଚାଳନା ପାଇଁ ନିଆଯିବ IITର ସହାୟତା

ଆଜି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ପରେ ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

BJD
ବିଜେଡି ନେତାଙ୍କ ମୁହଁରେ ତାଲା: ବିଶୃଙ୍ଖଳା ସାଙ୍ଘାତିକ

ଛିଡିବାର ନାଁ ଧରୁନି ବିଜେଡି କର୍ପୋରେଟରଙ୍କ ବିବାଦ। କାଲି ଅମରେଶ ଆଉ ଆଜି ବିରଞ୍ଚି। କର୍ପୋରେଟର କଳିକୁ ନେଇ ଶେଷରେ ମୁହଁ ଖୋଲିଲେ ମେୟର। ସଂଗଠନ ବିଗୁଡୁଥିବା ଦେଖି ଦଳ ପକ୍ଷରୁ ଜାରି ହେଲା ଫତୱା।

Mohan Majhi
ମୁଣ୍ଡିଆ ମାରି ପ୍ରବେଶୀଲେ ମୋହନ, ଏଣିକି ସବୁ କାମ ଓଡ଼ିଆରେ

ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଓଡିଆରେ ପଠାଯିବ ଫାଇଲ। ଗଠନ ହେବ ଭାଷା କମିଶନ। ଲୋକସେବା ଭବନରେ ଆଜି ଦାୟିତ୍ୱ ଗ୍ରହଣ କରୁ କରୁ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଦସ୍ତଖତ କରିଛନ୍ତି ମୋହନ ମାଝୀ।

ASO Dead Body
ଲୋକସେବା ଭବନରେ କାର୍ଯ୍ୟରତ ASOଙ୍କ ଝୁଲନ୍ତା ମୃତଦେହ

ମୃତ ASOଙ୍କ ନାଁ ମୋରା ମାରାଣ୍ଡି। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ରହୁଥିବା ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

College Bus Fire
କଲେଜ ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଘରୋଇ କଲେଜ ବସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ଛାତ୍ର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ରାଧାରମଣପଡ଼ା ଗାଁ ନିକଟରେ।

Team India
ସ୍ୱାଗତମ୍‌ ବିଶ୍ୱବିଜେତା; ବିଜୟ ପରେଡ୍‌, ମୁମ୍ବାଇ ଜନସମୁଦ୍ର

ଆଜି ସନ୍ଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ ସେଲିବ୍ରେସନ। ଖେଳାଳିମାନେ ମୁମ୍ବାଇ ବିମାନ ବନ୍ଦରରୁ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ। ସେଠାରେ ଏକ କିଲୋମିଟରର ବସ୍ ପ୍ୟାରେଡର କାର୍ଯ୍ୟକ୍ରମ ରହିଛି।

Air India Flight Delayed
ହଟହଟ୍ଟା କଲା ଏୟାର ଇଣ୍ତିଆ; ଯାତ୍ରୀଙ୍କୁ ମାଗିଲା ଭୁଲ୍‌, ଫେରାଇବ ପୂରା ଟଙ୍କା

ଫ୍ଲାଇଟ୍‌ ଟେକ୍‌ ଅପ୍‌ ସମୟ ବାରମ୍ବାର ବଦଳାଇଲେ ଏୟାର ଇଣ୍ତିଆ କର୍ତ୍ତୃପକ୍ଷ। ଏନେଇ ବିରକ୍ତ ହେଲେ ଯାତ୍ରୀ। ସୋସିଆଲ ମିଡିଆରେ ଏୟାର ଇଣ୍ତିଆର ବିମାନର ଅବହେଳା ନେଇ ଏକ ପୋଷ୍ଟ ମଧ୍ୟ ସେୟାର କରିଥିଲେ।

Invitation
ଅନନ୍ତଙ୍କ ବିବାହ ଉତ୍ସବ ପାଇଁ ଶ୍ରୀମନ୍ଦିରର ସେବାୟତଙ୍କୁ ମୁକେଶ ଅମ୍ବାନୀଙ୍କ ନିମନ୍ତ୍ରଣ

ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ପୁତ୍ର ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ଜଗନ୍ନାଥ ମହାପ୍ରଭୁଙ୍କ ସେବକ ଜଗନ୍ନାଥ କରଙ୍କ ପାଖକୁ ଆସିଛି ନିମନ୍ତ୍ରଣ ପତ୍ର।

Chandbali Stadium
କୋଟି କୋଟି ଟଙ୍କା ଗଲାଣି, ଏବେବି ସରିନି ଷ୍ଟାଡିୟମ ନିର୍ମାଣ କାମ..ଦାୟୀ କିଏ ?

ଚାନ୍ଦବାଲିରେ କନ୍ଧାଠାରେ ଷ୍ଟାଡିୟମ ନିର୍ମାଣ ୨୦୧୬ ମସିହାରୁ କାର୍ଯ୍ୟାଦେଶ ଆରମ୍ଭ ହୋଇଥିଲା। ୨୦୨୪ ମସିହା ପର୍ଯ୍ୟନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ୨ କୋଟି ଟଙ୍କା ବ୍ୟୟ ବରାଦ ପରେ ଏନ୍ ଏ ସି ପ୍ରଶାସନ ପକ୍ଷରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ୧ କୋଟିରୁ ଉର୍ଦ୍ଧ୍ବ ଖର୍ଚ୍ଚ...

Hardik Pandya
ଇତିହାସ ରଚିଲେ ପାଣ୍ତ୍ୟା; ଟି-ଟ୍ୱେଣ୍ଟି ଫର୍ମାଟରେ ଏବେ ନଂ ୧ ଅଲରାଉଣ୍ତର

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଟ୍ରଫି ଜିତିଥିଲା। ଯେଉଁଥିରେ ପ୍ରମୁଖ ଭୂମିକା ରହିଥିଲା ହାର୍ଦ୍ଦିକ ପାଣ୍ତ୍ୟାଙ୍କର।

Wrong Injection Death
ଭୁଲ୍ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ !

କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭୁଲ ଇଞ୍ଜେକସନ ଯୋଗୁଁ ଜଣେ ନାବାଳକଙ୍କର ମୃତ୍ୟୁ ଅଭିଯୋଗ ହୋଇଛି।

Prithviraj Harichandan
‘ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ, ଆଜି କାଲି ଭିତରେ ନିଷ୍ପତ୍ତି’

ଆସନ୍ତା ୫ ତାରିଖରେ ବସିପାରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ। ଅଳଙ୍କାର ଗଣତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ୍ ପଶାୟତ ତା ପୂର୍ବଦିନ ଅର୍ଥାତ୍ ଜୁଲାଇ ୪ ତାରିଖରେ ଓଡିଶା ଆସିବା କାର୍ଯ୍ୟକ୍ରମ ରହିଛି। ସେ ପୁରୀରେ ୨୭ ତାରିଖ ଯାଏ ରହିବେ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।