ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା। ଟି-ଟ୍ୱେଣ୍ଟି, ଦିନିକିଆ ଏବଂ ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା ହୋଇଛି। କ୍ୟାପଟେନ୍ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ସମସ୍ତ ୩ ଫର୍ମାଟରେ ଦଳ ଘୋଷଣା ହୋଇଛି। ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ ୩ଟି ଟି-ଟ୍ୱେଣ୍ଟି, ୩ଟି ଦିନିକିଆ...
ଲମତାପୁଟ: ଜଲାପୁଟ ଜଳଭଣ୍ଡାରରେ ବୁଡ଼ି ୩ ଯୁବକ ନିଖୋଜ। କାଠ ଡଙ୍ଗାରେ ଜଳଭଣ୍ଡାର ବୁଲିଲା ବେଳେ ଓଲଟିଲା ଡଙ୍ଗା। ଗତକାଲି ୫ ଯୁବକ ଏକ କାଠ ଡଙ୍ଗାରେ ଜଳଭଣ୍ଡାର ଭିତରକୁ ଯାଇଥିଲେ। ଡଙ୍ଗାଟି ବୁଡ଼ି ଯିବାରୁ ୩ ନିଖୋଜ ହୋଇଯାଇଥିଲେ କିନ୍ତୁ ଆଉ ୨ ଜଣ ପହଁରି ପଳାଇ...
ନୂଆଦିଲ୍ଲୀ: ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ। ଅଗ୍ରାଧିକାର ଭିତ୍ତିରେ ଶକ୍ତି କ୍ଷେତ୍ରକୁ ଆମ ସରକାର ଗୁରୁତ୍ୱ ଦେଉଥିବା ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଣ୍ଡିଆ ଏନର୍ଜି ଫୋରମ୍ର ଭର୍ଚୁଆଲ୍ ମିଟିଂରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି-ସୂର୍ଯ୍ୟଙ୍କ ରଥକୁ ଟାଣୁଥିବା ସପ୍ତ ଅଶ୍ୱଙ୍କ ଭଳି...
ଆସାମ: ଖୋଲିଲା ଟପ୍ପରଙ୍କ ରହସ୍ୟ। ନିଜେ ପରୀକ୍ଷା ନଦେଇ ବସାଇଥିଲେ ଅନ୍ୟ ଜଣେ ପରୀକ୍ଷାର୍ଥୀ। ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ଆସାମରେ। ଗୌହାଟୀର ଜେଇଇ ମେନ୍ରେ ଟପ୍ କରିଥିବା ଆସାମର ଛାତ୍ର ନୀଳ ନକ୍ଷତ୍ର ଦାସଙ୍କୁ ଗିରଫ ପରେ ଘଟଣା ଉପରୁ ପରଦା ହଟିଛି। ପରୀକ୍ଷାର୍ଥୀ ନୀଳ...
ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ଏଥର ବି ଅଗ୍ରମୀ ଟୋକନ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର। ଚଳିତବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ...
ଫ୍ରାନ୍ସ: ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ। ଫ୍ରାନ୍ସର ନିସ୍ ସହରରେ ଚର୍ଚ୍ଚରେ ପଶି ଆକ୍ରମଣ କଲେ ଆତଙ୍କବାଦୀ। ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରକାଶଥାଉକି, ଫ୍ରାନ୍ସର ଏକ ଚର୍ଚ୍ଚରେ ଛୁରୀ ଧରି ଆତଙ୍କବାଦୀମାନେ ଭିତରକୁ ପଶି ଥିଲେ। ଜଣେ ଆତଙ୍କୀ ମହିଳାଙ୍କ...
ପୁରୀ: ପୁରୀ ନଆସିବାକୁ ହବିଷ୍ୟାଳୀଙ୍କୁ ଅନୁରୋଧ। କରୋନା ମହାମାରୀ ଦୃଷ୍ଟିରୁ ପୁରୀ ନଆସିବାକୁ ଅନୁରୋଧ କଲା କଲା ପୁରୀ ପ୍ରଶାସନ। ଏବର୍ଷ ପୁରୀରେ ହବିଷ୍ୟାଳୀ ଶିବିର ନକରିବାକୁ ପ୍ରଶାସନର ନିଷ୍ପତ୍ତି ନେଇଛି। କରୋନା ପାଇଁ ଏବର୍ଷ ପୁରୀରେ ହବିଷ୍ୟାଳୀ ଶିବିର କରାଯିବ ନାହିଁ। ପୁରୀକୁ କୌଣସି ହବିଷ୍ୟାଳୀ ନଆସିବାକୁ...
ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ DNA ରିପୋର୍ଟ ଅନୁସାରେ ସୀମାଞ୍ଚଳ ପରିଡ଼ା ମୃତ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି। ଫୋରେନସିକ ଲାବ୍ରେ ସଂଗୃହିତ ମାଂସ ଖଣ୍ଡର DNA...
ଗୁଜୁରାଟ: ମଦ ଢାଳି ଭୂମି ପୂଜନ। ଗୁଜରାଟରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ପୂର୍ବତନ ବିଜେପି ବିଧାୟକ ମୋତି ସିଂ ଭସାବା ଓ ଭାରତୀୟ ଟ୍ରାଇବାଲ ପାର୍ଟି ବା ବିଟିପି ବିଧାୟକ ମହେଶ ଭସାବା ମଦ ଢାଳି ଭୂମି ପୁଜା କରୁଥିବା ଦେଖାଦେଇଛି। ଗୁଜରାଟର ନର୍ମଦା ଜିଲ୍ଲାର...
ପୁରୀ: ଦୀର୍ଘ ୨୫ ବର୍ଷ ପରେ ଏବର୍ଷ ପଡୁଛି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ହେଲେ କୋଭିଡ୍ କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ। ତେବେ ଆସନ୍ତା ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବେଶ ପାଇଁ ଶ୍ରୀମନ୍ଦିର ନୀତି ସବ୍କମିଟି ବୈଠକରେ ବେଶ ନୀତି...
ବାଲେଶ୍ୱର: ବାଲେଶ୍ୱର ଉପ-ନିର୍ବାଚନ ପ୍ରଚାର ବେଳେ ଭାଷଣକୁ ନେଇ ପୁଣି ବିବାଦ ଏଥର ବିବାଦ ହୋଇଛି। ବିଜେଡି ନେତା କୁନା ତ୍ରିପାଠୀଙ୍କ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପ୍ରସଙ୍ଗ କୁ ନେଇ ଆଜି ବାଲେଶ୍ୱରରେ ଏକ ସଭାରେ କୁନା କହିଥିଲେ, ବିଜୁଳି ଶକ୍ତି ଭଳି ନବୀନ ବାବୁ ବିକାଶକୁ ସେଠାରୁ ପଠାଉଛନ୍ତି।...
ଭୁବନେଶ୍ୱର: ରାଜ୍ୟରେ ଆଜି ୧୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୭୨୦୩୮କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ଆକ୍ରାନ୍ତ...
ଭୁବନେଶ୍ୱର: ଠକ କର୍ମଚାରୀଙ୍କୁ ସାବଧାନ। ଏଣିକି ଦକ୍ଷତାର ସହ କାମ ନକଲେ ଚାକିରି ହରାଇବେ ସରକାରୀ କର୍ମଚାରୀ। କାମ ନକଲେ ଅବସର, ଭଲ କାମ କଲେ ମିଳିବ ପଦୋନ୍ନତି। ଏନେଇ ସବୁ ବିଭାଗକୁ ଚିଠି କଲା ସାଧାରଣ ପ୍ରଶାସନ ବିଭାଗ। ସାଧାରଣ ପ୍ରଶାସନ ବିଭାଗ ଚିଠି ଅନୁସାରେ ଭଲ...
ଭଦ୍ରକ: ମହଙ୍ଗା ପଡ଼ିଲା ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ। ଫେସବୁକରେ ବାରମ୍ବାର ମହିଳାଙ୍କୁ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଲେ ଯୁବକ ବିଚ୍ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼େଇଲେ ମହିଳା ଓ ତାଙ୍କ ସଂପର୍କୀୟ। ଭଦ୍ରକ ଅଞ୍ଚଳରୁ ଏପରି ଏକ ଭାଇରାଲ୍ ଭିଡିଓ ସାମ୍ନାକୁ ଆସିଛି,...
ଭୁବନେଶ୍ୱର: ୫୦ ପ୍ରତିଶତ ଲୋକଙ୍କ ଦେହରେ ହେଲାଣି ଆଣ୍ଟିବଡ଼ି। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ RMRC ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସ୍ଥିତିର ତଥ୍ୟ ଦେବା ଅବସରରେ ଏହା କହିଛନ୍ତି ଡାକ୍ତର ପତି। ତାଙ୍କ କହିବା ଅନୁସାରେ ଭୁବନେଶ୍ୱରର ୫୦% ଲୋକଙ୍କୁ ଛୁଇଁଗଲାଣି...
ଭୁବନେଶ୍ୱର: ପ୍ରଥମେ ମଦର ହୋମ୍ ଡେଲିଭରି ନାଁରେ ଟଙ୍କା ହରଣଚାଲ୍ ପରେ ଏବେ ଅନ୍ଲାଇନ୍ରେ ଫୁଡ୍ ଅର୍ଡର୍ ନାଁରେ ଦୁର୍ବୃତ୍ତଙ୍କ ଲୁଟ୍। ସମାନ ଷ୍ଟାଇଲ୍, ସମାନ ଫଣ୍ଡା। ରାଜଧାନୀର ତ୍ରିନାଥ ମହାରଣା ଏକ ପ୍ରତିଷ୍ଠିତ ହୋଟେଲ୍ ନାଁରେ ଫେସ୍ବୁକ୍ରେ ପ୍ରକାଶ ପାଇଥିବା ବିଜ୍ଞାପନର ଲିଙ୍କ ପାଇଥିଲେ ଜଣେ ବନ୍ଧୁଙ୍କ...
ଇସ୍ତାନ୍ବୁଲ୍: ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ। ଭୁମିକମ୍ପର ତୀବ୍ରତୀ ଏତେ ଭୟାନକ ଥିଲା ଯେ, ବଡ଼ ବଡ଼ କୋଠା ଭୁଶୁଡ଼ି ଯିବା ସହ ସମୁଦ୍ର ପାଣି ମାଡ଼ି ଆସିଥିଲା। ଗ୍ରୀକ୍ ପ୍ଲବିକ୍ ଟେଲିଭିଜନ୍ କହିବାନୁସାରେ ଆଜି ଅପରାହ୍ନରେ ଭୁମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହି ଭୂମିକମ୍ପର...
ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତିର୍ତ୍ତୋଲରେ ପ୍ରଚାରବେଳେ ମାଆ ଶାରଳା ପୀଠରେ ପହଞ୍ଚିଥିବାବେଳେ ଏନେଇ ପଚରାଯିବାରୁ ସେ ମନ୍ଦିର ଖୋଲିବା ସପକ୍ଷରେ ମତ ଦେଇଛନ୍ତି। ଶ୍ରୀମନ୍ଦିର ସହ ସମଲେଶ୍ୱରୀ, ଶାରଳା ଆଦି ମନ୍ଦିର ଖୋଲିବା ଉଚିତ ବୋଲି ସେ କହିଛନ୍ତି।...