• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

metro
ଦେଶର ୮୦ଟି ସହର ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ୮ଟି ପ୍ରମୁଖ ସହରରେ ସମେତ ଦେଶର ୮୦ଟି ସହରକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଦିଆଯାଇଛି। ଏହା ସହିତ ୨୨ଟି ରାଜ୍ୟର ୭୫ଟି ସମ୍ବେଦନଶୀଳ ଜିଲ୍ଲାଗୁଡିକୁ ନାକାବନ୍ଦୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ କରୋନା ମୃତ୍ୟୁ...

bollywood
ଘଣ୍ଟ ଓ ତାଳି ବଜାଇଲେ ବଲିଉଡ୍ ସେଲିବ୍ରିଟି

ନୂଆଦିଲ୍ଲୀ: ସ୍ପଟ୍ ଉପରେ କରୋନା ମୁକାବିଲା କରୁଥିବା ଯୋଦ୍ଧାମାନଙ୍କୁ ସେଲିବ୍ରିଟି ଜଣାଇଲେ କୃତଜ୍ଞତା। ବଲିଉଡ୍ ସେଲିବ୍ରିଟିମାନେ ଜନତା କର୍ଫ୍ୟୁ ପାଇଁ ଆଜି ଦିନ ତମାମ୍ ଘରେ ରହିବା ସହ ଅପରାହ୍ଣ ୫ଟାରେ ତାଳି, ଘଣ୍ଟି ଆଦି ବଜାଇଥିଲେ। The Bachchan family shows gratitude towards those working...

cur
ଆଜି ନିରବ ଥିଲା ବ୍ୟସ୍ତବହୁଳ ରାଜଧାନୀ; ଚାରିଆଡେ ଶୂନଶାନ ଚୁପଚାପ୍

ଭୁବନେଶ୍ୱର: କରୋନା ଲଢ଼େଇରେ ଜାଗ୍ରତ ଯୋଦ୍ଧା ସାଜିଛି ଓଡ଼ିଶା। ସଫଳ ହୋଇଛି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଅକ୍ଷରେ ଅକ୍ଷରେ ପାଳନ ହୋଇଛି କରୋନା ଭାଇରସକୁ ମାତ ଦେବାର ଅଭିଯାନ। ବାଲେଶ୍ୱରରୁ ବ୍ରହ୍ମପୁର, ରାଉରକେଲାରୁ ରାଜଧାନୀ ସାରା ରାଜ୍ୟରେ ଆଜି ଜନତା କର୍ଫ୍ୟୁକୁ ମିଳିଛି ସ୍ୱତଃ ସମର୍ଥନ। ଜନଶୂନ୍ୟ ଜନଗହଳିପୂର୍ଣ୍ଣ ରାସ୍ତା,...

naveen
ବେଲଣା କାଠିରେ ବାଡେଇ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳି ବଜାଇବା ସହ ବେଲଣା ପଟା ବାଡ଼େଇ କୋଭିଡ୍-୧୯ ମୁକାବିଲା ପାଇଁ କାର୍ଯ୍ୟରତ ଲକ୍ଷ ଲକ୍ଷ ଯୋଦ୍ଧାଙ୍କୁ ନିଜ କୃତଜ୍ଞତା ଜଣାଛନ୍ତି। ସମସ୍ତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ ଓ ସଫେଇ କର୍ମଚାରୀ, ପରିବହନ କର୍ମଚାରୀ, ପୋଲିସ, ମିଡିଆ କର୍ମୀ ଏବଂ ଅନ୍ୟ ସହଯୋଗୀ...

nagchi
'ଲକଡାଉନରେ ଥିଲେ ମହାପ୍ରଭୁ, ଏବେ ଆମେ ରହିବା'

ଭୁବନେଶ୍ୱର: କରୋନା ଭଳି ଅଚାନକ ବର୍ହିଶତ୍ରୁର ବିପଦକୁ ଏଡ଼ାଇବାକୁ ସାଧାରଣ ଲୋକଙ୍କ ପାଇଁ ଲକ୍ ଡାଉନ୍ ଜରୁରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ବର୍ହିଶତ୍ରୁଙ୍କ ଆଡ଼ୁ ବିପଦ ସମୟରେ ତାଙ୍କର ସେବକମାନେ ତାଙ୍କୁ ବର୍ଷବର୍ଷ ଧରି ଲକ୍ ଡାଉନ ଅବସ୍ଥାରେ ରଖୁଥିଲେ ବୋଲି ସରକାରଙ୍କ ପକ୍ଷରୁ କୁହାଯିିବା ସହ ସାଧାରଣ ଲୋକମାନେ...

nature
ନିରବତାର ସୁନ୍ଦର ଦୃଶ୍ୟକୁ ଦେଖି ମୋଦି କହିଲେ...

ନୂଆଦିଲ୍ଲୀ: ଜନତା କର୍ଫ୍ୟୁକୁ ଜନସାଧାରଣଙ୍କ ଅଦ୍ଭୁତପୂର୍ବ ସମର୍ଥନ। ଗାଁ ଠୁ ସହର ସବୁଠି ଖାଁ ଖାଁ। ଦେଶର ପରିବେଶ ଯେପରି ଶାନ୍ତ ହୋଇଯାଇଛି। ଏପରିକି ନିରବତା ଭିତରେ କେବଳ ଶୁଭୁଛି ପଶୁ, ପକ୍ଷୀ ଓ ପ୍ରକୃତିର ସ୍ୱର। ଜନତା କର୍ଫ୍ୟୁକୁ ନେଇ ଦେଶର ଭିନ୍ନ ଭିନ୍ନ ଲୋକେ ନିଜର...

doctor
୩୬୫ ଡାକ୍ତରଙ୍କୁ ନିର୍ଦ୍ଦେଶ: ମାସକ ଭିତରେ ଚାକିରିରେ ଯୋଗ ଦିଅ

ଭୁବନେଶ୍ୱର: କରୋନାକୁ ମୁକାବିଲା କରିବା ଲାଗି ଯେପରି ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବ, ସେନେଇ ତ୍ୱରିତ ପଦକ୍ଷେପ ନେଇଛନ୍ତି ରାଜ୍ୟସରକାର। ୩୬୫ଜଣ ଡାକ୍ତରଙ୍କୁ ଆଜି ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦେଇଛନ୍ତି ସରକାର। ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାରେ ଏହି ଡାକ୍ତରମାନେ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କୁ ମାସକ...

high-alert
ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇବା ପାଇଁ ଆଲର୍ଟ ହେଲେ ସବୁ ରାଜ୍ୟ

ଭୁବନେଶ୍ୱର: ସାରା ବିଶ୍ୱରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ୱର ୧୯୫ ଦେଶରୁ ଏବେ ସୁଦ୍ଧା ୧୮୬ ଦେଶକୁ ପଶିଗଲାଣି ମହାମାରୀ କରୋନା। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୩ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ଦେଶରେ ୬୩ ଜଣ କୋଭିଡ୍-୧୯ ଭାଇରସ...

ticket
ରେଲୱେ ଟିକେଟ ଫେରସ୍ତ ନିୟମ କୋହଳ

ଭୁବନେଶ୍ୱର: ଟିକେଟ୍ ବାତିଲ ପରେ ଟଙ୍କା ମିଳିବାକୁ ନେଇ ନେଇ ଆଦୌ ଚିନ୍ତା କରନ୍ତୁ ନାହିଁ। ଟିକେଟ ଫେରସ୍ତ ପାଇଁ ନିୟମକୁ କୋହଳ କରିଛି ଭାରତୀୟ ରେଲୱେ। ମାର୍ଚ୍ଚ ୨୧ରୁ ଏପ୍ରିଲ୍ ୧୫ ଯାଏଁ ଯେଉଁ ସବୁ ଟ୍ରେନ୍ ବାତିଲ୍ ହୋଇଛି, ସେହି ଟ୍ରେନ ଯାତ୍ରୀ ଯାତ୍ରା ତାରିଖଠାରୁ...

corona-odishA
ଗଣମାଧ୍ୟମ ଉପରେ କଟକଣା: 'କରୋନା' ରୋଗୀଙ୍କ ନାଁ କହିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ନାମ ଓ ସେମାନଙ୍କ ସମ୍ପର୍କୀୟଙ୍କ ନାମ ଯେପରି ଗଣମାଧ୍ୟମରେ ପ୍ରକାଶିତ ନହୁଏ, ଏନେଇ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। କୋଭିଡ-୧୯ ସଂକ୍ରମିତ କୌଣସି ରୋଗୀଙ୍କ ନାଁ ଓ ଠିକଣାକୁ କୌଣସି ପରିସ୍ଥିତିରେ ବି କୌଣସି ଗଣମାଧ୍ୟମରେ ପ୍ରକାଶିତ କରାଯାଇ ପାରିବ...

hang
ନିର୍ଭୟା ଦୋଷୀଙ୍କ ମୃତ୍ୟୁ ଦଣ୍ଡ ପରେ ଜାତିସଂଘ କହିଲା ଫାଶି ବନ୍ଦ କର

ଜେନେଭା: ଫାଶି ଦଣ୍ଡକୁ ବନ୍ଦ କରିବା ପାଇଁ ଜାତିସଂଘ ସାରା ବିଶ୍ୱକୁ ଆହ୍ୱାନ ଦେଇଛନ୍ତି। ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାର ୪ ଦୋଷୀଙ୍କୁ ପାଶୀ ଦିଆଯିବା ପରେ ଜାତିସଂଘ ଏପରି ମତ ରଖିଛି। ଏକବିଂଶ ଶତାବ୍ଦୀରେ ଫାଶୀର କୌଣସି ସ୍ଥାନ ନାହିଁ ବୋଲି ଜାତିସଂଘ କହିଛି।...

market
ଲକ୍ ଡାଉନ୍ ସମୟରେ ଏସବୁ ଖୋଲା ରହିବ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକ୍ ଡାଉନ୍ ନିଷ୍ପତ୍ତି ନେଇଛନ୍ତି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଲକ୍ ଡାଉନରୁ ମୁକ୍ତ ରହିବ। ଏହି ଲକ୍ ଡାଉନ୍ ସମୟରେ ବସ୍, ଟ୍ରେନ୍, ବିମାନସେବା ସହିତ ଗ୍ରୋସରୀ ଦୋକାନ, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ୍, ପେଟ୍ରୋଲ ପମ୍ପ,...

ipopl
ଆଇପିଏଲ ମ୍ୟାଚ ବାତିଲ ହେଲେ କାହାର ହେବ କ୍ଷତି?

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ଟୁର୍ଣ୍ଣାମେଣ୍ଟ ହେବା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି। ଦେଶରେ କରୋନା ଭୟାବହତାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟରେ ଖେଳ ହେବା ଆଉ ସମ୍ଭବ ନୁହେଁ। ସତେ ଯେପରି  ୧୩ଶ ସଂସ୍କରଣ ଏହି ଟୁର୍ଣ୍ଣାମେଣ୍ଟ ଉପରେ କରୋନା ଗ୍ରାସ...

simaa
ନିର୍ଭୟାଙ୍କୁ ନ୍ୟାୟ ଦେବା ପାଇଁ ଆଇଏସ୍ ହେବାର ସ୍ୱପ୍ନ ଛାଡ଼ିଦେଲେ

ନୂଆଦିଲ୍ଲୀ:  ନିର୍ଭୟାଙ୍କୁ ନ୍ୟାୟ ଦେବାରେ ପ୍ରଚ୍ଛଦପଟର ସେ ହେଲେ ନାୟିକା। ସୀମା ଭିତରେ ଥାଇ ସଫଳତାର ସର୍ବୋଚ୍ଚ ସୀମାକୁ ଛୁଇଁବାରେ ସକ୍ଷମ ହୋଇଛନ୍ତି ଓକିଲ ସୀମା ଖୁସଓ୍ୱା। ଯିଏ ନିର୍ଭୟାଙ୍କୁ ନ୍ୟାୟ ଦେବାକୁ ଦୀର୍ଘ ୭ ବର୍ଷ ୩ ମାସ ଓ ୩ ଦିନ ଧରି ସଂଗ୍ରାମ କରିଚାଲିଥିଲେ।...

market
ରାଜଧାନୀରେ ବନ୍ଦ ରହିବ ଏହି ସବୁ ଶୋ'ରୁମ ଓ ଦୋକାନ

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ରାଜଧାନୀରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜନସମାଗମ ରୋକିବାକୁ ରାଜଧାନୀରେ ବନ୍ଦ ରହିବ ସୋ ରୁମ ଓ ଦୋକାନ। ସାଧାରଣ ପ୍ରଶାସନ ବିଭାଗ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱରରେ କେଉଁ ସବୁ ଦୋକାନ ବନ୍ଦ ରହିବ ତାହା ସ୍ପଷ୍ଟ କରିଛି ବିଏମସି। କଣ...

travel
ଗାଡ଼ି ଚଳାଚଳ ନେଇ ଆସିଲା ନୂଆ ନିୟମ, କାଲିଠାରୁ ଲାଗୁ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜଧାନୀରେ ଲାଗୁ ହେବ ଯୁଗ୍ମ-ଅଯୁଗ୍ମ ଫର୍ମୂଲା। ବସ, ଟ୍ୟାକ୍ସି, ଅଟୋରେ ଲାଗୁ ହେବ ଏହି ଫର୍ମୁଲା। ଏହା ଲାଗୁ ହେଲେ ସହରରେ କେବଳ ଯୁଗ୍ମ ନମ୍ବର ଓ ତା’ ପର ଦିନ କେବଳ ଅଯୁଗ୍ମ ନମ୍ବର ଗାଡ଼ି ଚଳାଚଳ କରିବ। ଏହାକୁ ଲାଗୁ କରିବା ପାଇଁ...

whats
'କରୋନା'ର ଅପଡେଟ୍ ସୂଚନା ଦେବ ଏହି ହ୍ୱାଟ୍ସଆପ ନମ୍ବର

ନୂଆଦିଲ୍ଲୀ: ଭୟଭୀତ ନ ହୋଇ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଛି ହ୍ୱାଟ୍ସ ଆପ ନମ୍ବର। କରୋନା ମୁକାବିଲା ସତର୍କତାମୂଳକ  କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ MyGov Corona Helpdesk ପକ୍ଷରୁ...

bar
ବନ୍ଦ ହେବ ରେସ୍ତୋରାଁ ଓ ବାର୍

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାର ଆହୁରି ତତ୍ପର ହୋଇଛନ୍ତି। କରୋନା ପାଇଁ କଟକଣାକୁ ଆହୁରି ବଢ଼ାଇଲେ ରାଜ୍ୟ ସରକାର। ରେଷ୍ଟୁରାଣ୍ଟ, ବାର୍, କଫି ସପ୍, କ୍ୟାଣ୍ଟିନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।