• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

yes-bank-scam
ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତାଙ୍କ ଠାରୁ ମିଳିଛି ସୁରାକ୍

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ମାମଲାରେ ସିବିଆଇର ଅର୍ଥନୈତିକ ଅପରାଧ ଶାଖା ମୁମ୍ବାଇର ୭ଟି ଜାଗାରେ ଏକକାଳୀନ ଚଢ଼ଉ କରିଛି। ଏଥିରେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ସମ୍ପର୍କୀୟଙ୍କ ଘର ଓ DHFL ଚେୟାରମ୍ୟାନ୍ କପିଲ ୱାଧୱାନଙ୍କ ଠିକଣା ରହିଛି। ସେପଟେ ଇଡି ହେପାଜତରେ ରାଣା କପୁରଙ୍କୁ ମାରାଥନ୍...

rto
ଭିଡିଓ ଭାଇରାଲ ପରେ ଆରଟିଓ ଅଫିସରଙ୍କ ଖୋଲିଲା ଗୁମର

ନବରଙ୍ଗପୁର: ଜଣେ ଆରଟିଓ ଅଫିସର ଲାଞ୍ଚ ମାଗୁଥିବା ନେଇ ଭିଡିଓ ଭାଇରାଲ ହେବାପରେ ଖୋଲିଛି ଗୁମର। ଜୟପୁର ଭିଜିଲାନ୍ସ ଟିମ୍ ତନାଘନା ଆରମ୍ଭ କରିବା ପରେ ପଦାକୁ ଆସିଛି ନବରଙ୍ଗପୁର କୋଟିପତି ଆରଟିଓଙ୍କ କଳା ସାମ୍ରାଜ୍ୟ। ତେବେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଆରଟିଓ ଗଣେଶ୍ୱର...

dadan
ପୁଣି ଦାଦନ ଯନ୍ତ୍ରଣା; ୫ ଦିନ ପରେ ଆସିଲା ମୃତଦେହ

ସୁବର୍ଣ୍ଣପୁର: ରାଜ୍ୟ ସରକାରଙ୍କ ମୋ ପରିବାର ସହାୟତାରେ ଘରକୁ ଫେରିଲା ଦାଦନର ଶବ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଡାଲଡବା ଗାଁର ଦେବେନ୍ଦ୍ର ଭୁକ୍ତ। ତାମିଲନାଡୁ କୁତୁପଟି ଜିଲ୍ଲାର ଏକ ଘରୋଇ କମ୍ପାନୀର କାମ କରୁଥିଲେ। ତେବେ ଅସୁସ୍ଥତା କାରଣରୁ ଗତ ୪ ତାରିଖରେ ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।...

bijay-mohapatra
'ବିଜୟ କେତନଙ୍କୁ ଗିରଫ କଲେ, କୋଟେରୀଙ୍କୁ ଛାଡ଼ିଦେଲେ'

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଥିବା ଶ୍ରୀଜଗନ୍ନାଥଙ୍କ ଟଙ୍କା ନେଇ ପୁଣି ଥରେ ବର୍ଷିଲେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର। ଏଯାଏ ସରକାର ଟଙ୍କା ଜମା ନେଇ କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି। ତେଣୁ ଏସବୁ ଜାଣତରେ ହୋଇଥିବା ଅଭିଯୋଗ କରିଛନ୍ତି ବିଜୟ। ୨୦୧୫ରେ ଏଜି ଜଗନ୍ନାଥଙ୍କ ପାଣ୍ଠିରେ ଅନିୟମିତତା...

check3
ନିଜ ପେନରେ ଦସ୍ତଖତ କରନ୍ତୁ ବ୍ୟାଙ୍କ ଚେକ୍, ନହେଲେ...

ଭୁବନେଶ୍ୱର: ଚେକରେ ଦସ୍ତଖତ କରିବା ପାଇଁ ନିଜ ପେନ୍ ବ୍ୟବହାର କରୁଛନ୍ତି ତ? ନଚେତ୍ ହୋଇଯାଆନ୍ତୁ ସାବଧାନ। ସରଳତାର ସୁଯୋଗ ନେଇ ଆପଣଙ୍କ ଆକାଉଣ୍ଟରେ ଦୁର୍ବୃତ୍ତ ବୁଲାଇଦେବେ କଳାକନା। ଏଭଳି ଅଭିନବ ଢଙ୍ଗରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟ୍ କରୁଥିବା ଏକ ରାକେଟ୍ ସକ୍ରିୟ ରହିଛି। ଓଟିପି ନୁହେଁ କି...

loop
କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୩୪ ଛୁଇଁଲା: ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭୟର ତ।ଣ୍ଡବଲୀଳା ରଚ।ଉଥିବ। କରୋନା ଆକ୍ର।ନ୍ତଙ୍କ ସଂଖ୍ୟା ଭ।ରତରେ ୩୪ ଛୁଇଁଛି। ଶନିବାର କେନ୍ଦ୍ର ସ୍ୱ।ସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବ। ୩ ଜଣଙ୍କ ମଧ୍ୟରୁ ୨ ଜଣ ଲଦାଖର। ସେମାନେ ଦୁଇଜଣ ଇରାନରୁ ଫେରିଥିବା ସୂଚନା...

Bike
ପ୍ରେମିକା ଚିଡ଼ାଇଲେ ବୋଲି ଚୋର ସାଜିଲା ପ୍ରେମିକ, ଏମିତି କାଣ୍ଡ କଲା ଯେ ଆପଣ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ପ୍ରେମିକା ଚିଡ଼ାଇଲେ ବୋଲି ଚୋର ସାଜିଲା ପ୍ରେମିକ। ଆଉ ଏପରି କାଣ୍ଡ ଘଟାଇଲା ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ।  ଦିଲ୍ଲୀ ପୁଲିସ୍ ଶନିବାର ଏକ ଅଜବ ଚୋରକୁ ଗିରଫ କରିଛି। ଏ ଚୋର ଜଣକ ପ୍ରେମିକାର ଚିଡ଼େଇବାକୁ ନେଇ ଅଦ୍ଭୁତ କାଣ୍ଡ କରି ବସିଛନ୍ତି। ବାଇକ୍ ନଥିବାରୁ...

po
ଆହୁରି ୨୪ ଘଣ୍ଟା ବର୍ଷା: ଏହିସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ, ପୁଣି ୧୧ରୁ ବର୍ଷିବ

ଭୁବନେଶ୍ୱର: ଘୂର୍ଣ୍ଣି ବଳୟ ଓ ଟ୍ରପ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଆଜି ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ମଧ୍ୟ କିଛି ସ୍ଥାନରେ ବର୍ଷା ହୋଇଛି। ଏଭଳି ପାଗ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଓ...

holi
କରୋନା ଭୟ: ଏଥର କେମିତି ହେବ ହୋଲି ଖେଳ ? ଚାଇନା ରଙ୍ଗକୁ...

ଭୁବନେଶ୍ୱର: ଆଉ ଦୁଇଟା ଦିନ ପରେ ରଙ୍ଗର ପର୍ବ ହୋଲି। ହେଲେ ଏବର୍ଷ ରଙ୍ଗର ପର୍ବ ସେତେଟା ରଙ୍ଗୀନ ହୋଇନପାରେ।  ଫିକା ପଡ଼ିପାରେ ଉତ୍ସାହ। ଯାହାର ପୂର୍ବାଭାସ ଦେଖିବାକୁ ମିଳିଛି ହୋଲି ବଜାରରେ। କରୋନାରୁ ବର୍ତ୍ତିବାକୁ ବହୁ ଲୋକ ଘର ଭିତରେ ରହି ହୋଲି ପାଳିବାକୁ ନିଷ୍ପତ୍ତି ନେଇଥିବାରୁ,...

rajyasabha
ରାଜ୍ୟସଭା ସିଟ୍ ବଣ୍ଟନର ଗୁମର କଥା, ତୋଷାମଦ ପାଇଁ ମିଳିଲା କି ଟିକେଟ!

ଭୁବନେଶ୍ୱର: ରାଜ୍ୟସଭା ରେସରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କ ନାଁରେ ସୁପ୍ରିମୋ ନବୀନଙ୍କ ବାଜିଲା ମୋହର। ଉପକୂଳ, ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଏଥର ରାଜ୍ୟର ସବୁ ପ୍ରାନ୍ତରୁ ପ୍ରାର୍ଥୀ ବାଛି ବାଲାନ୍ସ କାର୍ଡ ଖେଳିଛନ୍ତି ନବୀନ। ତେବେ...

op
କରୋନା ଭୟ: ମୁକାବିଲା ପାଇଁ ରାଜ୍ୟର ପ୍ରସ୍ତୁତି, ମନ୍ତ୍ରୀଙ୍କୁ ବିଦେଶ ଯାତ୍ରା ମନା

ଭୁବନେଶ୍ୱର: କେମିତି ଓଡ଼ିଶାର ପାଖ ମାଡ଼ିବନି କରୋନା ଭାଇରସ୍? ରାଜ୍ୟକୁ କେମିତି ପ୍ରଭାବିତ କରିବନି ଏ ଭୂତାଣୁ? ଗଲା କିଛି ଦିନ ଧରି ଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିବା କରାନା ଭାଇରସ୍ ମୁକାବିଲା ଲାଗି ସବୁ ପ୍ରକାର ପ୍ରସ୍ତୁତି କରିଛି ଓଡ଼ିଶା। ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ...

prashhnna
କଥା ଦେଇ କଥା ରଖିଲେନି ମୁଖିଆ: ନିରାଶ ହେଲେ ପାଟ୍ଟଶାଣୀ ଓ ରମେଶ

ଭୁବନେଶ୍ୱର: ପୁଣି ନିରାଶ ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ବିଧାୟକ ରମେଶ ଚ୍ୟାଉପଟ୍ଟନାୟକ। ରାଜ୍ୟସଭା ପ୍ରାର୍ଥୀ ଘୋଷଣାରେ ତାଙ୍କ ନାଁ ନଥିବାରୁ ଉଭୟ ନେତା ନିରାଶ ହୋଇଛନ୍ତି। ସାଧାରଣ ନିର୍ବାଚନବେଳେ ଉଭୟ ପାଟ୍ଟଶାଣୀ ଓ ଚାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବାକୁ ନବୀନ ନିଜେ ପ୍ରତିଶ୍ରୁତି ଦେଇଥିଲେ।...

modi
ଏହି ମହିଳାଙ୍କ ପାଇଁ ମୋଦି ହେଉଛନ୍ତି ଭଗବାନ, ଜାଣନ୍ତି କାହିଁକି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ସହିତ ଆଲୋଚନା କରିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ। ଜନଔଷଧୀ ଯୋଜନାକୁ ନେଇ ଭିଡିଓ କନଫରେନ୍ସି ମାଧ୍ୟମରେ ମୋଦି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ଉତ୍ତରାଖଣ୍ଡର ଦୀପା ଶାହ ମୋଦିଙ୍କ ସହିତ କଥା ହୋଇଥିଲେ। କିନ୍ତୁ ଦୀପାଙ୍କ କଥା ଶୁଣି...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।