ଭୁବନେଶ୍ୱର: କରୋନା ସମ୍ପର୍କିତ ତଥ୍ୟ ଲୁଚାଇବା ଅଭିଯୋଗରେ ଭୁବନେଶ୍ୱରର ଜଣେ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ବିଧାନସଭା ଡିସପେନସାରୀର ମୁଖ୍ୟ ମେଡିକାଲ ଅଫିସର ଡାକ୍ତର ଲଳିତ ବେହେରାଙ୍କୁ ଆଜି ସରକାରୀ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣର ଶିକାର ହୋଇଥିବା ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ଆସି ସେ ତଥ୍ୟ...
ଭୁବନେଶ୍ୱର: ଲକଡାଉନ୍ ସମୟରେ ବାହାରକୁ ଆସିଲେ ଯଦି ସମସ୍ୟାରେ ପଡନ୍ତି, ତେବେ ୧୦୦କୁ ଡାଏଲ କରି ପୋଲିସଙ୍କ ଠାରୁ ସାହାଯ୍ୟ ନିଅନ୍ତୁ। ଲକ୍ଡାଉନ୍ ବେଳେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିବାରୁ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସାଧାରଣ ଲୋକ ଭୋଗୁଥିବା ସମସ୍ୟା ସମାଧାନ ପାଇଁ ବାଟ ବତାଇଛନ୍ତି...
ଭୁବନେଶ୍ୱର: ସଚେତନ ହୁଅନ୍ତୁ କିନ୍ତୁ ଅପମାନିତ ହୁଅନ୍ତୁ ନାହିଁ। ଜଣେ କରୋନା ଆକ୍ରାନ୍ତ ମହିଳା ନିଜ ଦାୟିତ୍ୱହୀନତା ପାଇଁ କିପରି ଅପଖ୍ୟାତି ଅର୍ଜନ କରିଛନ୍ତି, ସେବିଷୟରେ ଉଦାହରଣ ଦେଇ ଜନସାଧାରଣଙ୍କୁ ସଚେତନ କରିଛନ୍ତି ରାଜ୍ୟ କୋଭିଡ୍-୧୯ ମୁଖପାତ୍ର ସୁବ୍ରତ ବାଗଚୀ। କରୋନା ସଂକ୍ରମଣ ବ୍ୟାପିବାକୁ ନେଇ ସେ ଦକ୍ଷିଣ...
ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପଜିଟିଭଙ୍କ ସଂସ୍ପର୍ଶରେ ବିଧାନସଭାର ଜଣେ କର୍ମଚାରୀ ଆସିଛନ୍ତି। ତେଣୁ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଲୋକସେବା ଭବନ କନଭେନସନ୍ ହଲରେ ଏବେ ବିଧାନସଭା କାର୍ଯ୍ୟ ହେବ। ବଜେଟ ଅଧିବେଶନର ବାକି କାର୍ଯ୍ୟ ଦିବସ କନଭେନସନ...
ଭୁବନେଶ୍ୱର: ରାଜ୍ୟର ୯୪ ଲକ୍ଷ ପରିବାରକୁ ମିଳିବ ୧ ହଜାର ଟଙ୍କା ସହାୟତା। ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ମିଳିବ ୪ ମାସର ଭତ୍ତା। ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ‘କରୋନା’ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ...
ଭୁବନେଶ୍ୱର: ଓଡ଼ିଶାରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ମହାମାରୀର ଷ୍ଟେଜ- ଥ୍ରୀର ଆଶଙ୍କା ଦେଖାଦେଇଛି। ଏଭଳି କଥା କହିଛନ୍ତି ରାଜ୍ୟସରକାରଙ୍କ କୋଭିଡ୍-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ପୂର୍ବରୁ ବିଦେଶରୁ ଆସୁଥିବା ବ୍ୟକ୍ତି ସଂକ୍ରମଣର ଶିକାର ହେଉଥିଲେ। ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ...
କଟକ: ରାଜଧାନୀର ଏକ ନମ୍ବର ହାଟ ପରେ କଟକ ଛତ୍ରବଜାର ଖୁଚୁରା ହାଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ହୋଇଛି। କରୋନା ଯୋଗୁଁ ସାମାଜିକ ଦୂରତ୍ୱ ରକ୍ଷା ତଥା ହାଟରେ ଅତ୍ୟଧିକ ଭିଡ଼କୁ ଏଡାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। କଟକ ଛତ୍ରବଜାର ଖୁଚୁରା ହାଟକୁ ବାଦାମବାଡ଼ି-ମଧୁପାଟଣା ରାସ୍ତାର...
ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହି କରୋନା ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ତେବେ ପଜିଟିଭ ଚିହ୍ନଟ...
ଭୁବନେଶ୍ୱର: କରୋନାକୁ ନେଇ ଆଜିବି ଅନେକ ଲୋକ ଲକଡାଉନ ନିୟମକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୪୦୪ଟି ମାମଲା ରୁଜୁ ହୋଇଛି। ଲକ୍ ଡାଉନ ଉଲ୍ଲଂଘନରେ ୩୮୦, ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗି ୧୦ଟି ଏବଂ କୋଭିଡ୍-୧୯...
ଭୁବନେଶ୍ୱର: କରୋନା ପାଇଁ ଲକଡାଉନ ଲାଗୁ ହୋଇଥିବାରୁ ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆଙ୍କୁ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କରିଛନ୍ତି। ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକି ଚିଠି ଲେଖି ଫସି ରହିଥିବା ଓଡ଼ିଆଙ୍କୁ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି। ଚିଠିରେ...
ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଆମ ପାଇଁ ସଂକ୍ରମଣର ବିପଦ କେତେ ରହିଛି ତାହା ଜାଣିବା ମୁସ୍କିଲ ହୋଇପଡିଛି। କିନ୍ତୁ ଏପରି ଏକ ଆପ୍ସ ଯାହା ଭାଇରସ୍ ସମ୍ପର୍କିତ ସବିଶେଷ ତଥ୍ୟ ଆପଣଙ୍କୁ ଦେବ। ରିଲାଏନ୍ସ ଜିଓ ପକ୍ଷରୁ ମାଇଁ ଜିଓ ଆପ୍ସରେ...
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟର ୨ ଘରୋଇ ହସ୍ପିଟାଲରେ ନିର୍ମାଣ ହେବ ୧୦୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ୱାର୍ଡ। ଏନେଇ ୨ ଘରୋଇ ମେଡିକାଲ ସହ ଏମ୍ଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର। ଏଥିପାଇଁ ଭୁବନେଶ୍ୱରରେ ଥିବା କିମ୍ସ ଓ ସମ୍ ହସ୍ପିଟାଲ ସହ ଏମ୍ଓୟୁ ସ୍ୱାକ୍ଷର...
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଗୃହ ବିଭାଗ ଏକ କଣ୍ଟ୍ରୋଲ ରୁମ୍ ଖୋଲିଛି। ଏହି କଣ୍ଟ୍ରୋଲ୍ ରୁମ୍ ନଂ: ୦୬୭୪-୨୩୯୨୧୧୫/୯୪୩୮୯୧୫୯୮୬ ରହିଛି। ଗୃହ ବିଭାଗ ଅଧୀନରେ ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ପରିଚାଳନା କରାଯିବ। ଆଜିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟ କରିବ। ଏହି କଣ୍ଟ୍ରୋଲ୍...
ଭୁବନେଶ୍ୱର: ବିଦେଶରୁ ଫେରି ଆଜିସୁଦ୍ଧା ପଞ୍ଜିକୃତ କରିଥିବା ମୋଟ ୩୮୬୧ଜଣ ଲୋକଙ୍କ ମଧ୍ୟରୁ ୧୦୦ଜଣଙ୍କ ଦେହରେ କୋଭିଡ-୧୯ ଭୂତାଣୁ ସଂକ୍ରମଣର ଲକ୍ଷଣ ରହିଥିବା ସରକାର ଆଶଙ୍କା କରୁଛନ୍ତି। ସ୍ଥିତି ଅଣାୟତ୍ତ ହେଲେ ମେ’ ୩୧ତାରିଖ ବେଳକୁ ଅତିକମରେ ଓଡ଼ିଶାରେ ୨୩୪୫ଜଣ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଲୋକେ ସଚେତନ...