• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

dead
ମାଡ଼ିଲା କରୋନା, ଦିଲ୍ଲୀରେ ନେଲା ଦ୍ୱିତୀୟ ଜୀବନ

ନୂଆଦିଲ୍ଲୀ: ପ୍ରାଣଘାତୀ କରୋନାରେ ଭାରତରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀର ଜନକପୁରୀର ଜଣେ ୬୯ ବର୍ଷୀୟ ବୃଦ୍ଧା କରୋନାରେ ଆକ୍ରାନ୍ତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ମୃତ୍ୟୁ ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର...

bhai
କଥା ଦେଇ କଥା ରଖିଲେ ସେଦିନର ଦେବଦୂତ

ଢ଼େଙ୍କାନାଳ: ଯମ ମୁହଁରୁ ଟାଣି ନୂଆ ଜୀବନ ଦେଇଥିବା ଭାଇ ଶେଷରେ ଭେଟିଛନ୍ତି ତାଙ୍କର ଭଉଣୀକୁ। ବିବାହ ଉତ୍ସବରେ ଆସିବା ନେଇ ଭଉଣୀ ଦେଇଥିବା କଥାକୁ ସେ ପୂରଣ କରିଛନ୍ତି। ସେଦିନ ଜୀବନ ବଞ୍ଚାଇଥିବା ଭାଇକୁ ଦେଖି ଭଉଣୀର ଖୁସି କହିଲେ ନସରେ। ସମୟ କିପରି ଦୁଇ ଅପରିଚିତଙ୍କୁ...

corona
ଆଇସୋଲେସନରେ ରହିବେ କାନାଡା ଫେରନ୍ତା ଦମ୍ପତି

ବଲାଙ୍ଗିର/ଦାରିଙ୍ଗିବାଡ଼ି: ଯେକୌଣସି ବ୍ୟକ୍ତି ରାଜ୍ୟ ତଥା ଦେଶ ବାହାରକୁ ଯାଇ ଫେରୁଛନ୍ତି, ସେମାନଙ୍କୁ ଘାରିଛି କରୋନା ଭୟ। ବଲାଙ୍ଗିର ଜିଲ୍ଲାରେ କରୋନା ସନ୍ଦେହରେ ଦଂପତିଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି। ସେମାନେ ସଂପର୍କୀୟଙ୍କ ମୃତ୍ୟୁ ଖବର ପାଇ ଗତକାଲି କାନାଡ଼ାରୁ ଓଡ଼ିଶା ଫେରିଛନ୍ତି। ତାଙ୍କ ଠାରେ କରୋନା ସଂପର୍କିତ କୌଣସି...

nirmala-sitharaman
ବ୍ୟାଙ୍କ ଜମାକାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କର ପୁନରୁଦ୍ଧାର ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ। ଦେବାଳିଆ ସ୍ଥିତିରୁ ୟେସ ବ୍ୟାଙ୍କକୁ ଉଦ୍ଧାର କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦେବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ରିଜର୍ଭ ବ୍ୟାଙ୍କର ପ୍ରସ୍ତାବ ଭିତ୍ତିରେ ୟେସ ବ୍ୟାଙ୍କକୁ ସହାୟତା କରାଯିବ। ବ୍ୟାଙ୍କର ୪୯ ପ୍ରତିଶତ...

scindhia
ଖୋଲିବ ପୁରୁଣା ପେଡ଼ି, ସିନ୍ଧିଆଙ୍କ ପାଇଁ ବଢ଼ିଲା ଅଡୁଆ

ମଧ୍ୟପ୍ରଦେଶ: ବିଜେପିରେ ସାମିଲ ପରେ ପୁଣି ଥରେ ମଧ୍ୟପ୍ରଦେଶ ଅର୍ଥନୈତିକ ଅପରଧ ଶାଖା (EOW) ସ୍କାନରରେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ସିନ୍ଧିଆ ଓ ତାଙ୍କ ପରିବାରଙ୍କ ବିରୋଧରେ ହୋଇଥିବା ସତ୍ୟପାଠ ଅଭିଯୋଗର  ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି। EOW ଏଇ ସତ୍ୟପାଠରେ ସିନ୍ଧିଆଙ୍କ ଏକ ଜମି ବିକ୍ରୟ ସମୟରେ ସମ୍ପତ୍ତିର...

cricket
କରୋନା ପାଇଁ ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ସିରିଜ

ନୂଆଦିଲ୍ଲୀ: ମାର୍କେଟଠୁ କ୍ରିକେଟ୍, ଏବେ ସବୁଠି କରୋନାର ଇଫେକ୍ଟ। ଦେଶରେ କରୋନାର ଭୟାବହତାକୁ ଦେଖି ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ବାତିଲ କରିଦିଆଯାଇଛି। ଏନେଇ ଶୁକ୍ରବାର ବିସିଆଇ ଘୋଷଣା କରିଛି। ଆଇପିଏଲ୍ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାକି ୨ଟି ଦିନିକିଆ ବାତିଲ...

kusha-puttlika
ମନ୍ତ୍ରୀ ଓ ସରକାରୀ ବାବୁଙ୍କ କୁଶପୁତ୍ତଳିକାରେ ଲଗାଇଲେ ନିଆଁ

ପୁରୀ: ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିବାକୁ ନେଇ ରାଜନୀତି ସରଗରମ ହୋଇଥିବାବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ରଖିବାକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭରେ ଜିଲ୍ଲାପାଳଙ୍କ ସହ ୫...

ama-janata-adhikar
ଟଙ୍କା ଆଣ, ନହେଲେ ନିଆଁ ଜଳିବ

ପୁରୀ: ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ରଖିବାକୁ ବିରୋଧ କରି ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ। ଆମ ଜନତା ଅଧିକାର ସଂଗଠନ ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରାଯାଇଛି। ଏଥିସହ ୟେସ ବ୍ୟାଙ୍କରେ ଜମା ହୋଇଥିବା ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ଫେରସ୍ତ ପାଇବା ନେଇ ସିଂହଦ୍ୱାର ଥାନାରେ...

comittee
ଜଗା ଧନକୁ ଆଣିବା ପାଇଁ ଗଠନ ହେଲା କମିଟି

ଭୁବନେଶ୍ୱର: ଜଗା ଧନକୁ ଆଣିବା ପାଇଁ ଗଠନ ହେଲା କମିଟି। ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ଜମା ନେଇ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେବାକୁ ଏକ ଗୃହ କମିଟି ଗଠନ ହୋଇଛି। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ୧୨ଜଣିଆ କମିଟି ଗଠନ ହୋଇଛି କମିଟି। ୟେସ...

corona
ଭାରତରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ଭାରତରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ। ପ୍ରାଣଘାତୀ କରୋନା ଭୂତାଣୁରେ ଜଣେ କର୍ଣ୍ଣାଟକାର ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଗତକାଲି କର୍ଣ୍ଣାଟକାର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଆଜି ସେହି ବୃଦ୍ଧା ଜଣଙ୍କ କରୋନାରେ ଆକ୍ରାନ୍ତ ଥିବା ଓ ଏହି କାରଣରୁ ତାଙ୍କ ମୃତ୍ୟୁ...

89449428_2925044187552866_6
ରାଜନୀତିରେ ଗ୍ଲାମର ସାଥୀ

ଭୁବନେଶ୍ୱର: ଅଭିନେତ୍ରୀଙ୍କ ହାତ ଧରିଲେ ନେତା। ପ୍ରଥମେ ଚୋରା ପ୍ରେମ ଆଉ ଶେଷରେ ବିବାହ। ଆମେ କହୁଛୁ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ଓ ବଲିଉଡ୍ ଅଭିନେତ୍ରୀ ଝିଲିକଙ୍କ କଥା। ଅଭିନେତ୍ରୀ ଝିଲିକ ରାଜନେତା ପ୍ରିତିରଞ୍ଜନ ଘଡାଇଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ସେହି ସସପେନ୍ସର ଅନ୍ତ ଘଟିଛି।...

corona
ନୟାଗଡ଼ରେ କରୋନା ସନ୍ଦିଗ୍ଧ

ନୟାଗଡ଼: ନୟାଗଡ଼ରେ ଜଣେ କରୋନା ସନ୍ଦିଗ୍ଧ ଚିହ୍ନଟ। ନୟାଗଡ଼ ଫତେଗଡ଼ ଥାନା ଅନ୍ତର୍ଗତ ବଳଦିଆନୂଆଗାଁରେ ଜଣେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସେ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିଲେ ଏବଂ ଗତ ସପ୍ତାହ ତଳେ ସେ ଗାଁକୁ ଫେରିଥିଲେ। ତାମିଲନାଡୁରୁ ଫେରିବାର କିଛି ଦିନ ପରେ ଥଣ୍ଡା,...

ipl
ଘୁଞ୍ଚିବ ଆଇପିଏଲ, ଦର୍ଶକଙ୍କୁ ଷ୍ଟାଡିୟମ ମନା!

ମୁମ୍ବାଇ: ସମଗ୍ର ବିଶ୍ୱରେ କରୋନା ଭାଇରସର ଆତଙ୍କ ଦେଖାଦେଇଛି। ଦେଶକୁ ଦେଶ ବ୍ୟାପିବାରେ ଲାଗିଛି ଏହି ମହାମାରୀ। ଏଥିରୁ ବାଦ୍ ପଡ଼ିନି ଭାରତ। ତେବେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା ପରେ ସତର୍କତାମୂଳକ ପଦକ୍ଷେପ ନେଇଛି ଭାରତ। କରୋନାର ଭୟାବହତାକୁ ଆଖି ଆଗରେ ରଖି ଚଳିତମାସ...

train
ଚଳନ୍ତା ମାଲଗାଡିରୁ ଅଲଗା ହୋଇଗଲା ଡ଼ବା

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ପୁଣି ଅଘଟଣ। ଲେଭଲ କ୍ରସିଂ ପାର ହେବା ବେଳେ ଚଳନ୍ତା ମାଲଗାଡିରୁ ଅଲଗା ହୋଇଗଲା ଡବା। ଆଜି ଦିନ ୧୨ଟା ବେଳେ ଘଟିଛି ଏହି ଘଟଣା। କେତେକ ଡବା ଅନ୍ୟ ଡ଼ବାରୁ ବିଛିନ୍ନ ହୋଇଥିବା ଜାଣିପାରି ମାଲଗାଡି ଡ୍ରାଇଭର ଟ୍ରେନ ରୋକି ଦେଇଥିଲେ।...

kie-khaila
ଅଧିକ ସୁଧ ଲୋଭରେ ବୁଡ଼ାଇଦେଲେ ଜଗନ୍ନାଥଙ୍କ ଟଙ୍କା

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ରଖିବା ପ୍ରସଙ୍ଗରେ ରାଜ୍ୟ ସରକାର ହାତ ଝାଡି ଦେଇଛନ୍ତି। ଗୃହରେ ଉତ୍ତର ରଖି ଖୋଦ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି ଯେ ଶ୍ରୀମନ୍ଦିର ଅର୍ଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ। ଅଧିକ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।