• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

jahj
ନିର୍ଭୟା ଦୋଷୀଙ୍କ ଆବେଦନ ଖାରଜ୍‌ କଲେ କୋର୍ଟ: ସକାଳେ ଫାଶୀ ସୁନିଶ୍ଚିତ

ନୂଆଦିଲ୍ଲୀ: ଶୁକ୍ରବାର ସକାଳ ୫.୩୦ରେ ‘ନିର୍ଭୟା ଦୋଷୀ’ ଫାଶୀ ପାଇବା ନିଶ୍ଚିତ ହୋଇସାରିଛି। ଏହାର କିଛି ଘଣ୍ଟା ପୂର୍ବରୁ ହିଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୋଷୀଙ୍କ ଓକିଲ। ଫାଶୀ ଅଟକାଇବା ପାଇଁ ଦିଲ୍ଲୀର ପଟିଆଲା ହାଇକୋର୍ଟ ମନା କରିଦେବା ପରେ ଦୋଷୀଙ୍କ ଓକିଲ ଏପି ସିଂହ ନିଜ...

pm modi
ରବିବାର ସକାଳ ୭ଟା ପରେ ଘରୁ ନବାହାରିବାକୁ ମୋଦିଙ୍କ ନିବେଦନ

ନୂଆଦିଲ୍ଲୀ: ଆସନ୍ତା ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଦେଶବାସୀଙ୍କୁ ନିବେଦନ କରିଛନ୍ତି। ବିଶ୍ୱ ମହାମାରୀ କରୋନାର ମୁକାବିଲା ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, ‘ସାରା ବିଶ୍ୱରେ କରୋନା ଭାଇରସ୍ ବିଶ୍ୱ ସଙ୍କଟ...

lightning
ବଜ୍ରପାତରେ ୭ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣଙ୍କ ମୃତ୍ୟୁ। ଆଜି ଅପରାହ୍ଣରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହଠାତ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରପାତରେ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଘଣ୍ଟିବୁଡ଼ ଗାଁରେ ଦୁଇ କେନ୍ଦୁପତ୍ର  ତୋଳାଳିଙ୍କ ମୃତ୍ୟୁ ଘଟିଛି। ସେହିପରି ଗଜପତି ଓ ଜଗତସିଂହପୁର...

quarantine-centre
ସବୁ ପଞ୍ଚାୟତରେ ଖୋଲିବ କ୍ୱାରେଣ୍ଟାଇନ ସେଣ୍ଟର

ଭୁବନେଶ୍ୱର: ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ କ୍ୱାରେଣ୍ଟାଇନ ସେଣ୍ଟର। ପ୍ରତି ସେଣ୍ଟରରେ ଶଯ୍ୟା, ବିଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା ଯୋଗାଇ ଦିଆଯିବ। କରୋନା ସଂକ୍ରମଣ ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ସବୁ ପଞ୍ଚାୟତରେ କ୍ୱାରେଣ୍ଟାଇନ ସେଣ୍ଟର ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ପଞ୍ଚାୟତକୁ ଏଥିଲାଗି...

central-govt
ଘରୁ କାମ କରିବେ କେନ୍ଦ୍ର ସରକାରଙ୍କ କର୍ମଚାରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କୁ ନିଜ ଘରେ କାମ କରିବା ସହିତ ପାଳି କରି ଅଫିସ ଆସିବାକୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି।କେନ୍ଦ୍ର ସରକାରଙ୍କ ଅଧିନରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ନିଜ ବାସଭବନରୁ କାର୍ଯ୍ୟ କରିବେ। କେନ୍ଦ୍ର...

italy
ବିଶ୍ୱରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଇଟାଲୀର ଅବସ୍ଥା ସାଂଘାତିକ

ବେଜିଂ: ସାରା ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ ହୋଇପଡ଼ିଛି।  ଏବେ କରୋନା ୧୬୨ଟି ଦେଶକୁ ବ୍ୟାପିଥିବା ବେଳେ ଇଟାଲୀର ଅବସ୍ଥା ସାଂଘାତିକ ହୋଇଛି। ଇଟାଲୀରେ କରୋନା ୨୪ ଘଣ୍ଟାରେ ପୁଣି ୩୪୯ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଏଠାରେ ୩୪୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଚାଇନାର ଉହାନରେ ଏହି...

d
କରୋନା ପାଇଁ କ'ଣ ବନ୍ଦ ହେବ ଓ କ'ଣ ଖୋଲା ରହିବ ଜାଣନ୍ତୁ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ମଲ, ପାର୍କ, ସିନେମା ହଲ, ସୁଇମିଂ ପୁଲ, ଜିମ ସେଣ୍ଟର ଆଦି ବନ୍ଦ କରାଯାଇଛି। କିନ୍ତୁ ଦ୍ୱୈତ ନଗରୀରେ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନଗୁଡିକ ଖୋଲା ରଖିବାକୁ ପୋଲିସ କମିଶନର...

mask1
କେତେବେଳେ ମାସ୍କ ପିନ୍ଧିବା ଆବଶ୍ୟକ?

ଭୁବନେଶ୍ୱର: ବଜାରରେ ମାସ୍କର ପ୍ରବଳ ଚାହିଦା। ଔଷଧ ଦୋକାନ ଠାରୁ ଆରମ୍ଭ କରି ରାସ୍ତା କଡ଼ରେ ମିଳୁଛି ମାସ୍କ। କରୋନା ସଂକ୍ରମଣ ଆଶଙ୍କାରେ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ମାସ୍କ ବ୍ୟବହାର କରୁଛନ୍ତି। ରାଜଧାନୀ ଭୁବନେଶ୍ୱରର ଔଷଧ ଦୋକାନଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ...

matric
କାଲିଠୁ ମାଟ୍ରିକ ଖାତା ମୂଲ୍ୟାୟନ; ଗହଳି ରୋକିବାକୁ ୩ଟି ପର୍ଯ୍ୟାୟରେ ଖାତାଦେଖା

ଭୁବନେଶ୍ୱର: ମାଟ୍ରିକ୍ ଖାତା ମୂଲ୍ୟାୟନ ସମୟରେ କରୋନା ସତର୍କତା ଅବଲମ୍ବନ କରାଯିବ। ଶି‍କ୍ଷକ ଓ ଶିକ୍ଷୟତ୍ରୀ ସାନିଟାଇଜର ବ୍ୟବହାର କରିବେ ଓ ନିଜ ନିଜ ମଧ୍ୟରେ ଦୂରତା ରକ୍ଷା କରି ଖାତା ଦେଖିବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସୂଚନା ଦେଇଛି। ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ୍...

mukesh
ନିର୍ଭୟା ଦୋଷୀ ମୁକେଶର ଚାଲ: କହିଲା, ଘଟଣା ଦିନ...

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବା। ୪ର୍ଥ ଥର ପାଇଁ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। କିନ୍ତୁ ଫାଶୀ ପୂର୍ବରୁ ଦୋଷୀମାନେ ଗୋଟିଏ ପରେ ଗୋଟିଏ ଚାଲ ଖେଳାଇ ଚାଲିଛନ୍ତି। ତେବେ...

navy
ନୌସେନାରେ ମହିଳା ଅଫିସରଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ନୌସେନାରେ ନିଯୁକ୍ତ ସଂକ୍ରାନ୍ତ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ନୌସେନାରେ ପୁରୁଷ ଅଫିସରଙ୍କ ପରି ମହିଳା ଅଫିସରଙ୍କୁ ମିଳିବ ସମାନ ଅଧିକାର। ଆଜି ଏହି ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ମହିଳା ନୌସେନାଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ୍ ନିଯୁକ୍ତି। କମାଣ୍ଡ ପୋଷ୍ଟିଂରୁ ବି ବଞ୍ଚିତ ହେବେନି ଯୋଗ୍ୟ...

HUMAN-2
ବିବାଦରେ ହ୍ୟୁମାନଙ୍କ 'ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ': ସୋସିଆଲ୍‌ ମିଡିଆରେ କଡ଼ା ନିନ୍ଦା

ଭୁବନେଶ୍ୱର: ଝିଅ ନୁହେଁ ତୁ କରୋନା ଭାଇରସ୍। ଏହି ଗୀତକୁ ନେଇ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚା। ଏହି ଗୀତ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ଗୀତରେ କରୋନା ଭାଇରସକୁ ଝିଅ ସହ ତୁଳନା କରାଯାଇଛି। ତେବେ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱର ଲୋକେ...

coronna
ସଚେତନତା ହିଁ କରୋନାର ପ୍ରତିଷେଧକ: ସୁସ୍ଥ ହେଲେଣି ୮୪,୩୦୭

ଭୁବନେଶ୍ୱର: ବିଶ୍ୱ ମହାମାରୀ କରୋନା ଭାଇରସ୍ ତଥା ‘କୋଭିଡ୍-୧୯’କୁ ନେଇ ଛାନିଆ  ନହେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଏହାସହ କେବଳ ସତର୍କତାମୂଳକ ପଦକ୍ଷେପ ନେଲେ ଏହି ମହାମାରୀକୁ ଏଡାଇ ପାରିବା ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ କହିଛି। ଭାରତରେ ଏହି ଭୂତାଣୁ...

nirvaya
ପିଟିସନ ଖାରଜ ପରେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂର କ୍ୟୁରେଟିଭ ପିଟିସନକୁ ଆଜି ସୁପ୍ରିମକୋର୍ଟ ପୁଣି ଥରେ ଖାରଜ ଦେଇଛନ୍ତି। ତେବେ ଖାରଜ ପରେ ଫାଶି ହେବା ପକ୍କା ହୋଇଛି। କିନ୍ତୁ ଅନ୍ୟ ୩ ଦୋଷୀ ଅନ୍ତର୍ଜାତୀୟ କୋର୍ଟ(ICJ)ଙ୍କ ଦ୍ୱାରାସ୍ଥ ହୋଇଛନ୍ତି ମୃତ୍ୟୁଦଣ୍ଡ ବିରୋଧରେ...

parliament
ସଂସଦରେ କରୋନା ସତର୍କତା, ଥର୍ମାଲ ସ୍କ୍ରିନିଂ ଆରମ୍ଭ

ନୂଆଦିଲ୍ଲୀ: ସଂସଦ ମଧ୍ୟକୁ ଯିବା ପାଇଁ ଜାରି ହେଲା କଟକଣା। ଆଜି ଠାରୁ ବିଧିବଦ୍ଧ ଭାବେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି। ସଂସଦରେ ମଧ୍ୟକୁ ପ୍ରବେଶ କରୁଥିବା ସୁରକ୍ଷାକର୍ମୀଙ୍କ ଠାରୁ ଆରମ୍ଭ କରି ସାଂସଦ ଓ ସାମ୍ବାଦିକମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଛି। ସେହିପରି ପରିଦର୍ଶକମାନଙ୍କୁ ମଧ୍ୟ ସ୍କ୍ରିନିଂ କରାଯିବା...

baruni
ବାରୁଣୀ ଯାତ୍ରା, ହରିରାଜପୁର ମେଲଣ ବାତିଲ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଜନସମାଗମ ରୋକିବାକୁ ଯାଇ ସମଗ୍ର ଯାଜପୁର ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି। ତେବେ ଆସନ୍ତା ମାର୍ଚ୍ଚ ୨୧ରେ ଦଶାଶ୍ୱମେଧ ଘାଟ ବୈତରଣୀ ନଦୀରେ ହେବାକୁ ଥିବା ବାରୁଣୀ ସ୍ନାନକୁ ବନ୍ଦ କରିଦିଆଯାଇଛି। ସେହିପରି ବରାହନାଥ...

floor-test
କରୋନା ପାଇଁ ଅଟକିଲା ମଧ୍ୟପ୍ରଦେଶ ଆସ୍ଥା ଭୋଟ: କମଲ ଆଶ୍ୱସ୍ତ, ସୁପ୍ରିମକୋର୍ଟରେ ବିଜେପି

ଭୋପାଲ:  ମଧ୍ୟପ୍ରଦେଶ ରାଜନୀତିରେ ଆସିଲା ନୂଆ ମୋଡ଼। କରୋନାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ୧୦ ଦିନ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି। ତେବେ ଘୋଷଣା ପରେ କମଳନାଥ ସରକାର ଆଶ୍ୱସ୍ତ ହୋଇଥିବା ବେଳେ ଏହା ବିରୋଧରେ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟପାଳ ଲାଲାଜୀ ଟଣ୍ଡନ ୧୬...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।