• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

4
ସହାୟତା ଲାଗି ଆଗେଇ ଆସିଲେ ଧର୍ମେନ୍ଦ୍ର, ପ୍ରତାପ ଓ ବୈଜୟନ୍ତ

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଶ୍ରମିକ ଏବେ ଦୟନୀୟ ଅବସ୍ଥାରେ ରହିଛନ୍ତି। କରୋନା ଭୂତାଣୁଠାରୁ ଅଧିକ କଷ୍ଟ ଦେଉଛି ଡ଼ହ ଡ଼ହ ଖରାରେ ଶହ ଶହ କିଲୋମିଟର ଚାଲି ଚାଲି ଆସିବା। ଏନେଇ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଏବଂ...

omigrants-odia
ପ୍ରବାସୀ ଓଡ଼ିଆଙ୍କ ସହାୟତା ପାଇଁ ୧୦ ପ୍ରଶାସକଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକ ପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଶ୍ରମ ଓ ଗୃହ ବିଭାଗ ଅଧୀନରେ ଦୁଇଟି କଣ୍ଟ୍ରୋଲ୍ ରୁମ୍ ଓ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର। ଏଥିସହ ସହାୟତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା...

maoist
ମାଓବାଦୀଙ୍କ ପାଖକୁ ଯାଅନି, କରୋନା ହୋଇଥାଇପାରେ!

ମାଲକାନାଗିରି: ମାଓବାଦୀଙ୍କୁ କରୋନା ଭାଇରସ୍ ସଂକ୍ରମିତ କରିଥାଇପାରେ। ସେମାନଙ୍କ ସଂସ୍ପର୍ଶରେ ନଆସିବାକୁ ସତର୍କ କରାଇଲା ସଚେତନ ନାଗିରକ ମଞ୍ଚ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିରୋଧରେ ସଚେତନ ନାଗରିକ ମଞ୍ଚ ତରଫରୁ ପୋଷ୍ଟର ମାଧ୍ୟମରେ ସତର୍କ ସୂଚନା ଦିଆଯାଇଛି। କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ସଂକ୍ରମଣ...

assembly
ଆସନ୍ତାକାଲି ବସିବ ବିଧାନସଭା, ସାନିଟାଇଜ୍ ହେଲା ଲୋକସେବା ଭବନ

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବସିବ। ଏହି  ଅଧିବେଶନ ବ୍ୟୟମଂଜୁରୀ ବିଲ୍ ପାରିତ ପାଇଁ ବିଧାନସଭା ଅଧିବେଶନ ବସିବ। ଏନେଇ ଆଜି ଏହି ସମ୍ମିଳନୀ କକ୍ଷକୁ ସାନିଟାଇଜ୍ କରାଯାଇଛି। ବିଏମସିର ସ୍ୱାସ୍ଥ୍ୟ ବିଭାଗର ଟିମ୍ ଏବଂ ଅଗ୍ନିଶମ ସେବା...

odisha-police
ସପ୍ତାହକୁ ଗୋଟିଏ ଦିନ ଛୁଟିରେ ରହିବେ ପୋଲିସ୍

ଭୁବନେଶ୍ୱର: ଲକଡାଉନ୍ ବେଳେ ବିଭିନ୍ନ ସହର ଓ ସଡ଼କରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ଉପରେ ଯେପରି ମାତ୍ରାଧିକ କାର୍ଯ୍ୟଗତ ଚାପ ନପଡ଼େ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ପୋଲିସ୍ କର୍ମଚାରୀଙ୍କୁ ଯେପରି ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ମିଳେ ସେଥିପ୍ରତି ଜାରି ହୋଇଛି ଗାଇଡ୍‌ଲାଇନ୍। ଏଥିସହ ପୋଲିସ କର୍ମଚାରୀମାନେ ଦିନକୁ...

hc
ପ୍ରବାସୀ ଶ୍ରମିକଙ୍କୁ ସୀମାରେ ଅଟକାଅ: ହାଇକୋର୍ଟ

କଟକ:  ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କୁ ସୀମାରେ ଅଟକାଇବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ରେଜିଷ୍ଟ୍ରି ନିଜ ତରଫରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ...

migrants
ବାହାରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ କରୋନା ବ୍ୟାପିବାରେ ଲାଗିଛି। ସଂକ୍ରମିତ ଅଞ୍ଚଳମାନଙ୍କରେ ଥିବା ଅନେକ ଓଡ଼ିଆ ଏବେ ଘରକୁ ଫେରିଛନ୍ତି। ଓଡ଼ିଶାରେ କରୋନା ସଂକ୍ରମଣ ଅଧିକ ଆଶଙ୍କା ଥିବାରୁ ଏ ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବେ ତିନିଟି ଦିଗକୁ ଗୁରୁତ୍ୱପୂର୍ଣ୍ଣ...

VEGE
ରାଜଧାନୀର ଗଳିକନ୍ଦିରେ ପନିପରିବା ପହଞ୍ଚାଇବ ଭେଜିଟେବଲ ଭ୍ୟାନ୍

ଭୁବନେଶ୍ୱର: କଟକଣା ସତ୍ତ୍ୱେ ବି ରାଜଧାନୀ ହାଟମାନଙ୍କରେ ଭିଡ଼ ହେଉଛି। ଏହା ରୋକିବାକୁ ବିଏମସି ପ୍ରୟାସ ଆରମ୍ଭ କରିଛି। ଏଣିକି ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ବୁଲିବ ମୋବାଇଲ ଭେଜିଟେବଲ୍ ଭ୍ୟାନ୍। ଲୋକେ ଭ୍ୟାନ୍‌ରୁ ସହଜରେ ଯେପରି ପରିବା କିଣିପାରିବେ ସେନେଇ BMC ଏହି ବ୍ୟବସ୍ଥା କରିଛି। ସେପଟେ ଲୋକଙ୍କ...

spread
କରୋନା ଭାଇରସ୍ ବ୍ୟାପିବାର ଅଧିକ ବିପଦ ରହିଛି କେଉଁଠି?

ଭୁବନେଶ୍ୱର: କରୋନା ଭାଇରସ୍‌ ବ୍ୟାପିବାର ଏକମାତ୍ର ମାଧ୍ୟମ ହେଉଛି କଣ୍ଟାକ୍ଟ । ଯାହାକୁ ଓଡ଼ିଆରେ ଆମେ ସମ୍ପର୍କ ବୋଲି କହିଥାଉ। ସାଧାରଣତଃ ଯଦି କୌଣସି ସୁସ୍ଥ ବ୍ୟକ୍ତି କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ବା ସମ୍ପର୍କରେ ଆସନ୍ତି, ତେବେ ସମ୍ପୃକ୍ତ ସୁସ୍ଥ ବ୍ୟକ୍ତିଙ୍କୁ କରୋନା ଭୂତାଣୁ ସଂକ୍ରମିତ କରିବାର ଯଥେଷ୍ଟ...

patho-detect
ଅଢ଼େଇ ଘଣ୍ଟାରେ କରୋନା ଭୂତାଣୁ ଚିହ୍ନଟ କରିବ 'ପାଥୋ ଡିଟେକ୍ଟ'

ପୁଣେ: ଚିକିତ୍ସା ବିଜ୍ଞାନରେ ଭାରତକୁ ଏକ ବଡ଼ ସଫଳତା। ମାତ୍ର ୧୨ଶହ ଟଙ୍କାରେ ହୋଇପାରିବ କରୋନା ଟେଷ୍ଟ। ଆଉ ୭ ନୁହେଁ ଅଢ଼େଇ ଘଣ୍ଟାରେ ବି ଚିହ୍ନଟ ହୋଇଯିବ କୋଭିଡ଼-୧୯ ଭୂତାଣୁ। ଏଭଳି ଏକ ଟେଷ୍ଟିଂ କିଟ୍ ବାହାରିଛି ଯାହାର ନାଁ ପାଥୋ ଡିଟେକ୍ଟ। ମହାରାଷ୍ଟ୍ର ପୁଣେ ସ୍ଥିତ...

contact
ତୃତୀୟ କରୋନାଙ୍କ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଥିବା ସନ୍ଦିଗ୍ଧଙ୍କ ଆସିଲା ରିପୋର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ତୃତୀୟ ‘କରୋନା’ ଆକ୍ରାନ୍ତ ସମ୍ପର୍କରେ ଅଧିକ ତଥ୍ୟ ଦେଇଛନ୍ତି କୋଭିଡ୍‌-୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।ଦିଲ୍ଲୀରୁ ଘର ଓ ଅଫିସ୍ କ୍ଲିନିକ ପର୍ଯ୍ୟନ୍ତ ସେ ୧୧୨ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି। ସେମାନଙ୍କ ଭିତରୁ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ପତ୍ତା ମିଳିନି। ତେବେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧଙ୍କ...

mid-day-meal
ଜୁନ ୧୫ରୁ ସ୍କୁଲରେ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: କରୋନା ଭୟାବହତା କମିବା ପରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବହି ଦିଆଯିବ। ଆସନ୍ତା ଜୁନ ୧୫ରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ଜୁନ୍ ୧୫ରୁ ସ୍କୁଲରେ ପୁଣି ମଧ୍ୟାହ୍ନ ଭୋଜନ ଆରମ୍ଭ...

voluntary
କୋଭିଡ୍-୧୯ ପରିଚାଳନା ପାଇଁ ଅଭିଜ୍ଞଙ୍କ ସହାୟତା ଲୋଡ଼ିଲେ ସରକାର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟର ୨ ମେଡିକାଲରେ କୋଭିଡ-୧୯ ୱାର୍ଡ ୧୫ ଦିନ ମଧ୍ୟରେ ନିର୍ମାଣ ହେବାକୁ ଥିବାବେଳେ ଡ୍ରିମ୍ସ କଲେଜରେ ଅସ୍ଥାୟୀ ଭାବେ କୋଭିଡ-୧୯ ହସ୍ପିଟାଲ ନିର୍ମାଣ ହେବ। ତେବେ କୋଭିଡ୍-୧୯ ପରିଚାଳନାରେ ସହାୟତା ପାଇଁ...

micro
ନିଯୁକ୍ତି ପାଇବେ ମାଇକ୍ରୋ ବାୟୋଲୋଜିଷ୍ଟ

ଭୁବନେଶ୍ୱର: କୋଭିଡ-୧୯ DPHL ଓ ସ୍ୱାବ୍ ନମୁନା ସଂଗ୍ରହ ପାଇଁ ବିଜ୍ଞାପନ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ମାଇକ୍ରୋ ବାୟୋଲୋଜିଷ୍ଟ ନିଯୁକ୍ତି ପାଇଁ ଅସ୍ଥାୟୀ ଭାବେ ସ୍ୱଳ୍ପ ମିଆଦ ଭିତ୍ତିରେ ଉଭୟ ମେଡିକୋ ଓ ନନ୍ ମେଡିକୋଙ୍କୁ ନିଯୁକ୍ତି ଦିଆଯିବ। ମେଡିକୋ ମାଇକ୍ରୋ ବାଓଲୋଜିଷ୍ଟଙ୍କୁ...

driems
ରାଜ୍ୟରେ ଖୋଲିବ ଆଉ ଏକ କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ‘କୋଭିଡ-୧୯’ ଭୂତାଣୁ ଏବେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିବାର ଆଶଙ୍କା କରାଯାଉଛି । କରୋନା ସଂକ୍ରମଣର ସ୍ଥିତି ମୁକାବିଲା କରିବା ଲାଗି ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ସ୍ଥିତିର ମୁକାବିଲା ପାଇଁ ସରକାର ଆଜି ଆଉ ୬୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ ସ୍ଥାପନ ନିମନ୍ତେ...

beggar
ମାଗଣାରେ ରନ୍ଧା ଖାଦ୍ୟ ଖାଇବେ ବାସହରା ଓ ଭିକାରୀ

ଭୁବନେଶ୍ୱର: ସହରରେ ଥିବା ଭିକାରୀ, ବେସାହାରା, ବାସହରା ଓ ଖାଇବାକୁ ପାଉନଥିବା ଲୋକଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇବେ ରାଜ୍ୟ ସରକାର। ଆଜି ଏନେଇ ଆଜି ରାଜ୍ୟ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ୍ ନାୟକ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି। ଆହାର କେନ୍ଦ୍ର ବନ୍ଦ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।